ଯିଏ ଦିନେ ପରିବାରର ବୋଝ ଉଠାଇଥାଆନ୍ତା ଆଜି ସିଏ ନିଜେ ପରିବାର ଉପରେ ବୋଝ। ଭେଣ୍ଡିଆ ପୁଅକୁ ଚଲାଇବା ପାଇଁ ହାତଯୋଡ଼ୁଛି ମାଆ....ବଂଚିବାକୁ ସଂଘର୍ଷ କରି କରି ଅଧା ଦିନ ପଳାଇଲାଣି। ଗରିବ କୁଡ଼ିଆକୁ ଏମିତି ରୋଗ ଆସିଛି ଯେ, ଫେରିବାକୁ ଆଉ ବାଟ ପାଉନି....
କୋଟିଏରେ ଗୋଟିଏ ଏମିତି ଝିଅ । ଗରିବ ଶ୍ରମିକ ବାପା ଦେଖିଥିଲା ସ୍ୱପ୍ନ । ସେ ସ୍ୱପ୍ନକୁ ସାକାର କରିବାକୁ ଲାଗିପଡିଲା ଏଇ ଦେଶପ୍ରେମୀ ଝିଅ । ରେଳଷ୍ଟେସନରେ ଓହ୍ଲାଇବା ପରେ ଲୋକମାନେ ବାଜା ବଜାଇ ଘର ଯାଏଁ ପାଛୋଟି ନେଲେ ।
ଖଣ୍ଡିଆ ଖାବରା ହୋଇ ରାସ୍ତାରେ ବୁଲୁଥିଲା ବୁଲା କୁକୁର। କଷ୍ଟ ଦେଖିପାରିଲେନି ସାଇକ୍ରିଷ୍ଣା...ପ୍ରାଣୀ ଚିକିତ୍ସାଧିକାରୀଙ୍କଠାରୁ ପଶୁପ୍ରେମୀ ସମସ୍ତଙ୍କୁ ଭେଟି ଗୁହାରି କଲେ...ମାନେକାଙ୍କୁ ମେଲ୍ କଲେ। ଶେଷରେ କୁକୁରର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦିଲ୍ଲୀରୁ ମାନେକାଙ୍କ ଆସିଲା ଫୋନ୍ କଲ୍। ଆଉ ସାଙ୍ଗେ ସାଙ୍ଗେ ମେଡ଼ିକାଲରେ ଭର୍ତ୍ତି ହେଲା କୁକୁର....
ତୁମ କଥାରେ କଣ ମୁଁ ଆଇଚି? ତୁମେ କିଏ ମ? ଆଲୋ ଆଲୋ ରାସ୍ତାରେ ଏମିତି କଣ ରାଗିଗଲେ ସଜସଜ ମେୟର ହୋଇଥିବା ସୁବାସ ଭାଇ? ଆଉ....ତୁମେ ତାଙ୍କ କର୍ମ ଭୂଇଁ ଉପରେ ତାଙ୍କୁ ଏମିତି କହିବ ସିଏ ରାଗିବେନି...ଆରେ ଏଇଠି କାହାର ଇଜ୍ଜତ କିଏ ନେଲା?
ଷ୍ଟାର୍ ପ୍ଲେୟାରଙ୍କୁ ପାଖରୁ ଦେଖିବାକୁ ରାଜଧାନୀରେ ଫ୍ୟାନଙ୍କ ଜବରଦସ୍ତ ଭିଡ଼ । ଭୁବନେଶ୍ୱର ବିମାନବନ୍ଦର ବାହାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିଲେ ଶହ ଶହ କ୍ରିକେଟପ୍ରେମୀ ।
କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି । ଏନଡିଏ ଏବଂ ଅନ୍ୟ ବିରୋଧୀ ଦଳ କାହାକୁ କରିବେ ପ୍ରାର୍ଥୀ ? ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଏଥର ଏନଡିଏ ଜଣେ ଆଦିବାସୀ, ସଂଖ୍ୟାଲଘୁ ଅବା ମହିଳାଙ୍କୁ ରାଷ୍ଟ୍ରପତି କରିପାରେ ବୋଲି ଚର୍ଚ୍ଚା ହେଉଛି ।
ନିଶା ପାଇଁ ନାଶ ହେଲା ସଂସାର । ପରିବା କଟା ଛୁରୀରେ ପରିବାରର ସର୍ବନାଶ କରିଦେଲା ନିଶାଡ଼ି । ସ୍ୱାମୀ ଆକ୍ରମଣରେ ପତ୍ନୀ ଆରପାରିରେ । ମରଣ ସହ ସଂଘର୍ଷ କରୁଛି ଝିଅ ।
ଦେଶରେ ଆସିବ କି କୋଭିଡ୍ର ନୂଆ ଲହର ? କାରଣ ପୁଣି ଫଁ ଦେଖାଇଲାଣି ଅଦୃଶ୍ୟ ଭୂତାଣୁ । ଖେଳାଇଲାଣି ଆତଙ୍କ, ଗିଳିଲାଣି ଜୀବନ । ଲଗାତର ଦ୍ୱିତୀୟ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମଣ ୭ ହଜାର ଉପରେ ରହିଛି । ଆଜି ଚିହ୍ନଟ ହୋଇଛନ୍ତି ୭ ହଜାର ୫୮୪ ନୂଆ ଆକ୍ରାନ୍ତ ।
ରବିବାର ବାରବାଟୀରେ ମହାଲଢ଼େଇ। କାଲି ପଡ଼ଇାରେ ଝାଳ ବୁହାଇବେ ଦୁଇ ଦଳର ଖେଳାଳି। ହୋଟେଲରୁ ବାରବାଟୀ ଯାଏଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ…
୪ ବର୍ଷ ହେଲାଣି ମୁଁ ମାଆ ଡାକ ଶୁଣିନି। ରାଣୀର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଆପଣ ସାହାଯ୍ୟ କଲେ କଥା କହିବ ରାଣୀ...ମାଆ ଡାକ ଶୁଣିବେ ରଶ୍ମିତା...
ମୁଁ କଣ ବୋକା ତାକୁ ଓଟିପି ଦେଇ ଦେବି? ହେଲେ ଅନ୍ୟ ଜଣେ ତୁମ ମୋବାଇଲ ନମ୍ବର ବ୍ୟବହାର କଲା କେମିତି? କଣ କଲ ରିସିଭ କରୁ କରୁ ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଗଲା?
ତୁ କେଡ଼େ ମିଛୁଆ କିରେ? ମୁଁ ତ ଫଳ ବିକୁଛି....ସିଏ ମୋ ପାଖକୁ କେତେବେଳେ ଫଳ ଟିକିଏ ନେବାକୁ ଆସେ...ଆଉ ଏବେ ଇଜ୍ଜତ ନେବା କଥା କହୁଛି...କେଡେ ମିଛୁଆଟା କି?
ମାଂସ ଆଣିବାକୁ ବଜାରକୁ ଯାଇଥିଲା ପୁଅ। ୧୦ ଦିନ ବିତିଲାଣି କିନ୍ତୁ ଘରକୁ ଫେରିଲାନି। ଖୋଜି ଖୋଜି ନୟାନ୍ତ ହେଲେଣି ବାପା-ମାଆ। ଯାହାକୁ ଦେଖୁଛନ୍ତି ପୁଅକୁ ଖୋଜି ଆଣିବା ପାଇଁ ଗୁହାରି କରୁଛନ୍ତି ହେଲେ ପୁଅ ଫେରୁନି....
ରୋହି ମାଛ ପୋସ୍ତ। ନା ଯେମିତି ଟେଷ୍ଟ ବି ସେମିତି। କଟା ପିଆଜକୁ କଂଚା ଲଙ୍କା ଦେଇ ଏମିତି ତିଆରି କରନ୍ତୁ ଏଇ ସୁଆଦିଆ ଡିସ୍। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା
ଆଲୋ ଆଲୋ...ମନ୍ତ୍ରୀ ପଦ ପାଉ ପାଉ କାଳିଆ ଶରଣରେ ପଶିଲେଣି ମନ୍ତ୍ରୀଗଣ। ଦେଖୁନାହାନ୍ତି ସିଂହଦ୍ୱାର ସାମ୍ନାରେ କେମିତି ଲାଇନ୍ ଲାଗିଲାଣି ମନ୍ତ୍ରୀଙ୍କର। ଜଣକ ପରେ ଜଣେ ଜଗା ଦର୍ଶନରେ ବ୍ୟସ୍ତ....ହେଲେ ଏଇଠି ମନ୍ତ୍ରୀ ମହୋଦୟଙ୍କୁ କିଏ ମୁଣ୍ଡିଆ ମାଇଲା କିରେ?
ଦିନକରେ ଦେଶରେ ସଂକ୍ରମଣ ୪୦ ପ୍ରତିଶତ ବୃଦ୍ଧି । ଗୋଟିଏ ଦିନରେ ୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା।
ଏଇ ମାସ ଶେଷ ଆଡ଼କୁ ରୋମ୍ ଯିବେ ମୁଖ୍ୟମନ୍ତ୍ରୀ । ରୋମରେ ଜାତିସଂଘ ଓ୍ୱାଲର୍ଡ ଫୁଡ୍ ପ୍ରୋଗ୍ରାମରେ ଯୋଗ ଦେବେ । ବଖାଣିବେ ଖାଦ୍ୟ ସୁରକ୍ଷାରେ ଓଡ଼ିଶା ସଫଳତାର କାହାଣୀ।
ହଇରେ ଭାଇ ଆମ ସରକାର ବନ୍ଧ ବାନ୍ଧିଲେ ଆମେ ମାଛ ଖାଉଛୁ, ତୁମ ସରକାର କିଛି କଲେନି ତୁମେ ବାଲି ଖାଅ....
ଭାରି ସୁଆଦିଆ ଚୁଡ଼ା ଚିତଉ। ଟୁକୁଏ ଗୁଡ଼ ଓ ଗୋଲମରିଚ ଦେଇ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍...ଥରେ ଖାଇଲେ ଜମାରୁ ପାଟିରୁ ଛାଡ଼ିବନି
ମୋବାଇଲ ଫୋନ୍ ପକେଟ୍ରେ ଅଛି। କିନ୍ତୁ ହ୍ୟାକ୍ ହୋଇଗଲା ନମ୍ବର। ପରେ ସାଙ୍ଗସାଥୀଙ୍କ ପାଖକୁ ଫୋନ୍ ଗଲା...ଟଙ୍କା ଦିଅ ବୋଲି କୁହାଗଲା। ହେଲେ ସତ ଜାଣିବା ପରେ....
ଦିନରାତି ବାପାଙ୍କୁ ଅନ୍ତରୀକ୍ଷ ବାବଦରେ ବାପାଙ୍କୁ କରୁଥିଲେ ପ୍ରଶ୍ନ, ଆଜି ନିଜେ ହେଲେ ବୈଜ୍ଞାନିକ। କୋରାପୁଟ୍ର ଉଚ୍ଚ ପାହାଡ଼ ଉପରେ ଛିଡ଼ା ହୋଇ କରୁଥିଲେ ରିସର୍ଚ୍ଚ, ଆଉ ଏବେ ଇସ୍ରୋ ଦେଲା ସୁବର୍ଣ୍ଣ ସୁଯୋଗ। ପୁଅକୁ ନେଇ ଏବେ ଗର୍ବରେ ଫାଟି ପଡ଼ୁଛି ପୂରା ପରିବାର
ସ୍ୱାମୀ ନାଁକୁ ୧୦୦ ଥର ଧରୁଛ, ହେଇଟି ହେଇଟି କଣ ଡାକି ପାରୁନୁ? ଇଏ କି ସ୍ତ୍ରୀ? ୩୬୫ ଦିନ ମୁଣ୍ଡିଆ ମାରି ମାରି ମୋ ଦିନ ଗଲାଣି....ଏମିତି ସ୍ତ୍ରୀକୁ କଣ କହିବି?
ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ...ସମ୍ମାନିତ ହେଲେ ଓଟିଭିର ଲେଡ଼ି ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଜ୍ୟୋସ୍ନାରାଣୀ ଦଳାଇ...ଦେଖନ୍ତୁ ସେଇ ଭିଡ଼ିଓ
ଶିବ-ମହାଦେବଙ୍କ ଦୁଃଖ କହିଲେ ନସରେ....ଭଗବାନଙ୍କ ନାଁ ପାଇଛନ୍ତି ସତ ହେଲେ ଦୃଷ୍ଟିବାଧିତ ଦୁଇ ଭାଇ। ୩୫ ବର୍ଷ ହେଲାଣି ଦୁନିଆ ଦେଖିନାହାନ୍ତି ଦୁଇ ଭାଇ। ଅନ୍ଧାରରେ ବିତିଗଲାଣି ଗୋଟିଏ ଯୁଗ...ସବୁ ଦେଖି ଆଖି ବୁଜି ବସିଛି ପ୍ରଶାସନ