ଏହି ସପ୍ତାହରେ ପାରିବାରିକ ଜୀବନ ଆନନ୍ଦମୟ ହେବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ଭଲ ଫଳ ମିଳିବ । ଦାମ୍ପତ୍ୟ ଜୀବନରେ ମନ ମାଳିନ୍ୟର ଅନ୍ତ ହେବ ।
ସକାରାତ୍ମକ ବିଚାରରେ ଅଧିକ ସମୟ ମଗ୍ନ ରହିବେ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଘର ଖର୍ଚ୍ଚ ବଢିବାର ସମ୍ଭାବନା ଅଛି । ଦାୟିତ୍ୱ ପୂରା କରିବା ଯୋଗୁଁ ଖୁବ୍ ପ୍ରଶଂସା ପାଇବେ । ରାଜନେତାଙ୍କ ସମାଜରେ ପ୍ରଭାବ ବଢିବ । ମହିଳା ମାନେ ସବୁ କାମକୁ ମନ ଲଗାଇ କରିବେ । ଧନ ଲାଭର ନୂଆ ମାର୍ଗ ଖୋଲିବ ।
ପ୍ରତିକାର - ଲାଲ୍ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯