ବଦମ୍ପତିଙ୍କ ମନ୍ଦିର ପ୍ରବେଶ ଶହ ଶେଷ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ସାରା ସହରର ବିଭିନ୍ନ ପଡାରେ ଥିବା ଶିବ ମନ୍ଦିରକୁ ପ୍ରବେଶ କରିଛନ୍ତି ନବବିବାହିତ ଭୋଲାବାବା ଓ ମାତା ପାର୍ବତୀ ।
ଆଖିରେ ଆଖିଏ ସ୍ୱପ୍ନ, ମନରେ ଅସୁମାରି ଆଶା। ତଥାପି ଜୀବନ ଯୁଦ୍ଧରେ ମାନିନାହାନ୍ତି ହାର୍। ପିଲାଙ୍କ ପାଠ ପାଇଁ ରାତି ୪.୩୦ ରୁ ଏମିତି ଅଟୋ ଚଳାଉଛନ୍ତି ମଧୁମିତା। ଦେଖନ୍ତୁ ମଧୁମିତା ପରିବାର ପାଇଁ କେମିତି କରୁଛନ୍ତି ସଂଘର୍ଷ......
ଓହୋ....ପେଟଟା ପୂରା ଖରାପ ଅଛି। ଏଇଠି ବସି ମାଲ୍ ଖଲାସ କରିଦେବି....ଆଲୋ ବୋଉ...ଏ ବସୁଧା କଣ ଫାଟିଗଲା? ନା ପି....କୁ କିଏ ପିଟିଲା?
ଗାନ୍ଧୀ ପରିବାର ବିନା ଦେଶରେ କଂଗ୍ରେସର ମାନେ କିଛି ନାହିଁ। ଆମେ ସମସ୍ତେ ଚାହୁଁଛୁ କି ରାହୁଲ ଗାନ୍ଧୀ ସଭାପତି ହିଁ ହୁଅନ୍ତୁ। ଆମ ସରକାର ସବୁବେଳେ ଲୋକଙ୍କ ପାଇଁ କାମ କରେ...କିନ୍ତୁ ଏ ବିଜେପି ସରକାର ଦରଦାମ ବଢାଇବାରେ ବ୍ୟସ୍ତ...ଶୁଣନ୍ତୁ ଖୋଲାକଥା କଣ ଅଧିକ ଆଲୋଚନା କରୁଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ
ଭାରି ସୁଆଦିଆ ମାଟିହାଣ୍ଡି ଦମ୍ ଚିକେନ୍। ଜିରା, ଡାଳଚିନ୍, ଅସନୀଫୁଲ ଦେଇ ତିଆରି କରନ୍ତୁ ମାଟି ହାଣ୍ଡି ଦମ୍ ଚିକେନ୍। ଖାଲି ରିଫାଇନ୍ ତେଲର ଛୁଙ୍କ ଦେଲେ ବାସ୍...
ଭୟଙ୍କର ଗର୍ଜନ କରୁଛି, କୂଳ ଆଡ଼କୁ ମାଡ଼ି ଆସୁଛି। ୧୦ ରୁ ୧୫ ଘରକୁ ନେଇଗଲାଣି ନିଜ ଗର୍ଭକୁ। ଏବେ ଏଇ ଗାଁକୁ ନେଇଯିବ....ବାରମ୍ବାର କହିଲେ ବି କେହି ଶୁଣୁନାହାନ୍ତି ଏମାନଙ୍କ ଦୁଃଖ। ଆଉ ମାତ୍ର ୩୦ ବର୍ଷରେ ମାନଚିତ୍ରରୁ ଲିଭିଯିବ ପୋଡମ୍ପେଟା
ପୂଜା ତୁମେ ଏମିତି କାହିଁକି ରାଗୁଛ? ଫୋନ୍ କାଟିଦେଲେ ସମ୍ପର୍କ ସିନା ଖରାପ ହୋଇଯିବ କିନ୍ତୁ ନ୍ୟୁଡ୍ ଫଟୋ ଭାଇରାଲ ହେଲେ...ରିଲ୍ ଭିଡ଼ିଓ ଛାଡ଼ି ଫସିଗଲେ କି ଯୁବତୀ...ଦେଖନ୍ତୁ କଣ ଥିଲା ପୂରା ଘଟଣା
କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ମୂଳବସନ୍ତ ଗାଁରେ ଲୋକେ ଭୟରେ ଅଛନ୍ତି। ହେଟା ମାତିଛି। ଚାଷୀଙ୍କୁ ବିଲରେ ପଛପଟୁ ମାଡ଼ି ବସୁଛି। ଦେଖନ୍ତୁ ସେହି ଗାଁରୁ ଏ ଖବର
ମାଳତୀ ନାନିଙ୍କ ଥ୍ରୀ ଇନ୍ ୱାନ ବରା। ବିଦ୍ୟାଧରପୁରରୁ ବିଡ଼ାନାସୀ....ବରା ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍। ବୁଟ, ଆଳୁ, ବିରି ପକାଇ ଆଣ କରିଦେଉଛି ଦୋକାନୀ ଭାଇ। ସନ୍ଧ୍ୟାରେ ଚାହିଦା ଏତେ ଯେ, ଗୋଟିଏ ବରା ଖାଇବା ପାଇଁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍....ଦେଖନ୍ତୁ କେମିତି ତିଆରି ଚାଲିଛି ବରା
ଆଲୋ ଆଲୋ...ବାବା ତୁମେ କୋଉଠି ରହିଲ? କ’ଣ ଦେଖାଯାଉନ? ଇଏ କ’ଣ...ବାବାଙ୍କୁ ଆଶୀର୍ବାଦ ଦେବା ପାଇଁ ଖୋଜା ଯାଉଛି ଆଉ ଖୋଦ୍ ବାବା ହିଁ କୁଆଡ଼େ ଗାଏବ ହୋଇଗଲେ? ମାରିଦେଲୁରେ ନାରଣ...ପୂରା ଜାଗା ମୁଣ୍ଡରେ ଖେଳ
ମାର୍ଚ୍ଚ ୯ ପରେ, ଅର୍ଥାତ୍ ପ୍ରାୟ ୩ ମାସ ଭିତରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ୩୪ ଦିନ ପରେ ଦେଶର ଡେଲି ପଜିଟିଭିଟି ରେଟ୍ ୧ ପ୍ରତିଶତ ଉପରକୁ ଯାଇଛି ।
ଆମ ରାଜ୍ୟ ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନରେ ନିଜର ସେଭଳି ବିଶେଷ କୌଣସି ଭୂମିକା ନଥାଇ ବି, ପରିଣାମ ଭୋଗୁଛନ୍ତି ଶହ ଶହ ସମୁଦ୍ର କୂଳିଆ ପରିବାର ।
ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ପୂର୍ବ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ୨୧ ଥିଲା ବେଳେ ଏହା ସର୍ବୋଚ୍ଚସୀମା ୨୨କୁ ସଂପ୍ରସାରିତ ହୋଇଛି ।
ଅତନୁ ସବ୍ୟସାଚୀ ନାୟକ ହୋଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସହ ସମବାୟ ବିଭାଗର ମନ୍ତ୍ରୀ । ପ୍ରଦୀପ ଅମାତଙ୍କୁ ଗୁରୁତ୍ୱପୂର୍ଣ୍ଣ ଜଙ୍ଗଲ ଓ ପରିବେଶ ସହ ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିଛି ।
ପାଓ୍ୱାର କରିଡରରେ ଏବେ ଜୋରଦାର ଚର୍ଚ୍ଚା ଏହି ୩ ଜଣଙ୍କ ବ୍ୟତିତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂହ ଓ ପଦ୍ମନାଭ ବେହେରାଙ୍କ ଭଳି ୧୧ ଜଣଙ୍କ ମନ୍ତ୍ରିପଦ ଯାଇଛି ।
ଗୀତ ଗାଉ ଗାଉ ଆଖି ବୁଜିଲେ କେକେ। ଶ୍ମଶାନରେ ଶବ ପହଞ୍ଚିବା ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ୱରେ ଏମିତି ଦିଆଯାଉଥିଲା ଶ୍ରଦ୍ଧାଞ୍ଜଳି....
ସବୁଦିନ ପରି ଷ୍ଟେଜ୍ରେ ଗୀତ ଗାଉଥିଲେ କିନ୍ତୁ ଏଇ ଗୀତ ଯେ, ତାଙ୍କର ଶେଷ ଗୀତ ହେବ କେହି ବି ଜାଣିନଥିଲେ। ଗୀତ ଗାଉ ଗାଉ ହଠାତ୍ ଆଖି ବୁଜିଲେ କେକେ....ଆପଣ ବି ଶୁଣିନିଅନ୍ତୁ ତାଙ୍କର ଶେଷ ଗୀତକୁ
କେକେଙ୍କ ଗୀତକୁ ନେଇ ଥମୁନି ଚର୍ଚ୍ଚା। ଥରେ ତାଙ୍କ ଗୀତ ଯିଏ ଶୁଣିଛି ସିଏ ଅଲଗା ଦୁନିଆରେ ହିଁ ହଜିଯାଇଛି....ଲଭ ଆଉ ରୋମାନ୍ସର ଥିଲେ ମାଷ୍ଟର
ସଂପୂର୍ଣ୍ଣ ଫିଟ୍ ଥିଲେ...କିନ୍ତୁ ହଠାତ୍ ଗୀତ ଗାଉ ଗାଉ କାହିଁକି ଟଳିପଡ଼ିଲେ କେକେ? କ’ଣ ଥିଲା କେକେଙ୍କ ମୃତ୍ୟୁର କାରଣ?
ଅଧା ରାସ୍ତାରେ ଏମିତି ଅଟକି ଗଲେ କଣ ଚଳିବ? ରାଜନୀତି କଲେ ଗାଡ଼ିରେ କମ୍ ଚାଲିକି ଯିବା ଅଧିକ ଦରକାର। ଆଉ ତୁମେ ଏମିତି ହେଲେ ଲୋକେ କଣ ଭାବିବେ କହିଲ...ତୁ ଯାହା କହୁଛୁ କହ....ମୁଁ ଆଉ ଚାଲିପାରିବିନି....
ଅଜଣାରେ ରୋଗର ଯନ୍ତ୍ରଣା, ପୁଣି ପେଟରେ ଥିବା ଭୋକର ଚିନ୍ତା। ଦିବ୍ୟାଙ୍ଗ ହେଲେ ବି ବାପା-ମାଆଙ୍କ ସେବା କରିବାରେ କେବେ ବି ଦେଇନାହାନ୍ତି ଖିଲାପ୍। ଦିନରେ ଦୋକାନ କରୁଛନ୍ତି ଆଉ ଅଟୋ ଚଲାଇ ରୋଜଗାର ବି କରୁଛନ୍ତି। ସେତିକିରେ ଚଳୁଛି ପୂରା ପରିବାର....
ଭଲ ପାଉଥିଲା, ଟଙ୍କା ବି ନେଉଥିଲା। ବାହା ହେବା ପାଇଁ ଝିଅ ଘର ପକ୍ଷରୁ ପ୍ରତିଶ୍ରୁତି ବି ଦିଆଯାଇଥିଲା। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। ଝିଅକୁ ଅନ୍ୟତ୍ର ବାହାଘର କରିଦେଲେ ପରିବାର ଲୋକ। ଆଉ ଖବର ପାଇବା ପରେ ବର ଗାଡ଼ି ସାମ୍ନାରେ ପହଞ୍ଚି ହାଇଡ୍ରାମା କଲା ପ୍ରେମିକ....ପରେ ଦେଖନ୍ତୁ ହେଲା କଣ?
ଭଉଣୀ ବାହାଘର ଦିନ ବର ହେଲା ଭାଇ। ପ୍ରଥମ ସ୍ତ୍ରୀକୁ ଧୋକା ଦେଇ ଭଉଣୀ ବାହାଘରରେ ସାଜିଥିଲା ବର। ଖବର ପାଇବା ପରେ ଶ୍ୱଶୁର ଘରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ-ପୁଅ। ଆଉ ତା’ପରେ ହେଲା କ’ଣ...ଦେଖନ୍ତୁ ଏଇ ଭିଡ଼ିଓ....
ଏ ଡ୍ରାଇଭର ତଳକୁ ଓହ୍ଲା। ତୁମେ ଗାଡ଼ି ଭିତରକୁ ଆଣିଲ କାହିଁକି? ଏଇଟା କଣ ଗ୍ୟାରେଜ୍? ଗାଡ଼ି ଖରାପ ହେଲା ବୋଲି ଏଠିକି ନେଇ ଆଇଲ? ନାରଣ ଆଜି ନାରଣର ଅବସ୍ଥା ଏମାନେ ଘାଇଲା କରିଦେବେ ଲାଗୁଛି....
ପ୍ରଭାବଶାଳୀ ରାଜନେତାଙ୍କ ପୁଅ ଥିବାରୁ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଅଭିଯୋଗ !