ଅଟାରେ ଗୁଆଘିଅ, କ୍ଷୀର, ଲବଙ୍ଗ ଓ ଗୁଜୁରାତି ଦେଇ....ପରେ ପରେ ଗୋଲ ଗୋଲ କରି ତେଲରେ ଛାଡ଼ି ଏମିତି ପ୍ରସ୍ତୁତ କରନ୍ତୁ ଲିଚୁ କୁଡ଼ି, ଥରେ ଖାଇଲେ ସବୁବେଳେ ଖାଇବାକୁ ମନ ହେବ
ସମୁଦ୍ର କୂଳରେ କାହିଁକି ଏମିତି ବସିଛନ୍ତି ବିକାଶ ଓ ସବ୍ୟସାଚୀ? ଜୁଇରେ କାହାକୁ ଦେଖି ଏମିତି ଅଭିନୟ କରୁଛନ୍ତି ସବ୍ୟ? ଦେଖନ୍ତୁ ଏଇ ଭିଡ଼ିଓ, କେମିତି ଚାଲିଛି ପୁଷ୍କରାର ସୁଟିଂ...
ବାହୁବଳୀ ରୋଲ୍ ପରେ ଏବେ ବଜାରକୁ ଆସିଲା ବାହୁବଳୀ ସିଙ୍ଗଡା। ମାତ୍ର ୩୦ ମିନିଟ୍ରେ ଯିଏ ଖାଇଦେବ ତାଙ୍କୁ ପୁରସ୍କାରରେ ମିଳିବ ୫୧ ହଜାର ଟଙ୍କା...ଆଉ ସିଙ୍ଗଡାର ଓଜନ ରହିଛି ୮ କିଲୋଗ୍ରାମ୍, ଦେଖନ୍ତୁ ଏଇ ଭିଡ଼ିଓ
ସୋସିଆଲ ମିଡ଼ିଆରେ ରିଲ୍ କରିବା ହେଲା କାଳ। ଭଲ ଫଟୋକୁ ନ୍ୟୁଡ୍ କରି ଭାଇରାଲ କରିଦେବାର ଆସିଲା ଧମକ...ଦେଖନ୍ତୁ ଏହା ପରେ ହେଲା କଣ?
ଭୋ ଭୋ ହୋଇ କାନ୍ଦୁଛନ୍ତି ସରପଞ୍ଚ। ଗାଁ ସାରା ଲୋକ ବ୍ୟାନର ଧରି ବୁଲୁଛନ୍ତି ମାଇଲ୍ ମାଇଲ୍ ବାଟ। ଭିକ୍ଷା ମାଗୁଛନ୍ତି ଗାଁର ପୁଅ ସୌମ୍ୟଙ୍କ ପାଇଁ। ଗରିବ ଦିନମଜୁରିଆର ପୁଅ ସୌମ୍ୟ ସବୁଗୁଣରେ ଭଲ ପାଲିଟିଏ। ଏବେ ସେ ଏମ୍ସ ହସପିଟାଲରେ ଜୀବନ ସହ ଲଢ଼େଇ କରୁଛି। ସମସ୍ତେ ହାତ ଯୋଡ଼ି ଭିକ୍ଷା ମାଗିଛନ୍ତି, ଆମ ଆପଣ ଦୟାକଲେ ପିଲାଟି ବଞ୍ଚି ଯାଆନ୍ତା
ନୀତିନ ଗଡ଼କରୀଙ୍କ ବଡ଼ ବୟାନ। ଆଉ ମାତ୍ର ୫ ବର୍ଷ ପରେ ରାସ୍ତାରୁ ହଟିଯିବ ସବୁ ପେଟ୍ରୋଲ ଗାଡି...କେବଳ ସିଏନଜି ସହ ଏଇ ସବୁ ଗାଡ଼ିକୁ ଯିବାକୁ ଦିଆଯିବ ଅନୁମତି....
ମୋ ବୋଉଲୋ...ଦେଖୁନୁ, ଶାରଦା ବାବୁ ମନ୍ତ୍ରୀଙ୍କୁ ଦେଖି କେମିତି କୁଲୁକୁଲୁ ହେଉଛନ୍ତି? ଭାତ ଦେବେ କି ପତ୍ର ଦେବେ କି ଡାଲି ଦେବେ? କିଛି ସେ ଜାଣିପାରୁନାହାନ୍ତି...ଆଲୋ ତୁମେ ପା’ ରାଉରକେଲା ସେଂଟରରୁ ପରୀକ୍ଷା ଦେଇଛ ସିଏ ପା’ ଯାଜପୁରର
ଗୋଟିଏ ଅଟୋରେ ୨୭ ଜଣ ବସି କରୁଥିଲେ ଯାତ୍ରା, ଅଧା ରାସ୍ତାରେ ଅଟକାଇଲା ପୋଲିସ୍। ଆଉ ତା’ପରେ ହେଲା କଣ ଦେଖନ୍ତୁ ଏଇ ଭିଡ଼ିଓ
ଜୟଶ୍ରୀରାମ ଜୟଶ୍ରୀରାମ କହି ଉଦ୍ଧବଙ୍କୁ ଅନାଥ କରିଦେଲେ, ଏକନାଥଙ୍କୁ ରାଜା କରିଦେଲେ....କଣ କହିବୁ କହ....ଅଟୋ ଚଳାଉ ଚଳାଉ ଏବେ ରାଜ୍ୟ ଚଳାଇବେ ସିନ୍ଦେ, ହେଲେ ଏ ନାଟକ ଲେଖିଥିଲା କିଏ?
ମୁଁ ହଜାରେ ଜାଗାରେ କାମ କରୁଛି, କାହା ପାଖରେ କେତେବେଳେ କାମ କରିବି ସେ ହିସାବ ମୁଁ କେତେ ଥର ଦେବି? ସ୍ତ୍ରୀଙ୍କୁ ଲୁଚିକି ସ୍ୱାମୀ କାମ କରିବାକୁ ଯାଉଛନ୍ତି କି? ସୀମିତ ରୋଜଗାର ଭିତରେ ପରିବାର ଚଳାଇବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା କି ଫାଟ?
ବାବୁ ସୁନା ଗୀତ ଗାଇ ଏବେ ଚର୍ଚ୍ଚାରେ ଲିପ୍ସା ମହାପାତ୍ରା। ଲକିର ଲକଡାଉନ୍ରେ ବି ବୋବାଲିଆ ଗୀତ ଗାଇଥିଲେ ଲିପ୍ସା...
ନିର୍ବାଚନ ବେଳେ ସରପଞ୍ଚ ପ୍ରାର୍ଥୀ କଥା ଦେଇଥିଲେ, ଜିତିଲେ ଗାଁର ନିଜସ୍ୱ ଆମ୍ବୁଲାନ୍ସ ସେବା ଆରମ୍ଭ କରିବି। ସେ ନିର୍ବାଚନ ଜିତିଲେ। ଏବେ ପ୍ରତିଶ୍ରୁତି ମୁତାବକ, ନିଜ ପଞ୍ଚାୟତରେ ନିଜସ୍ୱ ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି।
ମାଟି କୁଡ଼ୁଆରେ ଟିକିଏ ହଳଦୀ ଗୁଣ୍ଡ ପକାଇ ଦେଇ ଡାଲି ପକାନ୍ତୁ...ପରେ ପରେ ଚିନି ଓ ଲୁଣ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ମିଠା ଡାଲି, ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା
ରୁଟି କରୁ କରୁ ଗୀତ ଗାଇଲେ ଏଇ ମହିଳା। ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି ଏଇ ଭିଡ଼ିଓ....ପାଖାପାଖି1 Million ଲୋକ ଦେଖି ସାରିଲେଣି ଏଇ ଭିଡ଼ିଓ....ଯିଏ ଦେଖୁଛି ସିଏ କହୁଛି....
ଏଣିକି ରାସ୍ତାରେ ହେଲମେଟ୍ ପିନ୍ଧି ଗାଡ଼ି ଚଳାଉଥିଲେ ବି ଟ୍ରାଫିକ୍ ପୋଲିସ କାଟିବ ଆପଣଙ୍କ ଫାଇନ୍। ୧୦୦ ନୁହେଁ କି ୨୦୦ ନୁହେଁ ବରଂ ୨ ହଜାର ଟଙ୍କା କାଟିବ ଜୋରିମାନା। ନୂଆ ନିୟମ ସମ୍ପର୍କରେ ଟିକିନିଖି ତଥ୍ୟ ଜାଣିରଖନ୍ତୁ ନହେଲେ ହଇରାଣ ହେବେ ଆପଣ...
ନା...ମୁଁ କାହାକୁ ଟଙ୍କା ମାଗେନି। ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ଲୋକେ ମତେ ଯାଚିକି ଯାହା କିଛି ଦିଅନ୍ତି...ସରକାରୀ ରେଟ୍ ୧୨ ଆଉ ତୁମେ ମାନେ ନେବ ୩୫୦? ନାରଣ ମୋର ଦରକାର ନାହିଁ, ମୁଁ ଯାଉଛି...
କେବେ କେଉଁଠି ଆପଣ କି ନାହିଁ ଆମେ ଜାଣିନୁ। ଯେତେ ଖାଇଲେ ବି ଆହୁରି ଖାଇବାକୁ ମନ କହିବ। ଆଉ ଡେରି ନ କରି ଖାଇ ଚାଲନ୍ତୁ ମଗଜ ଲଡୁ ଖାଇଛନ୍ତି...
ରକ୍ତ ମାଂସର ଶରୀର ଅଛି ତ ରୋଗ ବି ଅଛି। ହେଲେ ଏ କୁନି ଝିଅକୁ ଏମିତି ରୋଗ ହୋଇଛି, ଯାହାକୁ ଜାଣିପାରୁନାହାଁନ୍ତି ଡାକ୍ତର। ଓଡ଼ିଶା ବାହାରେ ଚିକିତ୍ସିତ ହେବାକୁ ଡାକ୍ତର ପରାମର୍ଶ ହେବା ପରେ ଅର୍ଥ ଚିନ୍ତାରେ ଘାଣ୍ଟି ହେଉଛନ୍ତି ପରିବାର। କୌଣସି ବି ସହୃଦୟ ବ୍ୟକ୍ତି ସାହାର୍ଯ୍ୟର ହାତ ବଢାଇବା ପାଇଁ ଆଜିର ନିବେଦନ...
ଦଇବ ଦଉଡି ମଣିଷ ଗାଈ, ଜୁଆଡେ ଟାଣଇ ସିଆଡେ ଯାଇ... ଯାହା ଘଟିଛି ଏହି ଯୁବକଙ୍କ କ୍ଷେତ୍ରରେ। ସେ କେବେ ହେଲେ ଜାଣିନଥିଲେ ରୋଜଗାର ଆଣି ଦେବ ଅସରନ୍ତି ଦୁଃଖ ବୋଲି... ବବୁଲ୍ ବଂଚିଗଲେ ସିନା, ହେଲେ...
ଯେବେ ନାୟକ-ନାୟିକାଙ୍କ ମନ ଉଡେରେ... ଚାଖଣ୍ଡ ଉଚ୍ଚରେ ଆସି ପାଦ ପଡେରେ...
ଝିଅଟିଏ ହୋଇ ବୁଲେଟ୍ ଚଢୁଥିଲେ, ନିଜ ଅନ୍ଦାଜରେ ବଂଚୁଥିଲେ। ଶହ ଶହ ରିଲ୍-ଭିଡିଓ କରି ଜୀବନକୁ ଏକ ଗୀତ ପରି ବଞ୍ଚୁଥିବା ଲେଡି-ପିଇଟି ତନୁଜା ବିଶ୍ୱାସଙ୍କୁ ନେଇ ଏବେ ସାରା ସହରରେ ଚର୍ଚ୍ଚା। ତାଙ୍କ ଅନ୍ଦାଜ ପାଇଁ ସେହି ଛୋଟିଆ ସହରଟିରେ ସେ ଥିଲେ ଖୁବ୍ ଜଣାଶୁଣା। କିନ୍ତୁ ହଠାତ୍ ସେ ନିଜ ଜୀବନକୁ ଶେଷ କରିଦେଲେ ଗୋଟିଏ ମୁହୂର୍ତ୍ତରେ। ଗଲାବେଳେ ଛାଡ଼ିଗଲେ ଶେଷ ଚିଠି। ତନୁଜା, ଏମିତି କରିବା କଣ ଜରୁରି ଥିଲା? ଜୀବନ ତ କେତେ ସୁନ୍ଦର ଥିଲା...
ବର୍ଷା ଯିବା ପରେ ମେୟର୍ ମ୍ୟାଡମ୍ ବୁଲିଲେ ରାଜଧାନୀ। ଚାଲି ଚାଲି ରାଜଧାନୀବାସୀଙ୍କୁ କହିଲେ...
‘ମନ୍ଦିର ନଷ୍ଟଭ୍ରଷ୍ଟ ହୋଇଗଲାଣି। ଦେଉଳରେ ଦୁନିଆ ଫାଟ, ଆମକୁ ଯୋଡ଼େ ଦେଖାଉଛନ୍ତି। ଭକ୍ତ ଆସନ୍ତି ଦେଉଳରେ ଦିଅଁ ଦର୍ଶନ ପାଇଁ। ଏଠି ତ ଗଛପତର ଲାଗୁଛି, ସେଠି କ’ଣ କୃଷ୍ଣଲୀଳା ହେବ?’ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନିଙ୍କ ସହ ‘ଖୋଲାକଥା’।
ଜୀବନ କଣ ଜାଣିବା ଆଗରୁ, ଏ କୁନିକୁନି ପିଲାମାନଙ୍କ ପାଖରୁ ଈଶ୍ୱର ଛଡ଼େଇ ନେଲେ ଘରର ତିନି ମୁରବୀଙ୍କୁ। କୁନିଝିଅଟି ଗାଲୁରୁ ଗାଲୁରୁ ହୋଇ ନିଜ ଭାଷାରେ ବଖାଣୁଛି ନିଜର ଦୁଃଖ। ସତରେ ଈଶ୍ୱର ବେଳେବେଳେ ଏମିତି ନିର୍ଦ୍ଦୟ କାହିଁକି ହୁଅନ୍ତି?
କୁକୁର ଓ ମଣିଷ ଭିତରେ ଏମିତି ପ୍ରେମ ବୋଧେ ଆପଣ ଆଗରୁ କେବେ ଦେଖିନଥିବେ। ଯେଉଁ ଟ୍ରକରେ ମାଲିକ ପଳାଉଥିଲା, ସେ ଟ୍ରକ୍ ପଛରେ ୪ କିଲୋମିଟର ଦଉଡ଼ିଲା ପୋଷା କୁକୁରଟି। କୁକୁରଟି ବ୍ୟସ୍ତବହୁଳ ହାଇୱେ ଉପରେ ଦଉଡ଼ିବାର ଦୃଶ୍ୟ, ସତରେ ଥିଲା ବଡ଼ ବିକଳ। ଏ ପୂରା ଦୃଶ୍ୟ ଆମେ ରେକର୍ଡ କରିଥିଲୁ କ୍ୟାମେରାରେ। ଶେଷରେ କ’ଣ ଘଟିଲା, ଆଉ ମାଲିକ କ’ଣ କହିଲେ, ତାହା ଜାଣିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ।