• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Driver Protest
ଗୁଇନ୍ଦା ତଥ୍ୟ କେଉଁ କାମକୁ ?

ରାଜଧାନୀରେ ଡ୍ରାଇଭରଙ୍କ ଯୁଦ୍ଧଂଦେହୀ । ଠେଙ୍ଗା, ବାଡି ଧରି ରାଜରାସ୍ତାରେ ହଙ୍ଗାମା । ବାଉଁଶ ପୋତି ରାସ୍ତା ଅବରୋଧ, ଠପ୍ ପୂରା ଭୁବନେଶ୍ୱର । ତେବେ କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି ? ଗୁଇନ୍ଦା ସୂଚନା ସତ୍ତ୍ୱେ କାହିଁକି ସ୍ଥିତି ନିୟନ୍ତ୍ରଣରେ ଫେଲ ମାରିଲା ପୋଲିସ ?

  • Tuesday, 19 April 2022
Fake Detergent
ପ୍ୟାକେଟ୍ ଅସଲି କିନ୍ତୁ ମାଲ୍ ନକଲି

କଟକରେ ଥମୁନି ଭେଜାଲ ସାମଗ୍ରୀ କାରବାର । ଏତେ ନକଲି ସାମଗ୍ରୀ କାରବାର ଧରାପଡ଼ୁଛି ଯେ, ପୁରା ପୋଖତ ଲୋକ ବି ଧୋକା ଖାଇଯିବ, କେଉଁଟା ଅସଲି କେଉଁଟା ନକଲି ।

  • Tuesday, 19 April 2022
Corrupt Police
ଭିଜିଲାନ୍ସ ରେଡ୍ ଏକ ଭେଳିକି !

ଅଭିଯୁକ୍ତଙ୍କ ବିରୋଧରେ କାହିଁକି ଚାର୍ଜସିଟ୍ ଦାଖଲ ହୋଇପାରୁନି, ଏଥିରେ ପ୍ରକ୍ରିୟାଗତ ସମସ୍ୟା ରହୁଛି । ନା ଜାଣିଶୁଣି ବିଳମ୍ବ କରାଯାଇଛି, ଯାହା ଦୁର୍ନତିଖୋର୍‌ଙ୍କୁ ଖସିବାର ବାଟ କଢ଼ାଉଛି ।

  • Tuesday, 19 April 2022
Covid 19
ବଢ଼ିଲା ଚତୁର୍ଥ ଲହର ଶଙ୍କା

ଡରାଇଲାଣି କୋଭିଡ୍‌ର ଚତୁର୍ଥ ଲହର । ସଜାଗ ହେଲେଣି ସରକାର । ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ କରୋନା ସଂକ୍ରମଣ ପୁଣି ବଢ଼ିବା ପରେ ଏବେ ଓଡ଼ିଶାରେ ଛନକା ।

  • Tuesday, 19 April 2022
Kidney Stones, Its Diagnosis And Treatment
ଷ୍ଟୋନ ଖସି ଆସି ପରିସ୍ରା ନଳିରେ ରହିଲେ କରିବେ କ’ଣ?

କିଡ଼ନୀରେ ଷ୍ଟୋନ ହେଲେ କରିବେ କ’ଣ? ଅଲଟ୍ରାସାଉଣ୍ଡରୁ ଜଣା ପଡ଼ିବ ପୂରା ତଥ୍ୟ କେମିତି ଜାଣିବେ ଆପଣଙ୍କ କିଡ଼ନୀରେ ହୋଇଛି ଷ୍ଟୋନ ? ଯଦି ପରିଶ୍ରାରେ ରକ୍ତ ପଡ଼େ ତେବେ....

  • Tuesday, 19 April 2022
THE GREAT ODISHA POLITICAL CIRCUS
ବିଶଲ୍ୟକରଣୀ କିଣୁ କିଣୁ ମାର୍କେଟ୍‌ରେ ହଜିଗଲେ କି ହନୁମାନ?

ହନୁମାନ ତୁମେ ଆଉ ମୋ କଥା ଶୁଣୁନ। ତୁମକୁ ମୁଁ କହିଲି ବିଶଲ୍ୟକରଣୀ ଆଣିବାକୁ ହେଲେ ତୁମେ ପୂରା ଗନ୍ଧମାର୍ଦ୍ଧନ ଉଠାଇ ଆଣିଲ କାହିଁକି? ଦ୍ୱାପର ଯାଇ କଳିଯୁଗ ହେଲାଣି ମୁଁ ବିଶଲ୍ୟକୁ ଚିହ୍ନିବି କେମିତି?

  • Tuesday, 19 April 2022
News Fuse - BJD's Pramila Mallick Enjoys Swing
!! ରଜ ତ ହୋଇନି, ପ୍ରମିଳା ମାଡାମ୍‌ କଣ ରଜ ଦୋଳିରେ ଝୁଲିଲେଣି?

ଇରେ ହାଉଲେ ଝୁଲା...ରଜ ଦୋଳି କଲା କଟମଟ...ମୋ ବୋଉଲେ, କି ହସ !! ରଜ ମୂଳରୁ ଆସିନି ମାଡାମ ଆମର ସଜବାଜ ହୋଇ ଝୁଲୁଛନ୍ତି ଦୋଳି, ଦେଖନ୍ତୁ କେମିତି ହସି ହସି ଝୁଲା ଝୁଲୁଛନ୍ତି ପ୍ରମିଳା ଅପା

  • Tuesday, 19 April 2022
E News
ଆଶାଙ୍କ ସର୍ପୋଟ୍‌ ସିଷ୍ଟମ, କଥା ତାଙ୍କର ମିଷ୍ଟି ମିଷ୍ଟି...ଆଶାଙ୍କ ଲାଡଲି...ଆକ୍ଟିଂରେ କିଣିନେଉଛନ୍ତି ସମସ୍ତଙ୍କ ମନ

ବିଦେଶରେ ପାଠ ପଢିଛନତି ସତ ହେଲେ ତାଙ୍କ ନିଜ ଜନ୍ମମାଟିକୁ କେବେ ଭୁଲିନାହାନ୍ତି...ଆଶାଙ୍କ ବଡ଼ ଝିଅ ଅନନ୍ୟାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଆକ୍ଟିଂ ଯେମିତି ଡ଼ାଇଲଗ୍‌ ବି ଦେଉଛନ୍ତି ସେମିତି

  • Tuesday, 19 April 2022
Business Odisha
କେଉଁଠି କେତେ ଟଙ୍କା ନିବେଶ କଲେ ପାଇବେ ଅଧିକ ରିଟର୍ଣ୍ଣ?

ଆଜିକାଲି ସମସ୍ତେ ଟଙ୍କା ରଖି ସୁଧ ପାଇବାକୁ ଚାହୁଁଛନ୍ତି। ବେଳେ ବେଳେ ଭୁଲ ଜାଗାରେ ଟଙ୍କା ରଖିଦେଲେ ଆପଣ ହଇରାଣ ହୋଇପାରନ୍ତି। ହେଲେ କେଉଁଠି ଆଉ କେତେ ଟଙ୍କା ରଖିଲେ ଆପଣଙ୍କ ମିଳିବ ଅଧିକ ରିଟର୍ଣ୍ଣ...ଦେଖନ୍ତୁ ଇନ୍‌ଭେଷ୍ଟମେଂଟ୍‌ ଗୁରୁ

  • Tuesday, 19 April 2022
62 Year Old Woman Climbs Mountain
ଏତେ ବୟସରେ ହାର ମାନିନାହାନ୍ତି....୬୨ ବର୍ଷରେ ବି ଘିଡ଼ିଘିଡ଼ି ଚଢୁଛନ୍ତି ପାହାଡ

ହାରିନି ବୟସ, ମରିନି ଜୋସ୍‌। ୬୨ ବର୍ଷରେ ଘିଡ଼ିଘିଡ଼ି ପାହାଡ଼ ଉପରକୁ ଚଢିଯାଉଛନ୍ତି ମହିଳା...ଟିକିଏ ବି ଥକା ଲାଗୁନି କି କଷ୍ଟ ବି ଲାଗୁନି। ଦେଖନ୍ତୁ ବିନା କୌଣସି ବିଶ୍ରାମରେ ଦଉଡ଼ି ଧରି କେମିତି ପାହାଡ଼ ଚଢୁଛନ୍ତି ଏଇ ମହିଳା

  • Tuesday, 19 April 2022
Padma Shri Prafulla Kars Mortal
ପଞ୍ଚଭୂତରେ ବିଲୀନ ଶତ ଶତ ସୁରିଲା ଗୀତର ଯାଦୁଗର ପଦ୍ମଶ୍ରୀ ପ୍ରଫୁଲ୍ଲ କର

ସ୍ୱରରେ ବି ଅମର...ସିଏ ପ୍ରଫୁଲ୍ଲ କର... କମଳ ଦେଶର ରାଜକୁମାର ଗତକାଲି ୮୩ବର୍ଷ ବୟସରେ ପରପାରିକୁ ବାହୁଡ଼ିବା ପରେ ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଦୀର୍ଘ ୬ ଦଶନ୍ଧୀ ଧରି ଓଡ଼ିଆ ସଂଗୀତ ଜଗତକୁ ଆଚ୍ଛାଦିତ କରି ରଖିଥିବା ସେହି ଅମଳିନ ପ୍ରତିଭା। 

  • Monday, 18 April 2022
Srimandir Corridor Project
ବଦଳିଗଲା କି ଶ୍ରୀମନ୍ଦିର ଐତିହ୍ୟ କରିଡର ଡିଜାଇନ୍ ?

ବଦଳିଛି କି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍ ? ବିବାଦ ମୁଣ୍ଡ ଟେକିବା ପରେ ପ୍ରକଳ୍ପ ଢାଞ୍ଚାରେ କରାଯାଇଛି କି ପରିବର୍ତ୍ତନ? ପୁରୁଣା ଫଳକ ହଟାଇ ତା ସ୍ଥାନରେ ମେଲ୍ ଟଏଲେଟ୍, ଫିମେଲ୍ ଟୟଲେଟ୍ ଲେଖାଥିବା ବୋର୍ଡ ଲଗାଯିବା ପରେ ଉଠିଛି ଏମିତି ପ୍ରଶ୍ନ।

  • Monday, 18 April 2022
OTV
ଦୀର୍ଘ ୨୫ ବର୍ଷରେ ପାଦ ଥାପିଲା ଓଟିଭି

ଏପ୍ରିଲ ୧୮, ୧୯୯୭। ଆଜିର ଦିନରେ ଓଡିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂଆ ଅଧ୍ୟାୟ ଜନ୍ମ ନେଇଥିଲା ଓଡ଼ିଶା ଟେଲିଭିଜନ୍-ଓଟିଭି।

  • Monday, 18 April 2022
Custodial Death
ଥାନା ହାଜତରେ ମରିଥିବା ବ୍ୟକ୍ତି କିଏ?

ଭାସିଗଲା ସଂସାର, ଭେଳା ବୁଡ଼ିଗଲା ପରିବାରର। ପରିବାରକୁ ଦାନା ଯୋଗାଉଥିବା ରୋଜଗାରିଆ ମଣିଷର ପୋଲିସ ହାଜତରେ ମୃତ୍ୟୁ ଅଭିଯୋଗ। ଏ ହେଲା ସୁନ୍ଦରପଦା କପିଳପ୍ରସାଦର ଦେବେନ୍ଦ୍ର ଚୌଧୁରୀଙ୍କ ପତ୍ନୀ ଓ ପରିବାର। ଗତ ରାତିଠୁ ଆଖିକୁ ନିଦ ନାହିଁ, ପେଟକୁ ଭୋକ ନାହିଁ। ସେମାନଙ୍କ ଅଭିଯୋଗ, ଦେବେନ୍ଦ୍ରଙ୍କୁ ପୋଲିସ ପିଟି ପିଟି ମାରିଦେଇଛି।  

  • Monday, 18 April 2022
Odisha Drivers\' Association Hits Bhubaneswar Streets Over 11-Point Charter Of Demands
୧୧ ଦଫା ଦାବି ପୂରଣ ନେଇ ରାଜଧାନୀରେ ଓଡ଼ିଶା ଡ୍ରାଇଭର ମହାସଂଘର ହଲ୍ଳାବୋଲ

ବାଣୀବିହାରରୁ ରାଜମହଲ, ଆଚାର୍ଯ୍ୟ ବିହାରରୁ ଏଜି ଛକ ଯୁଆଡ଼େ ଚାହିଁବ, ଖାଲି ଡ୍ରାଇଭର ଆଉ ଡ୍ରାଇଭର। ଆଜି ଦ୍ବିତୀୟ ଥର ପାଇଁ ୧୦ ଦଫା ଦାବି ପୂରଣ ଉଦ୍ଦେଶ୍ୟରେ ଧାରଣା ଡାକରା ଦେଇଥିଲା ମହାସଂଘ। 

  • Monday, 18 April 2022
News Fuse
ହଠାତ୍ ହୋଟେଲ ଭିତରେ ପଶିଗଲେ ଅଫିସର୍, ଦେଖିଲେ ଧଳା ଚିକେନ୍

ଏ ଏମିତି ଏକ ସିନେମା ଯାହାକୁ ପସନ୍ଦ କରୁଛି ସାରା ଭାରତ। ପଞ୍ଜାବରୁ କୋଲକାତା ସବୁଠି ଦେଖିବାକୁ ମିଳିଛି ଉତ୍ସାହ। ଏତେ ସାରା ଭଲ ପାଇବା ପଛର କାରଣ ଜାଣିବାକୁ ଚାହୁଁଥିଲେ, ଦେଖନ୍ତୁ...

  • Monday, 18 April 2022
KGF Chapter 2
Kରୁ ଆରମ୍ଭ KGF-2 ସୁପର୍ ଡୁପର୍ ହିଟ୍ ହେବାର କାରଣ ଜାଣନ୍ତୁ

ଏ ଏମିତି ଏକ ସିନେମା ଯାହାକୁ ପସନ୍ଦ କରୁଛି ସାରା ଭାରତ। ପଞ୍ଜାବରୁ କୋଲକାତା ସବୁଠି ଦେଖିବାକୁ ମିଳିଛି ଉତ୍ସାହ। ଏତେ ସାରା ଭଲ ପାଇବା ପଛର କାରଣ ଜାଣିବାକୁ ଚାହୁଁଥିଲେ, ଦେଖନ୍ତୁ...

  • Monday, 18 April 2022
Retired Govt Employee Steps In Pond From Own Pocket
ଗାଁ ନଈ ତୁଠରେ ନଥିଲା ପାହାଚ

ଗାଁ ନଈ ତୁଠରେ ନଥିଲା ପାହାଚ। ପ୍ରଶାସନକୁ ବାରମ୍ବାର ଗୁହାରି ପରେ ବି କେହି ଶୁଣିଲେନି। ଶେଷରେ ନିଜ ପେନ୍‌ସନ୍‌ ଟଙ୍କାରେ ଗାଁ ନଈ ତୁଠରେ ପାହାଚ ତିଆରି କରି ଦେଲେ ରାମଚନ୍ଦ୍ର। ସାରା ଅଂଚଳରେ କରାଯାଉଛି ଭୂରି ଭୂରି ପ୍ରଶଂସା...

  • Monday, 18 April 2022
OTV Completes Journey Of 25 years
ଓଟିଭିକୁ ପୂରିଲା ୨୫ ବର୍ଷ

ଓଟିଭିକୁ ପୂରିଲା ୨୫ ବର୍ଷ : କେବୁଲରୁ ସାଟେଲାଇଟ୍, ସାଟେଲାଇଟରୁ ଡିଜିଟାଲ- ଏକ ଦୀର୍ଘ ପଥ, ସବୁଠି ବଢିଛି ଆଦୃତି, ସବୁଠି ଛାଡ଼ିଛି ସ୍ୱର୍ଣ୍ଣିମ ସ୍ୱାକ୍ଷର ।

  • Monday, 18 April 2022
Ministry Reshuffle
ଖୁବଶୀଘ୍ର ବଦଳୁଛି ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା

ଖୁବଶୀଘ୍ର ବଦଳୁଛି ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା। ପାଓ୍ୱାର କରିଡରରେ ବଡ଼ ଚର୍ଚ୍ଚା। ପୁରୁଣାରୁ ୫୦ ପ୍ରତିଶତଙ୍କୁ ବଦଳାଇ ନୂଆ ଟିମ୍ ଗଢୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। କିଏ ହେବେ ଆଉଟ୍, କାହାର ହେବ ଇନ୍।

  • Sunday, 17 April 2022
Poll Violence
ରାଜନୈତିକ ଶତ୍ରୁତାର ସୀମା ଟପିଗଲା ପରେ ରକ୍ତ ବୁହାଇଲେ ରକ୍ତ ସମ୍ପର୍କୀୟ

ବର୍ଷ ବର୍ଷ ଧରି କୁହୁଳୁଥିଲା ପାରିବାରିକ ବିବାଦର ନିଆଁ। ରାଜନୈତିକ ଶତ୍ରୁତାର ସୀମା ଟପିଗଲା ପରେ ରକ୍ତ ବୁହାଇଲେ ରକ୍ତ ସମ୍ପର୍କୀୟ। କିଏ କାହା ମୁଣ୍ଡ ଗଡ଼ାଇଦେଲା ତ ଆଉ କିଏ ଜାଳିଦେଲା ବାସଘର। ଏଭଳି ଭୟଙ୍କର ହିଂସା ପରେ କାନ୍ଦ ବୋବାଳିରେ ଫାଟିପଡୁଛି ଦାଣ୍ଡ ଦୁଆର

  • Sunday, 17 April 2022
Late Biju Patnaik's Private Secretary Goura Mohan Sarangi
ଦୀର୍ଘ ୮ ବର୍ଷ ହେବ ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ ଥିଲେ, ଯାହାଙ୍କ ଘରେ ତିଆରି ହୋଇଥିଲା ମନ୍ତ୍ରିମଣ୍ଡଳ ତାଲିକା

ଦିନେ ଥିଲେ ବିଜୁବାବୁଙ୍କର ଅତି ନିଜର। ଅନେକ ସମୟରେ ବିଜୁବାବୁ ତାଙ୍କର ପରାମର୍ଶ ନେଉଥିଲେ । ବିଜୁବାବୁଙ୍କର ଅନେକ କଥା ତାଙ୍କୁ ଜଣାଥିଲା । 1990 ମସିହାରେ ମନ୍ତ୍ରିମଣ୍ଡଳର ତାଲିକା ତିଆରି ହୋଇଥିଲା ତାଙ୍କରି ଘରେ ।

  • Sunday, 17 April 2022
Toilet Scam In Odisha
ପାଇଖାନାରେ ବଡ଼ ଦୁର୍ନୀତି: କେଉଁଠି କବାଟ ନାହିଁ ତ ଆଉ କେଉଁଠି ଟାଙ୍କି ନାହିଁ

ବାଟବଣା ସ୍ୱଚ୍ଛ ଭାରତ ଯୋଜନା। ଶୌଚାଳୟ ନିର୍ମାଣରେ ବଡ଼ ଘୋଟାଲା...ଗାଁ ଆରମ୍ଭରୁ ଶେଷ ସବୁଆଡ଼େ ବାହ୍ୟମଳମୁକ୍ତର ବୋର୍ଡ଼ ଲାଗିଛି, ହେଲେ କାହା ଘରେ ପାଇଖାନା ନାହିଁ।

  • Sunday, 17 April 2022
injection
‘ମୋତେ କୁକୁର ଇଞ୍ଜେକ୍ସନ ଫୋଡ଼ିଦେଲେ..’

‘ମୋତେ କୁକୁର ଇଞ୍ଜେକ୍ସନ ଫୋଡ଼ିଦେଲେ..’

  • Sunday, 17 April 2022
Russia Ukraine War,
ମହାଯୁଦ୍ଧକୁ ବିତିଲାଣି ୫୦ ଦିନ, ହେଲେ ଏବେ ବି କମୁନି ଆକ୍ରମଣ…

ଋଷିଆ-ୟୁକ୍ରେନ ମହାଯୁଦ୍ଧକୁ ପୂରିଲାଣି ୫୦ ଦିନ। ହେଲେ ଏବେ ବି ଋଷ୍‌ ପକ୍ଷରୁ କମୁନି ଆକ୍ରମଣ। ଋଷିଆ ସୈନ୍ୟଙ୍କୁ ଦୃଢ ଯବାବ ଦେଉଛି ୟୁକ୍ରେନ ସେନା...

  • Sunday, 17 April 2022