• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

pizza
ପିଜା ଡେଲିଭରି କରୁଥିବା ଯୁବକଙ୍କୁ କରୋନା, ୭୨ ଘରେ ଦେଇଥିଲେ ପିଜା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଜଣ ରୋଗୀ କରୋନା ଭାଇରସ୍‌ରେ ମୃତ୍ୟୁ ବରଣ କରିଥିବାବେଳେ  ୧୭ ଜଣ ସଂକ୍ରମଣର ଶିକାର ହୋଇଛନ୍ତି। ଦିଲ୍ଲୀରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଜଣେ ପିଜା ଡେଲିଭରି କରୁଥିବା ଯୁବକ ସରକାରଙ୍କ ନିଦ ହଜାଇ ଦେଇଛନ୍ତି। ଦକ୍ଷିଣ ଦିଲ୍ଲୀ...

coroa
କେନ୍ଦ୍ର ସରକାରଙ୍କ ୧୭୦ଟି ହଟ୍‌ସ୍ପଟ୍‌ ଜିଲ୍ଲା ତାଲିକାରେ ଓଡ଼ିଶାର ଏହି ଜିଲ୍ଲା ସାମିଲ୍

ଭୁବନେଶ୍ୱର: ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୭୦ଟି ହଟ୍‌ସ୍ପଟ୍‌ ଜିଲ୍ଲାର ତାଲିକା ପ୍ରକାଶ ପାଇଛି। ଦେଶର ୧୭୦ ହଟ୍‌ସ୍ପଟ୍‌ ଜିଲ୍ଲା ମଧ୍ୟରେ ରହିଛି ଖୋର୍ଦ୍ଧା। ଓଡ଼ିଶାରେ ଖୋର୍ଦ୍ଧାକୁ ହଟ୍‌ସ୍ପଟ୍‌ ଜିଲ୍ଲା ଭାବେ ଚିହ୍ନଟ କରାଯାଇଥିବା ବେଳେ କ୍ଲଷ୍ଟର ହଟ୍‌ସ୍ପଟ୍‌ ଜିଲ୍ଲା ତାଲିକାରେ ଭଦ୍ରକ ରହିଛି। ସେହିପରି ଅଣ ହଟ୍‌ସ୍ପଟ୍‌...

aswani
ଡାକ୍ତରମାନଙ୍କୁ ରହିବାକୁ ଅନୁମତି ଦେଉ ନାହାନ୍ତି ଘର ମାଲିକ: ଅଶ୍ୱିନୀ ହସ୍ପିଟାଲ ଏମ୍‌ଡି

ଭୁବନେଶ୍ୱର: ଡାକ୍ତର ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ହେଉଛନ୍ତି ‘କରୋନା’ ଯୋଦ୍ଧା। ସେମାନଙ୍କୁ ହଇରାଣ ନକରିବା ପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅପିଲ୍‌ କରିଛନ୍ତି। ଏହା ସତ୍ତ୍ୱେ କେତେକ ସ୍ୱାସ୍ଥ୍ୟ କର୍ମୀଙ୍କୁ ଘର ମାଲିକାମାନେ ରହିବା ପାଇଁ ଅନୁମତି ଦେଉନଥିବା ଅଭିଯୋଗ ହୋଇଛି। ଏପରି ସଙ୍ଗୀନ ଅଭିଯୋଗ...

kemiti
ରାଜ୍ୟର କରୋନା ହଟସ୍ପଟ୍ ରାଜଧାନୀରେ କେମିତି ବଢ଼ିଗଲେ ୪୬ ଆକ୍ରାନ୍ତ ?

ଭୁବନେଶ୍ୱର: ରାଜ୍ୟର କରୋନା ହଟସ୍ପଟ୍ ରାଜଧାନୀରେ କେମିତି ବଢ଼ିଗଲେ ୪୬ ଆକ୍ରାନ୍ତ ? ବମିଖାଲ ଓ ସୂର୍ଯ୍ୟନଗର ଭଳି ଛୋଟ ଛୋଟ ଏରିଆରେ କେଉଁ କାରଣରୁ ବ୍ୟାପିଲା ସଂକ୍ରମଣ । ତାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଥିବାବେଳେ ଏଭଳି ସ୍ଥିତିରେ କେମିତି ରହିବେ ସୁରକ୍ଷିତ ସେ ନେଇ...

arun sahoo
ଚାଷ ପାଇଁ ୩୦ ଜିଲ୍ଲାରେ ୩୦ ନୋଡାଲ ଅଫିସର ନିଯୁକ୍ତ

ଭୁବନେଶ୍ୱର: କରୋନା ବିପତ୍ତି ମଧ୍ୟରେ ଚାଷ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ୩୦ଟି ଜିଲ୍ଲା ପାଇଁ ୩୦ଜଣ ନୋଡାଲ ଅଫିସର ନିଯୁକ୍ତି କରିଛନ୍ତି। ଏହି ଅଫିସରମାନେ ଜିଲ୍ଲାସ୍ତରରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ କୃଷି ଅଧିକାରୀମାନଙ୍କ ସହ ଯୋଗାଯୋଗ ରକ୍ଷା କରି ହ୍ୱାଟସଅପ୍ ମାଧ୍ୟମରେ...

megha
ପାଣିପାଗ: ୮ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ଆଜି ବି ରାଜ୍ୟରେ କଲବଲ କଲା ତାତି। ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୧.୭ ଡିଗ୍ରୀ ସହ ତାଳଚେର ଆଜି ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ୪୧.୨ ଡିଗ୍ରୀ ସହ ବଲାଙ୍ଗିର ଦ୍ୱିତୀୟ ସ୍ଥାନରେ ରହିଛି। ବୌଦ୍ଦ, ମାଲକାନଗିରି,...

jjk
କୂଳ ଖାଇ ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର

ପୁରୀ: କୂଳଖାଉଛି ସମୁଦ୍ର। ମାଡ଼ି ଆସୁଛି ଜନବସତି ଅଞ୍ଚଳକୁ। ପୁରୀ ଜିଲ୍ଲା ରାଜହଂସ ଠାରୁ ଅଳ୍ପ କିଛି ଦୂରରେ ସମୁଦ୍ର କ୍ରମେ କୂଳ ଖାଇବାରେ ଲାଗିଛି। ସମୁଦ୍ରକୂଳ ଠାରୁ ପ୍ରାୟ ୩୦ ଫୁଟ ଜଙ୍ଗଲ ଭିତରକୁ ଢେଉ ମାଡ଼ି ଆସିବା ସହ ଅନେକ ଝାଉଁ ଗଛ ସବୁକୁ ଉପାଡ଼ି...

BADUT
ବାଦୁଡ଼ି ନା ବଜ୍ରକାପ୍ତା, କେଉଁଠୁ ଆସିଲା ମହାମାରୀ କରୋନା ?

ନୂଆଦିଲ୍ଲୀ: ବାଦୁଡ଼ି ନା ବଜ୍ରକାପ୍ତା ? ମହାମାରୀ କରୋନା କାହା ଦ୍ୱାରା ବ୍ୟାପିଛି ସେନେଇ ICMR ପକ୍ଷରୁ ସୂଚନା ଦିଆଯାଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ICMR ନିର୍ଦ୍ଦେଶକ ରମଣ ଗଙ୍ଗାଖେଡ଼କର କହିଛନ୍ତି ଯେ, ବାଦୁଡ଼ି ଦ୍ୱାରା କରୋନା ବ୍ୟାପିଛି ବୋଲି ପ୍ରଥମରୁ ବିଶ୍ୱାସ କରାଯାଉଥିଲା। ତେବେ ବାଦୁଡ଼ି...