• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Khola Katha Cong MLA Md Moquim explains why he had to skip New Delhi meeting
ମହମ୍ମଦ ମୋକିମଙ୍କ ମନ ଉଣା କାହିଁକି? ରୁଷିଛନ୍ତି କି...

ସବୁଠି ଏବେ ଗୋଟିଏ ଚର୍ଚ୍ଚା ରାଗିଛନ୍ତି ମୋକିମ୍! ହେଲେ କାହିଁକି। ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଅଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। ଖୁଲମଖୋଲା ଦେଲେ ଏମିତି ଉତ୍ତର...

  • Sunday, 26 June 2022
Special Story | Shamshera | Ranbir Kapoor plays double roles, promises a lot
ଏଠି ଭିଲେନ୍ ହିରୋ, ହିରୋ ବି ପାଲଟିଯାଇଛି ଭିଲେନ୍

ଲୁକ୍ ଯେମିତି, ଡାଇଲଗ୍ ବି ସେମିତି। ଯାହାକୁ ଦେଖିଲେ ଛାତିରେ ଖନକା ଖେଳିଯିବ। ଥରି ଉଠିବ ଦେହ ଓ ମନ। ତେବେ କଣ ସେହି ଫିଲ୍ମ? କିଏ ସେହି ହିରୋ? ଜାଣନ୍ତୁ

  • Sunday, 26 June 2022
Apana Eka Nuhanti- Jajpur’s elderly father cries for assistance for ailing son
ରୋଗରେ ପଡି ଆଲୋକଙ୍କ ଭବିଷ୍ୟତ ଅନ୍ଧାର

କିଏ ଜାଣିଥିଲା ଏମିତି ହେବ ବୋଲି। ଆଶା ଥିଲା ପୁଅ ପାଠ ପଢିଲାଣି। ଚାକିର କରିବ। ଘର ବୋଝ ମୁଣ୍ଡ ଉପରକୁ ନେବ। ହେଲେ ସବୁ ଓଲଟିଗଲା। ଏବେ ପୁଅ ବୋଝ ଉଠାଉଛି ବାପା...

  • Sunday, 26 June 2022
Special story | Gajapati’s visually impaired man sells bread to run family
ହାରି ନାହାଁନ୍ତି ବାବୁଲା... ଦୁନିଆକୁ ଦେଖିନପାରିଲେ ବି ପାଉଁରୁଟି ବିକି ଚଳାଉଛନ୍ତି ପରିବାର

ମୋର ସିନା ଆଖି ନାହିଁ... ହେଲେ ଏ ପ୍ରଶାସନ କ’ଣ ଅନ୍ଧ। କୋହଭରା କଣ୍ଠରେ ଏଇ ପଦିଏ କହି ଗାଁ ଗାଁ ବୁଲି ପାଉଁରୁଟି ବିକୁଛନ୍ତି ଦିବ୍ୟାଙ୍ଗ ବାବୁଲା ପ୍ରଧାନ...

  • Sunday, 26 June 2022
E-News-Know all about actor Ashutosh’s acting career path
ବଡ଼ ପରଦାରେ କରୁଥିଲେ ଅଭିନୟ, ଛୋଟ ପରଦା ଦେଲା ପରିଚୟ

ସମସ୍ତେ ଚାହାଁନ୍ତି ବଡ଼ ପରଦାରେ ଅଭିନୟ କରିବାକୁ। ପରିଚୟ ମିଳିବ। ହେଲେ ଆଶୁତୋଷ ଦେଲେ ଭିନ୍ନ ଏକ ମେସେଜ୍। ଛୋଟ ପରଦା ପାଇଁ ସେ ପାଇଲେ ପରିଚୟ। ଏବେ...

  • Sunday, 26 June 2022
Special Story | Another Salabega- Nayagarh’s Muslim youth falls in love with Lord Jagannath
ଜଗନ୍ନାଥଙ୍କ ପ୍ରେମରେ ମୁସଲିମ୍ ଯୁବକ, ଘରେ ଗଢୁଛନ୍ତି ମହାପ୍ରଭୁଙ୍କ ବିଗ୍ରହ

ସେ ନିଜେ ଜଣେ ମୁସଲମାନ ଯୁବକ। ହେଲେ ପଡ଼ିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରେମରେ। ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟରେ ତାଙ୍କର ଭଲ ଜ୍ଞାନ ମଧ୍ୟ ଅଛି। ଅବସର ସମୟରେ ସେ ଗଢ଼ନ୍ତି ମହାପ୍ରଭୁଙ୍କର କୁନି କୁନି ବିଗ୍ରହ। ତାଙ୍କ ମତରେ, ପ୍ରତି ଓଡ଼ିଆ ନିଜ ଶରୀରରେ ମହାପ୍ରଭୁଙ୍କୁ ଧାରଣ କରିଥାଏ।

  • Sunday, 26 June 2022
News Fuse-Watch Cong leader Tara Bahinipati does exercises on International Day of Yoga
ଭାଲୁ ଭାଇନାଙ୍କ ଯୋଗ... ଢୁଳେଇଲେ, ଜିଭ କାଢିଲେ

ହଇରେ ନାରଣ, ଏ କ’ଣ ଚାଲିଛି କିରେ... ଯୋଗ ନାଁରେ ଏଠି ଭୋଗ ଚାଲିଛି ନା’ କଣ ? ଦେଖୁନ, କେମିତି ଭାଲୁ ଭାଇନା ଯୋଗରେ ହାତେ ଜିଭ କାଢିଲେଣି...

  • Sunday, 26 June 2022
Beggar becomes govt teacher
ଛେଳି ଚରିବାକୁ ୫ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିଲା ପାର୍କ !

ସରକାର କେତେ କେତେ ନୂଆ ଯୋଜନା କରୁଛନ୍ତି। ଇଏ ବୋଧେ ସେମିତି ଏକ ଯୋଜନା। ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାର୍କଟିଏ ତିଆରି ହୋଇଥିଲା, ଛେଳି ଚରିବାକୁ?

  • Saturday, 25 June 2022
News Fuse
ଆମେ ଶପଥ କରୁଛୁ… ଏଣିକି ନିଶା ଖାଇ ଗାଡ଼ି ଚଲେଇବୁ…

ଏ ଶପଥ ଶୁଣି ନାରଣ ମୁଣ୍ଡ ଟିଣ ହେଇଗଲା… ଡ୍ରାଇଭର ଭାଇମାନଙ୍କ ସଭା ଚାଲିଛି… ସମସ୍ତେ ଡ୍ରେସ୍ ପିନ୍ଧିଛନ୍ତି… ଆଉ ଶପଥ ନେଇ ଯାହା କହେଲ, ଶୁଣିଲେ ଆପଣଙ୍କ ମୁଣ୍ଡ ଟିଣ ହେଇଯିବ… ନାରଣରେ…

  • Saturday, 25 June 2022
Uddhav Thakrey
ଅକଳରେ ମହାରାଷ୍ଟ୍ର ସରକାର ! କ’ଣ ହେବ ସ୍ଥିତି ? ଇସ୍ତଫା ଦେବେ କି ଉଦ୍ଧବ ?

‘ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆମେ କେହି ଚାହୁଁନାହୁଁ । ଆମର ଦାବି ଯେ, ସେ ବିଜେପି ସହ ମେଣ୍ଟ କରନ୍ତୁ ଏବଂ ସରକାର ଗଢ଼ନ୍ତୁ ।’

  • Thursday, 23 June 2022
Rasmirakha Death Follow up
ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲାରେ ପୂର୍ବତନ ପୁରୁଷ ବନ୍ଧୁଙ୍କୁ ଜେରା

ସିରିଏଲ ଜଗତରେ ଚହଳ ସୃଷ୍ଟି କରିଥିବା ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁ ମାମଲାରେ ଆଜି ଭୁବନେଶ୍ୱର ନୟାପଲ୍ଲୀ ପୋଲିସ ରଶ୍ମିଙ୍କ ପୂର୍ବତନ ବୟଫ୍ରେଣ୍ଡ୍‌ ଅଭିନେତା ରାଜାଙ୍କୁ ଡାକି ପ୍ରାୟ ୨ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି (GFX)।

  • Thursday, 23 June 2022
Draupadi Murmu
ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା NDA, ହେଲେ ଶ୍ରେୟ ନେବାକୁ ବିଜେଡିର ଜୋରଦାର ଉଦ୍ୟମ

ବିଜେଡି ମନ୍ତ୍ରୀ ଓ ବିଧାୟକ ଟୁଇଟ୍ କରି ଦ୍ରୌପଦୀଙ୍କୁ ଓଡିଶାର ଗର୍ବ କହିବା ସହ ସ୍ୱାଗତ କରିଥିଲେ ।

  • Thursday, 23 June 2022
The President Canditate Draupadi Murmu in Delhi
NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବକ ବିଜେଡିର ଦୁଇ ମନ୍ତ୍ରୀ

କାଲି ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରସ୍ତାବକ ହେଲେ ବିଜେଡିର ଦୁଇ ମନ୍ତ୍ରୀ। ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ।

  • Thursday, 23 June 2022
Police
ପୋଲିସଠୁ ନ୍ୟାୟ ନପାଇ ଚରମ ନିଷ୍ପତ୍ତି, ଥାନା ଆଗରେ ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳିଲେ

ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଥିବା ଇଷାଣିବରମପୁର ଗାଁର ଗୁଣନିଧି ବିଶୋଇଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଜମିବାଡ଼ି ଗଣ୍ଡଗୋଳକୁ ନେଇ ଗୁଣନିଧିଙ୍କ ଭାଇଙ୍କ ପରିବାର ତାଙ୍କ ଉପରେ ଆକ୍ରମଣ କରିବାରୁ ଗଲା ରବିବାର ସେ କିଷନନଗର ଥାନାରେ ଏତଲା ଦେଇଥିଲେ ।

  • Thursday, 23 June 2022
THE GREAT ODISHA POLITICAL CIRCUS
ତୁଣ୍ଡ ନଖୋଲିଲେ ମୁଣ୍ଡ କ’ଣ ରହିବ?

ବାବା ତୁମକୁ ତିନିତିନି ଥର ପ୍ରତିଶ୍ରୁତି ମିଳିବା ପରେ ବି କାହିଁକି ପ୍ରତାରଣାର ଶିକାର ହେଉଛନ୍ତି? ତୁଣ୍ଡ ନଖୋଲିଲେ କଣ ମୁଣ୍ଡ ରହିବ? ହୋଉ...ଯିଏ ଯାହା ନେଉଛି ନେଉ, ତୁମେ ଅନାଇ ଥାଅ

  • Thursday, 23 June 2022
Russian journalist’s Nobel medal sold for USD 103.5 million
୧୦ କୋଟିରେ ବିକ୍ରି ହେଲା ନୋବେଲ ମେଡ଼ାଲ, ହେଲେ ନେଲା କିଏ?

ଲକ୍ଷେ ନୁହେଁ ଦୁଇ ଲକ୍ଷ ନୁହେଁ ବରଂ ୧୦ କୋଟି ଟଙ୍କାରେ ବିକ୍ରି ହେଲା ନୋବେଲ ମେଡ଼ାଲ। ଜାଣନ୍ତୁ ନେଲା କିଏ?

  • Thursday, 23 June 2022
News Fuse
ମୋ ବୋଉଲୋ...ଇଏ କଣ? ରଜ ଦୋଳିରେ କଣ ଏକାଠି ହେଲେଣି ସୁଲୋଚନା ଆଉ ଅପରାଜିତା...

ସତେ କି ଦୁଇ ଭଉଣୀ? ଆଃ କି ଦୃଶ୍ୟ ଦେଖିଲା ଏ ନୟନ? ରଜ ଦୋଳିରେ ବସି ମାଡାମ୍‌କୁ କିଏ ଝୁଲାଉଛି କିରେ? ଦେଖୁନୁ ନାରଣ....ସବୁ କଣ ଆମେ କହିବୁ?

  • Thursday, 23 June 2022
Making News
“ମାଆ ଘରୁ ବାହାରିଲେ ମହାପ୍ରଳୟ ହେବ”

ମାଆ ଘରୁ ବାହାରିଲା ମାତ୍ରେ ମୁଁ ମହାପ୍ରଳୟ କରିଦେବି। କ’ଣ ଭାବୁଛ କି ମତେ? ବୋହୂ ତୁ ଏମିତି କାହିଁକି ହେଉଛୁ? ତୋ ନାଁରେ ପା’ ପୋଷ୍ଟ ଅଫିସ୍‌ରେ ଟଙ୍କା ରଖିଛି...

  • Thursday, 23 June 2022
True example of teacher-student
ଏ ଯୁଗର ଏକଲବ୍ୟ....୧୦ ବର୍ଷ ହେଲାଣି ଏମିତି ଗୁରୁଙ୍କୁ ବୋହୁଛନ୍ତି ରବି

ଶିଷ୍ୟ ହେବ ତ ଏମିତି ! ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ବରଂ ୧୦ ବର୍ଷ ହେଲାଣି ଏମିତି ବୋହୁଛନ୍ତି ଗୁରୁଙ୍କୁ। ଦିନକୁ ୨୦ ରୁ ୨୫ କିମି ପର୍ଯ୍ୟନ୍ତ ଧର୍ମ ପ୍ରଚାର ପାଇଁ ଗୁରୁଙ୍କୁ ସାଙ୍ଗରେ ନେଉଛନ୍ତି...ଦେଖନ୍ତୁ ଏଇ ଭିଡ଼ିଓ

  • Thursday, 23 June 2022
Cyber Crime
ତୁମେ କି କାମ କରୁଛ? ମାସ ଶେଷ ହେବାକୁ ବସିଲାଣି...ଟାର୍ଗେଟ୍‌ ଫୁଲ କଲନି, ଜଣଙ୍କୁ ବି ମୋହରା କରିପାରିଲନି?

କଣ କରୁଛ ତୁମେ? ମାସ ଆସିକି ଶେଷ ହେଲାଣି କିନ୍ତୁ ତୁମେ ଏ ପର୍ଯ୍ୟନ୍ତ ଟାର୍ଗେଟ୍‌ ଫୁଲ କଲନି? ଆମେ କଣ କରିବା, କେମିତି ଚଳିବା? ତୁରନ୍ତ କାହାକୁ ଗୋଟେ ମୋହରା ବନାଅ...ଦେଖନ୍ତୁ ବ୍ୟାଙ୍କ ଚାକିରି ନାଁରେ କେମିତି ଯୁବକଙ୍କୁ ଲଗାଇଲେ ଚୂନା...

  • Thursday, 23 June 2022
 Yoga helps
ଜୀବନ ବଦଳାଇ ଦେଲା ଯୋଗ...ଯିଏ ଦିନେ କୁଖ୍ୟାତ ଅପରାଧୀ ଥିଲେ, ସିଏ ଆଜି କର୍ପୋରେଟ୍‌ର ହେଲେ...

ଜୀବନ ବଦଳାଇ ଦେଲା ଯୋଗ। ଯିଏ ଦିନେ କୁଖ୍ୟାତ ଅପରାଧୀ ଥିଲା, ରାସ୍ତାରେ ଗଲେ ଲୋକ ଭୟରେ ଥରୁଥିଲେ। ସିଏ ଯୋଗ ଶିକ୍ଷକ ହେବା ପରେ ଏବେ ତାଙ୍କଠାରୁ ଯୋଗ ଶିଖିବାକୁ ନିଇତି ଲୋକଙ୍କ ଲମ୍ବୁଛି ଲମ୍ବା ଲାଇନ୍‌। ଜେଲରେ ଥିବା ବେଳେ ଏମିତି ଯୋଗ କଲେ ଯେ, ଆଜି ଉଗ୍ର ମାନସିକତାରୁ ଶାନ୍ତ ସ୍ୱଭାବ ପାଇଁ ଚର୍ଚ୍ଚିତ ହେଲେ। ଏବେ ପୁଣି ବିଜେଡ଼ିରୁ ଟିକେଟ୍‌ ପାଇଁ କର୍ପୋରେଟ୍‌ର ହେଲେ.....

  • Thursday, 23 June 2022
teacher shortage affects Aska school
ନିଦାବିଷ୍ଣୁ ସାଜିଛି ପ୍ରଶାସନ....୩୦୦ ପିଲାକୁ ଦେଇ ୬ ମାଷ୍ଟର...ପିଲା ପଢିବେ କେମିତି?

ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଇଏ ଏମିତି ସ୍କୁଲ ଯେ ୩୦୦ ପିଲାଙ୍କୁ ପଢାଇବାକୁ ଅଛନ୍ତି ମାତ୍ର ୬ ଜଣ ମାଷ୍ଟର। ପାଠ ପଢା ବେଳେ ଛାତରୁ ଖସି ପଡୁଛି ସ୍ଲାବ୍‌...ଟିକିଏ ବର୍ଷା ହେଲେ ପୂରା ଓଦା ହେଉଛନ୍ତି ପିଲା। ପ୍ରଶାସନ ପାଖରେ ଗୁହାରି କଲେ ବି କେହି ଶୁଣୁନାହାନ୍ତି। ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ ପିଲା...

  • Thursday, 23 June 2022
Apana Eka Nuhanti
୧୪ ବର୍ଷ ହେଲାଣି ଶେଯରେ ଶୋଇଛି ସ୍ୱାମୀ....ଇଚ୍ଛା ଥିଲେ ବି ସ୍ୱାମୀର ଚିକିତ୍ସା ହେଉନି...

ବାହାଘର ୬ ବର୍ଷ ପରେ ସ୍ୱାମୀ ପଡ଼ିଲେ ଶେଯରେ। ୧୪ ବର୍ଷ ହେଲାଣି ସରୁନି ଦୁଃଖ...ଫଟୋରେ ଥିବା ଦେବତାଙ୍କୁ ପୂଜା କରି ନିଜ ଜୀବନର ଦେବତାଙ୍କୁ ଭଲ କରିଦେବାକୁ କରନ୍ତି ପ୍ରାର୍ଥନା। ଦିନେ ନୁହେଁ କି ଦୁଇ ଦିନ ନୁହେଁ ବରଂ ୧୪ ବର୍ଷ ହେଲାଣି ଏମିତି ସ୍ୱାମୀଙ୍କ ସେବାରେ ବ୍ୟସ୍ତ କାଞ୍ଚନ। ଯିଏ ଦିନେ ପରିବାରର ବୋଝ ଉଠାଉଥିଲେ ଆଜି ସିଏ ନିଜେ ହିଁ ପରିବାର ପାଇଁ ପାଲଟିଗଲେ ବୋଝ....

  • Thursday, 23 June 2022
Draupadi Murmu
କେମିତି ଥିଲା ଦ୍ରୌପଦୀଙ୍କ ପୂରା କ୍ୟାରିଅର

ଏଇ ଗାଁରେ ଦ୍ରୌପଦୀଙ୍କ ଜନ୍ମ। ଦେଖନ୍ତୁ କେମିତି ଥିଲା ଦ୍ରୌପଦୀଙ୍କ ପୂରା କ୍ୟାରିଅର?…

  • Wednesday, 22 June 2022