ମୋଦିଙ୍କ ଆଡକୁ ଢଳୁଛନ୍ତି କି ନବୀନ? ବନ୍ଦେ ଭାରତ ଉତ୍ସବ ଭାଷଣରେ ପୁରୀ ଏୟାରପୋର୍ଟ ଲୋକାର୍ପଣ ପାଇଁ ଆଗୁଆ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ନେଇ ବଢ଼ିଲା ଚର୍ଚ୍ଚା..ତେଣେ ନବୀନଙ୍କ ଡବଲ୍ ଇଞ୍ଜିନ ମନ୍ତବ୍ୟ ଉପରେ ଧର୍ମେନ୍ଦ୍ରଙ୍କ ତେରଛା ବାଣ.
ପୁରୀରୁ ହାୱଡ଼ା ଦୌଡ଼ିଲା ବନ୍ଦେ ଭାରତ..ଶୁଭାରମ୍ଭ କରି ମୋଦି କହିଲେ ୯ବର୍ଷ ହେଲା ଓଡ଼ିଶାକୁ ବଢ଼ିଚାଲିଛି ରେଳ ଅନୁଦାନ..ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ମାଗିଲେ ନବୀନ..ବୈଷ୍ଣବଙ୍କ ସୂଚନା ଆଗକୁ ଭୁବନେଶ୍ୱର ଓ କଟକ ମଧ୍ୟରେ ଚାଲିବ ବନ୍ଦେ ମେଟ୍ରୋ..
କେନ୍ଦୁପତ୍ର ସରକାରଙ୍କ ରାଜସ୍ୱ ଆୟର ଏକ ପ୍ରମୁଖ ମାଧ୍ୟମ। ଏହା ନିରିହ ଆଦିବାସୀଙ୍କ ପାଇଁ ଏକମାତ୍ର ସାହାରା କହିଲେ ଚଳେ । ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁନି। ଏନେଇ ଖଡ଼ିଆଳ ରୁ ଦେଖିବା ଏଇ ବିଶେଷ ରିପୋର୍ଟ……
ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥିଲେ, ଏବେ ଅନ୍ୟଙ୍କ ପାଇଁ ସେ ପ୍ରେରଣା
ଗ୍ରୀଷ୍ମପ୍ରବାହ ବୃଦ୍ଧି ଯୋଗୁଁ ଆସିକା ବନାଞ୍ଚଳରେ ଚଳପ୍ରଚଳ କରୁଥିବା ହରିଣମାନେ ପାଣି ପାଇଁ ହନ୍ତସନ୍ତ ହେଲେଣି। ଵିଲବାଡ଼ି, ଜଳାଶୟ ସବୁ ସୁଖା ପଡିଯାଇଥିବାରୁ ପାଣି ପାଇଁ ହରିଣମାନେ ଇତସ୍ତତ ହୋଇ ବୁଲୁଛନ୍ତି। ଏପରିକି ବାଟବଣା ହୋଇ ଦୁର୍ଘଟଣାର ଶିକାର ହୁଅନ୍ତି। ବନବିଭାଗ କହୁଛି ପାଣି କୁଣ୍ଡ ବ୍ୟବସ୍ଥା କରି ଜଳ ରଖା ଯାଉଛି...
ବ୍ୟାଙ୍କ ଗଲେ ଟଙ୍କା ମିଳିଲାନି । ପୋଷ୍ଟ ଅଫିସ ଗଲେ ଟଙ୍କା ମିଳିଲାନି । ଶେଷରେ ଭତ୍ତା ପାଇଁ ପଞ୍ଚାୟତ ଅଫିସ ଘେରିଲେ ହିତାଧିକାରୀ…
କୁନି ପୁଅ ହାତରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ 2022ର ପ୍ରମାଣ ପତ୍ର ଆଉ ମେଡାଲ । ବୟସ ମାତ୍ର 2 ବର୍ଷ ହେଲେ ବିଚକ୍ଷଣ ପ୍ରତିଭାର ଅଧିକାରୀ । ପୁଅ ତେଯାଂଶୁ ପାଇଁ ଆଜି କେବଳ ବାପା-ମା ନୁହଁନ୍ତି ଭବାନୀପାଟଣା ତଥା କଳାହାଣ୍ଡି ଜିଲ୍ଲା ଗର୍ବିତ ....
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କର୍ସାହାଣ୍ଡି ଗ୍ରାମର ନୀଳାମ୍ବର ପନକା ଓ ଲାବଣ୍ୟବତୀ ପନକାଙ୍କ ଏକମାତ୍ର ପୁଅ ରାଜେଶ ସମରଥ ଚଳିତ ବର୍ଷର ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ଆୟୋଜିତ ଓଇଏସ ପରୀକ୍ଷାରେ ୧୧୬ ନମ୍ବର ରାଙ୍କ୍ ରଖି ସଫଳତା ହାସଲ କରିଛନ୍ତି...
ଦଳରେ ପ୍ରଚଣ୍ଡ ଗୋଷ୍ଠୀ କନ୍ଦଳ ଭିତରେ ୨୪ ବେଳକୁ ବଦଳିଯିବନି ତ ରାଜନୈତିକ ଦୃଶ୍ୟପଟ୍ଟ ? ଏକଦା ଗଞ୍ଜାମ ଜିଲ୍ଲାକୁ ମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରି ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ଥିବା ବିଧାୟକ ପ୍ରଦୀପ ପାଣଗ୍ରାହୀଙ୍କ ଏଭଳି ମନ୍ତବ୍ୟ ଏବେ ରାଜନୈତିକ ମହଲରେ ସୃଷ୍ଟି କରିଛି ବିସ୍ଫୋରଣ।
ତିନି ଦିନ ହେଲାଣି ଶ୍ରୀମନ୍ଦିରରେ ଅହେତୁକ ନୀତି ବିଳମ୍ବ, ଫଳରେ ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତ ଚରମ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏମିତିକି ରାତିରେ ଠାକୁରଙ୍କ ବଡ଼ସିଂହାର ବେଶ ବିଳମ୍ବ ହେଉଥିବାରୁ ଡେରି ପହୁଡ଼ ପାଇଁ ଠାକୁର ରାତି ଅନିଦ୍ରା ବି ହେଉଛନ୍ତି।
ଏଣିକି ଖୁବ୍ ସହଜରେ ପାଇପାରିବେ ହଜିଯାଇଥିବା ମୋବାଇଲ, ଆସିଲା ‘ସଂଚାର ସାଥି’
କର୍ଣ୍ଣାଟକ ସିଏମ୍ ରେସ୍ରେ ବାଜି ମାରିନେବେ କି ସିଦ୍ଦରମୈୟା? ସେ ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିବା ପରେ, ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହର ଲହରି ।
ଯୌତୁକ ପାଇଁ ବଧୂ ନିର୍ଯାତନା ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇଦେଲେ ବିଜେଡି ବିଧାୟକ ଶଶିଭୂଷଣ ବେହେରା
ବହୁ ବିରୋଧ ପରେ ଭୁବନେଶ୍ୱର ଉପକଣ୍ଠ ଭୁଆଶୁଣି ଡମ୍ପିଂୟାର୍ଡ ବନ୍ଦ ରଖିବାକୁ ଦାରୁଠେଙ୍ଗ ସରପଞ୍ଚଙ୍କୁ ଚିଠି ଲେଖି ଜଣାଇଲା ବିଏମସି...ଏଣେଦୈନିକ ୫ଶହ ଟନରୁ ଅଧିକ ବର୍ଜ୍ୟବସ୍ତୁର କେମିତି ହେବ ପରିଚାଳନା, ବଢ଼ିଲା ଚିନ୍ତା...
ଜଣକ ପରେ ଜଣେ ନେତା ମାମଲାରେ ଛନ୍ଦି ହେବା ପରେ ଦଳ ପାଇଁ ବଢୁଛି ଅଡୁଆ। କାହିଁକି ନା ୨୪ ନିର୍ବାଚନରେ ଏହି ପ୍ରସଙ୍ଗକୁ ବଡ଼ ମୁଦ୍ଦା କରିବାକୁ ସଜ ହେଲେଣି ବିରୋଧୀ। ନଗଦ ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂ ଦେଓ ଏବଂ ବିଧାୟକ ଶଶିଭୂଷଣ ବେହେରାଙ୍କ ବିରୋଧରେ ବଧୂ ନିର୍ଯାତନା ଅଭିଯୋଗ ଏବେ ରାଜ୍ୟ ରାଜନୀତିରେ ପାଲଟିଛି ବଡ଼ ପ୍ରସଙ୍ଗ।
ମହିଳା ଉଦ୍ୟୋଗୀ ଇନ୍ଦୁମତୀ...ଦୃଢ ଇଚ୍ଛାଶକ୍ତି ବଳରେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା
ଆବର୍ଜନାରୁ ତିଆରି ହେଉଛି ସୁନ୍ଦର କାରୁକାର୍ଯ୍ୟ..ଜୀବନ ପାଉଛି ପ୍ଲାଷ୍ଟିକ୍ ଅଳିଆ..
ଉଦଳାରେ ଦିନକୁ ୫ରୁ ୬ ଘଣ୍ଟା ବିଦ୍ୟୁତ କାଟ୍..ଅସହ୍ୟ ଗରମରେ ସିଝୁଛନ୍ତି ଲୋକେ ...
ଅନ୍ୟମାନଙ୍କ ପରି ଆଖିକୁ ଦେଖାଯାଏ ନାହିଁ ସିନା, ହେଲେ ସେମାନଙ୍କ ଆଖିରେ ଆଖିଏ ସ୍ୱପ୍ନ। ସେମାନେ ବି ଦିନେ ଦେଶ ପାଇଁ ଖେଳିବେ, ଆଉ ଦେଶ ପାଇଁ ଗୌରବ ଆଣିବା ପାଇଁ ସ୍ୱପ୍ନ ଦେଖିଛନ୍ତି, ହେଲେ ଅର୍ଥ ସାଜିଛି ବାଧକ...
ଶ୍ରୀଜଗନ୍ନାଥଙ୍କ ଭୂମିରେ ଇଞ୍ଜିନ କାହାକୁ ଦିଆଯିବ ସେ ନିଷ୍ପତ୍ତି ଆଗକୁ ନିଆଯିବ।
ଯଦିଓ ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଛି, ଉପକୂଳରେ କିନ୍ତୁ କଲବଲ କରୁଛି ହ୍ୟୁମିଡିଟି ବା ଆଦ୍ରତା।
ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ www.bseodisha.ac.inରେ ପରୀକ୍ଷା ଫଳ ଜାଣିପାରିବେ।
ତେବେ ବିଡ଼ମ୍ବନାର ବିଷୟର, ଦୁଇବର୍ଷ ତଳୁ ଏ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ଏଯାଏଁ ତାହା କାର୍ଯ୍ୟକାରୀ ହୋଇପାରୁନି କି, ଇ ପାର୍କିଂ ବ୍ୟବସ୍ଥା କଣ, ତାହା ଏଯାଏଁ ଅଧିକାଂଶ ଲୋକେ ଜାଣି ବି ନାହାନ୍ତି।
ବାହାଘରର ଦଶ ବାର ଦିନ ପରଠୁ ୪୦ ଲକ୍ଷ ଟଙ୍କା ପାଇଁ ଶାଶୁଘର ଲୋକେ ବୋହୂଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି ।