• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th January 2023: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ବୁଧବାର । ଚନ୍ଦ୍ର – ବୃଷ (ଅହୋରାତ୍ର),ତିଥି- ୧୩ଶୀ ରାତ୍ରି ୧୨.୦୧ ଗତେ ୧୪ଶୀ ,ଘାତ ଚନ୍ଦ୍ର- ବିଛା (ଅହୋରାତ୍ର),ଘାତ ବାର – କର୍କଟ,ପୁଷ୍କର ଦୋଷ – ନାସ୍ତି ।

Aries

ମେଷ

Wednesday 04 Jan 2023

ଅଶ୍ୱନୀ – ପୁରାତନ ରୋଗର ପୀଡା ଦୁଶ୍ଚିନ୍ତାର କାରଣ ହୋଇପାରେ । ବ୍ୟବସାୟରେ କମ ବ୍ୟୟରେ ଅଧିକ ଆୟ କରିବେ l କର୍ମକ୍ଷେତ୍ରରେ ବ୍ୟବହାରରେ ଶାଳୀନତା ରକ୍ଷା ନକଲେ ଓଲଟା ଫଳ ପାଇବେ ।

ଦ୍ୱିଜା –ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି । କୋର୍ଟ କଚେରୀରେ ରାୟ ଡେରି ହୋଇପାରେ । ରାଜନିତିରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ l ଚଳଚିତ୍ର କ୍ଷେତ୍ରରେ ଭଲ ସୁନାମ ଅର୍ଜନ କରିବେ l

କୃତିକା –ଅଫିସରେ ଉପରିସ୍ଥ ଅଫିସର ମାନଙ୍କର ଚାପ ବୃଦ୍ଧି ପାଇବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଶୁଭ ଦାୟକ ରହିବ । ମହିଳା ମାନେ ଘରକାମରେ ବ୍ୟସ୍ତ ରହିବେ । କୋର୍ଟ କଚେରୀ ମାମଲାଠାରୁ ଦୂରରେ ରହିଲେ ଭଲ

ପ୍ରତିକାର - ପାରାକୁ ଚାଉଳ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :