• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ଶୁକ୍ରବାର। ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ପୂର୍ଣ୍ଣିମା ନିଶାନ୍ତ ୦୪.୩୭ ଗତେ ପ୍ରତିପଦ, ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର, ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ରାତ୍ରି ୧୨.୧୩ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ।

ଶୁଭ ସମୟ...

ପ୍ରାତଃ ୦୬.୨୬ ରୁ ୦୭.୦୯
ଦିବା ୧୨.୧୪ ରୁ ୦୭.୦୭

ଦିବା ୦୩.୫୧ ରୁ ୦୫.୧୮
ସନ୍ଧ୍ୟା ୦୬.୧୦ ରୁ ୦୮.୩୫
ରାତ୍ରି ୧୨.୧୮ ରୁ ୦୨.୧୩

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରର କାନ୍ଥକୁ କୌଣସି ଗଛଲତା ସ୍ପର୍ଶ କରୁଛି କି? ଜାଣନ୍ତୁ କ’ଣ ହେବ…

ଅଶୁଭ ସମୟ...

ଋାହୁକାଳ - ଦିବା ୧୦.୩୦ ରୁ ୧୧.୫୨
କାଳବେଳା – ଦିବା ୧୦.୩୦ ରୁ ୧୧.୫୨
ବାରବେଳା – ଦିବା ୦୯.୦୯ ରୁ ୧୦.୩୦    
କାଳରାତ୍ରି – ରାତ୍ରି ୦୮.୩୫ ରୁ ୧୦.୧୩