• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୩୧ ଅକ୍ଟୋବରରୁ ୦୬ ନଭେମ୍ବର, ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ

ଏହି ସପ୍ତାହରେ ପାରିବାରିକ ଜୀବନ ଆନନ୍ଦମୟ ହେବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ଭଲ ଫଳ ମିଳିବ । ଦାମ୍ପତ୍ୟ ଜୀବନରେ ମନ ମାଳିନ୍ୟର ଅନ୍ତ ହେବ ।

Virgo

କନ୍ୟା

Monday 31 Oct 2022

ଜୀବନ ସାଥୀଙ୍କ ଉପରେ ଭରସା ରଖନ୍ତୁ । କାମଧନ୍ଦା ସାରିବା ଲାଗି ନୂଆ ଉପାୟ ପାଇବେ । ପୁରାଣା ବନ୍ଧୁ ସହ ସମ୍ବନ୍ଧ ଭଲ ରହିବ । ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ଭଲ ଫଳ ମିଳିବ । ଆପଣଙ୍କର ଅନ୍ୟ ଲୋକଙ୍କ ପ୍ରତି ଉଦାର ରହିବ । ପରିବାର ସହ କୈାଣସି କାମରେ ବ୍ୟସ୍ତ ରହିବେ । ବ୍ୟବସାୟରେ ଉନ୍ନତି ହେବ । ପ୍ରେମୀଯୁଗଳ ପରସ୍ପରର ଭାବନା ଜାଣିବାକୁ ଚେଷ୍ଟା କରିବେ ।

ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :