ଦଳରେ ପ୍ରଚଣ୍ଡ ଗୋଷ୍ଠୀ କନ୍ଦଳ ଭିତରେ ୨୪ ବେଳକୁ ବଦଳିଯିବନି ତ ରାଜନୈତିକ ଦୃଶ୍ୟପଟ୍ଟ ? ଏକଦା ଗଞ୍ଜାମ ଜିଲ୍ଲାକୁ ମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରି ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ଥିବା ବିଧାୟକ ପ୍ରଦୀପ ପାଣଗ୍ରାହୀଙ୍କ ଏଭଳି ମନ୍ତବ୍ୟ ଏବେ ରାଜନୈତିକ ମହଲରେ ସୃଷ୍ଟି କରିଛି ବିସ୍ଫୋରଣ।
ତିନି ଦିନ ହେଲାଣି ଶ୍ରୀମନ୍ଦିରରେ ଅହେତୁକ ନୀତି ବିଳମ୍ବ, ଫଳରେ ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତ ଚରମ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏମିତିକି ରାତିରେ ଠାକୁରଙ୍କ ବଡ଼ସିଂହାର ବେଶ ବିଳମ୍ବ ହେଉଥିବାରୁ ଡେରି ପହୁଡ଼ ପାଇଁ ଠାକୁର ରାତି ଅନିଦ୍ରା ବି ହେଉଛନ୍ତି।
ଏଣିକି ଖୁବ୍ ସହଜରେ ପାଇପାରିବେ ହଜିଯାଇଥିବା ମୋବାଇଲ, ଆସିଲା ‘ସଂଚାର ସାଥି’
କର୍ଣ୍ଣାଟକ ସିଏମ୍ ରେସ୍ରେ ବାଜି ମାରିନେବେ କି ସିଦ୍ଦରମୈୟା? ସେ ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିବା ପରେ, ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହର ଲହରି ।
ଯୌତୁକ ପାଇଁ ବଧୂ ନିର୍ଯାତନା ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇଦେଲେ ବିଜେଡି ବିଧାୟକ ଶଶିଭୂଷଣ ବେହେରା
ବହୁ ବିରୋଧ ପରେ ଭୁବନେଶ୍ୱର ଉପକଣ୍ଠ ଭୁଆଶୁଣି ଡମ୍ପିଂୟାର୍ଡ ବନ୍ଦ ରଖିବାକୁ ଦାରୁଠେଙ୍ଗ ସରପଞ୍ଚଙ୍କୁ ଚିଠି ଲେଖି ଜଣାଇଲା ବିଏମସି...ଏଣେଦୈନିକ ୫ଶହ ଟନରୁ ଅଧିକ ବର୍ଜ୍ୟବସ୍ତୁର କେମିତି ହେବ ପରିଚାଳନା, ବଢ଼ିଲା ଚିନ୍ତା...
ଜଣକ ପରେ ଜଣେ ନେତା ମାମଲାରେ ଛନ୍ଦି ହେବା ପରେ ଦଳ ପାଇଁ ବଢୁଛି ଅଡୁଆ। କାହିଁକି ନା ୨୪ ନିର୍ବାଚନରେ ଏହି ପ୍ରସଙ୍ଗକୁ ବଡ଼ ମୁଦ୍ଦା କରିବାକୁ ସଜ ହେଲେଣି ବିରୋଧୀ। ନଗଦ ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂ ଦେଓ ଏବଂ ବିଧାୟକ ଶଶିଭୂଷଣ ବେହେରାଙ୍କ ବିରୋଧରେ ବଧୂ ନିର୍ଯାତନା ଅଭିଯୋଗ ଏବେ ରାଜ୍ୟ ରାଜନୀତିରେ ପାଲଟିଛି ବଡ଼ ପ୍ରସଙ୍ଗ।
ମହିଳା ଉଦ୍ୟୋଗୀ ଇନ୍ଦୁମତୀ...ଦୃଢ ଇଚ୍ଛାଶକ୍ତି ବଳରେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା
ଆବର୍ଜନାରୁ ତିଆରି ହେଉଛି ସୁନ୍ଦର କାରୁକାର୍ଯ୍ୟ..ଜୀବନ ପାଉଛି ପ୍ଲାଷ୍ଟିକ୍ ଅଳିଆ..
ଉଦଳାରେ ଦିନକୁ ୫ରୁ ୬ ଘଣ୍ଟା ବିଦ୍ୟୁତ କାଟ୍..ଅସହ୍ୟ ଗରମରେ ସିଝୁଛନ୍ତି ଲୋକେ ...
ଅନ୍ୟମାନଙ୍କ ପରି ଆଖିକୁ ଦେଖାଯାଏ ନାହିଁ ସିନା, ହେଲେ ସେମାନଙ୍କ ଆଖିରେ ଆଖିଏ ସ୍ୱପ୍ନ। ସେମାନେ ବି ଦିନେ ଦେଶ ପାଇଁ ଖେଳିବେ, ଆଉ ଦେଶ ପାଇଁ ଗୌରବ ଆଣିବା ପାଇଁ ସ୍ୱପ୍ନ ଦେଖିଛନ୍ତି, ହେଲେ ଅର୍ଥ ସାଜିଛି ବାଧକ...
ଶ୍ରୀଜଗନ୍ନାଥଙ୍କ ଭୂମିରେ ଇଞ୍ଜିନ କାହାକୁ ଦିଆଯିବ ସେ ନିଷ୍ପତ୍ତି ଆଗକୁ ନିଆଯିବ।
ଯଦିଓ ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଛି, ଉପକୂଳରେ କିନ୍ତୁ କଲବଲ କରୁଛି ହ୍ୟୁମିଡିଟି ବା ଆଦ୍ରତା।
ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ www.bseodisha.ac.inରେ ପରୀକ୍ଷା ଫଳ ଜାଣିପାରିବେ।
ତେବେ ବିଡ଼ମ୍ବନାର ବିଷୟର, ଦୁଇବର୍ଷ ତଳୁ ଏ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ଏଯାଏଁ ତାହା କାର୍ଯ୍ୟକାରୀ ହୋଇପାରୁନି କି, ଇ ପାର୍କିଂ ବ୍ୟବସ୍ଥା କଣ, ତାହା ଏଯାଏଁ ଅଧିକାଂଶ ଲୋକେ ଜାଣି ବି ନାହାନ୍ତି।
ବାହାଘରର ଦଶ ବାର ଦିନ ପରଠୁ ୪୦ ଲକ୍ଷ ଟଙ୍କା ପାଇଁ ଶାଶୁଘର ଲୋକେ ବୋହୂଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି ।
୨୦୧୯ ବିଧାନସଭା ନିର୍ବାଚନରେ ବଲାଙ୍ଗିର ଏମଏଲଏ ପାଇଁ ଲଢୁଥିବା ସ୍ୱାମୀ ଅର୍କେଶଙ୍କ ପାଇଁ ପ୍ରଚାର ବି କରିଥିଲେ ।
ସହରରୁ ଅଳ୍ପଦୂରରେ ବାଇପାସ୍ ରୋଡ୍ ଥିବାରୁ ଲୁଟେରାଙ୍କୁ ଖସିପଳାଇବାକୁ ସହଜ ହୋଇଥିବା କୁହାଯାଉଛି।
ଏପରିଦୃଶ୍ୟ କେଉଁ ଉପାନ୍ତ କି ଅବେହଳିତ ନୁହେଁ, ଖୋଦ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ।
‘କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ପିଆଜ ବିକିବୁ କାହାକୁ ?’
ଢାବା, ହୋଟେଲରୁ ପଲିଥିନ ଗୋଟାଇ କଣ କରନ୍ତି ବିଜୟ ?
ଭୋଗ କରିପାରିଲାନି ଠାକୁରଙ୍କ ଟଙ୍କା, ୯ ବର୍ଷ ଭୋଗିଲା ନର୍କ ଯନ୍ତ୍ରଣା…
ହଇରେ ନାରଣ, ୟାଙ୍କର ଫ୍ୟୁଜ୍ ହେବାକୁ ଏତେ ମନ !
ନ୍ୟୁକ୍ଲିୟର ଫ୍ୟାମିଲି ଯୁଗରେ ବି ବଞ୍ଚିଛି ଯୌଥ ପରିବାର ବ୍ୟବସ୍ଥା...ଗୋଟିଏ ଛାତ ତଳେ ରହୁଛନ୍ତି, ଏକ ମନ ହୋଇ ଚଳୁଛନ୍ତି ଚାରି ପିଢିର ୪୦ ସଦସ୍ୟ