• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୩୧ ଅକ୍ଟୋବରରୁ ୦୬ ନଭେମ୍ବର, ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ

ଏହି ସପ୍ତାହରେ ପାରିବାରିକ ଜୀବନ ଆନନ୍ଦମୟ ହେବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ଭଲ ଫଳ ମିଳିବ । ଦାମ୍ପତ୍ୟ ଜୀବନରେ ମନ ମାଳିନ୍ୟର ଅନ୍ତ ହେବ ।

Leo

ସିଂହ

Monday 31 Oct 2022

ସିଂହ- ଚାହୁଁଥିବା ସବୁ କିଛି କାମକୁ ହାସଲ କରି ଆନନ୍ଦ ରହିବେ । କୃଷିଜୀବି ଲାଭପ୍ରଦ ହେବେ । ପ୍ରେମ ସମ୍ପର୍କ ବୃଦ୍ଧି ହେତୁ ମନରେ ଖୁସି ରହିବ । ବ୍ୟବସାୟରେ ଲାଭ ଆଣିଲା ଭଳି ବ୍ୟକ୍ତିଙ୍କ ସହିତ ବନ୍ଧୁତା ହେବ । ଆଖପାଖ ଲୋକଙ୍କ ମଧ୍ୟରେ ପ୍ରଭାବ ଭଲ ରହିବ । ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ । ଶିକ୍ଷାର୍ଥୀଙ୍କୁ ପରିଶ୍ରମର ସଫଳତା ମିଳିବ ।

ପ୍ରତିକାର – ମହାମୃତ୍ୟୁଞୟ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :