ଭବିଷ୍ୟତରେ ନିଜ ବାନ୍ଧବୀଙ୍କୁ ବିବାହ କଲେ, ଅନ୍ତର୍ଜାତୀୟ ଆଥଲେଟ୍ ଦୂତୀ ଚାନ୍ଦ ହେବେ ସ୍ୱାମୀ, ଆଉ ବାନ୍ଧବୀ ମୋନାଲିସା ହେବେ ତାଙ୍କ ପତ୍ନୀ । ଏମିତିକି ବିବାହ ପରେ ଉଭୟ ଯୋଡ଼ିଙ୍କ ମଧ୍ୟରୁ ସେ ବାପା ହେବାକୁ ଚାହାନ୍ତି ବୋଲି ଜାତୀୟ ସ୍ତରର ଇଂରାଜୀ ପତ୍ରିକାକୁ ଏକ ସାକ୍ଷାତକାର ଦେଇଛନ୍ତି ଦୂତି ଚାନ୍ଦ ।
ଶୋଇଛନ୍ତି ଯେ ଶୋଇଛନ୍ତି.... ଈଶ୍ୱରର ବାପା ଆଖି ଖୋଲ
ଛାତ ପାଇଁ ଚାଳ ଭାଙ୍ଗିଦେଲେ.. ୫ ବର୍ଷ ହେଲା ମିଳୁନି କିସ୍ତି
ଆକାଶରେ ଉଡ଼ିବେ ବ୍ରହ୍ମପୁରର ଅଫସାରାଣୀ..
ପାୱାର କାହାର ଅଧିକ ? ପୌରାଧ୍ୟକ୍ଷଙ୍କର ନା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କର? ବାରମ୍ବାର ନିର୍ଦ୍ଦେଶ ଦେବା ପରେ ବି କାମ ହେଲାନି । ରାଗି ଗଲେ ମାଡାମ୍...ସିଧା ଯାଇ ଅଫିସ୍ରେ ଦେଲେ ଧାରଣା...ଭୁଲ ମାଗି ମନାଇବାକୁ ଉଦ୍ୟମ କଲେ ବଡ ବାବୁ
ଲୋନ ଆପ୍ ଜରିଆରେ ଠକେଇ ପରେ ଏବେ ଟ୍ରେଡିଂ ଆପ୍ ନାଁରେ ଚାଲିଛି ବେଆଇନ ଟିଟଫଣ୍ଡ ବେପାର । ଜମାକାରୀଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ଆପ୍ ଜରିଆରେ ଚିତା କାଟୁଛନ୍ତି ଅଦୃଶ୍ୟ ଲୁଟେରା ।
ପାଖେଇ ଆସୁଛି ରଥଯାତ୍ରା । ଶ୍ରୀମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିବେ ଶ୍ରୀଜିଉ । ତେବେ ତା’ପୂର୍ବରୁ ସରିପାରିବ ତ ଗୁଣ୍ଡିଚା ମନ୍ଦିରର ଦୁର୍ବଳ ନାଟମଣ୍ଡପ ମରାମତି କାମ ।
ୟୁନିଭର୍ସିଟି ହେବାର ୨୧ ମାସ ପରେ ବି ୟୁଜିସି କିମ୍ବା ଏନସିଟିଇ ତାଲିକାରେ ନାହିଁ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟର ନାଁ ।
ସମ୍ବଲପୁରରେ ମୁଣ୍ଡ ଉପରେ ଛତା, ମୁହଁରେ କପଡା ଆଉ ଆଖିରେ କଳା ଚଷମା ବିନା ଘରୁ ଗୋଡ କାଢିବା ମୁସ୍କିଲ । ମୁଣ୍ଡ ଫଟା ଖରା... ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ଦିନ ସାଢେ ୨ଟା ସୁଦ୍ଧା ପାରା ୪୩ ଡିଗ୍ରୀ ଟପିଯାଇଥିଲା । ରାସ୍ତାଘାଟ ଶୂନଶାନ୍ ।
ନବ ଦାସଙ୍କ ଭୋଟ ବଜାୟ ରଖିପାରିବ ତ ବିଜେଡି ? ବିଜେପିକୁ ପୂର୍ବାପେକ୍ଷା ମିଳିବ କି ଅଧିକ ଭୋଟ୍ ? କଂଗ୍ରେସ ତାର ପକେଟ୍ ଭୋଟ ବଜାୟ ରଖି ପାରିବ ତ ? ଝାରସୁଗୁଡ଼ା ଭୋଟ୍ ସରିବା ପରେ ଏସବୁ ପ୍ରଶ୍ନକୁ ନେଇ ଜୋରଦାର ଚର୍ଚ୍ଚା ।
ଜଗତସିଂହପୁରର ଧଳତଙ୍ଗ ଗଡ଼ ଜଙ୍ଗଲ । ପୌରାଣିକ କଥାବସ୍ତୁ ସହ ଜଡ଼ିତ ଏହି ଘଞ୍ଚ ଜଙ୍ଗଲ ସତେ ଯେମିତି ପ୍ରକୃତିର ଏକ ବଡ଼ ଉପହାର । ୨୭୯ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ଜଙ୍ଗଲ ପୁରାଣ ବର୍ଣ୍ଣିତ ଧୃବଙ୍କ ତପସ୍ୟା ସ୍ଥଳ ଭାବେ ପରିଚିତ ଏବେ ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରିବାକୁ ଦାବି ଉଠିଛି...
ଜଗତସିଂହପୁରର ଧଳତଙ୍ଗ ଗଡ଼ ଜଙ୍ଗଲ । ପୌରାଣିକ କଥାବସ୍ତୁ ସହ ଜଡ଼ିତ ଏହି ଘଞ୍ଚ ଜଙ୍ଗଲ ସତେ ଯେମିତି ପ୍ରକୃତିର ଏକ ବଡ଼ ଉପହାର । ୨୭୯ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ଜଙ୍ଗଲ ପୁରାଣ ବର୍ଣ୍ଣିତ ଧୃବଙ୍କ ତପସ୍ୟା ସ୍ଥଳ ଭାବେ ପରିଚିତ ଏବେ ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରିବାକୁ ଦାବି ଉଠିଛି...
ଯାହା ନକରିପାରିଲା ପ୍ରଶାସନ, ତାହା କରିଦେଖାଇଲେ ଛାତ୍ରୀ । କାଦୁଅ ପଚପଚ ରାସ୍ତାକୁ ନିଜେ ସଫା କଲେ, ରାସ୍ତା ଅବରୋଧ କଲେ । ୭ ଦିନ ସମୟ ମାଗିବା ପରେ ବି ରାଜି ହେଲେନି ଛାତ୍ରୀ..ବାଧ୍ୟ ହୋଇ ଅନ୍ ଦ ସ୍ପଟ୍ କୁ ଆସିଲା ପ୍ରଶାସନ। ସାଙ୍ଗେ ସାଙ୍ଗେ ଆରମ୍ଭ ହେଲା ରାସ୍ତା କାମ
ଜନ୍ମରୁ କଥା କହିପାରନ୍ତି ନାହିଁ ସତ, ହେଲେ ଠାରରେ ଠାରରେ ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଲେ । ସୋର କନିଆଁକୁ ନୟାଗଡିଆ ବର...ସୌମ୍ୟଙ୍କ ହାତ ଧରିଲେ ଶୁଭଶ୍ରୀ । ନାଚରେ କମ୍ପିଲା ଗାଁ, ସାଜସଜ୍ଜା ଦେଖିଲେ ଆଖି ତରାଟି ହୋଇଯିବ । ସମସ୍ତେ କହିଲେ ଏମାନଙ୍କ ଯୋଡ଼ି ଯୁଗ ଯୁଗର।
ବଡ ମେଡିକାଲରେ ବଡ଼ ଅବ୍ୟବସ୍ଥା । ରକ୍ତ ନେବାକୁ ହେଲେ ଅପେକ୍ଷା କରିବାକୁ ପଡୁଛି ୩ ଦିନ...ଛୁଆକୁ ଛାଡି ମାଆ କାନ୍ଦୁଛି ତ ମାଆକୁ ଛାଡି ପୁଅ କାନ୍ଦୁଛି...
ନବୀନ ଓଡ଼ିଶାର ବିକାଶ କଣ ଜାଣନ୍ତିନି ଏମାନେ । ଭୁଗୋଳ ପୋଥିରେ ନାଁ ନଥିବା ଭଳି ନାନା ସମସ୍ୟାରେ ଦହଗଞ୍ଜ ହେଉଛି ଏ ମାଟିର ମଣିଷ । ପାଣି ଟୋପେ ପାଇଁ ଯେମିତି ହନ୍ତସନ୍ତ ଠିକ୍ ସେମିତି ପିଡିଏସ ଚାଉଳ ପାଇଁ ସେମିତି । କହିଲେ ବି କେହି ଶୁଣିବା ଲୋକ ଏଠି ନାହାନ୍ତି
ଆଉ କରିବୁନି କୌଳିକ ବୃତ୍ତି । ମୂଳ ତ ଉଠୁନି...ଏ ବେପାର କଲେ ପରିବାର ଚଳେଇବୁ କେମିତି? ପ୍ରଶାସନର ପ୍ରୋତ୍ସାହନ ଅଭାବ, ଚିନ୍ତାରେ ବାଉଁଶ କାରିଗର
ହଇରେ ନାରଣ!ଏମିତି କେମିତି ହେଲା? ସୂର୍ଯ୍ୟ ଯେବେ ମୁଣ୍ଡ ଉପରେ ଠିକ୍ ସେତିକି ବେଳେ କଳା କିଟିମିଟି ଅନ୍ଧାର ...
ମୁଁ ଜଗାର ଭକ୍ତ..ଯିବି ତ ଦଣ୍ଡ ପ୍ରଣାମ କରି କରି ଯିବି । କିଛି ଏମିତି ଭାବି ରାଜସ୍ତାନରୁ ଶ୍ରୀକ୍ଷେତ୍ର ବାହାରିଛନ୍ତି ବିଜୟ । ଯିଏ ଦେଖୁଛି ସିଏ ହାତ ଯୋଡୁଛି
ସରପଂଚ ହେବ ତ ଏମିତି । ସକାଳୁ ଲୋକଙ୍କ କଥା ବୁଝୁଛନ୍ତି, ସମୟ ମିଳିଲେ ଅଟୋ ଚଳାଉଛନ୍ତି । ସରକାରୀ ଯୋଜନାରେ କେମିତି ଲାଭ ପାଇବେ ଲୋକେ ସେନେଇ ଅନବରତ କରୁଛନ୍ତି ଚିନ୍ତା । ଲୋକେ କହୁଛନ୍ତି, ଆମ ସରପଂଚ ପରି ହେବ କିଏ?
ବିଧାୟକ ବାଛିଲା ଝାରସୁଗୁଡ଼ା। ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଏଠାରେ ହୋଇଥିବା ଉପନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ ଶେଷ ହୋଇଛି। ଧୁ ଧୁ ଖରା ସତ୍ତ୍ବେ ଭୋଟର୍ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ। ପୁରୁଷଙ୍କ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ମତଦାନ ସରିବା ପରେ ୩ ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି।
ରବି ଧାନ ସଂଗ୍ରହ ପୂର୍ବରୁ ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ଚାଷୀଙ୍କ ବିରୋଧ। ପରିବର୍ତ୍ତିତ ନିୟମରେ କ୍ଷତି ସହିବେ ଚାଷୀ, ଆଉ ମିଲର ଲାଭବାନ ହେବା ନେଇ ଚାଷୀଙ୍କ ଅଭିଯୋଗ। ରାଜ୍ୟରେ ରବି ଧାନ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ ଭିତରେ ମଣ୍ଡିରେ ଧାନ ବିକ୍ରି ନେଇ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ପି-ପାସ୍ ବ୍ୟବସ୍ଥାରେ ଆଣିଛି ସଂଶୋଧିତ ନିୟମ।
ମେଡିକାଲ ଅଛି ଡାକ୍ତର ନାହାନ୍ତି । ବର୍ଷ ବର୍ଷ ଧରି ଖାଲିପଡ଼ିଛି ପଦବୀ । ଭଗବାନଙ୍କ ଭରସାରେ ରୋଗୀସେବା ।
ପୁରୀବାସିନ୍ଦାଙ୍କ ଦୁଃଖ...ଶ୍ରୀମନ୍ଦିରକୁ ପ୍ରବେଶ ଦ୍ୱାର । ପ୍ରଶାସନ ଗୋଟିଏ ଦ୍ୱାର ଦେଇ ସବୁ ଭକ୍ତଙ୍କୁ ପ୍ରବେଶ କରାଇବା ପରେ ସ୍ଥାନୀୟ ସାହି ବାସିନ୍ଦା ଓ ବୟୋବୃଦ୍ଧ ଭକ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ଏବେ ଦୁଃଖରେ ।