• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Siali Creeper
ଜଙ୍ଗଲଜାତ ସାମଗ୍ରୀରେ ତିଆରି ହୁଏ ମହାପ୍ରଭୁଙ୍କ ରଥ ଦଉଡ଼ି

ମହାପ୍ରଭୁଙ୍କ ସେବାରେ ଶିଆଳି ଲତାର ବ୍ୟବହାର ଏକ ନିଆରା ପରମ୍ପରା । କାରଣ ଏହି ଜଙ୍ଗଲଜାତ ସାମଗ୍ରୀରେ ତିଆରି ହୁଏ ରଥ ଦଉଡ଼ି । କେନ୍ଦୁଝରର ପ୍ରସିଦ୍ଧ ନନ୍ଦିଘୋଷ ରଥକୁ ଏହି ଶିଆଳି ଲତାର ଦଉଡ଼ି ଦ୍ୱାରା ହିଁ ଟଣାଯାଏ ।

  • Friday, 16 June 2023
Power Cut During Match
ବିଦେଶୀ ଖେଳାଳିଙ୍କ ଆଗରେ ଓଡ଼ିଶାର ନାକ କାଟିଦେଲା ବିଦ୍ୟୁତ ବିଭ୍ରାଟ !

ଗତରାତିରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମଧ୍ୟରେ ଚାଲିଥିଲା ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ୍। ହାଫ୍ ଟାଇମରେ ଖେଳାଳିମାନେ ଡ୍ରେସିଂ ରୁମକୁ ଯିବା ବେଳେ, ଅଚାନକ କଟିଗଲା ଲାଇନ୍।

  • Friday, 16 June 2023
Heat Wave
ଲଗାତର ୪୦ ଡିଗ୍ରୀ ଉପରେ ରାଜ୍ୟର ସର୍ବୋଚ୍ଚ ପାରା

ଗ୍ରୀଷ୍ମର କୋପ ଏମିତି, ଦିନ ସାଢ଼େ ୧୧ଟା ବେଳକୁ ଏଠି ପାରା ୪୧ (୪୧.୬) ଡିଗ୍ରୀ ଟପି ଯାଇଥିଲା ବେଳେ ଅପରାହ୍ନ ସାଢ଼େ ଦୁଇଟା ବେଳକୁ ୪୪.୬ ଡିଗ୍ରୀ ଛୁଇଁଯାଇଥିଲା । ଯାହାକି ଆଜିର ଦିନ ଅର୍ଥାତ ଜୁନ୍ ୧୬ରେ ବିଗତ ୧୪ ବର୍ଷରେ ରାଜଧାନୀର ରେକର୍ଡ ତାତି ବୋଲି କୁହାଯାଉଛି ।

  • Friday, 16 June 2023
 2024 General Election
ବିଜେଡିକୁ ଘାରିଛି କି ଲୋକସଭା ନିର୍ବାଚନର ଭୟ ?

ବିଜେଡିକୁ ଲୋକସଭା ନିର୍ବାଚନ ଟେନ୍‌ସନ । ଏପରିକି MP ଥିବା ଦଳର ଅନେକ ନେତା ଲୋକସଭା ଅପେକ୍ଷା ବିଧାନସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି ।

  • Friday, 16 June 2023
Train Tragedy
ରେଳ ଦୁର୍ଘଟଣାକୁ ପୁରିଲାଣି ୨ ସପ୍ତାହ; ଏବେ ବି ମିଳୁନି କଣ୍ଟେନର୍‌ରେ ମୃତଦେହ

ସେଦିନ ଥିଲା ଶୁକ୍ରବାର, ଆଉ ଆଜି ବି ଶୁକ୍ରବାର। ବିତିଗଲାଣି ୧୫ ଦିନ। ଏବେ ବି କଣ୍ଟେନରରେ ମୃତଦେହ। ଆଉ ମୃତଦେହ ପାଇଁ ହସ୍ପିଟାଲ ବାହାରେ ଅପେକ୍ଷାରତ ପରିବାର।

  • Friday, 16 June 2023
s
ଭକ୍ତଙ୍କ ବିଶ୍ୱାସ ସହ ଖେଳ ! ମହାପ୍ରଭୁଙ୍କ ଅବଢ଼ା ନାଁରେ ପୁରୀରେ ମିଳୁଛି ଭେଜାଲ ଅବଢ଼ା

ଭକ୍ତଙ୍କ ବିଶ୍ୱାସ ସହିତ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ନକଲି ଅବଢ଼ା ବିକ୍ରି ଅଭିଯୋଗ। ପୁରୀ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଥିଲା। ଏହାକୁ ଭକ୍ତଙ୍କୁ ଦେବାକୁ ପ୍ରସ୍ତୁତ ହୋଇଥିବା ଅଭିଯୋଗ ହୋଇଛି।

  • Friday, 16 June 2023
Vigilance raids
ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା, ବାହାରିଲାଣି ରୁପା ହାତୀ ସହ ୬୦ ଲକ୍ଷ ବ୍ୟାଙ୍କ ଡିପୋଜିଟ

ନୟାଗଡ଼ର ନିଲମ୍ବିତ ଯୋଗାଣ ଅଧିକାରୀଙ୍କ ସଂପତ୍ତି ଦେଖି ଜଳକା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଚଢାଉ ବେଳେ ଅନେକ ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ ।

  • Friday, 16 June 2023
Man rides with 8 family members
ଦେଶୀ ଜୁଗାଡ଼ : ଗୋଟିଏ ବାଇକ୍‌ରେ ସବାର ହେଉଛନ୍ତି

ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ । ପୂରା ଦେଶୀ ବୁଦ୍ଧି ଲଗାଇଲେ...ବାଇକ୍‌ରେ ୮ ଜଣଙ୍କୁ ବସାଇ ନେବାର ବ୍ୟବସ୍ଥା କରିଦେଲେ ...ଦେଖିବା ଲୋକ ବି ଆଶ୍ଚର୍ଯ୍ୟ ହେଉଛି

  • Friday, 16 June 2023
Sesa Raja
ଫିକା ପଡ଼ିଲା ଶେଷ ରଜ

ଅସହ୍ୟ ଗରମ ଓ ଗୁଳୁଗୁଳି ପାଇଁ ଫିକା ପଡ଼ିଲା ଶେଷ ରଜ ।

  • Friday, 16 June 2023
News Fuse
ନାଳ ପାଣି ନଈ ପାଣି କିଛି ନୁହେଁ...ଆମେ ନାଚିବୁ, ରସବତୀ ବିଲାସ

ଆଲୋ ଆଲୋ ଇଏ କଣ? ରସବତୀ ନାଚିବ ବୋଲି କଣ ନାଳରେ? ଛି ଛି ଛି....କୁଣ୍ଡିଆକୁ କିଣିକି ନେବେ ଇଏ

  • Friday, 16 June 2023
‘Sesa Raja’
ରଜ ମଉଜ କମିନି, ଆଜି ଶେଷ ରଜ

ପ୍ରବଳ ଖରା ସତ୍ତ୍ୱେ କେନ୍ଦ୍ରାପଡ଼ାରେ ରଜ ମଉଜ କମିନି । ମୁଁ ଖାଣ୍ଟି ଓଡ଼ିଆ ଝିଅ ଗୀତ ଗାଇ ଗାଇ ଦୋଳି ଖେଳିଲେ ଯୁବତୀ....

  • Friday, 16 June 2023
last day of ‘Raja’
ଆଜି ସରିବ ରଜ ମଉଜ । ଶେଷ ରଜରେ ଜମିବ, ଦୋଳି,ପିଠା,ପାନ ଓ ବାଗୁଡ଼ିର ଆସର

ଆଜି ହେଉଛି ରଜ ପର୍ବର ଶେଷ ଦିନ। ରାଜ୍ୟର ଉପକୂଳ ଓଡ଼ିଶା ସମେତ ଅନ୍ୟ ଅଞ୍ଚଳରେ ବି ଧୂମଧାମରେ ପାଳିତ ହେଉଛି ରଜ ମହୋତ୍ସବ। ତିନି ଦିନ ଧରି ଦୋଳି, ପିଠା, ପାନ ମଜା ନେଉଛନ୍ତି ଗାଁଠୁ ସହର ଯାଏଁ ଲୋକେ...

  • Friday, 16 June 2023
Cyclone Biparjoy
ଗର୍ଜନ କରୁଛି ସମୁଦ୍ର, ଲ୍ୟାଣ୍ଡଫଲ୍‌ କରୁଛି ବାତ୍ୟା 'ବିପର୍ଯ୍ୟୟ'

ସୌରାଷ୍ଟ୍ର ଓ କଚ୍ଛ ଉପକୂଳବର୍ତ୍ତୀ ଅଞ୍ଚଳରେ ରେଡ୍ ଆଲର୍ଟ କରାଯାଇଛି । ଗୁଜରାଟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି । ୧୨୦ରୁ ୧୩୦ କିମି ବେଗରେ ମଧ୍ୟ ପବନ ବହୁଛି ।

  • Thursday, 15 June 2023
Puri Gajapati Maharaja Dibyasingha Deb
ସମସ୍ତଙ୍କ ସହଯୋଗରେ ହେବ ମହାପ୍ରଭୁଙ୍କ ରଥଯାତ୍ରା: ଗଜପତି ଦିବ୍ୟସିଂହ ଦେବ

ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ସେବା ସୁନ୍ଦର ଭାବରେ ଚାଲିଛି । ଆମର ସଂପୂର୍ଣ୍ଣ ବିଶ୍ୱାସ ଅଛି, ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ରଥଯାତ୍ରା ସୁନ୍ଦର ଭାବରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଗଜପତି ଦିବ୍ୟସିଂହ ଦେବ ।

  • Thursday, 15 June 2023
Raja Sankranti 2023
ଗାଁ ମୁଣ୍ଡ ବରଗଛରୁ ସହରର ପାର୍କ, ସବୁଠି ଦୋଳିର ଆସର

ଗାଁ ମୁଣ୍ଡ ବରଗଛରୁ ସହରର ପାର୍କ, ସବୁଠି ଦୋଳିର ଆସର। ରଜ ଦୋଳିର ପାରମ୍ପରିକ ଗୀତ ସାଙ୍ଗକୁ ଆଧୁନିକ ସଙ୍ଗୀତର ତାଳେ ତାଳେ ଝୁମିଛନ୍ତି କୁଆଁରୀ ଓ ଝିଅ ବୋହୂ। ରଜ ସଂକ୍ରାନ୍ତିରେ ଉତ୍ସବମୁଖର ପୁରପଲ୍ଲୀ। ରଜପାନ ଓ ପୋଡ଼ପିଠାର ବାସ୍ନାରେ ମହକୁଛି ପରିବେଶ।

  • Thursday, 15 June 2023
Accident
ବେଆଇନ ପାର୍କିଂ ପାଇଁ ବଢୁଛି କି ଦୁର୍ଘଟଣା?

ମଙ୍ଗଳବାର ରାତିରେ ବଲାଙ୍ଗୀର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ଏବେ ଚାଲିଛି କାରଣ ଖୋଜା। କୁହାଯାଉଛି, ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଟ୍ରକ୍ ନଥିଲେ ଏତେ ବଡ଼ ଦୁର୍ଘଟଣା ହୋଇ ନଥାନ୍ତା। ତେଣୁ ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ଠିଆ ହେଉଥିବା ଗାଡ଼ିଗୁଡ଼ିକୁ ନେଇ ପ୍ରଶ୍ନ ଉଠିଲାଣି।

  • Thursday, 15 June 2023
medical student
କେମିତି ମଲେ ଡାକ୍ତରୀ ଛାତ୍ରୀ?

ବ୍ରହ୍ମପୁର MKCG ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ପିଜି ପ୍ରଥମ ବର୍ଷ ଛାତ୍ରୀ ଶୁଭାନୀ ପଟ୍ଟନାୟକଙ୍କୁ ହଷ୍ଟେଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଝିଅର ମୃତ୍ୟୁ ନେଇ ବାପା ଗଣମାଧ୍ୟମରେ ମୁହଁ ଖୋଲୁନଥିବାରୁ ଶୁଭାନୀଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ସସପେନ୍ସ।

  • Thursday, 15 June 2023
Uniform Civil Code: Law Commission seeks views from public, religious bodies
ପୁଣି ଥରେ ଚର୍ଚ୍ଚାରେ ୟୁନିଫର୍ମ ସିଭିଲ କୋଡ୍

ପୁଣି ଥରେ ଚର୍ଚ୍ଚାରେ ୟୁନିଫର୍ମ ସିଭିଲ କୋଡ୍। ସମାନ ନାଗରିକ ସଂହିତା ନେଇ ଜନସାଧାରଣ ଓ ଧାର୍ମିକ ସଂଗଠନର ମତାମତ ଲୋଡ଼ିଛନ୍ତି ଲ’ କମିଶନ୍। ଏହାପରେ ୟୁନିଫର୍ମ ସିଭିଲ କୋଡକୁ ନେଇ ଆରମ୍ଭ ହୋଇଗଲାଣି ଧର୍ମଗତ ତର୍କ ବିତର୍କ।

  • Thursday, 15 June 2023
PM Awas Yojana
ଆବାସ ଯୋଜନା; ମାଇଲେଜ୍‌ ପାଇଁ ଟଣାଓଟରା

ବହୁ ବାଦ ବିବାଦ, ଆରୋପ ପ୍ରତ୍ୟାରୋପ ପରେ ଶେଷରେ ପିଏମ୍ ଆବାସ ଯୋଜନାରେ ଘର ବଣ୍ଟନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । କେନ୍ଦ୍ର ମଂଜୁର କରିଥିବା ପ୍ରାୟ ୯ଲକ୍ଷ ୫୦ ହଜାର ଘର ଲାଗି କାର୍ଯ୍ୟଦେଶ ବାଣ୍ଟିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଥିପାଇଁ ଅନଲାଇନରେ ଦିଆଯିବ କାର୍ଯ୍ୟାଦେଶ। ସେପଟେ କାଳେ ଆବାସ ବଣ୍ଟନରୁ ମୋଦି ସରକାର ମାଇଲେଜ୍ ନେଇଯିବେ, ସେଥିପାଇଁ ଆସନ୍ତାକାଲିଠାରୁ ମୋ ଘର ଯୋଜନାରେ ଆବେଦନ ଗ୍ରହଣ କରିବେ ରାଜ୍ୟ ସରକାର । ଯାହାକୁ ନେଇ ପୁଣି ତେଜିଛି ରାଜନୀତି ।

  • Thursday, 15 June 2023
Srimandir Corridor Project
ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ଆଉଟର ଆକସେସ୍ ରୋଡ

ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ଆଉଟର ଆକସେସ୍ ରୋଡ। ଓବିସିସି ଅଧିକାରୀଙ୍କ ଉପସ୍ଥିତିରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲେ ବି ଚାରିଦ୍ବାର ପଟେ ଅସମ୍ପୂର୍ଣ୍ଣ କାମକୁ ନେଇ ଭକ୍ତ ଓ ସାହି ବାସିନ୍ଦାଙ୍କ ଅସନ୍ତୋଷ ଥମିନି। ଆଗାମୀ ରଥଯାତ୍ରାରେ ଭକ୍ତଙ୍କ ଯାତାୟାତ ପାଇଁ ଏହା ବେଶ୍ ଫଳପ୍ରଦ ହେବ ବୋଲି ପ୍ରଶାସନ କହୁଥିଲାବେଳେ ବାସ୍ତବ ସ୍ଥିତି ପରଖିଥିଲା ଓଟିଭି ଟିମ୍।

  • Thursday, 15 June 2023
Nabajouban Darshan
ଉଭା ନାହିଁ, ସାହାଣ ମେଲା ମାତ୍ର ଘଣ୍ଟାଏ; ଏତେ କମ ସମୟରେ ସମସ୍ତେ ଜଗା ଦର୍ଶନ ପାଇବେ ତ ?

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆସନ୍ତା ୧୯ ତାରିଖରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ । ହେଲେ ଏବର୍ଷ ଉଭା ନଥିବାରୁ ଶ୍ରଦ୍ଧାଳୁଙ୍କୁ ମାତ୍ର ୩ ଘଣ୍ଟାର ନବ ଯୌବନ ଦର୍ଶନ ସୁଯୋଗ ମିଳିବ ବୋଲି ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ଦଶମୂଳକ ମୋଦକ ସେବନ ପରେ ଶ୍ରୀଜୀଉଙ୍କ ସୁସ୍ଥତା ଖବରକୁ ଗଜପତିଙ୍କୁ ଜଣାଇବା ପାଇଁ ଆଜି ସଂପନ୍ନ ହୋଇଛି ରାଜପ୍ରାସାଦ ବିଜେ ନୀତି ।

  • Thursday, 15 June 2023
Cyclone Biparjoy
ଗୁଜରାଟ ଉପକୂଳ ଛୁଇଁବା ଆରମ୍ଭ କଲାଣି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବିପର୍ଯ୍ୟୟ

ଗୁଜରାଟ ଉପକୂଳ ଛୁଇଁବା ଆରମ୍ଭ କଲାଣି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବିପର୍ଯ୍ୟୟ । ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଆରମ୍ଭ ହୋଇଛି ସାଇକ୍ଲୋନର ଲ୍ୟାଣ୍ଡଫଲ ପ୍ରକ୍ରିୟା। ପବନର ବେଗ ବଢ଼ିବାରେ ଲାଗିଛି, ବର୍ଷା ବି ଜୋରଦାର ଛେଚୁଛି। ଘଣ୍ଟାପ୍ରତି ପ୍ରାୟ ୧୨୦ କିଲୋମିଟର ବେଗରେ ବହୁଛି ପବନ। ସେପଟେ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ୩ ସେନା, କୋଷ୍ଟଗାର୍ଡ ଓ ବିପର୍ଯ୍ୟୟ ପ୍ରଶମନ ବାହିନୀ ।

  • Thursday, 15 June 2023
5 children killed
ଏମିତି ବି ଆସେ ମୃତ୍ୟୁ ! ଶୋଇଥିଲା ପରିବାର, ଘରେ ନିଆଁ ଲାଗି ଚାଲିଗଲା ୬ ଜୀବନ

ପୋଲିସର କହିବା ଅନୁସାରେ ଶୋଇଥିବା ସମୟରେ ହଠାତ୍‌ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ମା’ ସଙ୍ଗୀତାଙ୍କ ସହ ତାଙ୍କର ପାଞ୍ଚ ପିଲା ଘର ଭିତରେ ଫସି ରହିଥିଲେ । ଘର ଭିତରୁ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା ।

  • Thursday, 15 June 2023
Fire breaks out coaching centre
କୋଚିଂ ସେଣ୍ଟରରେ ଭୟଙ୍କର ନିଆଁ, ଭୟରେ କୋଠାରୁ ଡେଇଁ ପଡ଼ିଲେ ଛାତ୍ରଛାତ୍ରୀ

ରାଜଧାନୀ ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା କୋଚିଂ ସେଣ୍ଟରରେ ଲାଗିଛି ନିଆଁ

  • Thursday, 15 June 2023
Nabajouban Darshan
ଜୁନ୍‌ ୧୯ରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ଜୁନ୍‌ ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନବଯୌବନ ଦର୍ଶନ ନେଇ ପ୍ରେସ୍‌ମିଟ୍‌ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

  • Thursday, 15 June 2023