ଏପଟେ ସରକାର ଦଉଛନ୍ତି। ସେପଟେ ସବୁକିଛି ନେଇ ଯାଉଛନ୍ତି। ମାତ୍ର ୧ ଟଙ୍କାରେ ଚାଉଳ ଦେଇ ୧୦ ଟଙ୍କାରେ ଲେମ୍ୱୁ ଗୋଟିଏ ନେବାକୁ ବାଧ୍ୟ କରୁଛନ୍ତି...
ଆପଣ ଅନେକ ବାହାଘର ଦେଖିଥିବେ। କେଉଁଠି ବର ଘୋଡା ଚଢି ଆସେ ତ ଆଉ କେଉଁଠି ଗାଡିରେ। ହେଲେ ଏବେ କନିଆର ମଣ୍ଡପ ଏଣ୍ଟ୍ରି ନିଆରା ହୋଇ ପଡିଛି। ଦେଖନ୍ତୁ ଏ ଭିଡିଓ... କେମିତି ବେଲୁନରେ ଉଡି ଉଡି ଆସିଲା କନିଆ...
ପଣସ କଠା ଏବେ ଯାହାକୁ ଯେତେ ମିଳୁଛି। ଘରେ ଘରେ ବିଭିନ୍ନ ରେସିପି ହେଉଛି। ହେଲେ ଆଜି ଘରକୁ କିଛି ଚିଙ୍ଗୁଡ଼ି ଆଣି ତିଆରି କରନ୍ତୁ ବାମ୍ଫ ପଣସ କଠା ଚିଙ୍ଗୁଡ଼ି...
ରାଜ୍ୟକୁ କରୋନାର ଚତୁର୍ଥ ଲହରି ଆସିବା ଅଧିକ ବିଳମ୍ବ ନୁହେଁ। ଆଉ କିଛି ସପ୍ତାହ ଭିତରେ ରାଜ୍ୟରେ ସଂକ୍ରମଣ ବଢ଼ିପାରେ। ଦିଲ୍ଲୀରେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢୁଥିବା ବେଳେ ପିଲାଙ୍କ ପାଇଁ ଏହା ବିପଜ୍ଜନକ ନୁହେଁ ବୋଲି କୁହାଯାଉଛି।
ବିବାହ ଉତ୍ସବକୁ କେହି ହାତ ଛଡା କରିବାକୁ ଚାହାଁନ୍ତିନି। ଯେମିତି ଚେନ୍ନାଇ ଟିମ୍। ଡେଭନ କନୱେଙ୍କ ବିବାହ ପୂର୍ବ ଉତ୍ସବରେ ଧୋନୀଙ୍କ ସମେତ ଚେନ୍ନାଇ ଟିମର ଅନେକ ଖେଳାଳି ଗୀତର ତାଳେ ତାଳେ ନାଚିଲେ...
ଆପଣଙ୍କ ମୋବାଇଲ ଚେକ କରନ୍ତୁ। ଏହି ୨ଟି ମୋବାଇଲ ନମ୍ବରରୁ ଆପଣଙ୍କ ପାଖକୁ ଫୋନ କଲ୍ ଆସିନାହିଁ ତ! ଯଦି ଆସିଥାଏ, ତେବେ ହୋଇଯାଆନ୍ତୁ ସାବଧାନ। ନଚେତ୍ ଆପଣଙ୍କ ଆକାଉଣ୍ଟ ସାଙ୍ଗେ ସାଙ୍ଗେ ଖାଲି ହୋଇଯିବ...
କିଟି କିଟି ଅନ୍ଧାର ଘର ଭିତରେ ଏ ମହିଳା ଜଣକ କରୁଛନ୍ତି ଚେକିଂ। ହଇରେ ନାରଣ ଏମିତି ତୁ କେବେ ଦେଖିନଥିବୁ। ଅନ୍ଧାର ଘର ଭିତରେ ଲାଇଟ ପକେଇ ଚାଲିଛି ସେବା...
ଯୁଆଡେ ଗଲେ ହୁଏ ଭୁବନେଶ୍ୱର ମ୍ୟାଡମଙ୍କ ଚର୍ଚ୍ଚା। ବ୍ରେକ୍ ଦେବା ବେଳେ ବ୍ରେକ୍ ଦେଉଛନ୍ତି ବିରୋଧୀ। ଏମିତି ବେଳେ ମଂଚ ଉପରକୁ ଆସି ଏକଥା କହିଲେ ମ୍ୟାଡମ୍...
ସବୁ ବେଳେ ରୋହି ଭାକୁର ମାଛ ଖାଇ ଖାଇ ଚିଡିଲାଗିଲାଣି। ଆଜି ଆମିଷ ବାରରେ ମାଗୁର ମାଛ ଆଣି ତିଆରି କରନ୍ତୁ ଏହି ସୁନ୍ଦର ପାଟି ସୁଆଦିଆ ଆଇଟମ୍...
କିଏ କହେ ମହିଳା ଅବଳା ଦୁର୍ବଳା। ଏ କଥା ସଂପୂର୍ଣ୍ଣ ମିଛ। ଜଣେ ନାରୀ ହୋଇ ରାଜଧାନୀର ଛାତି ଉପରେ ସଂଘର୍ଷ କରି ଜିତିଛନ୍ତି ଶୁଭାରାଣୀ ଦାଶ। ଦେଖନ୍ତୁ, ତାଙ୍କ ସଂଘର୍ଷ ଓ ସଫଳତାର କଥା...
ଆପଣ ଅନେକ ଡେଙ୍ଗା ଲୋକଙ୍କୁ ଦେଖିଥିବେ। ହେଲେ ଡେଙ୍ଗା ପରିବାରକୁ କେବେ ହେଲେ ଦେଖିନଥିବେ। ଏ ଏମିତି ଏକ ପରିବାର, ଯେଉଁଠି ସମସ୍ତଙ୍କ ଉଚ୍ଚତା ୬ ଫୁଟରୁ ଅଧିକ। ଜାଣନ୍ତୁ କେଉଁଠି ରହୁଛନ୍ତି ଏ ପରିବାର। ଆଉ କାହାର ଉଚ୍ଚତା କେତେ ଜାଣନ୍ତୁ...
ଅନଲାଇନର ଠକାମୀର ଶିକାର ହୋଇ ସାଇବର ସେଲରେ ଅଭିଯୋଗ କଲେ। କିଛି ଲାଭ ହେଲା ନାହିଁ। ଆଉ ଶେଷରେ...
ଜେଜେମାଆ କାନ୍ଦ ଦେଖି ନାତୁଣୀ କହିଲା ଏମିତି କଥା। ଯାହାକୁ ଶୁଣି ଚକିତ ହୋଇଗଲେ ବାହାଘରକୁ ଆସିଥିବା ଲୋକେ। ଶୁଣନ୍ତୁ, ଜେଜେମାଆ କାନ୍ଦ ଦେଖି କ’ଣ କହିଲା ନାତୁଣୀ...
ଆଉ ମାତ୍ର କେଇଟା ଦିନ ପରେ ରିଲିଜ୍ ହେବ ଯଥା ରାବଣସ୍ୟ ମନ୍ଦୋଦରୀ ଫିଲ୍ମ। ଏହା ପୂର୍ବରୁ ମାର୍କେଟକୁ ଆସୁଛି ଗୋଟିଏ ପରେ ଗୋଟିଏ ସୁପର ହିଟ୍ ଗୀତ। ଥରେ ଶୁଣିଲେ, ସବୁବେଳେ ଶୁଣିବାକୁ ମନ ହେବ...
ଘଞ୍ଚ ଜଙ୍ଗଲ, କିଟିମିଟି ଅନ୍ଧାର। ସେଇ ଅନ୍ଧାର ଆଉ ଜଙ୍ଗଲକୁ ଖାତିର ନକରି ୨ ଶ୍ରମିକଙ୍କ ଶବକୁ କାନ୍ଧରେ ବୋହିଲା ପୋଲିସ୍ ଟିମ୍। ଦୀର୍ଘ ୪ କିଲୋମିଟର ଶବକୁ କାନ୍ଧରେ ବୋହି ଆଣିଥିବା ଏହି ପୋଲିସ୍ କର୍ମଚାରୀଙ୍କୁ ଏବେ ସାରା ସହର କରୁଛି ସାଲ୍ୟୁଟ୍। ଟିଟଲାଗଡ଼ରୁ ଚାଲନ୍ତୁ ଦେଖିବା ଏହି ରିପୋର୍ଟ
ଏ ମନ୍ତ୍ରୀଙ୍କ ଭିଡିଓ ଭାଇରାଲ୍ ହେଉଛି। ସଂସଦ ହଲ ଭିତରେ ମନ୍ତ୍ରୀ ଜଣକ ଧଳା କୁର୍ତ୍ତା ଟେକି ପେଟକୁ କୁଣ୍ଡାଇ ହୋଇଥିଲେ। ଯାହାକୁ ନେଇ ଖୁବ ବର୍ଷିଲେ ଅଭିନେତ୍ରୀ। ଲେଖିଲେ...
ନଗଦ ଉପରେ ନିର୍ବାଚନ ଯାଇଛି। ସେଇଥି ପାଇଁ ଏ ଦିଆନିଆ ବୋଧେ। ହେଲେ କେମିତି କେମିତି ଲାଗୁଛିରେ ନାରଣ। ଖାଲି ଧଳା ବସ୍ତା...
କେନ୍ଦୁଝର କଲେକ୍ଟର ଆଶିଷ ଠାକରେଙ୍କ ପ୍ରତି ରାଜ୍ୟ ସରକାରଙ୍କର କାହିଁକି ଏତେ ଦରଦ? ଆଦିବାସୀଙ୍କ ସମସ୍ୟାକୁ ଅଣଦେଖା କରୁଥିବା ଜଣେ ଜିଲ୍ଲାପାଳଙ୍କୁ ବଞ୍ଚେଇବାକୁ କଣ ପାଇଁ ଏତେ ଆନ୍ତରିକତା? ତାକୁ ନେଇ ଆଲୋଚନା ସମାଲୋଚନା ଚାଲିଥିବାବେଳେ ଜିଲ୍ଲାପାଳଙ୍କୁ ସୁରକ୍ଷା ଦେବାକୁ କେମିତି ଅଣ୍ଟା ଭିଡ଼ିଛନ୍ତି ସରକାର, ଇଏ ତାର ପ୍ରମାଣ।
ଡହଡହ ଖରାରେ ଜୀବନ ଡହଳ ବିକଳ। ନା ଘରେ ରହି ହେଉଛି ନା ବାହାରେ। ତା ସାଙ୍ଗକୁ ପୁଣି ବେଡ଼ି ଉପରେ କୋରଡ଼ା ମାଡ଼ କରୁଛି ଘନଘନ ବିଜୁଳି କାଟ।
ସତରେ ଏମାନେ କଟକ ପାଇଁ କଳଙ୍କରେ ନାରଣ। କୁଆଡୁ ଏମାନେ ସବୁ ଆସି ସବୁ ଅସଲି ଜିନିଷକୁ କପି କରି କଟକରେ ରହି ନକଲି ତିଆରି କରି ଦେଉଛନ୍ତି। ଯେମିତି ଏ ଲୁଗାଧୂଆ ଗୁଣ୍ଡ
ବିପଦ କେତେବେଳେ, କେମିତି ଓ କିପରି ଆସେ ତାହା କେହି କହିପାରେ ନାହିଁ। ଆଉ ବିପଦ ଆସିଲେ ଦେଇଥାଏ ଅନେକ ଦୁଃଖ ଓ ଯନ୍ତ୍ରଣା। ଦୁର୍ଘଟଣାରେ ଗୋଟିଏ ଗୋଡ଼ କଟିଗଲା, ଗୋଟିଏ ହାତ ବି କାମ ଦେଉନି। ବଂଚିବା ହୋଇପଡିଛି କଷ୍ଟକର। ଏମିତି ସମୟରେ ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ପାଇଁ ଅବେଦନ କଲେ ଅମିତ୍...
କାନକୁ ଶୁଭେନି, କିମ୍ବା କଥା କହିପାରନ୍ତି ନାହିଁ। କିନ୍ତୁ ଗୁପଚୁପ୍ ବେପାରୀ ଭାବରେ ଖନାଭାଇଙ୍କର ଲୋକପ୍ରିୟତା କାହିଁରେ କଣ। କଥାରେ ଅଛି କହିବୋଲି ପାରିଲେ ବେପାର ଚାଲେ। କିନ୍ତୁ ଖନାଭାଇଙ୍କ କଥା ନିଆରା। ଗଲା ୨୦ ବର୍ଷ ଧରି ସେ ବିନା କଥାବାର୍ତ୍ତାରେ କେବଳ ଠରାଠରିରେ ହୋଇପାରିଛନ୍ତି ଜଣେ ସଫଳ ବେପାରୀ। ଆସନ୍ତୁ ତାଙ୍କୁ ଭେଟିବା ଓ ଭିଡିଓଟିକୁ ସେୟାର କରି ସମସ୍ତଙ୍କୁ କହିଦେବା ତାଙ୍କ ସଫଳତାର କାହାଣୀ। ଆପଣ ବି ଦୁଇପଦ ଲେଖି ତାଙ୍କୁ ଉତ୍ସାହିତ କରିପାରିବେ।
ସେମାନଙ୍କ ମାୟା ଜାଲରେ ଯିଏ ଥରେ ପଡିଛି, ସବୁ କିଛି ହରାଇ କାଙ୍ଗାଳ ହୋଇ ଯାଇଛି। ଯେମିତି ଏ ପ୍ରଫେସର। ଲାଇଫ ଟାଇମ ଅଫରର ଲୋଭ ଦେଖାଇ ଲୁଟି ନେଲେ ହଜାର ହଜାର ଟଙ୍କା। ଆଉ ତା’ପରେ...
କେମିତି ସ୍ୱପ୍ନରୁ ଜୀବନ ସାଉଁଟିଥିଲେ ସ୍ୱାଭିମାନର ଫାଉଣ୍ଡର ତଥା ସିଇଓ ଡ. ଶ୍ରୁତି ମହାପାତ୍ର... ଆଜିର ଖୋଲାକଥାରେ ଶୁଣନ୍ତୁ ତାଙ୍କ ମୁହଁରୁ ସେହି ସଂଘର୍ଷର କଥା...
ନୂଆ ଫିଲ୍ମ ଯଥା ରାବଣସ୍ୟ ମନ୍ଦୋଦରୀ... ନାଁଟି ଟିକେ ଅଡୁଆ ଅଡୁଆ ଲାଗୁଥିଲେ ବି କାହାଣୀ ପୂରା ମସ୍ତ... ଏବେ ଦେଖନ୍ତୁ ଏହି ଗୀତ