• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Astrology Updates

Today Horoscope
ଏହି ରାଶିର ବ୍ୟକ୍ତିଙ୍କ ଆଜି ଅର୍ଥ ଲାଭର ଯୋଗ ରହିଛି

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଗୁରୁବାର । ତୁଳା ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ଗତେ ୧ ପାଦ - ପଶୁସମ୍ପଦ ନାଶ - ଅନ୍ନ ଦାନ 

Today Horoscope
ଏହି ରାଶିର ବ୍ୟକ୍ତିଙ୍କୁ ଆଜି ମିଳିପାରେ ଶୁଭ ଫଳ, ବ୍ୟବସାୟରେ ହୋଇପାରନ୍ତି ଲାଭବାନ୍‌

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ବୁଧବାର । ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର, ଘାତ ବାର- କର୍କଟ ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ନାସ୍ତି।

daily horoscope
ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଖୁସି ଖବର; ଯେଉଁ କାମରେ ହାତ ଦେବେ ସଫଳ ହେବେ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ତିଥି – ୯ମୀ ଦିବା ୧୦/୪୫/୪୨ ଗତେ ୧୦ମୀ ,ଚନ୍ଦ୍ର- ୯ମୀ ଦିବା ୦୪/୨୭ ଗତେ ମୀନ, ଘାତ ଚନ୍ଦ୍ର- ମୀଥୁନ ଓ ମୀନ ରାଶିରେ , ଦିବା ୦୪/୨୭ ଗତେ ଧନୁ ରାଶିର ଘାତ ବାର- ମକର ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ କୃଷି ଓ ବଂଶହାନି – ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୦/୩୪/୧୨ ଗତେ ୧ ପାଦ କୃଷିହାନି- ଭୂମିଦାନ ।

Daily Horoscope
ଆଜିର ରାଶିଫଳ: ଏହି ରାଶିରେ ଆକସ୍ମିକ ଭାବେ ଅର୍ଥ ପ୍ରାପ୍ତିର ସମ୍ଭାବନା ରହିଛି

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ, ସୋମବାର । ପୂର୍ଣ୍ଣିମା - ୮ମୀ ଦିବା ୧୧/୩୪/୪୯ ଗତେ ୯ମୀ ଚନ୍ଦ୍ର- କୁମ୍ଭ ଅହୋରାତ୍ର, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର- ମିଥୁନ ରାଶିରେ, ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ ରାତ୍ରି ୧୦/୨୫/୫୮ ଗତେ ୧ ପାଦ କୁଟୁମ୍ଭ ହାନି ତିଳକାଞ୍ଚନ ଦାନ ।

Daily Horoscope
ଆଜି ଏହି ୩ଟି ରାଶିର ଭାଗ୍ୟରେ ଚମତ୍କାର ପରିବର୍ତ୍ତନ ଆସିପାରେ...

ଆଜି ୨୦୨୨ମସିହା, ମେ ମାସ, ୨୨ ତାରିଖ, ରବିବାର, ବୃଷ, ୮ ଦିନ, ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

Daily Horoscope
ଏହି ରାଶିର ବ୍ୟକ୍ତିଙ୍କୁ ମିଳିପାରେ ଖୁସି ଖବର, ଚାକିରିରେ ହୋଇପାରେ ପଦୋନ୍ନତି

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ, ଶନିବାର । ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ପାଦ- କୃଷିହାନି-ଭୂମିଦାନ।

Today Horoscope
ଆଜି ଏହିସବୁ ରାଶିର ବ୍ୟକ୍ତି ସାବଧାନ ରୁହନ୍ତୁ, ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି...

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣ  ପକ୍ଷ।  ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ।

Today Horoscope
ଆଜି ଏହିସବୁ ରାଶିର ବ୍ୟକ୍ତିଙ୍କୁ ମିଳିପାରେ ଶୁଭ ଫଳ

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...