• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୩୧ ଅକ୍ଟୋବରରୁ ୦୬ ନଭେମ୍ବର, ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ

ଏହି ସପ୍ତାହରେ ପାରିବାରିକ ଜୀବନ ଆନନ୍ଦମୟ ହେବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ଭଲ ଫଳ ମିଳିବ । ଦାମ୍ପତ୍ୟ ଜୀବନରେ ମନ ମାଳିନ୍ୟର ଅନ୍ତ ହେବ ।

Capricorn

ମକର

Monday 31 Oct 2022

ପଡୋଶିଙ୍କ ପରାମର୍ଶ ଗ୍ରହଣ କରିଲେ ଉପକୃତ ହେବେ । ଅଟକି ଯାଇଥିବା କାମକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ । ଅସାବଧାନତା କାରଣରୁ କୈାଣସି ଦ୍ରବ୍ୟ ନଷ୍ଟ ହୋଇପାରେ । ଆତ୍ମୀୟଙ୍କ ସହ ଭୁଲ୍ ବୁଝାବଣାରୁ କଳହ ଦେଖାଦେଇ ପାରେ । ରାଜନୀତି, ସଭାସମିତି ଓ ଆନୁଷ୍ଟାନିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି ।

ପ୍ରତିକାର – କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :