ଭୋଟ୍ ପୂର୍ବରୁ ଭଗବାନଙ୍କ ଶରଣ !! ପୁଣି ନରସିଂହଙ୍କୁ ଡାକିଲେଣି ପ୍ରଦୀପ...ଆଲୋ ଆଲୋ ଏଇଠି ହେଉଛି କଣ?
ରାମାୟଣ ପରେ ଜଗନ୍ନାଥ। ଭାରତ ଜାଣିବ ମହାପ୍ରଭୁ ଜଗନ୍ନାଥଙ୍କ ଗାଥା। ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ। ଆଜି ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଛନ୍ତି ଏହି ଅତି ଗୁରୁତ୍ୱପୂର୍ଣ୍ଣ ସୂଚନା। ରେଳମନ୍ତ୍ରୀ କହିଛନ୍ତି- ଭାରତ ଗୌରବ ପ୍ରକଳ୍ପ ଅନ୍ତର୍ଗତ ଚାଲିବ ଜଗନ୍ନାଥ ଏକ୍ସପ୍ରେସ। ଭାରତୀୟ ସଂସ୍କୃତିର ପ୍ରଚାର ଲକ୍ଷ୍ୟରେ ଭାରତ ଗୌରବ ପ୍ରକଳ୍ପର ଏହା ହେବ ଅନ୍ୟତମ ପ୍ରମୁଖ ଅଂଶ। ପୂର୍ବରୁ ଏହି ପ୍ରକଳ୍ପ ଅଧିନରେ ପ୍ରଥମେ ରାମାୟଣ ଏକ୍ସପ୍ରେସ ଚାଲୁଛି
ଫିଟିବ ନାଗଫାଶରେ ପଡ଼ିଥିବା ପ୍ରଭାବଶାଳୀଙ୍କ ଚିତ୍ର ଓ ଚରିତ୍ର। ଖୋଲିବ ନାଗ ସାମ୍ରାଜ୍ୟକୁ ଅହେତୁକ ଅନୁକମ୍ପା ଦେଖାଇଥିବା ବାବୁ ଭାୟାଙ୍କ ଅସଲ ରୂପ। ଆସନ୍ତା ସପ୍ତାହରେ ସାରା ଓଡ଼ିଶା ଦେଖିବ ହନିଟ୍ରାପ୍ ମାମଲାର ନୂଆ ଚେହେରା। କାରଣ ଲେଡ଼ି ବ୍ଲାକମେଲର୍ ଅର୍ଚ୍ଚନାର ଆର୍ଥିକ ସାମ୍ରାଜ୍ୟର ଗୁମର ଖୋଲୁଥିବା ଇଡ଼ି କାହାକୁ ବି ଛାଡ଼ିବା ମୁଡ୍ରେ ନାହିଁ।
ମୈଦାନରେ ମାଳ ମାଳ ହେଭିେଓ୍ୱଟ୍। ଚାଲିଛି ଘମାଘୋଟ ପ୍ରଚାର। ପଦ୍ମପୁର ଭୋଟ୍ ଯେତିକି ପାଖଉଛି, କ୍ୟାଂପେନ୍ ସେତିକି ଜମୁଛି..। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଆଜି ପ୍ରଚାର ମଙ୍ଗ ଧରିଥିଲେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଏହି ଦୁଇ ହେଭିେଓ୍ୱଟ୍ ଦିନ ପ୍ରାୟ ୧୨ଟା ବେଳେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ ଝାରବନ୍ଧ ବ୍ଲକ ବିଳାସପୁର ଜନସଭା ନିକଟରେ। ଉଭୟ ନେତାଙ୍କୁ ସ୍ଥାନୀୟ ଜନତା ଓ ନେତା ପାଛୋଟି ନେଇଥିଲେ ସଭାମଞ୍ଚକୁ।
ଯାହା ପାଇଁ ବ୍ୟବସ୍ଥା, ତା ପାଇଁ ସୁବିଧା ନାହିଁ। ଯେଉଥି ପାଇଁ ନୁହେଁ, ସେଇ କାମରେ ଲାଗୁଛି ସରଂଜାମ। ରୋଗୀ ବୁହା ହେବାକୁ ଥିବା ଷ୍ଟ୍ରେଚରରେ ଯାଉଛି ଅକ୍ସିଜେନ୍ ସିଲିଣ୍ଡର ଆଉ ସମ୍ପର୍କୀୟଙ୍କ କାନ୍ଧରେ ବୁହା ହେଉଛନ୍ତି ଗୁରୁତର ରୋଗୀ। ରାଜ୍ୟର ସବୁଠୁ ବଡ଼ ଆଉ ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କଟକ ମେଡିକାଲର ଏହି ଘଟଣା
ଦିନେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୧୫ ବର୍ଷ ହେଲାଣି ବଣରେ ରହୁଛନ୍ତି ୬ ଜଣଙ୍କୁ ନେଇ ଫଗୁଣଙ୍କ ପରିବାର
ଫୋନ୍ରେ ମୀନତି ଦିଦିଙ୍କ କଡା ତାଗିଦ୍। ଭଲ ପିସି ନଦେଲେ ପାସ୍ ହେବନି ଛତୁଆ ବିଲ୍। ସମସ୍ତେ ଦେଉଛନ୍ତି, ତୁମେ କାହିଁକି କେଁ କେଁ ହେଉଛ? “ବୁଢାକୁ ଟଙ୍କା ନଦେଲେ ଆଉ କିଛି ହେବନି”...ଦିଦିଙ୍କର ଏମିତି କଥା ଏବେ ଭାଇରାଲ
ୟାଙ୍କ ବୁଦ୍ଧିକୁ ମାନିବାକୁ ପଡିବ। ଆଲବମ୍ ଗୀତରେ ନାଚି ନାଚି ସ୍ୱାମୀ ମୃତ୍ୟୁ ରହସ୍ୟର କଲେ ପର୍ଦ୍ଦାଫାଶ...ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ସ୍ୱାମୀ ବିଛଣାରେ, ସ୍ତ୍ରୀ ଦୋକାନ କରି ପରିବାର ଚଳାଉଛି। ଦୁଇଟି କିଡନୀ ନଷ୍ଟ ହେବା ପରେ ନୂଆ କିଡନୀ ପ୍ରତିରୋପଣ ପାଇଁ ଆଶା ତ ଅଛି, ହେଲେ ଅର୍ଥ ସାଜିଛି ବାଧକ। ରୋଗୀଣା ସ୍ୱାମୀର ଦିନ ରାତି ସେବା କରୁଛି, କାନ୍ଦି କାନ୍ଦି ଦୁଃଖ କହୁଛି...କଣ କରିବି ମୁଁ ଜାଣିପାରୁନି..
ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ରାଗିଗଲା ପରେ ଚପଲ ନେଇ ପଳାଉଛି ସାପ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଆଇସକ୍ରିମ୍ ବାଲା ଉପରେ ପ୍ରବଳ ମାତ୍ରାରେ ରାଗିଯାଇଛି କୁନି ଝିଅ। କୋନ୍ ଆଇସକ୍ରିମ କାଠିକୁ ଧରି ମୁହଁକୁ ଦେଲା ଫୋପାଡି...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ମୁଁ ରାଜନୀତି ଛାଡିଲେ ବି ରାଜନୀତି ମତେ ଛାଡିବ ନାହିଁ। ମୁଣ୍ଡଟା ତ ଅଛି, ସବୁବେଳେ ସେ କଥା ଗୁଡା ମୁଣ୍ଡରେ ପଶିବ। କୁକୁର ଯୋଉ କାମୁଡିଲା...ସେ ମାଲିକ ସେଥିପାଇଁ ଯାଉ ହେଲେ କୁକୁର ରହୁ
ଆରେ ବାପ୍ରେ ବାପ୍ !! ବାହାଘରରେ ଜବରଦସ୍ତ ଠୁମକା ଲଗାଇଲେ ଏହି ବ୍ୟକ୍ତି...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ସାବାସ୍ !! ପୋଲିସ୍ ହେବ ତ ଏମିତି...ଚଳନ୍ତା ଗାଡି ସାମ୍ନାକୁ ଆସିଲେ, ଚୋରକୁ ଧରିଲେ...ଭାଇରାଲ ହେଲା କନେଷ୍ଟବଳଙ୍କ ସାହସିକତାର ଭିଡିଓ
ଶଗଡ ସାଜିଲା ଶତ୍ରୁ। ଧାନ ଆଣୁ ଆଣୁ ଗୋବିନ୍ଦ ଉପରେ ଏମିତି ପଡିଗଲା ଯେ ୨୦ ବର୍ଷ ହେଲାଣି ଆଉ ବିଛଣାରୁ ଉଠିପାରୁନି ଭେଣ୍ଡିଆ ପୁଅ। ଚିକିତ୍ସା ପାଇଁ ଜମିବାଡ଼ି ବିକିଲେଣି ହେଲେ ପୁଅ ଭଲ ହେଉନି କି ଚାଲୁନି...ସରକାରୀ ସହାୟତା ଲାଗି ଗୁହାରି କରୁଛନ୍ତି ମାଆ-ବାପା
ପୋଲିସକୁ ଚକମା ଦେଉଛି ଅଫତାବ୍। ଶ୍ରଦ୍ଧାଙ୍କୁ କେମିତି ମାରିଲା ସେନେଇ ୫୦ ପ୍ରଶ୍ନ କଲା ପୋଲିସ୍। ଅଫତାବ୍ ବୁଲାଇଲା ଭୂଆଁ..
ଖଟରେ ପଡ଼ି ପଡ଼ି କେବେ ଯୌବନ ଛୁଇଁଲା ଜାଣି ବି ପାରିଲେନି.. ୨୦ ବର୍ଷ ହେଲା ଏ ବିଚିତ୍ର ଦୁନିଆର ସୁନ୍ଦର ଛବି କେମିତି… ଦେଖିନାହାନ୍ତି ଗୋବିନ୍ଦ.. ଚାରିକାନ୍ଥ ଦେଖି କଟୁଛି ଜୀବନ.. ଆଖିର ଲୁହ ପୋଛି ଶଯ୍ୟାଶାୟୀ ପୁଅର ସେବା କରିଚାଲିଛି ମାଆ.. ହେଲେ କେତେ ଦିନ
ମାଳ ମାଳ ମିଥ୍ୟା ବିଲ୍.. ଲକ୍ଷ ଲକ୍ଷ ଟଙ୍କା ହଡ଼ପ.. ସ୍କୁଲ ପାଇଁ ଅଫିସ୍ ଚେୟାର, ଆଲମିରା, ଟେବୁଲ, ବେଞ୍ଚ, ଫ୍ୟାନ୍ ଆଦି କିଣା ନାଁ ହୋଇଛି ଲକ୍ଷ ଲକ୍ଷ ଟଙ୍କାର ବିଲ୍.. RTI ତଥ୍ୟରୁ ହେଲା ବଡ଼ ଖୁଲାସା..
ବହୁତ କଷ୍ଟ ଲାଗୁଛି.. ଭଲ ପାଠ ପଢିବି ବୋଲି ଭାବୁଥିଲି.. ମୁଁ କିଛି ବି କରିପାରୁନି.. ମୋର କେବଳ ଡାହାଣ ହାତ ଚାଲୁଛି, ବାକି ପୂରା ଶରୀର ଲକ୍ ହେଇଯାଇଛି..
ମାଣବସା ଗୁରୁବାରରେ ମାଆ ଲକ୍ଷ୍ମୀ ପିଉଛନ୍ତି କ୍ଷୀର ! ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏ ଦୃଶ୍ୟ.. ବୌଦ୍ଦ କରଞ୍ଜକଟା ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି.. ଆସ୍ଥା ପ୍ରକଟ କରି ଏହି ଦୃଶ୍ୟ ଦେଖିବାକୁ ଲୋକେ ଭିଡ଼ ଜମେଇଛନ୍ତି..
ନାରଣ..ଏଇଟା ଘୋର କଳିକାଳ..ଏ ଯୁଗରେ ନାରୀ ନାରୀର ଭିଡ଼ୁଛି ବସ୍ତ୍ର.. ସିଏ ଭିଡ଼ୁ ଭିଡ଼ୁ ଦିଦି ଉଠେଇଲେଣି ଢେଲା..
ମହାରାଷ୍ଟ୍ର, ଗୁଜରାଟ, ବିହାର, ଝାଡ଼ଖଣ୍ଡ, ହରିୟାଣା ଓ କେରଳ ଆଦି ୬ଟି ରାଜ୍ୟରେ ମାତିଛି ମିଳିମିଳା । ତେବେ ମୁଣ୍ଡବିନ୍ଧାର କାରଣ ସାଜିଛି ମୁମ୍ବାଇ । ଛୋଟ ଛୁଆଙ୍କ ଜୀବନ ନେଉଛି ମିଳିମିଳା ।
ଲବଙ୍ଗ ଚାକଙ୍କ ଘର ଅଗଣାରେ ଥିବା ଚଉରାରେ ପୂଜା ପାଉଥିବା ତୁଳସୀ ଗଛଟି ପାଣି ନପାଇ କେବେଠୁ ଶୁଖି ମରିଗଲାଣି । ଘରେ ତ ମଣିଷ ନାହାନ୍ତି, ପାଣି ଦେବ କିଏ ?
ଶୀତକାଳୀନ ଅଧିବେଶନର ପ୍ରଥମ ଦିନ । ଖାଁ ଖାଁ ବିଧାନସଭା ପରିସର । କାରଣ ବିଧାନସଭା ଉପରେ ପଡିଛି ପଦ୍ମପୁର ଉପନିର୍ବାଚନର ଇଫେକ୍ଟ । ଉପନିର୍ବାଚନ ଲାଗି ବିଜେଡିର ମାଳମାଳ ମନ୍ତ୍ରୀ, ବିଧାୟକ ପ୍ରଚାରରେ ମାତିଛନ୍ତି । ତେଣୁ ବିଧାନସଭାରେ ବିଧାୟକ ମରୁଡ଼ି ସ୍ଥିତି ।
କେନ୍ଦ୍ରାପଡ଼ା ବାଲିଆ ବଜାର କାର୍ତ୍ତିକେଶ୍ୱର ଭସାଣ ଉତ୍ସବରେ ବାଣ ଫୁଟାଇବାକୁ ଅନୁମତି ଦେଇଥିଲା କିଏ?