• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୯ ଜାନୁଆରୀରୁ ୧୫ ଜାନୁଆରୀ ୨୦୨୩, ଏହି ସପ୍ତାହରେ କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତିର ସୂଚନା ମିଳିବ

ଏହି ସପ୍ତାହରେ ଶିକ୍ଷାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ସୂଚନା ମିଳିବ। ରାଜନୀତିରେ ମନ ଚାହୁଁଥିବା ପଦ ମିଳିପାରେ,ସରକାରୀ ଚାକିରିଆଙ୍କୁ ଲାଭ ମିଳିବ ।

Aries

ମେଷ

Monday 09 Jan 2023

ଆପଣଙ୍କ ଜୀବନରେ ମହତ୍ୱ ପୂର୍ଣ୍ଣ ମୋଡ ଆସିବ । ଚାକିରିଆଙ୍କୁ ଅଫିସ୍ କାମରେ ନୂଆ ଜାଗାକୁ ଯିବାକୁ ପଡିବ । ଶିକ୍ଷାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ସୁଚନା ମିଳିବ । ଆପଣଙ୍କୁ ବ୍ୟବସାୟରେ ପ୍ରଚୁର ଲାଭ ହେବ । ଜୀବନ ସାଥୀଙ୍କ ପୂରା ସହଯୋଗ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ । ବାଲ୍ୟ ବନ୍ଧୁଙ୍କ ସହିତ ଭ୍ରମଣ ସୁଖପୂର୍ଣ୍ଣ ହେବ । ଆପଣଙ୍କ ମନ ପ୍ରସନ୍ନ ରହିବ ।

ପ୍ରତିକାର- “ଓଁ ହୂଂ ଶ୍ରୀଂ ମଙ୍ଗଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :