• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୩୧ ଅକ୍ଟୋବରରୁ ୦୬ ନଭେମ୍ବର, ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ

ଏହି ସପ୍ତାହରେ ପାରିବାରିକ ଜୀବନ ଆନନ୍ଦମୟ ହେବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ଭଲ ଫଳ ମିଳିବ । ଦାମ୍ପତ୍ୟ ଜୀବନରେ ମନ ମାଳିନ୍ୟର ଅନ୍ତ ହେବ ।

Cancer

କର୍କଟ

Monday 31 Oct 2022

ପ୍ରେମୀ ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବ । ଛାତ୍ରଙ୍କର ମନ ପଢାରେ ଲାଗିବ । ସଫଳତାର ନୂଆ ମଉକା ମିଳିବ । ସାହିତ୍ୟ ଆଦିରେ ରୁଚି ବଢିବ । ଦିନଟି ଆତ୍ମବିଶ୍ୱାସ ଓ ଆଶା ଭରା ରହିବ । ନିର୍ଦ୍ଧାରିତ ସମୟରେ କାମ ପୂରା କରିବେ । ବ୍ୟବସାୟରେ ଆଗକୁ ବଢିବା ପାଇଁ ନୂଆ ଉପାୟ ଚିନ୍ତା କରିବେ । ବାପାଙ୍କ ଠାରୁ କିଛି ଭଲ କଥା ଶିଖିବେ । କଂପ୍ୟୁଟର ଛାତ୍ର କିଛି ନୂଆ କରି ଦେଖାଇବେ ।

ପ୍ରତିକାର – ସକାଳୁ ଉଠି ଗୁରୁଜନଙ୍କୁ ପ୍ରଣାମ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :