• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Naba Das
ନବ ଦାସ ହତ୍ୟା ମାମଲା: FBI ସହାୟତା ମାଗି ନାହାନ୍ତି ରାଜ୍ୟ ସରକାର ?

ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ FBI ସହାୟତା ମାଗି ନାହାନ୍ତି ସରକାର । ଓଡ଼ିଶା ସରକାରଙ୍କ କୌଣସି ପ୍ରସ୍ତାବ ପାଇନଥିବା କହିଲା କେନ୍ଦ୍ର । RTI ଆବେଦନ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ସ୍ପଷ୍ଟୋକ୍ତି । ଲିଗାଲ୍ ସେଲ୍‌କୁ କୌଣସି ପ୍ରସ୍ତାବ ଆସିନଥିବା କହିଲା ଗୃହ ମନ୍ତ୍ରାଳୟ । ନବ ଦାସ ହତ୍ୟାର ତଦନ୍ତ ସହାୟତା ନେଇ ଆମେ କିଛି ଚିଠି ପାଇନୁ ବୋଲି କେନ୍ଦ ମନ୍ତ୍ରାଳୟ କହିଛି ।

  • Friday, 26 May 2023
model degree college
ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ, ଚାଲିଛି ଜାଗାଖୋଜା

ଗୋଟିଏ ପରେ ଗୋଟିଏ ଶିକ୍ଷାବର୍ଷ ଶେଷ ହେଉଛି, ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବାପରି ମଉଳୁଛି କୋରାପୁଟରେ ମଡେଲ ଡିଗ୍ରୀ କଲେଜର ସ୍ୱପ୍ନ...

  • Friday, 26 May 2023
Displaced for Baghua dam in Nayagarh
ଦେଇଥିବା ଜମିକୁ ନେଇଯିବାକୁ ଚକ୍ରାନ୍ତ

ସରୁନି ବାଘୁଆ ଡ୍ୟାମ୍ ବିସ୍ଥାପିତଙ୍କ ଦୁଃଖ..ବିସ୍ଥାପିତଙ୍କୁ ଘାରିଛି ଆଉଥରେ ଜମି ହରାଇବାର ଭୟ...

  • Friday, 26 May 2023
Puri sea beach
କାହା ସହ ଖେଳୁଛନ୍ତି ସରକାର ? ପର୍ଯ୍ୟଟକ ନା ଲାଇଫଗାର୍ଡ

ଅଶାନ୍ତ ସମୁଦ୍ରରୁ ପର୍ଯ୍ୟଟକଙ୍କୁ ସୁରକ୍ଷା ପାଇଁ କେବେ ସ୍ଥାୟୀ ନିଯୁକ୍ତ ହେବେ ଲାଇଫଗାର୍ଡ । କାହା ସହ ଖେଳୁଛନ୍ତି ସରକାର ? ଲାଇଭଗାର୍ଡ ନା ପର୍ଯ୍ୟଟକ

  • Friday, 26 May 2023
RS MP Niranjan Bisi
ଦୁର୍ଘଟଣା ନୁହେଁ ହିଟ୍ ଆଣ୍ଡ ରନ୍...

ଦୁର୍ଘଟଣା ନୁହେଁ ହିଟ୍ ଆଣ୍ଡ ରନ୍...ତେଜିଲା ରାଜ୍ୟସଭା ସାଂସଦଙ୍କ ଗିରଫ ଦାବି...

  • Friday, 26 May 2023
New Parliament to Inaugurate By PM Narendra Modi
ନୂଆ ସଂସଦ ଭବନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଆଉ ୨ ଦିନ ପରେ ନୂଆ ସଂସଦ ଭବନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଏଭଳି ଐତିହାସିକ ମୁହୂର୍ତ୍ତକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ, ଏହାକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ସମେତ ପ୍ରାୟ ୨୦ଟି ବିରୋଧୀ ଦଳ ।

  • Thursday, 25 May 2023
Odisha Weather News
କୋପ ଦେଖାଇଲା କାଳବୈଶାଖୀ

ଦିନ ଗୋଟାଏ ଯାଏଁ ସହି ହେଉନଥିଲା ଗରମ । କିନ୍ତୁ ଗୋଟାଏ ପରେ ହଠାତ କାଳବୈଶାଖୀ ପ୍ରଭାବରେ ସମ୍ପୂର୍ଣ୍ଣ ବଦଳିଗଲା ପାଣିପାଗ । ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାତିରେ ବ୍ରେକ୍ ଲଗାଇଛି କାଳବୈଶାଖୀ ବର୍ଷା ।

  • Thursday, 25 May 2023
Awas Yojana Scam
ହିତାଧିକାରୀଙ୍କୁ ସ୍ବପ୍ନ ପରି ଲାଗିଲାଣି ପିଏମ୍ ଆବାସ

ଯୋଗ୍ୟ ହିତାଧିକାରୀଙ୍କୁ ସ୍ବପ୍ନ ପରି ଲାଗିଲାଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ତାଲିକାରେ ନାଁ ଥିଲେ ବି କେବେ ଘର ମିଳିବ ସେକଥା କାହାକୁ ଜଣାନାହିଁ । ଗ୍ରାଉଣ୍ଡ ଜିରୋରୁ ଏଭଳି ପୁଳା ପୁଳା ଚିତ୍ର ଆସିବାରେ ଲାଗିଛି ।

  • Thursday, 25 May 2023
Plus 2 Admission
କ୍ୟାମ୍ପସରେ WI FI ସହ ପିଲାଙ୍କୁ ଦୈନିକ ମିଳିବ 1GB ଡାଟା

ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆସନ୍ତା ୨୯ରୁ ଆରମ୍ଭ ହେବ । ମାତ୍ର ମନ ପସନ୍ଦର କଲେଜରେ ସିଟ୍ ମିଳିବ ନା ନାହିଁ ତାକୁ ନେଇ ପିଲାଙ୍କ ଭିତରେ ଦ୍ୱନ୍ଦ୍ୱ। ଅନ୍ୟପଟେ ସିଟ୍ ବଢିବ ନା ନାହିଁ ସେନେଇ ଗଣଶିକ୍ଷା ବିଭାଗରେ ଏଯାଏ ଅଙ୍କ ଛିଡ଼ୁନି। ସେପଟେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ WIFI ସେବା ଉପଲବ୍ଧ ସହ ପିଲାଙ୍କୁ ଦୈନିକ ୱାନ୍ GB ଡାଟା ଫ୍ରି ରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

  • Thursday, 25 May 2023
FSSAI
ଆପଣ ଖାଉଥିବା ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ମାନ ଠିକ୍ ତ ?

ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ମାନ ପରଖିବାକୁ ଦେଶବ୍ୟାପୀ ଆରମ୍ଭ ହେବ ଯାଞ୍ଚ୍ ପ୍ରକ୍ରିୟା । ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦରେ ଅପମିଶ୍ରମଣ ରୋକିବା ତଥା ଏହାର ମାନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ FSSAI ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଏହି ନମୁନା ଯାଞ୍ଚ ସର୍ଭେ ।

  • Thursday, 25 May 2023
 Kathajodi river
ବିଷାକ୍ତ ହେଉଛି କଟକର ଲାଇଫ ଲାଇନ୍ କାଠଯୋଡ଼ି

କଟକ ସହରର ଅନ୍ୟତମ ଲାଇଫଲାଇନ୍ କାଠଯୋଡ଼ି ଏବେ ବିଷାକ୍ତ । କାରଣ ବର୍ଷ ତମାମ ଏ ନଦୀରେ ମିଶୁଛି ସହର ଯାକର ଆବର୍ଜନା ପାଣି । ଲୋକେ ହେଉଛନ୍ତି ରୋଗାକ୍ରାନ୍ତ ।

  • Thursday, 25 May 2023
Malkangiri Sarapanch Vs BDO
ଜନ ପ୍ରତିନିଧି ବନାମ ପ୍ରଶାସନିକ ଅଧିକାରୀ

ସରପଞ୍ଚ ବନାମ ବିଡିଓ ଜନ ପ୍ରତିନିଧି-ପ୍ରଶାସନିକ ଅଧିକାରୀ ତୁତୁ ମେଁମେଁ । ଜନ ପ୍ରତିନିଧି ବନାମ ପ୍ରଶାସନିକ ଅଧିକାରୀ । ମାଲକାନଗିରିରେ ବିଡିଓ ଓ ସରପଂଚଙ୍କ ମଧ୍ୟରେ ବଢୁଛି ବିବାଦ।

  • Thursday, 25 May 2023
Modi Naveen Politics
ନୂଆ ସମୀକରଣ ଯୋଜନାରେ କି ଶଙ୍ଖଦଳ ?

ନୂଆ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେଡି ଯୋଗ ଦେବାକୁ ଘୋଷଣା କରିବା ପରେ ତେଜିଲା ରାଜନୀତି। ରାଷ୍ଟ୍ରପତିଙ୍କ ବଦଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହାର ଉଦଘାଟନ କାର୍ଯ୍ୟକ୍ରମ ଥିବାରୁ ଜାତୀୟ ସ୍ତରରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିରୋଧୀ ।

  • Thursday, 25 May 2023
E NEWS
ତିତଲିଙ୍କ ମାଆ ଚରିତ୍ରରେ କିଏ ?

ତିତଲିଙ୍କ ମାଆ ଚରିତ୍ରରେ କିଏ ? କେମିତି ପାଇଲେ ମେଗା ଧାରାବାହିକ ତିତଲିର ଅଫର୍..?

  • Thursday, 25 May 2023
assistant teacher spotted
ପୋଷ୍ଟିଂ ସ୍କୁଲରେ କିନ୍ତୁ ରାଜୁତି DEO ଅଫିସରେ..

ସ୍କୁଲ୍ ଛାଡ଼ି DEO ଅଫିସରେ ଶିକ୍ଷକଙ୍କ ଫାଇଲ ଚାଷ.. ପଚାରିଲାରୁ ରାଗିଗଲେ

  • Thursday, 25 May 2023
Defunct tube-wells
୭ ନଳକୂଅ ସବୁ ଅଚଳ, ଚୁଆ ପାଣି ପିଇ ରୋଗାକ୍ରାନ୍ତ ଲୋକେ

କଲବଲ କରୁଛି ତାତି..ଏମିତି ସ୍ଥିତିରେ ପିଇବାକୁ ପାନୀୟ ଜଳ ନାହିଁ । ଚୁଆ ପାଣି ସାଜିଛି ସାହାରା..

  • Thursday, 25 May 2023
farmers script success
ଲେମ୍ବୁ ଚାଷ କରିଦେଲା ଲକ୍ଷପତି

ଲେମ୍ବୁ ଚାଷ କରିଛି ଲକ୍ଷପତି, ଚାକିରି ପଛରେ ନଧାଇଁ ପିଢି ପରେ ପିଢି ଚାଷ କରୁଛନ୍ତି ଲେମ୍ବୁ

  • Thursday, 25 May 2023
ISRO to lift-off India's ambitious moon mission Chandrayaan 3 in July
ଜହ୍ନରେ ପାଦ ଥାପିବ ଭାରତ

ପୁଣି ଆକାଶର ଛାତି ଚିରି ଜହ୍ନରେ ପାଦ ଥାପିବ ଭାରତ...ମୁନ୍‌ ମିଶନ ଚନ୍ଦ୍ରଯାନ-୩ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

  • Wednesday, 24 May 2023
This little girl has been tied to chains since 11 years
ଶିକୁଳିରେ ବନ୍ଧା ଶୈଶବ ଜୀବନ

ଶିକୁଳିରେ ବନ୍ଧା ଶୈଶବ ଜୀବନ..ଦିନେ କି ମାସେ ନୁହେଁ ୧୧ ବର୍ଷ ହେଲା ଏମିତି ଶିକୁଳିରେ ବନ୍ଧା ହୋଇଛି କୁନି ଝିଅ...

  • Wednesday, 24 May 2023
Incense sticks provide earning opportunity to these women in Boudh
ଧୂପକାଠି ଦେଉଛି ମାସକୁ ୧୦ ହଜାର ଟଙ୍କା

ଧୂପକାଠି ଦେଉଛି ରୋଜଗାର, ସ୍ୱାବଲମ୍ବୀ ଗାଁର ମହିଳା...ଧୂପକାଠି ତିଆରି କରି ସଫଳତାର ସିଡ଼ି ଚଢୁଛନ୍ତି ମହିଳା..

  • Wednesday, 24 May 2023
Railway Minister clears doubts of the students
ରେଳରେ ପିଲାଙ୍କ ଫଣ୍ଡା କ୍ଲିୟର୍

ହଇରେ ନାରଣ ସାର୍ ପଚାରିଲେ ଟ୍ରେନ୍ କିଏ ଚଳେଇଛି..ପିଲା କହିଲେ ଲୋକୋ ପାଇଲଟ୍ । ରେଳରେ ପିଲାଙ୍କ ଫଣ୍ଡା କ୍ଳିୟର କଲେ କେନ୍ଦ୍ରମନ୍ତ୍ରୀ...

  • Wednesday, 24 May 2023
Filmmaker from Titilagarh shines on Cannes red carpet
କାନ୍ସ ରେଡ୍‌ କାର୍ପେଟ୍‌ରେ ସମ୍ବଲପୁରୀ ଚମକ

କାନ୍ସ ଫେଷ୍ଟିଭାଲରେ ସମ୍ବଲପୁରୀ ବସ୍ତ୍ର ପ୍ରଦର୍ଶନ କଲେ ଟିଟିଲାଗଡ଼ର ଯୁବ ସିନେମା ନିର୍ମାତା ଜିତେନ୍ଦ୍ର ମିଶ୍ର...

  • Wednesday, 24 May 2023
Similipal Forest Range
ରାଜ୍ୟରେ ବଢୁଛି ଶିକାରୀଙ୍କ ଦୌରାତ୍ମ୍ୟ, ବିପଦରେ ବନ କର୍ମଚାରୀ

PCCF କହିଛନ୍ତି ୧୦ ଜଣ ଶିକାରୀ ଚିହ୍ନଟ ହୋଇଥିବା ବେଳେ ୨ ଗିରଫ ହୋଇଛନ୍ତି। 

  • Tuesday, 23 May 2023
2000 Notes Exchange
ଆଜିଠାରୁ ଆରମ୍ଭ ହେଲା ୨ ହଜାର ଟଙ୍କିଆ ନୋଟ୍ ବଦଳ

ଦେଶର ସବୁ ବ୍ୟାଙ୍କ ଶାଖାରେ ଆରମ୍ଭ ହୋଇଛି ନୋଟ ବଦଳ ବ୍ୟବସ୍ଥା।

  • Tuesday, 23 May 2023
Odisha Politics, BJD
ନିର୍ବାଚନକୁ ବର୍ଷେରୁ କମ୍ ସମୟ, ହେଲେ ବିଜେଡିକୁ ଘାରିଛି ସଂଗଠନ ଚିନ୍ତା

ତିନି ନୂଆ ମନ୍ତ୍ରୀଙ୍କ ପାଇଁ ବିଭାଗୀୟ କାମ ଚାଲେଞ୍ଜ ଯେତିକି, ସଂଗଠନ ଦାୟିତ୍ୱ ବି ସେତିକି। ନୂଆ ମନ୍ତ୍ରୀ, ନୂଆ ଦାୟିତ୍ୱ ଆଉ ନୂଆ ଚାଲେଞ୍ଜ।

  • Tuesday, 23 May 2023