• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

BJD
ବିଜେଡିର ମିଶନ୍ ୨୦୨୪: ମାଧ୍ୟମ ହେବେ କି ମହିଳା!

ବିଜେଡିର ମିଶନ୍ ୨୦୨୪। ମାଧ୍ୟମ ହେବେ କି ମହିଳା! କାରଣ ବିଜେଡି ଗଢିଛି ୩୯୩ ସଂଖ୍ୟା ବିଶିଷ୍ଟ ବିଶାଳ ମହିଳା ଟିମ୍। ନିର୍ବାଚନ ବୈତରଣୀ ପାର ହେବା ଲାଗି ଯୁବ ଓ ଛାତ୍ର ପରେ ମହିଳା ସଂଗଠନକୁ ଦଳ ପ୍ରାଧାନ୍ୟ ଦେଇଛି କିନ୍ତୁ ବିରୋଧୀ ଏଥିରୁ ରାଜନୈତିକ ଗନ୍ଧ ବାରିଛନ୍ତି

  • Thursday, 01 September 2022
Crime
ଶୁଭଶ୍ରୀ ମର୍ଡର ମାମଲା: ପୋଲିସ୍‌କୁ ମିଳିଲା ବଡ଼ ସୁରାକ

ରାଜଧାନୀର ଶାସ୍ତ୍ରୀନଗର ଅଞ୍ଚଳରେ ଘଟିଥିବା ଶୁଭଶ୍ରୀ ମର୍ଡର ମାମଲାରେ ଖାରବେଳନଗର ପୋଲିସ୍‌କୁ ବଡ଼ ସୁରାକ

  • Thursday, 01 September 2022
Cancer
ଦୂର ହେବ ଦୁରାରୋଗ୍ୟ ଜରାୟୁ କର୍କଟ

ସର୍ଭିକାଲ କ୍ୟାନସର ପାଇଁ ବାହାରିଲା ସଞ୍ଜିବନୀ। ସ୍ୱଦେଶୀ ଭ୍ୟାକସିନ୍ ଆଣିଲା ସେରମ୍ ଇନଷ୍ଟିଚ୍ୟୁଟ୍

  • Thursday, 01 September 2022
Apana Eka Nuhanti
ବାପା-ମାଆ ଚାଲିଗଲେ...ଋଣ ଟଙ୍କା କେମିତି ସୁଝିବେ ୪ ଭଉଣୀ?

ଯିଏ ଦିନେ ଲୁହ ପୋଛୁଥିଲା, ତାଙ୍କ ପାଇଁ ଆଜି ଲୁହ ଗଡାଉଛନ୍ତି ପିଲା। ବାପା-ମାଆଙ୍କ ସ୍ୱପ୍ନ ପୂରଣ ହେବ କି ନାହିଁ ମୁଁ ଜାଣିନି ବୋଲି କହି ଭୋ ଭୋ କାନ୍ଦୁଛନ୍ତି ୪ ଭଉଣୀ। ବାପାଙ୍କ ଫଟୋକୁ ଚାହିଁକି କାନ୍ଦିଲେ ବି କିଛି ବାଟ ଦିଶୁନି। ଋଣ ଟଙ୍କା କେମିତି ସୁଝିବେ? ସେଇ ଚିନ୍ତାରେ ଦିନ କାଟୁଛନ୍ତି ଏଇ ୪ ଭଉଣୀ

  • Thursday, 01 September 2022
 forest officer getting body massage
ରଙ୍ଗୀନ ମିଜାଜର ରେଂଜର...ତେଲ ମାଲିସ ନହେଲେ ବାବୁଙ୍କୁ ନିଦ ହେଉନି...

ଏ ରେଂଜର ଭାରି ରଙ୍ଗୀନ ! ତେଲ ନମାରିଲେ ୟାଙ୍କୁ ନିଦ ହେଉନି। ଏମିତି ଉତ୍ପାତ କରୁଛନ୍ତି ଯେ ତ୍ରାହି ତ୍ରାହି ଡାକିଲେଣି ଅଫିସ୍‌ କର୍ମଚାରୀ। କେତେବେଳେ ରୋଷେଇ କରିବାକୁ କହୁଛନ୍ତି ତ ପୁଣି କେତେବେଳେ ଲୁଗା କାଚିବାକୁ ଦେଉଛନ୍ତି ବରାଦ...

  • Thursday, 01 September 2022
Making News
ନେଟୱାର୍କ ବିଜିନେସ୍‌ର ଏମିତି ସ୍ୱପ୍ନ ଦେଖିଲେ ଯେ....ଦିନ ଦ୍ୱିପ୍ରହରେ ଷ୍ଟେଜ ଉପରେ ଶୋଇଲେ

ଆମର ବଡ଼ ନେଟୱାର୍କ। ଥରେ ଖାଲି ପି.ପି ନେଟୱାର୍କରେ ଜଏନ କରନ୍ତୁ...ନିଇତି ପାଇବେ ୮ ହଜାର ଟଙ୍କା। ଥରେ ଇନଭେଷ୍ଟମେଣ୍ଟ କଲେ, ଜୀବନସାରା ଚିନ୍ତା ଶୂନ୍ୟ

  • Thursday, 01 September 2022
 Horse dies of thirst in Mayurbhanj
ମୃତ ଘୋଡାର ଦେହଥରା କାହାଣୀ...ପାଣି ଟୋପାଏ ଦେଲାନି ମଣିଷ...ଗଛରେ ପିଟି ହୋଇ ମଲା ଘୋଡା...

ଏ ଘୋଡାର ଦୋଷ କଣ? ମାଲିକକୁ ପିଠିରେ ବସାଇ ଦଉଡି ଦଉଡି ଥକି ପଡ଼ିଥିଲା ଏଇ ଘୋଡା...ରାସ୍ତା କଡରେ ମାଲିକ ନିଜେ ପାଣି ପିଇ ଦେଲା କିନ୍ତୁ ଘୋଡାକୁ ପାଣି ଦେଲାନି। ଶୋଷରେ ପାଣି ଖୋଜି ଖୋଜି ଏମିତି କ୍ଷୀପ୍ର ଗତିରେ ଦଉଡିଲା ଯେ...ଗଛରେ ପିଟି ହୋଇ ପ୍ରାଣ ହାରିଲା...ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ କାହାଣୀ

  • Thursday, 01 September 2022
News Fuse | Police vehicle stuck in mud due too poor road condition
ଓ... ଚୋର ଭାଇ....ଶୁଅ ସବୁରେ...ପୋଲିସ ଗାଡି ଫସିଗଲା କାଦୁଅରେ...

ଆଜି ସନିଆ ଦୋକାନରେ ମାଉଁସ ଭୋଜି କରିବେ ଚୋର ଭାଇ। ଦେଖୁନୁରେ ନାରଣ କେମିତି କାଦୁଅ ଭିତରେ ଫସିଛି ପିସିଆର ଗାଡି। ଏମିତି ହାମୁଡେଇ ପଡ଼ିଛି ଯେ, ବାହାରିବାର ନାଁ ଧରୁନି...ସେପଟେ ପୋଲିସ ଗାଡି ଫସିବାରୁ ସନିଆ ଦୋକାନରେ ମାଉଁସ ଭୋଜି କଲେଣି ଚୋର

  • Thursday, 01 September 2022
OJS-OAS
OCS ଏବଂ OJS ରେଜଲ୍ଟ କେବେ? ଖାତା ଦେଖା ପାଇଁ ମିଳୁନାହାନ୍ତି ମୂଲ୍ୟାୟନକାରୀ

OPSCକୁ ଏକ୍‌ଜାମିନର୍ ସଂକଟ । ଖାତା ଦେଖା ପାଇଁ ମିଳୁନାହାନ୍ତି ମୂଲ୍ୟାୟନକାରୀ । ବିଳମ୍ବ ହେଉଛି OCS ଏବଂ OJS ଫଳ ପ୍ରକାଶ । ଚାଲିଛି ପ୍ରଫେସର୍ ଓ ଆସୋସିଏଟ୍ ପ୍ରଫେସର୍ ଖୋଜା । ଓଡ଼ିଶା ସିଭିଲ ସର୍ଭିସେସ୍-OCS ଏବଂ ନ୍ୟାୟିକ ସେବା- OJS ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ କାହିଁକି?

  • Wednesday, 31 August 2022
Nuakhai
ନୂଆଁଖାଇ ପାଇଁ ଉଠୁଛି ପଡୁଛି ପଶ୍ଚିମ ଓଡ଼ିଶା

ରାତି ପାହିଲେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଉଠୁଛି ପଡୁଛି ପୁରା ପଶ୍ମିମ ଓଡିଶା । ଆସନ୍ତାକାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ନବାନ୍ନ ଲାଗି ହେବ । ତାପରେ ଘରେ ଘରେ ଲୋକେ ନୂଆ ଖାଇବେ । ମାଆଙ୍କ ପାଖରେ ନବାନ୍ନ ଲାଗି ପାଇଁ ପହଁଞ୍ଚି ସାରିଛି ପାହୁର ଭାର ।

  • Wednesday, 31 August 2022
Ganesh Puja
ଅଗ୍ରପୂଜ୍ୟଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ

ଅଗ୍ର ପୂଜ୍ୟ, ବିଘ୍ନ ବିନାଶକ, ଗଜାନନ ଗଣେଶ ପୂଜାଠୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ବେଶ୍ ଜାକଜମକ ଓ ଭକ୍ତିଭାବରେ ପାଳନ ହେଉଛି ଗଣେଶ ଚତୁର୍ଥୀ । କରୋନା କଟକଣା ହଟିଛି, ଦୁଇ ବର୍ଷ ପରେ ପୁଣି ଫେରିଛି ଆନନ୍ଦ, ଉତ୍ସାହ । ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ରଂଗୀନ ଆଲୋକ ମାଳାରେ ଝଲସୁଛି ତାଳଚେର ସହର ।

  • Wednesday, 31 August 2022
NCRB
ରାଜ୍ୟରେ ଦିନକୁ ଗାଏବ୍ ହେଉଛନ୍ତି ୧୧ ଶିଶୁ

ମେଡିକାଲ ହେଉ କି ଗାଁ ଦାଣ୍ଡ । ଆଖି ପିଛୁଳାକେ ଗାଏବ୍ ହେଉଯାଉଛନ୍ତି ଶିଶୁ । ଯାହାର ବହୁ ଚର୍ଚ୍ଚିତ ଉଦାହରଣ ଯାଜପୁରର କୁନି ଝିଅ ପିହୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, NCRB ତଥ୍ୟ କହୁଛି, ଗଲା ୬ ବର୍ଷରେ ରାଜ୍ୟରୁ ନିଖୋଜ ହେଲେଣି ୧୬ ହଜାର ୬ ଶହରୁ ଅଧିକ ଶିଶୁ । ତେବେ ସବୁଠୁ ବଡ଼ କଥା ହେଉଛି ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଗଲା ୨୦୨୧ରେ ରାଜ୍ୟରୁ ଗାଏବ୍ ହୋଇଛନ୍ତି ୪ ହଜାର ୧୩୩ ଶିଶୁ । ଅର୍ଥାତ୍ ଦିନକୁ ହଜୁଛନ୍ତି ପ୍ରାୟ ୧୧ ପିଲା ।

  • Wednesday, 31 August 2022
JP Nadda
୨୦୨୪ରେ କ୍ଷମତା ଦଖଲ ଲାଗି ରଣନୀତି ପ୍ରସ୍ତୁତ କରିବ ବିଜେପି

ସେପ୍ଟେମ୍ବରରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶାହାଙ୍କ ଗସ୍ତର ମାସେ ପରେ ନଡ୍ଡା ଆସୁଥିବାରୁ ଓଡିଶା ଯେ, ବିଜେପି କେନ୍ଦ୍ରୀୟ କମିଟିର ଫୋକସ୍‌ରେ ରହିଛି ସେକଥା ସ୍ପଷ୍ଟ ହୋଇଛି ।

  • Wednesday, 31 August 2022
Malkangiri girl makes Lord Ganesh
ରାସ୍ତାକଡ଼ରେ ମୂର୍ତ୍ତି ବିକ୍ରି କରି ପାଠ ପଢ଼ିବାକୁ ଟଙ୍କା ସଞ୍ଚୁଛନ୍ତି ଊଷା

ଉଚ୍ଚଶିକ୍ଷା ପାଇଁ ଜାତୀୟ ରାଜପଥ କଡରେ ମୂର୍ତ୍ତି ଗଢୁଛନ୍ତି ଉଚ୍ଚ ଶିକ୍ଷିତା ଝିଅ ଉଷାକିରଣ । ବିଜ୍ଞାନରେ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ଉଚ୍ଚ ଶିକ୍ଷା ପାଇଁ ଅର୍ଥର ଅଭାବ ଯୋଗୁଁ ପାଠ ପଢିପାରିଲେ ନାହିଁ । ଉଷାଙ୍କ ଘର ଆର୍ଥିକ ଅନାଟନ ଭିତରେ ଗତି କରୁଥିବା ବେଳେ ନିଜର ଉଚ୍ଚ ଶିକ୍ଷା ଓ ଘରକୁ ଆର୍ଥିକ ସହଯୋଗ ପାଇଁ ଅଣ୍ଟା ଭିଡିଛନ୍ତି ଊଷା ।

  • Wednesday, 31 August 2022
Cuttack decks up for Ganesh puja
ଗଣେଶ ପୂଜା ପାଇଁ ଚଳଚଞ୍ଚଳ କଟକ; ୧୨୦୦ ମୂର୍ତ୍ତି ସାଙ୍ଗକୁ ଭଳିକି ଭଳି ପେଣ୍ତାଲ

ଗଣେଶ ପୂଜା ଅବସରରେ ସବୁଠି ରହିଛି ଉତ୍ସବମୁଖର ପରିବେଶ । ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ।

  • Wednesday, 31 August 2022
Puri MLA Jayant Sarangi
ଆଲୋ ଆଲୋ...ବନ୍ୟା ପାଣିରେ ଲୋକଙ୍କୁ ବିଧାୟକ ପଚାରୁଛନ୍ତି ସରକାର କଣ ଆସିନାହାନ୍ତି?

ଆଲୋ ଆଲୋ ଇଏ କଣ? ତୁମକୁ ତ ଭୋଟ୍‌ ଦେଲେ ଲୋକେ...ତୁମେ କିଆଁ ପଚାରୁଛ, ସରକାର ଆସିନାହାନ୍ତି? ସରକାର ତ ସରକାର ପୁଣି ମେନ୍‌ କି ଓମେନ୍‌ କଣ କିରେ ନାରଣ?

  • Wednesday, 31 August 2022
Tree Ganesh
ଗଛ ରୂପରେ ଗଜାନନ

ଇଶ୍ୱର ସବୁଠି,ସର୍ବତ୍ର,ସବୁ ଯାଗାରେ । ଭୁବନେଶ୍ୱର ବକୁଳବନ ଫାଉଣ୍ଡେସନ୍ ପକ୍ଷରୁ ଏକ ନିଆରା ଗଣେଶ ପୂଜା କରାଯାଇଛି । ଗଛକୁ ଗଜାନନଙ୍କ ରୂପ ଦିଆଯାଇଛି ।

  • Wednesday, 31 August 2022
Nuakhai festival
ସରପଞ୍ଚ ହେବ ତ ଏମିତି ! ନୂଆଁଖାଇ ପାଇଁ ଗରିବ ଲୋକଙ୍କୁ ବାଣ୍ଟିରେ ଶାଢି

ଏମିତି ସରପଞ୍ଚ ଥିଲେ ଚିନ୍ତା କଣ? ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବେ ବୋଲି ପଞ୍ଚାୟତ ସବୁ ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଶାଢି ସହିତ ଡାଲି, ଚାଉଳ ଓ ଚିନି। କାଲି ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବାକୁ ଦେଲେ ପ୍ରତିଶ୍ରୁତି। ଦେଖନ୍ତୁ ଏ ସବୁ ପାଇବା ପରେ କେମିତି ଖୁସି ହେଉଛନ୍ତି ଗାଁ ଲୋକେ

  • Wednesday, 31 August 2022
Old Lady Live In Toilet
ପଚାରୁନାହାନ୍ତି ପୁଅ-ବୋହୂ...୮ ଫୁଟିଆ ପାଇଖାନାରେ ବିତୁଛି ଜୀବନ

୮ଫୁଟ୍‌ ଉଚ୍ଚ, ୪ ଫୁଟ ଚଉଡା ହେବ କି ନାହିଁ ପାଇଖାନା । କିନ୍ତୁ ସେହି ପାଇଖାନା ଭିତରେ ରହୁଛନ୍ତି ଜଣେ ବୃଦ୍ଧା ।

  • Wednesday, 31 August 2022
Deaf Making Ganesh Idol
କହି ପାରୁ ନାହାନ୍ତି କି ଶୁଣି ପାରୁ ନାହାନ୍ତି, ତଥାପି ତିଆରି କରୁଛନ୍ତି ଗଣେଶ ମୂର୍ତ୍ତି

ଦିବ୍ୟାଙ୍ଗ ସତ ହେଲେ ଅକ୍ଷମ ନୁହନ୍ତି । କାନକୁ ଶୁଣାଯାଉନି କି ପାଟିରୁ ପଦଟେ କଥା ବି ବାହାରୁନି, ହେଲେ ବି ଦୁଇ ହାତରେ ଗଢ଼ି ଦେଉଛନ୍ତି ଚମତ୍କାର ମୂର୍ତ୍ତି ।

  • Wednesday, 31 August 2022
Mundali
ମୁଣ୍ଡଳି ବ୍ରିଜ୍ ଉପରେ ଥୁଆ ହୋଇଥିଲା ସ୍କୁଟି-ହେଲମେଟ୍-ଚପଲ, ହେଲେ ଲୋକ କେଉଁଠି ?

ବ୍ରିଜ୍ ଉପରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ଟିମ୍ । ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ ।

  • Tuesday, 30 August 2022
NCRB Report
ରାଜ୍ୟରେ କ୍ରମାଗତ ଭାବେ ବଢ଼ି ଚାଲିଛି ମହିଳା ବିରୋଧୀ ଅପରାଧ

ଜାତୀୟ କ୍ରାଇମ୍ ରେକର୍ଡସ ବ୍ୟୁରୋ-ଏନ୍‌ସିଆର୍‌ବିର କ୍ରାଇମ୍-ଇନ୍ ଇଣ୍ଡିଆ ରିପୋର୍ଟର ତଥ୍ୟ ଅନୁଯାୟୀ ରାଜ୍ୟରେ 2020 ତୁଳନାରେ 2021ରେ ମହିଳା ବିରୋଧୀ ଅପରାଧ ମାମଲା ପାଖାପାଖି ୨୩ ପ୍ରତିଶତ ବଢ଼ିଛି ।

  • Tuesday, 30 August 2022
Farmers
ସାର ସଙ୍କଟ ବେଳେ ଚାଲିଛି କଳାବଜାରୀ, ବିକ୍ରି ହେଉଛି ଚଢ଼ା ଦରରେ

ସୋସାଇଟି କହୁଛି ସାର ନାହିଁ । ଖୋଲା ବଜାରକୁ ଗଲେ ୨୬୬ ଟଙ୍କାର ୟୁରିଆ ବିକ୍ରି ହେଉଛି ୫ ଶହ ଟଙ୍କାରେ ।

  • Tuesday, 30 August 2022
Ganesh Chaturthi
ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଇବେ ବିଘ୍ନ ବିନାଶକ

ବଡ଼ଗଡ଼ ବ୍ରାଇଟ୍ ଷ୍ଟାର୍ କ୍ଲବ ଚଳିତ ବର୍ଷ ସର୍ବାଧିକ ୫୧ ଫୁଟର ଗଣେଶ ମୂର୍ତ୍ତି ତିଆରି କରିଥିବା ବେଳେ ନୟାପଲ୍ଲୀ ନୂଆସାହିରେ ଆଖଣ୍ଡଳମଣି କ୍ଲବ୍ ପକ୍ଷରୁ ତିଆରି ହୋଇଛି ୫୦ ଫୁଟ୍‌ର ମୂର୍ତ୍ତି ।

  • Tuesday, 30 August 2022
Making News
ବୋଲବମ୍‌ରେ ଦେଖା ହେବା ପରେ ଏବେ ପ୍ରେମ !

ଆରେ ଆରେ ତୁମ ମାନଙ୍କର ରିଲେସନ୍‌ କଣ? ତୁମକୁ ଏତେ ଗାଳି ଦେଉଛି, ହେଲେ ବି ମତେ ଫୋନ୍‌ କରୁଛ ! ତୁମେ ଏତେ ବାତରା ବୋଲି ମୁଁ ଜାଣିନଥିଲି...ନହେଲେ ତୁମକୁ ଜମାରୁ ନମ୍ବର ଦେଇ ନଥାନ୍ତି

  • Tuesday, 30 August 2022