• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୩୧ ଅକ୍ଟୋବରରୁ ୦୬ ନଭେମ୍ବର, ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ

ଏହି ସପ୍ତାହରେ ପାରିବାରିକ ଜୀବନ ଆନନ୍ଦମୟ ହେବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ଭଲ ଫଳ ମିଳିବ । ଦାମ୍ପତ୍ୟ ଜୀବନରେ ମନ ମାଳିନ୍ୟର ଅନ୍ତ ହେବ ।

Taurus

ବୃଷ

Monday 31 Oct 2022

ଘରୋଇ କାମକୁ ନେଇ ବଡ ଫଇସଲା କରି ପାରନ୍ତି । ଆପଣଙ୍କ ଜ୍ଞାନ ଓ ଶିଷ୍ଟାଚାରରେ ଲୋକେ ବହୁତ ପ୍ରଭାବିତ ହେବେ । ସହକର୍ମୀଙ୍କ ସହଯୋଗ ପାଇବେ । କାରବାରରେ ପ୍ରଚୁର ଲାଭ ହେବ । ଅଫିସ୍‌ରେ ଜରୁରୀ କାମରେ ବରିଷ୍ଟ ଆପଣଙ୍କୁ ସାହାଯ୍ୟ କରିବେ । ସଙ୍ଗୀତ ପ୍ରିୟ ଲୋକଙ୍କ ଲାଗି ଦିନଟି ଭଲ ରହିବ । ଛାତ୍ରଛାତ୍ରୀ ମାନେ ଲେଖାପଢାରେ ମନ ଦିଅନ୍ତୁ ।

ପ୍ରତିକାର – ମହାଲକ୍ଷ୍ମୀଙ୍କର ଆରଧନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :