• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

drone
ରେଲୱେ ପ୍ଲାଟଫର୍ମ ଜଗିବ ଡ୍ରୋନ୍‌ କ୍ୟାମେରା

ଭୁବନେଶ୍ୱର: ରେଲୱେ ପ୍ଲାଟଫର୍ମର ସୁରକ୍ଷା ଯାଞ୍ଚ କରିବ ଡ୍ରୋନ କ୍ୟାମେରା। ଭୁବନେଶ୍ୱରରେ ରେଲୱେ ପ୍ଲାଟଫର୍ମର ସୁରକ୍ଷା ନେଇ ଏହି ଉଦ୍ୟମ ଆରମ୍ଭ କରିଛି ରେଲୱେ ରାପିଡ୍ ପୋଲିସ ଫୋର୍ସ। କରୋନା ଲାଗି ଯାତ୍ରୀବାହୀ ଟ୍ରେନ ବନ୍ଦ ରହିଥିବାବେଳେ ମାଲଗାଡି ଚଳାଚଳ କରୁଛି। ମାଲବାହୀ ଗାଡିରେ କିଛି ଅତ୍ୟାବଶ୍ୟକ ସାମଗ୍ରୀ...

dgp
ଲକ୍‌ ଡାଉନ୍‌ ଭାଙ୍ଗିବା ଅଭିଯୋଗରେ ୨୨୭ ମାମଲା ରୁଜୁ

ଭୁବନେଶ୍ୱର: ଲକ୍‌ଡାଉନ୍ ନିୟମ ଭାଂଗିଥିବା ଅଭିଯୋଗରେ ୨୨୭ ମାମଲା ହୋଇଛି। ରାଜ୍ୟରେ କରୋନାକୁ ନେଇ କଟକଣା ଜାରି କରାଯାଇଥିବାବେଳେ ଏହି ନିୟମ ଉଲ୍ଲଂଘନ ଅଭିଯୋଗରେ ୨୪୪ଟି ମାମଲା ହୋଇଛି। ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ଗତକାଲି ସକାଳଠାରୁ ଆଜି ସକାଳ ମଧ୍ୟରେ ମୋଟ...

panic
କରୋନାରେ ପ୍ରଥମ ମୃତ୍ୟୁ ନେଇ ଏମ୍ସର ପ୍ରତିକ୍ରିୟା

ଭୁବନେଶ୍ୱର: ରାଜ୍ୟରେ କରୋନାରେ ପ୍ରଥମ ମୃତ୍ୟୁ ନେଇ ଏମ୍ସ ପକ୍ଷରୁ ପ୍ରତିକ୍ରିୟା ଜାରି ହୋଇଛି। ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା। ଅନ୍ୟ ରୋଗୀଙ୍କ ସହ ରଖାନଯାଇ ଅଲଗା ଭାବେ ରଖାଯାଇଥିବା କହିଛନ୍ତି ଏମ୍ସ ଅଧୀକ୍ଷକ ଜବାହର ପିଲେ। ମୃତ ବ୍ୟକ୍ତିଙ୍କର ନମୁନା RMRCକୁ ପରୀକ୍ଷଣ ପାଇଁ ପଠାଯାଇଥିଲା।...

pregent
ଗର୍ଭବତୀ ମହିଳା କରୋନା ଭାଇରସ ଠାରୁ ସୁରକ୍ଷିତ ରହିବେ କିପରି

ଭୁବନେଶ୍ୱର: ମହାମାରୀ କରୋନା ଭାଇରସର ପ୍ରଭାବ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ବ୍ୟାପିଛି ଯେ ଏହାର ପ୍ରଭାବରୁ କୌଣସି ବ୍ୟକ୍ତି, ବୃଦ୍ଧ ଏବଂ ଶିଶୁ ବର୍ତ୍ତି ପାରିନାହାନ୍ତି। ଏଭଳି ପରିସ୍ଥିତିରେ ଗର୍ଭବତୀ ମହିଳାମାନେ ନିଜ ପିଲା ବିଷୟରେ ଚିନ୍ତା କରିବା ସ୍ୱାଭାବିକ। କରୋନା ଭାଇରସ ସହ ଜଡିତ...

delhi
କରୋନା ମୁକାବିଲା ପାଇଁ ୫ସୁତ୍ରୀ ମହାପ୍ଲାନ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭାଇରସର ମାମଲା ବୃଦ୍ଧି ପାଉଛି ଏବଂ ଦିଲ୍ଲୀ ମଧ୍ୟ ପଛରେ ନାହିଁ। ଏପର୍ଯ୍ୟନ୍ତ ଦିଲ୍ଲୀରେ ୫୨୫ଟି କରୋନା ମାମଲା ରୁଜୁ ହୋଇଛି, ସେଥିମଧ୍ୟରୁ ୩୨୯ ଜଣ ହେଉଛନ୍ତି ନିଜାମୁଦ୍ଦିନ ଫେରନ୍ତା। ଦିଲ୍ଲୀରେ କରୋନାକୁ ସାମ୍ନା କରିବାକୁ ଦିଲ୍ଲୀ ସରକାର ଏକ ବଡ...

uttarpradesh
କରୋନା ଭୟରେ ମେଡିକାଲ ଛାଡ଼ି ପଳାଇଲା ରୋଗୀ

ଉତ୍ତରପ୍ରଦେଶ: ଦେଶରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସତ୍ତ୍ୱେ ମଧ୍ୟ ଲୋକେ ସ଼ଚେତନ ହେଉ ନାହାନ୍ତି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ବାଗପାତରୁ ଆସିଛି। ଜଣେ କରୋନା ପଜିଟିଭ୍ ରୋଗୀ ମେଡିକାଲରୁ ଖସି ପଳାଇଛି। ନେପାଳର ଏହି ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ତିନି...

homemade mask
ଘର ତିଆରି ମାସ୍କକୁ ସଫା କରିବେ କିପରି?

ଭୁବନେଶ୍ୱର: ମହାମାରୀ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ତିଆରି ମାସ୍କକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିବା ଅନୁଯାୟୀ, ମାସ୍କକୁ ନିୟମିତ ପରିଷ୍କାର କରିବା ଦ୍ୱାରା ଏହା ପ୍ରଭାବଶାଳୀ ହୋଇଥାଏ। ମାସ୍କକୁ ସଫା ରଖିବା ଦ୍ୱାରା ଆପଣମାନେ ଭାଇରସଠୁ...

tiger
ମଣିଷ ପରେ ବାଘକୁ ହେଲା କରୋନା

ନୂଆଦିଲ୍ଲୀ:ମାରାତ୍ମକ କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରୁ ଚିନ୍ତା ବଢ଼ାଇବାରେ ଲାଗିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଜଙ୍ଗଲୀ ପଶୁଙ୍କୁ ସଂକ୍ରମିତ ହେବା ନୂଆ ମାମଲା ସାମ୍ନାକୁ ଆସିଛି। ଆମେରିକାର ନ୍ୟୁୟର୍କର ବ୍ରୋନକ୍ସ ପ୍ରାଣୀ ଉଦ୍ୟାନର ବାଘୁଣୀ ଏହି କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ୱାଇଲ୍ଡ...

ayarland
କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବେ ଏଇ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ୍ ମାମଲା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ଭାଇରସ ବିରୋଧରେ ହେଉଥିବା ଯୁଦ୍ଧରେ ବିଭିନ୍ନ ଦେଶ ବିଭିନ୍ନ ପ୍ରକାରର ନିଷ୍ପତ୍ତି ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଲିଓ ବରଡକର (Leo Varadkar)ଙ୍କ ନିଷ୍ପତ୍ତି ବାସ୍ତବିକ...

kit
ଏପ୍ରିଲ ୮ ସୁଦ୍ଧା ମିଳିବ ୭ ଲକ୍ଷ କରୋନା ଟେଷ୍ଟିଂ କିଟ୍‌

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ଟେଷ୍ଟ ଅଧିକରୁ ଅଧିକ କରିବା ପାଇଁ ରବିବାର ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ନିର୍ଦ୍ଦେଶ ଦେଇଛି। କିଟ୍ ସଂଖ୍ୟା ଅଧିକ ଆବଶ୍ୟକତା ରହିଥିବାରୁ କେନ୍ଦ୍ର ସରକାର ଏବେ ଆଇସିଏମଆରକୁ ଏପ୍ରିଲ ୮ ତାରିଖ ସୁଦ୍ଧା ୭...

karim morani
ବଲିଉଡ ନିର୍ଦ୍ଦେଶକଙ୍କ ଝିଅ କରୋନା ଆକ୍ରାନ୍ତ

ମୁମ୍ୱାଇ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରିମ ମୋରାନୀଙ୍କ ଝିଅ ଶଜା ମୋରାନି କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଟେଷ୍ଟ ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଥିବା ଜଣାପଡିଛି।  ରିପୋର୍ଟ ଦେଖିବା ପରେ ପୂରା ପରିବାର  ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ଶାହାରୁଖ ଖାନ୍‌ଙ୍କ ସହ ଘନିଷ୍ଠ ଥିବା କରିମ ମୋରାନି ଏ...

modi-Deepavali-1
ଏପ୍ରିଲ୍‌ରେ ଦୀପାବଳି: ଦୀପ ଓ ଫ୍ଲାସ୍ ଲାଇଟ୍‌ରେ ଉଜ୍ଜ୍ୱଳ ହେଲା ସାରା ଦେଶ

ନୂଆଦିଲ୍ଲୀ: କରୋନା ମହାମାରୀର ଭୟଙ୍କର ଅନ୍ଧାରକୁ ଦୂରେଇ ଦେବା ପାଇଁ ଆଜି ସାରା ଦେଶ ଅଦିନରେ ଦୀପାବଳି ପାଳନ କରିଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ୍‌ କ୍ରମେ ସାରା ଦେଶ ଘରର ବତୀ ବନ୍ଦ କରି ଦୀପ, ଟର୍ଚ୍ଚ ଓ ମୋବାଇଲ୍‌ ଫ୍ଲାସ୍‌ ଲାଇଟ୍ ଜାଳି ଏକଜୁଟତା ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ...

Untitled-1
ଶଟ୍‌ଡାଉନ୍‌ ହୋଇଥିବା ଏହି ୩ ସହରରେ ଖୋଲିବ ତେଜରାତି ଦୋକାନ

ଭୁବନେଶ୍ୱର: ଭୁବନେଶ୍ୱର କଟକ ଓ ଭଦ୍ରକରେ କାଲି ସକାଳ ୭ଟାରୁ ଖୋଲିବ ତେଜରାତି ଦୋକାନ। ଏହି ତିନି ସହରରେ ଆଜି ରାତି ୮ଟାରେ ଶଟ୍‌ଡାଉନ କଟକଣା ହଟିବାକୁ ଥିବା ବେଳେ, ଲକ୍‌ଡାଉନ ବଳବତ୍ତର ରହିବ। ତେଣୁ ଏହି ତିନି ସହରରେ ତେଜରାତି ଦୋକାନ ଗୁଡ଼ିକ ଆସନ୍ତାକାଲି ସକାଳ ୭...

coid
ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା:  ଭୁବନେଶ୍ୱରରେ ପୁଣି ୧୬ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପୁଣି ଭୁବନେଶ୍ୱରରେ ଆଉ ୧୬ ଟି କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ତେବେ ଆଜି ଗୋଟିଏ ଦିନରେ କେବଳ ଭୁବନେଶ୍ୱରରେ ୧୮ଟି କୋଭିଡ୍-୧୯...