କେନ୍ଦ୍ରର ଅଗ୍ନିପଥ ଯୋଜନା ପରେ ଦେଶରେ ପ୍ରବଳ ଅଶାନ୍ତି। ଯୋଜନାକୁ ବିରୋଧ କରି ପୋଡାଜଳା-ଭଙ୍ଗାରୁଜା ହେବା ପରେ କେବଳ ଚଳିତଥର ପାଇଁ ବୟସ ସୀମା ବୃଦ୍ଧି କଲେ ସରକାର.....
ଅଗ୍ନିପଥକୁ ନେଇ ଥମୁନି ନିଆଁ। ସାରା ଦେଶରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ....ପୋଲିସ-ଯୁବଗୋଷ୍ଠୀ ମଧ୍ୟରେ ଅନେକ ସ୍ଥାନରେ ହେଲା ଧସ୍ତାଧସ୍ତି...ଦେଖନ୍ତୁ ପୂରା ରିପୋର୍ଟ...
ସ୍କୁଲକୁ ପିଲା ଯିବା ପାଇଁ ବାପା ଦାନ କରିଥିଲେ ଜମି। ଏବେ ସ୍କୁଲ ସାମ୍ନାରେ ବାଡ଼ ବୁଜି ଦେଲେ ପୁଅ। କହିଲେ,ସ୍କୁଲ ଉନ୍ନତି କାମରେ ହେଉଛି ଦୁର୍ନୀତି। କାମ ଭଲରେ କଲେ ବାଡ଼ ଖୋଲାଯିବ। ବାଡ଼ରେ ଗଳି ଗଳି ପାଠ ପଢିବାକୁ ଯାଉଛନ୍ତି ପିଲା....ସମସ୍ୟା ଘେରରେ ଶିକ୍ଷକ ଓ ଶିକ୍ଷୟିତ୍ରୀ...
ପଲଟିକାଲ ନନା...ନୂଆ ମନ୍ତ୍ରୀଙ୍କ ବିଷୟରେ କରିବ ଆଲୋଚନା। ବଡ଼ମ୍ବା ନନା ପାରିଲେନି....ମନ୍ତ୍ରୀ ପଦ ନେଇଗଲେ ବିଞ୍ଝାରପୁର ନାନୀ....ହେଉ ହେଉ ରହିଗଲେ ଖଣ୍ଡପଡ଼ା ମଣି....ଆଲୋ ଆଲୋ....ସବୁ ତ କହିଦେଲ
ହାରିଲା କ୍ୟାନସର, ଜିତିଲେ ସ୍ୱାଗତିକା। ରୋଗରୁ ଭଲ ହେବା ପରେ ଚଢିଲେ ୧୨ ହଜାର ଫୁଟ୍ ଉଚ୍ଚର ଏଇ ପାହାଡ଼। ସାଙ୍ଗରେ ଥିଲେ ୮ କ୍ୟାନସରରୁ ଭଲ ହୋଇଥିବା ରୋଗୀ। ଆଗାମୀ ଦିନରେ ଏଭେରେଷ୍ଟ ଚଢିବାକୁ ରଖିଛନ୍ତି ଲକ୍ଷ୍ୟ...ସେପଟେ ବାପା କହୁଛନ୍ତି....କ୍ୟାନସରରେ ପଡ଼ି ଝିଅ ହାର ମାନିନି...ଅନ୍ୟ ରୋଗୀଙ୍କୁ ହାର ନମାନନ୍ତୁ....
ବିନା ରିଲ୍ରେ କଣ ବଞ୍ଚି ହେବ? କିଛି କରିବାର ନାହିଁ...ମୁଁ ଏତେ ସୁନ୍ଦର ଯେ, ଗୋଟିଏ ରିଲ୍ କରୁ କରୁ ପୂରା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ମୋର କିଛି ଦୋଷ ନାହିଁ...
ଗଛ ଲଗାଇ ଆସିବା ପରେ ଗଛ ଚାରା ଉପାଡ଼ି ନେଉଥିଲେ ଅସାଧୁ ବ୍ୟକ୍ତି। ବାରମ୍ବାର ଲୁହାର ତାର ଦେବା ପରେ ବି ସ୍ଥିତି ସୁଧୁରିଲାନି। ଠାକୁରଙ୍କ କନା ଓ ଫଟୋ ଲଗାଇବା ପରେ ଏବେ ଚାରା ଗଛକୁ ଉପାଡ଼ୁ ନାହାନ୍ତି ଅସାଧୁ ବ୍ୟକ୍ତି...ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ ଏହି ସ୍ୱତନ୍ତ୍ର ଭିଡ଼ିଓ
ମତେ ଅଧା ରାସ୍ତାରେ ଛାଡି ଦେଇ ପଳାଇଲେ। ଫୋନ୍ କଲେ ଉଠାଇବେନି କି କଲବ୍ୟାକ୍ କରିବେନି....ସବୁବେଳେ ଖାଲି ୱେଟିଂ ଆସିବ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏତେ ମନାନ୍ତର ରହିଛି କିନ୍ତୁ ଦୁଇ ପକ୍ଷର ପରିବାର କିଛି ଜାଣିନାହାନ୍ତି। ଏବେ ସମାଧାନ ପାଇଁ ସତ୍ୟାନନ୍ଦ-କୁମୁଦିନୀ ପହଞ୍ଚିଛନ୍ତି ଆଶାର ଆଲୋକ ମଞ୍ଚରେ...ଦେଖନ୍ତୁ ଏଇ ଭିଡ଼ିଓ
ଆଲୋ ଆଲୋ ଇଏ କ’ଣ? ରଜରେ କଣ ଏମିତି ସାଙ୍ଗ ହୋଇ ଦୋଳି ଖେଳୁଛନ୍ତି ଦୁଇ ମନ୍ତ୍ରୀ....ହଁ, ଏମାନେ ଭାବୁଥିବେ ଆମେ ଦୁଇମନ୍ତ୍ରୀ ତୁଷାର-ସମୀର ନବୀନଙ୍କ ଭାରି ପସନ୍ଦ....ଦେଖୁନୁରେ ନାରଣ କେମିତି ସାଙ୍ଗ ହୋଇ ଖେଳୁଛନ୍ତି ଦୋଳି...
ଲଙ୍କା, ରସୁଣ ଛେଚା...କଟା ପିଆଜ ଓ ଲେମ୍ବୁ ରସ ଦେଇ ତିଆରି କରନ୍ତୁ ଲେମ୍ବୁ ଚିକେନ୍ ରୋଷ୍ଟ..ଗରମ ହେଉ କି ପଖାଳ ଯାହା ସାଙ୍ଗରେ ବି ଖାଇଲେ ଟେଷ୍ଟ ପୂରା ଜବରଦସ୍ତ ଆସିବ....ଏବେ ଟିପି ରଖନ୍ତୁ ପୂରା ପ୍ରସ୍ତୁତ ପ୍ରଣାଳୀ..
ଅଣସର ଘରେ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧା ବିଗ୍ରହ। ଭକ୍ତି ଭାବରେ ସେବା କରୁଛନ୍ତି ଆଦିବାସୀ ସେବକ । ଶାବର ଶ୍ରୀକ୍ଷେତ୍ରର ଏ ଅନନ୍ୟ ପରମ୍ପରା। ଏଇ ଅଣସର ସମୟରେ ଦେଖନ୍ତୁ ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହା ଯାଉଥିବା ଶାବର ଶ୍ରୀକ୍ଷେତ୍ର କୋରାପୁଟରେ କିପରି ଜଣେ ଆଦିବାସୀ ସେବକ ପ୍ରଭୁଙ୍କ ଅଙ୍ଗଲାଗି ସେବା କରୁଛନ୍ତି ।
ଏଇ ଏବେ ହେଲା ଦେଖା, କିଛି ଗୋଟେ ହେଲା ଲେଖା। ଟ୍ରାଡ଼ିସ୍ନାଲ ଡ୍ରେସ ପିନ୍ଧିବାକୁ ଏଣିକି ଭଲ ପାଇଲେଣି ରାଗିଣୀ....ଅଲଗା ଅଲଗା ଗେଟ୍ଅପ୍ ନେବା ପାଇଁ ଭଲପାଆନ୍ତି ରାଗିଣୀ....ଭାରି ସୁନ୍ଦର ଦିଶୁଛି ମଥା ସେଇ ମାଙ୍ଗ୍ ଟିକା... ଶୁଣନ୍ତୁ କଣ କହୁଛନ୍ତି ଓଲିଉଡ୍ ନାୟିକା ରାଗିଣୀ
ଆଲୋ ଆଲୋ ଇଏ କ’ଣ? ଧନୀ ସଭାପତି ଯାଉ ଯାଉ କଂଗ୍ରେସିଆଙ୍କୁ ଶନି ଦଶା ପଡିଲା କି? ନିରଞ୍ଜନ ବାବୁ କ’ଣ ଏମିତି କହିଲେ? ଆମର ଏତେ ବଡ଼ ଅଫିସ୍ରେ ଲେଟର ପ୍ୟାଡ୍ ନାହିଁ....ଇଏ କ’ଣ ହେଲାରେ ନାରଣ? କ୍ଷମତାରେ ତ ଦଳ ନାହିଁ, ଟଙ୍କା ଆସିବ କେଉଁଠୁ ?
ଗୋଟିଏ ପରିବାରର ୯ଜଣଙ୍କ ମୃତଦେହ ଘରେ ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍ -WFP ପକ୍ଷରୁ ରୋମ୍କୁ ତାଙ୍କୁ ନିମନ୍ତ୍ରଣ କରଯାଇଛି ।
କେବେ ଟେଲିଭିଜନରେ ଅଭିନୟ କରୁଥିଲେ ତ କେବେ ବିଭିନ୍ନ ଗୀତରେ ରିଲ୍ ବନାଇ ସୋସିଆଲ୍ ମିଡିଆରେ ଛାଡ଼ୁଥିଲେ ।
ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦେଶବ୍ୟାପୀ ରେଳରୋକ ବି କରାଯାଇଛି । ଫଳରେ ୫ ଶହରୁ ଅଧିକ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।
ଫସଲ ନଷ୍ଟ କରୁଥିବାରୁ ଗୁଳି ଚଳାଇବାକୁ ବି ପଛାଉ ନାହାଁନ୍ତି ଲୋକେ । କିଛି କ୍ଷେତ୍ରରେ ବନ କର୍ମଚାରୀଙ୍କ ତ୍ରୁଟି ଓ ଉଦାସୀନତାରୁ ବି ହାତୀଙ୍କ ଜୀବନ ଯାଉଛି । ଏଭଳି ବିଭିନ୍ନ କାରଣକୁ ନେଇ ଆମ ରାଜ୍ୟର ହାତୀ ଏବେ ସଙ୍କଟରେ ।
ବୟସ ୯୭ ଡେଇଁଲାଣି। କିନ୍ତୁ ପ୍ରତ୍ୟେକ ଦିନ ସକାଳୁ ୨ ଘଂଟା ଯୋଗ କରୁଛନ୍ତି, ୩ କିମି ପର୍ଯ୍ୟନ୍ତ ଚାଲୁଛନ୍ତି। ଶିଡ଼ି ଚଢିବାଠୁ ଆରମ୍ଭ କରି ବଜାରରୁ ସଉଦା ଆଣିବା...ସବୁ କାମରେ ନିରଞ୍ଜନ ପୂରା ଫିଟ୍। ଛାତ ଉପରେ ନିଜେ ଯୋଗ କରୁଛନ୍ତି, ଅନ୍ୟକୁ ଉତ୍ସାହିତ ମଧ୍ୟ କରୁଛନ୍ତି....
ବୟସ ୯୭ ଡେଇଁଲାଣି। କିନ୍ତୁ ପ୍ରତ୍ୟେକ ଦିନ ସକାଳୁ ୨ ଘଂଟା ଯୋଗ କରୁଛନ୍ତି, ୩ କିମି ପର୍ଯ୍ୟନ୍ତ ଚାଲୁଛନ୍ତି। ଶିଡ଼ି ଚଢିବାଠୁ ଆରମ୍ଭ କରି ବଜାରରୁ ସଉଦା ଆଣିବା...ସବୁ କାମରେ ନିରଞ୍ଜନ ପୂରା ଫିଟ୍। ଛାତ ଉପରେ ନିଜେ ଯୋଗ କରୁଛନ୍ତି, ଅନ୍ୟକୁ ଉତ୍ସାହିତ ମଧ୍ୟ କରୁଛନ୍ତି....
ଭାରି ସୁଆଦିଆ ଛତୁ ପୁର ଗୋଟା ବାଇଗଣ? କଟା ଆଳୁ, କଟା ପିଆଜ, କଂଚା ଲଙ୍କା...ଅଦା ରସୁଣ ଆଉ ଟିକିଏ ହଳଦୀ ଗୁଣ୍ଡ ଦେଇ ଏମିତି ତିଆରି କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍। ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି...
ଡାଇବେଟିସ୍ ହେଲେ ଜାଣିବେ କେମିତି? ଶରୀର ଓ ମନ ଉପରେ ଇଏ କି କି ପ୍ରଭାବ ପକାଏ? କଣ କଲେ ରୋଗ ଭଲ ହୁଏ? ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର....
ରେଲ ଷ୍ଟେସନରୁ କାହିଁକି ଅଲଗା ହେଲେ ସ୍ୱାମୀ-ସ୍ତ୍ରୀ? ୬ ବର୍ଷ ହେଲାଣି କାହିଁକି ଅଲଗା ଅଲଗା ରହୁଛନ୍ତି ସ୍ୱାମୀ-ସ୍ତ୍ରୀ? ବାହାଘର ପରେ ପ୍ୟାକ୍ ଉପରେ ପ୍ୟାକ ନେବାରୁ କୁମୁଦୁନୀ, ସତ୍ୟାନନ୍ଦଙ୍କ ମଧ୍ୟରେ ହେଲା କି ବିବାଦ? ଦେଖନ୍ତୁ କଣ ଥିଲା ପୂରା ଘଟଣା...
ଯିଏ ଦିନେ ଶହଶହ ଲୋକଙ୍କୁ ଉଦ୍ଧାର କରୁଥିଲେ...ବନ୍ୟା ହେଉ କି ବାତ୍ୟା କି ଘରପୋଡ଼ି...ଖବର ପାଇବା ମାତ୍ରେ ସାଙ୍ଗେ ସାଙ୍ଗେ ପହଞ୍ଚି ଯାଉଥିଲେ ଆଉ ପ୍ରାଣ ରକ୍ଷା କରୁଥିଲେ...ଆଜି ରାସ୍ତା ଉପରେ ଗଛ ନେଇଗଲା ତାଙ୍କ ଜୀବନ। ରାସ୍ତାରେ ଯାଉ ଯାଉ ବିରାଟ ଡାଳ ପଡ଼ିଲା କିନ୍ତୁ ବଂଚିବାକୁ ସଂଘର୍ଷ କରୁଥିଲେ....ହେଲେ ଉଦ୍ଧାର ତ ହୋଇଗଲେ କିନ୍ତୁ ଜୀବନ ଫେରିପାରଲେନି ଏଇ ବାହାଦୁର ଅଗ୍ନିଶମ କର୍ମଚାରୀ....
ଉଦ୍ଧାରକାରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ, ସ୍ଥାନୀୟ ଲୋକଙ୍କ ଅଦ୍ଭୁତପୂର୍ବ ସମର୍ଥନ....୧୦୫ ଘଂଟାର ବିନା ବ୍ରେକ୍ରେ ଚାଲିଥିଲା ଅପରେସନ୍ “ଜିନ୍ଦେଗୀ”। ଆଉ ଶେଷରେ ୮୦ ଫୁଟ୍ ବୋରୱେଲ ତଳୁ ଉଦ୍ଧାର ପାଇଥିଲା ରାହୁଲ