ଏହି ସପ୍ତାହରେ ପାରିବାରିକ ଜୀବନ ଆନନ୍ଦମୟ ହେବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ଭଲ ଫଳ ମିଳିବ । ଦାମ୍ପତ୍ୟ ଜୀବନରେ ମନ ମାଳିନ୍ୟର ଅନ୍ତ ହେବ ।
ଯୋଜନା ଅନୁଯାୟୀ କାର୍ଯ୍ୟ ହାସଲ କରିବାରେ କୈାଣସି ଅସୁବିଧା ରହିବ ନାହିଁ । ସଭାସମିତି ଓ ରାଜନିତିରେ ଲୋକସମ୍ପର୍କ ବଢିବ । ଯେଉଁ ଜିନିଷଟି ପାଇବା ପାଇଁ ଆଶା କରିଛନ୍ତି ତାହା ବିଳମ୍ବରେ ପାଇବେ । ବ୍ୟବସାୟ-ବାଣିଜ୍ୟରେ ଆଶାଜନକ ଫଳ ପାଇବେ । ବନ୍ଧୁଙ୍କ କଥା ଓ କାମକୁ ପ୍ରାଧାନ୍ୟ ଦେଇ ଘର କାମକୁ ଅବହେଳା କରିପାରନ୍ତି ।
ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ବ୍ୟବହାର କରିବେ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩