• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Kangaroo courts
ସଭ୍ୟ ସମାଜକୁ ଲଜ୍ଜା କଥା ହେଲେ ଜରିମାନା

ଏବେ ବି ବଞ୍ଚିଛି ସାମାଜିକ ବାସନ୍ଦ ପ୍ରଥା..କଙ୍ଗାରୁ କୋର୍ଟରେ ନିଷ୍ପତି ନେଉଛନ୍ତି ଗାଁ ମୁଖିଆ । ପରିବାରକୁ କରାଯାଉଛି ନିଆଁପାଣି ବାସନ୍ଦ, କଥାହେଲେ ଲାଗୁଛି ଜରିମାନା ।

  • Wednesday, 10 May 2023
boatman saving passengers
ନଈରେ ଡଙ୍ଗା ବୁଡ଼ିଲା ନାଉରିଆ ଅନ୍ୟଙ୍କୁ ବି ବଞ୍ଚାଇଲେ ହେଲେ ନିଜର ଜୀବନ ଦେଇ..

ହଁ ସତରେ.. ସେ ଦିନ ସତେ ଯେମିତି ନଈ ମଝିରେ ଯମ ଜଗିଥିଲା । ନାଉରିଆ ତ ଠାକୁରଙ୍କୁ ଡାକି ନାଆ ବୋହିଥିଲା । ଆଉ ଯାତ୍ରୀ ବି ଖୁସିରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବାକୁ ଡଙ୍ଗାରେ ବସିଥିଲେ । ହେଲେ କାତ ମାରି କେତେବାଟ ନାଆ ଯାଇଛି କି ନାହିଁ ସବୁ କିଛି ଓଲଟପାଲଟ ହୋଇଗଲା ।

  • Wednesday, 10 May 2023
Pushpa 2: The Rule shooting begins
ଖୁବ୍ ଶୀଘ୍ର ଆସିବେ ଅଲ୍ଲୁ ଅର୍ଜୁନ୍

ମାଲକାନଗିରିରେ ପୁଷ୍ପାରାଜ: ବହୁ ପ୍ରତୀକ୍ଷିତ ପାନ୍ ଇଣ୍ଡିଆ ଫିଲ୍ମ ପୁଷ୍ପା ଟୁର ସୁଟିଂ ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ପୋଲେରୁ ଜଙ୍ଗଲରେ ଆକ୍ସନ ସିକ୍ୟୁଏନ୍ସର ସୁଟିଂ। ସ୍ଥାନୀୟ ବାସିନ୍ଦାଙ୍କୁ ବି ଅଭିନୟର ମିଳିଲା ସୁଯୋଗ, ଖୁବ୍ ଶୀଘ୍ର ଆସିବେ ଅଲ୍ଲୁ ଅର୍ଜୁନ୍।

  • Tuesday, 09 May 2023
Bus Accident
ବାଇକକୁ ଧକ୍କା ଦେଇ ଝିଅକୁ ଅଧା କିଲୋମିଟର ଘୋଷାଡି ନେଲା ବସ୍

ଆଖି ପିଛୁଳାକେ ଅଘଟଣ। ବଲାଙ୍ଗୀର ପୁଇଁତଳାରେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ବାପା ଓ ଦୁଇ ଝିଅଙ୍କ ଜୀବନ। ବାଇକକୁ ଧକ୍କା ଦେଇ ଝିଅକୁ ଅଧା କିଲୋମିଟର ଘୋଷାଡି ନେଲା ବସ୍। ପୋଡ଼ାଜଳା କରି କ୍ଷତିପୂରଣ ଦାବି କଲେ ଉତ୍ୟକ୍ତ ଲୋକେ।

  • Tuesday, 09 May 2023
Need govt Help
ଖଟିଆ ଉପରୁ ସ୍ବାମୀ ଉଠିବ କେବେ?

କାଳ ହେଲା ନଳକୂଅ । ଏମିତି ପଡିଲେ ଯେ ଆଉ ଉଠୁନାହାନ୍ତି । ଦିନରାତି ଦାଣ୍ଡ ଖଟିଆରେ ପଡିରହିଛନ୍ତି ସ୍ୱାମୀ । ମେଡିକାଲ ନେବାକୁ ଟଙ୍କା ନାହିଁ, ପ୍ରଶାସନ ବି ଗୁହାରି ଶୁଣୁନି

  • Tuesday, 09 May 2023
Kids sell ice cream
ମାଆକୁ ବଂଚାଇବା ଲାଗି ଆଇସକ୍ରିମ ବିକିଲେ ଭାଇ-ଭଉଣୀ

ମେଡିକାଲରେ ମାଆ ପଡିଛି । ଚିକିତ୍ସା ପାଇଁ ପାଖରେ ଟଙ୍କା ନାହିଁ...ଟଙ୍କା ଯୋଗାଡ କରିବା ଲାଗି ଆଇସକ୍ରିମ ବିକୁଛନ୍ତି ଭାଇ-ଭଉଣୀ

  • Tuesday, 09 May 2023
Woman shoulder mother’s body
ଆସିଲେନି ପୁଅ, ଝିଅ କାନ୍ଧରେ ମଶାଣୀ ଗଲା ମା’

ଝିଅ କାନ୍ଧରେ ମଶାଣୀକୁ ଗଲା ମା’ । କାନ୍ଧ ଦେବାକୁ ଆସିଲେନି ପୁଅ । ୩ ଭାଇଙ୍କୁ ମା’ଙ୍କ ମୃତ୍ୟୁ ନେଇ ଖବର ଦେଇଥିଲେ ଝିଅ । ହେଲେ ପୁଅ ମାନେ ମା’ର କୋକେଇରେ କାନ୍ଧ ଦେବାକୁ ଆସିଲେ ନାହିଁ। ଫଳରେ ଝିଅ କାନ୍ଧରେ ଶ୍ମଶାନକୁ ଗଲେ ମା’ ।

  • Tuesday, 09 May 2023
Pushpa 2 The Rule
ଓଡ଼ିଶା ଜଙ୍ଗଲରେ ପୁଷ୍ପା, ଝୁକେଗା ନେହିଁ..

ଓଡ଼ିଶା ଜଙ୍ଗଲରୁ ପୁଣି ଚନ୍ଦନ କାଠ ତସ୍କରି ଆରମ୍ଭ କରିବ ପୁଷ୍ପା.. ପ୍ରସ୍ତୁତି ଆରମ୍ଭ ହେଇଗଲାଣି..

  • Tuesday, 09 May 2023
video goes viral
ବିଚ୍‌ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କଲେ ବୃଦ୍ଧ

ବିଚ୍‌ ରାସ୍ତାରେ..ସାଇକେଲ୍‌ରେ ଓଲଟା ବସି ଷ୍ଟଣ୍ଟ୍‌ ଦେଖାଇଲେ ବୃଦ୍ଧ । ଯିବା ଲୋକ ବି ଅଟକିଗଲେ, ଭାଇରାଲ ହେଲା ଭିଡିଓ

  • Tuesday, 09 May 2023
Odisha Weather News
ଏଥର ବି ମେ’ରେ ମୁଣ୍ଡ ଟେକୁଛି ବାତ୍ୟା

ବାଂଲାଦେଶ କିମ୍ବା ମିଆଁମାର ମୁହାଁଇବା ସମ୍ଭାବନା । ଆସନ୍ତା ୧୦ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ ଅବପାତ । ଓଡ଼ିଶା ଉପରେ ବାତ୍ୟା ପ୍ରଭାବର ସମ୍ଭାବନା ନାହିଁ କହିଲେ ଆଇଏମଡି ।

  • Monday, 08 May 2023
Govt not under CM’s control
ବିଜେପି ପରେ ଖୋଦ୍ ଶାସକ ଦଳ MLA ଖୋଲିଲେ ଗୁମର...

ବିଧାୟକ ସୌମ୍ୟରଂଜନ ଖୋଲିଲେ ଶାସନ ବ୍ୟବସ୍ଥାର ଗୁମର । କିଛି ଜାଣୁନାହାନ୍ତି ମନ୍ତ୍ରୀ କହିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଧର୍ମେନ୍ଦ୍ରଙ୍କ ଶଶିକଳା ସିଣ୍ଡ୍ରୋମ ମନ୍ତବ୍ୟକୁ ଭିତ୍ତିହୀନ କହିଲା ବିଜେଡି ।

  • Monday, 08 May 2023
Odisha Politics, Congress
କଂଗ୍ରେସକୁ ପୁଣି ଗ୍ରାସିଲା ପୁରୁଣା ରୋଗ, ପିସିସି ସଭାପତିଙ୍କ ୯ରୁ ୯୦ ମିଶନକୁ ଚିରଞ୍ଜିବଙ୍କ ତାତ୍ସଲ୍ୟ

ଖୋଲା ମଞ୍ଚରୁ ନିଶାନା ସାଧିଲେ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ । ଜାନକୀ-ବସନ୍ତ ଲିଗାସିକୁ ନେଇ ନୂଆ ଆଞ୍ଚଳିକ ଦଳ ସମୀକରଣ ଚର୍ଚ୍ଚା ।

  • Monday, 08 May 2023
Jharsuguda Bypoll
ଦିନକ ପରେ ଝାରସୁଗୁଡ଼ା ଭୋଟ୍, ପ୍ରଥମ ଥର ପାଇଁ ସବୁ ବୁଥ୍‌ରୁ ୱେବକାଷ୍ଟିଂ

ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ମାଇକ୍ରୋ ଅବଜରଭରଙ୍କୁ ନିୟୋଜିତ କରାଯିବା ସହ ପ୍ରଥମଥର ପାଇଁ ସମସ୍ତ ୨୫୩ଟି ଯାକ ବୁଥରେ ୱେବ୍ କାଷ୍ଟିଂର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଜିଲ୍ଲାପାଳ ଅଫିସ ଓ ସିଇଓଙ୍କ କାର୍ଯ୍ୟାଳୟରେ ବସି ସବୁ ବୁଥରୁ ଭୋଟ ଗ୍ରହଣ ସମୟର ଟିକିନିଖି ଦୃଶ୍ୟ ଦେଖି ହେବ ।

  • Monday, 08 May 2023
Vandalism at ladies hostel in Bhubaneswar: Commissionerate Police nabs 3 ‘road romeos’
କମେଣ୍ଟମରାକୁ କେନ୍ଦ୍ର କରି ତାଣ୍ଡବ ରଚିଥିଲେ : ତିନି ରୋଡ୍ ରୋମିଓଙ୍କୁ ବାନ୍ଧିଲା ପୋଲିସ୍‌

ଧରାପଡ଼ିଲେ ଉତୁପାତିଆ ରୋଡ୍ ରୋମିଓ । ଭୁବନେଶ୍ୱରର ଲେଡିଜ୍ ହଷ୍ଟେଲରେ ଛାତ୍ରୀଙ୍କୁ ଆକ୍ରମଣ ମାମଲାରେ ୩ ଗିରଫ । ଏପଟେ ଅଘଟଣ ପରେ ଚେତାକୁ ଆସିଲା ପୋଲିସ୍ । ଗାଇଡଲାଇନ୍ସ ନମାନି ହଷ୍ଟେଲ କରିଥିଲେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତେଚାବନୀ ।

  • Monday, 08 May 2023
Mother dead
ମା’କୁ ପର କରିଦେଲେ ତିନିତିନିଟା ପୁଅ; ମଲାପରେ କାନ୍ଧରେନେଲା ଝିଅ, ନିଜେ ଦେଲା ମୁଖାଗ୍ନି

ମାଆର ଚିତାଭଷ୍ମକୁ ଦେଖି ଛାତି ଫଟେଇ କାନ୍ଦୁଛି ଝିଅ । ପର କରି କେଉଁଆଡେ ଚାଲିଗଲା ବୋଲି ବାହୁନି ହେଉଛି । ଯେତେ ଚେଷ୍ଟାକଲେ ବି ନିଜକୁ ନିୟନ୍ତ୍ରଣ କରିପାରୁନି । ଶେଷରେ ମାଆକୁ ବୁଝେଇ ସୁଝେଇ ଘରକୁ ଫେରାଇ ନେଉଛି ଝିଅ । ନିଜେ ଅଭାବ ଅସୁବିଧାରେ ଚଳୁଥିଲେ ବି ନିଜ ୮୦ ବର୍ଷର ବୁଢ଼ୀ ମାଆକୁ ମଲାଯାଏଁ ନିଜ ପାଖରେ ରଖିଥିବା ମହିଳା ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ସଲେଇକେନା ଗାଁର ନିରାଶ ନାଏକ ।

  • Monday, 08 May 2023
NCRB report
ରାଜ୍ୟରେ ଚିନ୍ତା ଏନସିଆରବି ତଥ୍ୟ; ମହିଳା ନିଖୋଜ କ୍ଷେତ୍ରରେ ଦେଶର ୪ର୍ଥ ସ୍ଥାନରେ ଓଡ଼ିଶା

ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ୍ ସରଜଙ୍ଘା ଗାଁର ଫ୍ଲୋରା ଲାକଡ଼ାଙ୍କ ପରିବାର । ଏକମାତ୍ର ଅଲିଅଳି ଝିଅକୁ ମାତ୍ର ୧୪ ବର୍ଷ ବୟସ ହୋଇଥିବା ବେଳେ ସେବେଠୁ ଦଲାଲ ସହ ଦିଲ୍ଲୀ ଯାଇ ଆଉ ଫେରିନି ।

  • Monday, 08 May 2023
Puspa style Loot
ପୁଷ୍ପା ଷ୍ଟାଇଲରେ ମାଫିଆଙ୍କ ଆତଙ୍କରାଜ; ଗଛ କାଟି ରାସ୍ତା ଅବରୋଧ, ବନ କର୍ମଚାରୀଙ୍କୁ ଆକ୍ରମଣ କଲେ

ରାତି ଅଧିରେ ମାଫିଆଙ୍କ କାଠ ଚୋରା ଚାଲାଣ । ବନ ବିଭାଗ ଗାଡ଼ି ସିଜ୍ କରିବା ପରେ ପୁଷ୍ପା ଷ୍ଟାଇଲରେ ଛଡ଼ାଇ ନେବାକୁ ଉଦ୍ୟମ କଲେ ମାଫିଆ । ଦୁଇ ଦିନ ତଳେ ବାଲେଶ୍ୱର ନୀଳଗିରି ବନଖଣ୍ଡ ଅଞ୍ଚଳରେ ଘଟିଛି ଏମିତି ନାଟକୀୟ ଘଟଣା ।

  • Monday, 08 May 2023
Biplabi Dhananidhar Nayak
ପ୍ରଜାମେଳିର ନେତୃତ୍ୱ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲେ ମହାନ ବିପ୍ଲବୀ ଧରଣୀଧର ନାଏକ

କେନ୍ଦୁଝରର ମହାନ୍ ବିପ୍ଳବୀ ବୀର ଧରଣୀଧର ନାଏକ । ୧୮୯୧ମସିହାରେ କେନ୍ଦୁଝରର ତତ୍କାଳୀନ ରାଜାଙ୍କ ବିରୋଧରେ ହୋଇଥିବା ପ୍ରଜାମେଳୀର ସେ ନେଇଥିଲେ ନେତୃତ୍ୱ । ଯାହା ସେତେବେଳେ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା । ନିକଟରେ ପ୍ରଥମ ଥର ପାଇଁ ପ୍ରଶାସନ ତରଫରୁ ଜନ୍ମମାଟିରେ ପାଳିତ ହୋଇଛି ବିପ୍ଳବୀଙ୍କର ୧୫୯ତମ ଜନ୍ମ ଜୟନ୍ତୀ...

  • Monday, 08 May 2023
Retired employees
ହାତ ପତାଇ କୋଟିଏ ସଂଗ୍ରହ କଲେ, ଗଢିଦେଲେ ଲକ୍ଷ୍ମୀ ମନ୍ଦିର

ଦୁଆର ଦୁଆର ବୁଲି ଅର୍ଥ ସଂଗ୍ରହ କରିଲେ.. ମନ୍ଦିର ସାମ୍ନାରେ ବସି ବି ଲୋକଙ୍କୁ ହାତ ପତାଇଥିଲେ.. ଆଉ ଗଢିଦେଲେ ମା ଲକ୍ଷ୍ମୀଙ୍କ ଭବ୍ୟ ମନ୍ଦିର

  • Monday, 08 May 2023
Prerana
ସୁନା ଝିଅର ରେଶମୀ କାମ… ୫୦୦ ମହିଳାଙ୍କୁ କଲେଣି ସ୍ୱାବଲମ୍ବୀ

କେନ୍ଦୁଝରର ବଣମଲ୍ଲୀ ରାଜ୍ୟ ସାରା ମହ ମହ ବାସୁଛି.. ସୁନା ଝିଅ କୁନି ଦେହୁରୀ ରେଶମ ସୂତା କାରିଗରୀର କଳାକୁ ନେଇ ୫୦୦ ମହିଳାଙ୍କୁ କଲେଣି ସ୍ୱାବଲମ୍ବୀ

  • Monday, 08 May 2023
Yojanara Na Hariloot
ବୁଦ୍ଧ ପାର୍କ ନାଁରେ ହରିଲୁଟ୍

ବୁଦ୍ଧ ପାର୍କ ନାଁରେ ହରିଲୁଟ୍.. ଏଷ୍ଟିମେଟ୍ ୩୦ ଲକ୍ଷ ଟଙ୍କା କୁଆଡ଼େ ଗଲା ?

  • Monday, 08 May 2023
successful farming
୪୨ ଡିଗ୍ରୀ ଖରାରେ ବି ହେଉଛି ସେଓ ଚାଷ...ମାଲେମାଲ୍‌ ଚାଷୀ

କାଶ୍ମୀର ନୁହେଁ ଯାଜପୁରରେ ହେଉଛି ସେଓ ଚାଷ । ୪୨ ଡିଗ୍ରୀ ଖରାରେ ଫଳୁଛି ପ୍ରଚୁର ଫଳ...ଯେତେ ଇଚ୍ଛା ସେତେ ତୋଳ

  • Monday, 08 May 2023
Monkey menace
ଗୋଡ଼େଇ ଗୋଡ଼େଇ କାମୁଡ଼ୁଛନ୍ତି.. ପୁଳାଏ ମାଉଁସ ନେଇଯାଉଛନ୍ତି

ମାତିଛନ୍ତି ମାଙ୍କଡ଼.. ଲକ୍ଷ୍ୟ କରି ମାଡ଼ିବସୁଛନ୍ତି.. ଯୋଉଠି ପାରୁଛନ୍ତି କାମୁଡ଼ି ପୁଳାଏ ମାଉଁସ ନେଇଯାଉଛନ୍ତି..

  • Monday, 08 May 2023
Father and Daughter
ଝିଅ ଦେଲା ପ୍ରେରଣା, ୧୦୦ ଫୁଟ ସମୁଦ୍ର ଭିତରକୁ ଗଲେ ବାପା..

ଝିଅ ସାଙ୍ଗେ ବରାବର୍ ହେବାକୁ ୧୦୦ ଫୁଟ ସମୁଦ୍ର ଭିତରକୁ ଗଲେ ବାପା.. ପାଇଲେ ସଫଳତା, ମିଳିଲା ଲାଇସେନ୍ସ

  • Monday, 08 May 2023
Sarpanch
ଗାଁ ଲୋକଙ୍କ ପାଇଁ ନିଜ ଦରମା ଟଙ୍କାରେ ରାସ୍ତା କରିଦେଲେ ସରପଞ୍ଚ

ସାବାସ୍‌ ସରପଞ୍ଚ । ପ୍ରଶାସନକୁ ଅପେକ୍ଷା କଲେନି...ଗାଁରେ ରାସ୍ତା ନଥିବାରୁ ନିଜ ଦରମା ଟଙ୍କାରେ କରିଦେଲେ ନୂଆ ରାସ୍ତା । ୩୦ ବର୍ଷର ଚୁଟକିରେ ହେଲା ସମାଧାନ

  • Monday, 08 May 2023