କ୍ରିପ୍ଟୋ ବଜାରରେ ବଡ଼ ଭୂକମ୍ପ । ଦେଖୁ ଦେଖୁ ଭୁଶୁଡ଼ିଲା ବିଶ୍ୱର ପ୍ରମୁଖ କ୍ରିପ୍ଟୋ ଏକ୍ସଚେଞ୍ଜ FTX । ଦିନ କେଇଟାରେ ଦେବାଳିଆ ହୋଇଛନ୍ତି FTX ପ୍ରତିଷ୍ଠାତା ସାମ୍ ବ୍ୟାଙ୍କନ୍ ଫ୍ରାଏଡ୍ । ଯାହାଙ୍କୁ ନେଇ ଏବେ ବିଶ୍ୱବ୍ୟାପୀ ପ୍ରବଳ ଚର୍ଚ୍ଚା ।
Published: Satyendu Shekher Mishra
Last updated: 13 November 2022, 10:58 PM IST
ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୮୦ ହଜାର ୭ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।