• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୩୧ ଅକ୍ଟୋବରରୁ ୦୬ ନଭେମ୍ବର, ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ

ଏହି ସପ୍ତାହରେ ପାରିବାରିକ ଜୀବନ ଆନନ୍ଦମୟ ହେବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ଭଲ ଫଳ ମିଳିବ । ଦାମ୍ପତ୍ୟ ଜୀବନରେ ମନ ମାଳିନ୍ୟର ଅନ୍ତ ହେବ ।

Sagittarius

ଧନୁ

Monday 31 Oct 2022

ଶିକ୍ଷାକ୍ଷେତ୍ରରେ ଉନ୍ନତି ହେବ । ଯେଉଁ ମାନେ ପ୍ରେମ କରୁଛନ୍ତି ସେମାନେ ଉପହାର ପାଇବେ । ଆଇନ ଛାତ୍ର କୈାଣସି ବଡ ଓକିଲ ସହ କାମ କରିବେ । ସ୍ୱାସ୍ଥ୍ୟରେ ପରିବର୍ତନ ଆସିବ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । ବହୁ ପୂର୍ବରୁ ଚେଷ୍ଟା କରିଥିବା କାମରେ ସଫଳ ହେବେ । ବନ୍ଧୁ ମାନଙ୍କ ସଙ୍ଗ ଲାଭରୁ ଧର୍ମକାର୍ଯ୍ୟ ପାଇଁ ପ୍ରେରଣା ମିଳିପାରେ ।

ପ୍ରତିକାର – ଗୁରୁଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :