• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Putin test-fired Sarmart missile
ସରମାର୍ଟ କ୍ଷେପଣାସ୍ତ୍ର ପରୀକ୍ଷଣ କଲେ ପୁଟିନ୍, ଭୟରେ ଥରହର ବିଶ୍ୱ

ସାରା ବିଶ୍ୱକୁ ଏକ ପ୍ରକାର ଡରାଇ ରଖିଛି ଋଷ। କେତେବେଳେ ପରମାଣୁ ଅସ୍ତ୍ର କଥା କହି ଡରାଉଛି ତ ଆଉ କେତେବେଳେ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଥରାଇ ଦେଉଛି ବିଶ୍ୱକୁ। ତେବେ ଦୁନିଆର ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ‘ସରମାର୍ଟ’ ପରୀକ୍ଷଣ କରି ସବୁ ଦେଶର ନିଦ ହଜେଇ ଦେଇଛି

  • Saturday, 23 April 2022
Apana Eka nuhanti
ହାତ ଯୋଡିଲା ସୁହାନା... ମୋ ସାଙ୍ଗମାନେ ସ୍କୁଲ ଯାଉଛନ୍ତି, ମୁଁ ଯିବାକୁ ଚାହୁଁଛି

ଭଗବାନ କାହାକୁ ଏମିତି ଦୁଃଖ ନ ଦିଅନ୍ତୁ। ଯେମିତି କୁନିଝିଅ ସୁହାନା। ଯେଉଁ ବୟସରେ ହସିଖେଳି ପାଠ ପଢିବା କଥା, ସେ ବୟସରେ ତାକୁ ହୋଇଛି ରକ୍ତ କର୍କଟ ରୋଗ

  • Saturday, 23 April 2022
Yojanara Na Hariloot
ମଲା ଲୋକ ନାଁରେ ଉଠିଲା ଭତ୍ତା ଟଙ୍କା… ଜାଣନ୍ତୁ, ଏମିତି କେମିତି ?

କେବଳ ଦିନେ ନୁହେଁ କି ମାସେ। ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଯାଉଛି। କଟକ ଜିଲ୍ଲାର ଟାଙ୍ଗୀ ବ୍ଲକର ସବୁ ପଞ୍ଚାୟତରୁ ଆସିଛି ଏମିତି ମାଳ ମାଳ ଅଭିଯୋଗ.

  • Saturday, 23 April 2022
Illegal Sand Quarrying
ଉତ୍ପାତ କରୁଛନ୍ତି ବାଲି ମାଫିଆ ! ଲୁଟୁଛନ୍ତି ଟ୍ରକ ଟ୍ରକ ବାଲି...

ଲୋକଙ୍କ ସମସ୍ୟା ବୁଝିବାକୁ ନାରାଜ। ବାଲି ମାଫିଆଙ୍କ କଥାରେ ଚାଲୁଛି କି ପ୍ରଶାସନ। ବାଲି ମାଫିଆମାନେ ଯେତେ ବେଆଇନ କାମ କଲେ ମଧ୍ୟ ଚୁପ୍ ହୋଇ ନ ଦେଖିଲା ଭଳି ଅଭିନୟ କରୁଛି ରାଜସ୍ୱ ବିଭାଗ। ଲୋକେ ଅଭିଯୋଗ କଲେ ପାଲଟା ଧମକ ମିଳୁଛି...

  • Saturday, 23 April 2022
Auto Rickshaw Driver Donates Eyes Of Both His Daughters
ନିଜ ଦୁନିଆ ଅନ୍ଧାର ହୋଇଗଲା… ଝିଅମାନଙ୍କ ଆଖି ଦାନ କରି ଦୁନିଆକୁ ଦେଖାଇଲେ ଆଲୁଅ...

କଥାରେ ଅଛି, କନ୍ୟା ଦାନଠାରୁ ମହତ କାମ ଆଉ କିଛି ନାହିଁ। ଆଉ ଯିଏ, ଦୁଇଟି କନ୍ୟାର ପିତା ସେ ନିଜକୁ କେତେ ଭାଗ୍ୟବାନ ମନେ କରୁ ନଥିବ ଏଥିରୁ ଆପଣ ଜାଣୁଥିବେ। କିନ୍ତୁ ଯଦି ସେଇ କନ୍ୟାରତ୍ନ ଅକାଳରେ ଝଡ଼ି ପଡେ, ତାହାଲେ ସେ ବାପା-ମାଙ୍କୁ କେତେ କଷ୍ଟ ହେଉନଥିବ… ଦୁଇ ଉଚ୍ଚ ଶିକ୍ଷିତା ଝିଅଙ୍କୁ ଏକା ସଙ୍ଗେ ହରାଇ ମ୍ରିୟମାଣ ପୂରା ପରିବାର। ହେଲେ ଏଭଳି ମହତ କାମ ପାଇଁ ଚର୍ଚ୍ଚାରେ ଏ ଅଟୋ ଚାଳକ...

  • Saturday, 23 April 2022
Rituraj Mohanty sings OTV's theme song
ଋତୁରାଜ ମହାନ୍ତିଙ୍କ କଣ୍ଠରେ ଓଟିଭି’ର ଥିମ୍ ସଙ୍ଗ୍ ‘ସଂପର୍କ ଏ ଭରସାର’...

ଓଟିଭି ମଂଚରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି। ଦୀର୍ଘ ୨୫ ବର୍ଷର ସୁଦୀର୍ଘ ଯାତ୍ରାକୁ ନେଇ ଓଟିଭି’ର ଥିମ୍ ସଙ୍ଗ୍ ‘ସଂପର୍କ ଏ ଭରସାର’ ଗୀତକୁ ମଂଚରେ ଗାଇଲେ। ଥରେ ଶୁଣନ୍ତୁ ସେ ଗୀତଟି...

  • Saturday, 23 April 2022
2 Hardcore Maoists Culminated In Marriage
ଦିନେ ନକ୍ସଲ ହୋଇ ଜଙ୍ଗଲରେ ଏକାଠି ବୁଲୁଥିଲେ, ଆଜି ଅଗ୍ନିକୁ ସାକ୍ଷୀ ରଖି ସ୍ୱାମୀ-ସ୍ତ୍ରୀ ହେଲେ...

କିଏ ଜାଣିଥିଲା ଏମିତି ହେବ ବୋଲି। ଦିନେ ଜଙ୍ଗଲରେ ବୁଲି ବୁଲି ପୋଲିସ ବିରୋଧରେ ସଂଗ୍ରାମ କରୁଥିଲେ। ଆଜି ସେହି ପୋଲିସ ଉପସ୍ଥିତିରେ ହାତକୁ ଦି’ହାତ ହୋଇଛନ୍ତି ଏହି ଦୁଇ ନକ୍ସଲ। ଦେଖନ୍ତୁ କେମିତି ହେଲା ଏହି ବାହାଘର..

  • Saturday, 23 April 2022
kotia
କୋଟିଆକୁ ନିଜର କରିବାକୁ ଯେମିତି ପଣ କରିଛି ପଡ଼ୋଶୀ ଆନ୍ଧ୍ର

ଓଡ଼ିଶାରେ ପଶି ଆନ୍ଧ୍ରର ନୂଆ ଦାଦାଗିରି । ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ହକ୍ ଜାହିର କରିବାକୁ ପ୍ରୟାସ । କୋଟିଆ ପଞ୍ଚାୟତର ଉପର ସେମ୍ବିର ଅଙ୍ଗନବାଡ଼ି କେନ୍ଦ୍ର କାନ୍ଥରେ ଅଣୁ ଜଳବିଭାଜିକା ପ୍ରକଳ୍ପର ମାନଚିତ୍ର ଆଙ୍କି ବିବରଣୀ ପ୍ରଦାନ କରିଛନ୍ତି ଆନ୍ଧ୍ର ସରକାର । ସେହିପରି ଫଗୁଣସିନେରୀରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । 

  • Friday, 22 April 2022
vaccine
୫ରୁ ୧୧ ବର୍ଷ ପିଲାଙ୍କ ପାଇଁ ଆସୁଛି କରୋନା କବଚ

୫ରୁ ୧୧ ବର୍ଷ ପିଲାଙ୍କୁ ଖୁବ୍ ଶୀଘ୍ର ମିଳିପାରେ କରୋନା କବଚ । ଏଥିପାଇଁ ହାଇଦ୍ରାବାଦର ବାୟଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କର୍ବୋଭ୍ୟାକ୍ସ ଟିକାର ଜରୁରୀ ବ୍ୟବହାର ଅନୁମତି ଲାଗି ଡଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ, ଡିସିଜିଆଇଙ୍କୁ ସୁପାରିଶ କରିଛି ଏକ୍ସପର୍ଟ କମିଟି । କରୋନାର ଚତୁର୍ଥ ଲହର ଆଶଙ୍କା ଭିତରେ ସ୍କୁଲ ଖୋଲା ରଖିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ଛୋଟ ପିଲାଙ୍କ ଟିକାକରଣ ଖବର ଆଶ୍ୱସ୍ତି ଆଣିଛି ।

  • Friday, 22 April 2022
Lot of Self-Financing Course, Professor unavailable
ସେଲ୍ଫ ଫାଇନାନ୍ସିଂ କୋର୍ସର ରିୟଲିଟି ଚେକ୍

ରାଜ୍ୟରେ ଖୋଲିଛି ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ, ହେଲେ କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି। ସାବତ ପୁଅ ନ୍ୟାୟରେ ଚାଲିଛି ଏହି ସବୁ କୋର୍ସ। ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ ଛାତ୍ରଛାତ୍ରୀ ଏହି କୋର୍ସଗୁଡିକରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି।

  • Friday, 22 April 2022
Doctors Operate Patient Under Flash Light
ମହମବତୀ, ମୋବାଇଲ ଟର୍ଚ୍ଚରେ ଚାଲିଛି ସ୍ୱାସ୍ଥ୍ୟ ବିଭାଗ !

ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ବଲଙ୍ଗୀରର ପାଟଣାଗଡ଼ ଗଞ୍ଜାମର ପୋଲସରା ଗୋଟିଏ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ, ଅନ୍ୟଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ସ୍ଥାନ ଭିନ୍ନ ହେଲେ ବି ଘଟଣା କିନ୍ତୁ ସମାନ ।

  • Friday, 22 April 2022
Man Donates Eyes
ନିୟତି ଭାଙ୍ଗିଦେଲା ଗରିବ ବାପାର ସୁନେଲୀ ସ୍ୱପ୍ନ

ମୁଁ ଚାର୍ଟଡ୍‌ ଆକାଉଣ୍ଟାଣ୍ଟ ହେବି ମୋ ବାପାର କଷ୍ଟ ଦୂର କରିବି। ଆଉ ମୋ ବାପା ଅଟୋ ଚଲେଇବେନି, କି ଆମେ ଆଉ ଏହି ଛୋଟିଆ ଘରେ ରହିବୁନି।  ହେଲେ ବିଡ଼ମ୍ବନା, ଅଧୁରା ରହିଗଲା ଭୁବନେଶ୍ୱର ଶାସ୍ତ୍ରୀ ନଗରର ଶୁଭଲକ୍ଷ୍ମୀ ସାହୁଙ୍କର ଏ ଇଚ୍ଛା। 

  • Friday, 22 April 2022
News Fuse
ଇଏ ଉତୁପାତିଆ ଗୋଷ୍ଠୀର...ଓଭରବ୍ରିଜ୍‌ ଦେଖୁନାହାନ୍ତି କେମିତି ଦେଖାଉଛନ୍ତି ଷ୍ଟଣ୍ଟ୍‌....

ମାଉସୀ ମାଉସୀ, ପୁଅ ଟା ବିଗିଡିଗଲା। ଇଏ କୋଉ ଉତୁପାତିଆ ଗୋଷ୍ଠୀର କିରେ !! ଲୋ ବୋଉ...ଦେଖୁନାହାନ୍ତି କେମିତି ଓଭରବ୍ରିଜ୍‌ ଉପରେ ଗୋଡ଼ ଟେକି ଥେଇ ଥେଇ ନାଚୁଛନ୍ତି

  • Friday, 22 April 2022
Home Delivery Of PDS Ration Brings Smile On Faces Of Villagers In Jayapatna
ପ୍ରତିଶ୍ରୁତି ପାଳନ କଲେ ବ୍ଲକ୍‌ ଚେୟାରମ୍ୟାନ। ନିଜ ପକେଟ୍‌ରୁ ଟଙ୍କା ଖର୍ଚ୍ଚ କରି ଲୋକଙ୍କ ଘରେ

ନେତା ହେବ ତ ଏମିତି। ନିର୍ବାଚନ ଜିତିବା ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ଆଜି ପାଳନ କଲେ। ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଗାଁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ରାସନ୍‌...ଭୂରି ଭୂରି ପ୍ରଶଂସା କରୁଛନ୍ତି ଅଞ୍ଚଳବାସୀ

  • Friday, 22 April 2022
Russia- Ukraine
ୟୁକ୍ରେନର ଦକ୍ଷିଣରେ ଅବସ୍ଥିତ ବନ୍ଦରନଗରୀ ମେରିଉପୁଲକୁ ନିୟନ୍ତ୍ରଣକୁ ନେଲା କି ଋଷିଆ ?

ଏହି ଅଞ୍ଚଳକୁ ୟୁକ୍ରେନ ନିୟନ୍ତ୍ରଣରୁ ମୁକ୍ତ କରାଯାଇଥିବା ଦାବି କରିଛି ଋଷ ଗଣମାଧ୍ୟମ । ତେବେ ଋଷିଆର ଦାବିରେ ସତ୍ୟତା କେତେ ତାହା ସ୍ପଷ୍ଟ ହୋଇନଥିବା ବେଳେ, ଏହାକୁ ବୃହତ ସଫଳତା ବୋଲି କହିଛନ୍ତି ରାଷ୍ଟ୍ରପତି ପୁତିନ । କାରଣ ଦୀର୍ଘ ଦିନ ହେଲା ଏହି ଅଞ୍ଚଳକୁ ନିୟନ୍ତ୍ରଣରେ ରଖିଥିଲା ଋଷ ସେନା ।

  • Thursday, 21 April 2022
Doctor Turned Ravan
ଦିନରେ ବ୍ୟସ୍ତବହୁଳ ରୋଗୀ ସେବା, ରାତିରେ ମୁହଁରେ ରଙ୍ଗ ମାଖି ମଞ୍ଚରେ ଅଭିନୟ

ପେଷା ରୋଗୀସେବା, ନିଶା ଅଭିନୟ । ଜଣେ ନମ୍ର ସ୍ୱଭାବୀ ଓ ମିଷ୍ଟଭାଷୀ ଡାକ୍ତରରୁ ମହାପରାକ୍ରମୀ ରାବଣ ଚରିତ୍ରରେ ଅଭିନୟ ।

  • Thursday, 21 April 2022
Power Cut
କିରାତି କି ଦିନ, ବିଜୁଳିକାଟ୍ ଘନଘନ !

ଖୋର୍ଦ୍ଧା ସହରରେ ସନ୍ଧ୍ୟା ବେଳେ କରେଣ୍ଟ ନଥିବାରୁ ମୋବାଇଲ୍ ଲାଇଟ୍‌ରେ ଚାଲିଛି ପାଠପଢ଼ା । ଏହାସହ ଫ୍ୟାନ୍ ବୁଲୁନଥିବାରୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ମଣିଷ ବିଞ୍ଚଣା ହିଁ ଭରସା । ଦିନବେଳା ପ୍ରବଳ ଖରା କୋପ ଯେତିକି ଅକ୍ତାମାକ୍ତା କରୁଛି, ବିଦ୍ୟୁତ୍ କାଟ୍ ତାକୁ ଦ୍ୱିଗୁଣିତ କରି ଦେଉଛି ।

  • Thursday, 21 April 2022
SCB Medical
କଟକ ବଡ଼ ମେଡ଼ିକାଲ୍‌ରେ ବିଚିତ୍ର ବ୍ୟବସ୍ଥା, ଷ୍ଟ୍ରେଚର୍ ଆଉ ହୁଇଲ ଚେୟାର ପାଇଁ ବନ୍ଧା ପଡୁଛି ମୋବାଇଲ୍ ଫୋନ୍

ବିକଳ ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ । କହୁଛନ୍ତି ଜମିପଟ୍ଟା ପଛେ ନିଅ, ମୋବାଇଲ୍ ନିଅନି । ପୂର୍ବରୁ ରୋଗୀ ଓ ସମ୍ପର୍କୀୟଙ୍କ ପରିଚୟପତ୍ର ରଖାଯାଉଥିଲା । ଏବେ କିନ୍ତୁ ବନ୍ଧକ ପଡୁଛି ମୋବାଇଲ୍ । ରୋଗଦୁଃଖ ସମୟରେ ଆଉ ବିକଳ୍ପ ନଥିବା ସଂପର୍କୀୟ ବା କରିବେ କଣ ? ବାଧ୍ୟ ହେଉଛନ୍ତି ମୋବାଇଲ ଦାଖଲ କରିବାକୁ ।

  • Thursday, 21 April 2022
Sisupalgada
ଦିନେ ଏଠି ଉତ୍କଳର ସମୃଦ୍ଧ ରାଜବାଟୀଟିଏ ଥିବାର ପ୍ରମାଣ ମିଳିଥିଲା

ମାଟି ଖୋଳି ଯେଉଁ ଐତିହ୍ୟକୁ ମାଟି ବାହାରକୁ ଅଣାଯାଇଥିଲା, ରକ୍ଷଣାବେକ୍ଷଣ ଅଭାବରୁ ପୁଣି ମାଟି ହେବାକୁ ବସିଲାଣି । ଦିନେ ଏଠି ଉତ୍କଳର ସମୃଦ୍ଧ ରାଜବାଟୀଟିଏ ଥିବାର ପ୍ରମାଣ ମିଳିଥିଲା । ଖାଲି ସେତିକି ନୁହେଁ ଅନ୍ଧାଧୁନ ଜବରଦଖଲରୁ ଆଧୁନିକ କଲୋନି ଭିତରେ ଯେମିତି ଲୁଚିଗଲାଣି ଏ ଐତିହ୍ୟସ୍ଥଳୀ ।

  • Thursday, 21 April 2022
Water Scarcity
ନଳକୂପ କାମରେ ଆସୁନି, ଚୂଆ ପାଣି ଗାଁ ଲୋକଙ୍କ ସାହା ଭରଷା

ଉତ୍କଟ ହୋଇଛି ପାଣି ସମସ୍ୟା। ଶୁଖିଲା ନାଳରେ ଚୁଆ ଖୋଳି ଗାଁ ଲୋକେ ମେଣ୍ଟାଉଛନ୍ତି ଶୋଷ। ପିଇବା ପାଣି ସମସ୍ୟା ଯୋଗୁ ଅନେକ ବର୍ଷ ହେବ କଲବଲ ହେଉଛନ୍ତି ଆନନ୍ଦପୁର ଉପଖଣ୍ଡ କଲାବିଲା ଗାଁ ଲୋକେ..

  • Thursday, 21 April 2022
Russia-Ukraine War
ମହାଯୁଦ୍ଧ ବେଳେ ୟୁକ୍ରେନ୍‌ ସୈନ୍ୟଙ୍କ ଜୀବନ ବଞ୍ଚାଇ ଦେଲା ସ୍ମାର୍ଟ ଫୋନ୍‌, ଜାଣନ୍ତୁ କେମିତି?

ୟୁକ୍ରେନ-ଋଷିଆ ମହାଯୁଦ୍ଧ ବେଳେ ସୈନ୍ୟଙ୍କ ଜୀବନ ବଞ୍ଚାଇ ଦେଲା ସ୍ମାର୍ଟ ଫୋନ୍‌। ଋଷ୍‌ର ପ୍ରଚଣ୍ଡ ଆକ୍ରମଣରେ ଆକ୍‌ଚାମାକ୍‌ଚା ହେଉଥିଲେ ସୈନ୍ୟ...ଏତିକି ବେଳେ ଛାତିରେ ବାଜିଥିଲା ଗୁଳି, ହେଲେ ପକେଟ୍‌ ଭିତରେ ଥିବା ମୋବାଇଲ ପାଇଁ ଅଳ୍ପକେ ବର୍ତ୍ତିଗଲା ପ୍ରାଣ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

  • Thursday, 21 April 2022
CYBER CRIME
ରିଚାର୍ଜ କରୁ କରୁ ଟଙ୍କା ଗାଏବ

ଅନଲାଇନରେ ଟିଭି ରିଚାର୍ଜ କରୁଥିଲେ, ଆକାଉଣ୍ଟରୁ କଟିଗଲା ଲକ୍ଷେ ଟଙ୍କା। ସାଇବର ଠକଙ୍କ ଅନ୍ଧାରି ଜାଲ ସମ୍ପର୍କରେ ଟେର୍‌ ପାଇଲେନି, ବରଂ ଟଙ୍କା ହରାଇଲେ। ଏହାପରେ ହେଲା କଣ?

  • Thursday, 21 April 2022
jayeshbhai jordaar trailer
ଛୁଟିରେ ଯାଇଛି କି ବଲିଉଡ୍‌? ନହେଲେ ତିନି ତିନୋଟି ସାଉଥ୍‌ ଫିଲ୍ମ ସାରା ଭାରତରେ ଚର୍ଚ୍ଚା

ଛୁଟିରେ ଯାଇଛି କି ବଲିଉଡ୍‌? ନହେଲେ ତିନି ତିନୋଟି ସାଉଥ୍‌ ଫିଲ୍ମ ସାରା ଭାରତରେ ଚର୍ଚ୍ଚା

  • Thursday, 21 April 2022
Air Hostess’ Emotional Speech On Last Day At Work
ବିଦାୟ ବେଳେ ବିମାନ ଭିତରୁ ଶେଷବାର୍ତ୍ତା ଦେଇ ଭୋ ଭୋ କାନ୍ଦିଲେ ଏୟାରହୋଷ୍ଟେସ୍‌....

ଆଜିଥିଲା କର୍ମଜୀବନର ଶେଷ ଦିନ। ବିମାନରୁ ବାହାରିବା ପୂର୍ବରୁ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଶେଷ ବାର୍ତ୍ତା ଦେଉଥିଲେ ଏୟାରହୋଷ୍ଟେସ୍‌। ବାସ୍‌ କୋହ ସମ୍ଭାଳିପାରିଲେନି.....ଭୋ ଭୋ ହୋଇ କାନ୍ଦିଲେ। ଦେଖନ୍ତୁ ଏହି ଭିଡ଼ିଓ

  • Thursday, 21 April 2022
Congress Leader Narasingha Mishra’s Son Appointed As Special PP
Congress Leader Narasingha Mishra’s Son Appointed As Special PP In Mamita Meher

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ସରକାରଙ୍କ ବିରୋଧରେ ଗର୍ଜିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କହିଥିଲେ ଦରକାର ପଡ଼ିଲେ ଏଥିପାଇଁ କଳାକୋର୍ଟ ପିନ୍ଧିବି। ଆଉ ପିନ୍ଧିଥିଲେ ମଧ୍ୟ। କିନ୍ତୁ ଏପଟେ ତାଙ୍କ ପୁଅଙ୍କୁ ରାଜ୍ୟ ସରକାର ମମିତା ମେହେର ଘଟଣାରେ ସ୍ପେଶାଲ୍ ପିପି ଭାବରେ ନିଯୁକ୍ତି ଦେଇଛନ୍ତି। ଏହାକୁ ନେଇ ଏବେ ବଲାଙ୍ଗିର ରାଜନୀତିରେ ଏକ ଚର୍ଚ୍ଚା ଜୋର୍ ଧରିଛି। ତାହା ହେଲା କଳାକୋଟ୍ ଥିଓରୀ।

  • Thursday, 21 April 2022