• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୩୧ ଅକ୍ଟୋବରରୁ ୦୬ ନଭେମ୍ବର, ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ

ଏହି ସପ୍ତାହରେ ପାରିବାରିକ ଜୀବନ ଆନନ୍ଦମୟ ହେବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ଭଲ ଫଳ ମିଳିବ । ଦାମ୍ପତ୍ୟ ଜୀବନରେ ମନ ମାଳିନ୍ୟର ଅନ୍ତ ହେବ ।

Scorpio

ବିଛା

Monday 31 Oct 2022

ଆଧାତ୍ମିକତା ପ୍ରତି ଆପଣଙ୍କର ଆସା ବଢିବ । ଅଫିସ୍‌ରେ ଆପଣଙ୍କ କାମ ପାଇଁ ପ୍ରଶଂସିତ ହେବେ । ମନରେ ନୂଆ ନୂଆ ବିଚାର ଆସିବ । ଅଚାନକ ଧନ ଲାଭ ହେବ । ପରିବାର ସହ ସହରକୁ କିଛି ଜିନିଷ କିଣିବା ପାଇଁ ଯିବେ । ରଚନାତ୍ମକ କାର୍ଯ୍ୟରେ ଆଗ୍ରହ ବଢିବ । ଧୈର୍ଯ୍ୟ ଧରି କଥା କହିଲେ ସଫଳତା ପାଇବେ । ନୂଆ ଘର କିଣିବା ଲାଗି ପ୍ରସ୍ତୁତ ରହିବେ ।

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :