• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Girls and boys enjoy swings
ଜମୁଛି ରଜ; ପୁଅମାନେ ବି ଖେଳୁଛନ୍ତି ଦୋଳି

ଜମୁଛି ରଜ । ଗାଁ ଗହଳିରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ରଜ ।

  • Wednesday, 14 June 2023
Raja Celebration
ଧୁମଧାମରେ ପାଳନ ହେଉଛି ରଜ

ଧୁମଧାମରେ ପାଳନ ହେଉଛି ରଜ ଉତ୍ସବ । ଗୋଟିଏ ବରଗଛରେ ୧୧ ଦୋଳି । ଝିଅଙ୍କ ଆନନ୍ଦ କହିଲେ ନସରେ ।

  • Wednesday, 14 June 2023
Electricity issue
ଭୋକର ହରତଳ ଆଗରେ ମୁଣ୍ଡ ନୁଆଇଁଲା ବିଦ୍ୟୁତ ବିଭାଗ

ପୁରୀ ଜିଲ୍ଲା ପିପିଲିରେ ଦଲକାଏ ପବନରେ ଘଂଟା ଘଂଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହୁଛି । ବାରମ୍ବାର ଅଭିଯୋଗ କଲେ ବି ଫଳ ଶୂନ ।

  • Wednesday, 14 June 2023
Congress MLA Sura Routray celebrates Pahili Raja
ସୁର ଖେଳିଲେ ରଜ ଦୋଳି

ରଜ ଦୋଳି ଖେଳିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

  • Wednesday, 14 June 2023
Minor Boy Death In Crocodile Attack
ମା’ ଆଖି ସାମ୍ନାରେ ପୁଅକୁ ଝାମ୍ପିନେଲା କୁମ୍ଭୀର

ପୁଅକୁ ହରାଇ ଛାତି ବାଡ଼େଇ କାନ୍ଦୁଛି ଅଭାଗିନୀ ମା’

  • Wednesday, 14 June 2023
AbbasYojanaFai
ଅସହାୟଙ୍କୁ ଆବାସ ନିଅଣ୍ଟ, ପାଲ ତଳେ ବିତୁଛି ଜୀବନ

କିଏ କୁଡ଼ିଆ କରିଛି ତ ଆଉ କିଏ ଜରିପାଲକୁ ଆଶ୍ରା କରି ସେଥିରେ ମୁଣ୍ଡ ଗୁଞ୍ଜୁଛି । ବ୍ୟବସ୍ଥା ସତେ ଯେମିତି ଏହି ଅସହାୟଙ୍କୁ ଉପହାସ କରୁଛି । କେବେ ଏମାନଙ୍କ ଦୁଃଖ ଲାଘବ ହେବ ତାକୁ ନେଇ ଚାତକ ଭଳି ଚାହିଁ ରହିଛନ୍ତି....

  • Wednesday, 14 June 2023
Divyang seeks financial assistance for higher education in Odisha’s Koraput
କୋରାପୁଟ ସୁନାବେଡ଼ାର ଦିବ୍ୟାଙ୍ଗ ଶେଖର ଉଚ୍ଚ ଶିକ୍ଷା ପାଇଁ ସାହାଯ୍ୟ ମାଗୁଛି

ପାଠ ପଢିବାକୁ ଇଛା ଥିଲେ ମଧ୍ୟ ପରିସ୍ଥିତି ପାଠରେ ଡୋରି ଲଗାଇଛି । ଘରର ପରିସ୍ଥିତି ଏପରି ଯେ ଦେଖିଲେ ଆଖି ଛଳଛଳ ହୋଇଯିବ ଆଉ ଲୁହ ଜକେଇ ଆସିବ ।

  • Wednesday, 14 June 2023
Lift Irrigation project Issue
ପ୍ରକଳ୍ପ ତ ହୋଇଗଲା କିନ୍ତୁ ବର୍ଷ କେତେଟା ଯାଇନି ତାହା ଏବେ ଦିଗହରା

ମରାମତି ଅଭାବରୁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ । ଫଳରେ ଚାଷୀ ନାହିଁ ନଥିବା ସମସ୍ୟାରେ ଦହଗଞ୍ଚ ହେଉଛନ୍ତି ।

  • Wednesday, 14 June 2023
Cinema hall in Odisha’s Baripada stare at uncertain future
ଓଡ଼ିଆ ଫିଲ୍ମ ଓ ସିନେମା ହଲ୍ ର ଅବସ୍ଥା ଶୋଚନୀୟ, ସେ ସବୁ ଏବେ ଭୂତ କୋଠି ପାଲଟିଛି

ଦିନେ ଓଡ଼ିଆ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଥିଲା । ସିନେମା ହଲରେ ବି ଖଚାଖଚ ଭିଡ଼ ଲାଗୁଥିଲା । ଏବେ ଆଉ ସେ ସମୟ ନାହିଁ ।

  • Wednesday, 14 June 2023
Loosely hanging electric wires pose threat in Chandbali
ଏଡ଼ାଇ ହେବନି ଅଘଟଣ; ବିପଦ ସଙ୍କୁଳ ଅବସ୍ଥାରେ ଗାଁ ସାହି ଦେଇ ଯାଇଛି ବିଦ୍ୟୁତ ତାର

ଏଡ଼ାଇ ହେବନି ଅଘଟଣ; ବିପଦ ସଙ୍କୁଳ ଅବସ୍ଥାରେ ଗାଁ ସାହି ଦେଇ ଯାଇଛି ବିଦ୍ୟୁତ ତାର

  • Wednesday, 14 June 2023
TribalHostel
ହଷ୍ଟେଲ କୋଠା ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ, ୧୩ ବର୍ଷ ହେଲା ସରୁନି କାମ

୧୩ ବର୍ଷ ହେଲାଣି ନା ଛାତ୍ରୀ ନିବାସ କୋଠା ନିର୍ମାଣ କାମ ସରୁଛି ନା ଛାତ୍ରୀମାନଙ୍କ ପାଇଁ ରହଣି ସୁବିଧା ହେଉଛି । ଠିକାଦାର କୋଠାଟିକୁ ନିମ୍ନ ମାନର କାମ କରିଥିବାରୁ ଏବେ ଏହା ପିଲାଙ୍କ କାମରେ ଆସୁନି ବୋଲି ଅଭିଯୋଗ ହୋଇଛି ।

  • Wednesday, 14 June 2023
Education system
୧୦ କୋଟିର କଲେଜ, ଏବେ ଭୂତକୋଠି । ଦିନେ ବି ପାଠପଢା ହୋଇନି

ନାମଫଳକରେ ଚକାଚକ୍ ବିଇଡି କଲେଜ, ପାଠପଢା ଶୂନ । ନିର୍ମାଣ ପରଠୁ ଦିନଟିଏ ବି ପାଠ ପଢିନାହାନ୍ତି ଛାତ୍ରଛାତ୍ରୀ । ମାଲକାନଗିରି ଛାତ୍ରଛାତ୍ରୀଙ୍କ ଶିକ୍ଷକ ହେବାର ସ୍ୱପ୍ନ ଧୂଳିଶାତ୍ ।

  • Tuesday, 13 June 2023
National Cancer Survivors Day
ଦୁଲଦୁଲି ବାଦ୍ୟର ତାଳେତାଳେ ନାଚିଲେ କ୍ୟାନସର ପୀଡିତ

କ୍ୟାନସର ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ । ବରଗଡ଼ରେ ଦୁଲଦୁଲି ବାଦ୍ୟ ଓ ସମ୍ବଲପୁରୀ ଗୀତରେ ନାଚିଲେ କ୍ୟାନସର ପୀଡିତ ।

  • Tuesday, 13 June 2023
College topper
କଲେଜ ଟପ୍ପରଙ୍କ ଦୁଃଖ, ଟିଉସନ୍ କରି ଘର ଚଳାଉଛନ୍ତି

ଟ୍ୟୁସନ କରି ପାଠ ପଢିଲେ କଲେଜ ଟପ୍ପର ହେଲେ ଭଦ୍ରକ ଝିଅ ରାଧାରାଣୀ । କୋଚିଂ କିମ୍ବା ପଢା ଖର୍ଚ୍ଚ ପାଇଁ ଟଙ୍କା ନଥିଲା । ତଥାପି ପରିସ୍ଥିତି ଆଗରେ ହାର୍ ନ ମାନି ଚାଳଘର ମାଟି ଚଟାଣରେ ପଢି ସବୁଠୁ ଅଧିକ ନମ୍ବର ରଖିଲେ ।

  • Tuesday, 13 June 2023
Harassment slur on singer Sourin Bhatt
ବଲିଉଡର ଆଗଧାଡ଼ିର ପ୍ଲେ ବ୍ୟାକ୍ ସିଙ୍ଗର ସୌରୀନ ଭଟ୍ଟଙ୍କ ବିରୋଧରେ ସଙ୍ଗୀନ ମାମଲା

କିନ୍ତୁ ଅଭିଯୋଗ ନେଇ ସୌରୀନଙ୍କ ପ୍ରତିକ୍ରିୟା ମିଳପାରିନି ।

  • Monday, 12 June 2023
 Vigilance Raid
ବିଳାସପୂର୍ଣ୍ଣ ଘରେ ଲକ୍ଷାଧିକ ଟଙ୍କାର ଇଣ୍ଟେରିୟର କରିଛନ୍ତି ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ପଡିଥିବା କଟକ ସଦର ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ବିକାଶ ଚନ୍ଦ୍ର ଭୂୟାଁଙ୍କ ଠାରୁ ଆଜି ଜବତ ହୋଇଛି ଅମାପ ସମ୍ପତ୍ତି ।

  • Monday, 12 June 2023
SHG Groups
ସିଏମ୍ ରିଲିଫ୍ ଫଣ୍ଡ୍ ଭଳି ସମାନ୍ତରାଳ ଭାବେ ଗଠନ ହେବାକୁ ଥିବା SHG ରିଲିଫ୍ ଫଣ୍ଡକୁ ନେଇ ବିବାଦ

SHGଙ୍କୁ କାମ ନମିଳିବା ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

  • Monday, 12 June 2023
Train Tragedy
ବାହାନଗା ଟ୍ରେନ୍ ଟ୍ରାଜେଡିରେ ସିବିଆଇ ହାତରେ କେଉଁ ପ୍ରମାଣ ଲାଗିଲା ?

ଦୁର୍ଘଟଣା ପଛରେ ଆଉ କିଏ, ସେନେଇ ପ୍ରାୟ ସପ୍ତାହେ ଧରି ଘଣ୍ଟାଚକଟା କରିବା ପରେ ସିବିଆଇ ଆଜି ବାଲେଶ୍ବର ଛାଡୁଥିବା ଚର୍ଚ୍ଚା ହେଉଛି।

  • Monday, 12 June 2023
Odisha Power Cut
ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଲା ଲାଇନ। ସଂସ୍କୃତି ମନ୍ତ୍ରୀଙ୍କ ଘରେ ବିଜୁଳି ଗାଏବ

ଜେନେରେଟର ଲାଗିବା ପରେ ସ୍ୱାଭାବିକ ହୋଇଥିଲା ସଭା। ପ୍ରାୟ ୩୦ ମିନିଟ ପରେ ଆସିଲା ଲାଇନ୍।

  • Monday, 12 June 2023
Weather Update
ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁଗୁଳି

ରାଜଧାନୀରେ ଆଜି ସକାଳ ସାଢ଼େ ୮ଟା ବେଳକୁ ୬୫ ପ୍ରତିଶତ ଆର୍ଦ୍ରତା ସହ ୩୫ ଡିଗ୍ରୀରେ ପହଞ୍ଚିଥିବା ପାରା ସାଢ଼େ ୧୧ଟା ବେଳକୁ ୪୧.୬ ଡିଗ୍ରୀ ପହଞ୍ଚିଯାଇଥିଲା।

  • Monday, 12 June 2023
Ratha Jatra
ଘୋଷଯାତ୍ରା ପାଇଁ ରଥଖଳାରେ ଧିରେ ଧିରେ ଦିବ୍ୟ

ନିଜ ହାତର ସ୍ପର୍ଶରେ ରଥକୁ ସୁନ୍ଦରପଣରେ ଭରିବା ପାଇଁ ସିଲେଇ କାମରେ ବ୍ୟସ୍ତ ଅଛନ୍ତି ଦରଜୀ ସେବାୟତ ।

  • Monday, 12 June 2023
Nandankanan Zoo
ଖରାରେ ସିଝୁଛି ପୂରା ଓଡ଼ିଶା

ଏମିତି ସମୟରେ ପଶୁପକ୍ଷୀଙ୍କୁ ଗ୍ରୀଷ୍ମ ଦାଉରୁ ରକ୍ଷା କରିବା ଲାଗି ରାଜ୍ୟର ବିଭିନ୍ନ ଚିଡ଼ିଆଖାନାରେ ହୋଇଛି ବ୍ୟାପକ ବ୍ୟବସ୍ଥା ।

  • Monday, 12 June 2023
Heat Wave
ଓଃ କି ଖରା..ଭୁବନେଶ୍ୱର-ସମ୍ବଲପୁରରେ ରେକର୍ଡ ଭାଙ୍ଗିଲା ତାତି

ଖରା..ଖରା..ଆଉ ଖାଲି ଖରା । ଆଜି ବି ଜାଳୁଛି, ଆଜି ବି କଲବଲ କରୁଛି । ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଉତ୍ତର, ସବୁଠି ଏତେ ଗରମ ଯେ, ଘରୁ ବାହାରିବା ମୁସକିଲ ହୋଇପଡ଼ିଛି । ଆଜି ସମ୍ବଲପୁରରେ ୪୬.୧ ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ୫ ସହରରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା ।

  • Monday, 12 June 2023
Locals demand research
ସୁରକ୍ଷା ମାଗୁଛି ଜଳେଶ୍ୱରର ରାଇବଣିଆ ଦୁର୍ଗ; ଶତ୍ରୁ କବଳରୁ ଦେଉଥିଲା ରକ୍ଷା

ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଜଳେଶ୍ୱର ନିକଟ ରାଇବଣିଆ ଗଡ଼ ଦୁର୍ଗ । ଏହି ଦୁର୍ଗ ଦିନେ ବାହ୍ୟ ଶତ୍ରୁ କବଳରୁ ରକ୍ଷା ଦେଉଥିଲା । ଏବେ କିନ୍ତୁ ରକ୍ଷଣା ବେକ୍ଷଣ ଅଭାବରୁ ଧ୍ୱଂସ ସ୍ତୁପ ପାଲଟି ଗଲାଣି....

  • Monday, 12 June 2023
Family seeks govt aide
ଜୀବନ ସଂଗ୍ରାମରେ ଏକାକି ଲଢୁଛନ୍ତି ମଙ୍ଗୁଳି, ସରକାର ସହାୟତା କେବେ?

ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ସୁନାର ସଂସାରରେ କିନ୍ତୁ ଦଇବ ଦାଉ ସାଥିଲା । ଅକର୍ମା ହୋଇଗଲା ରୋଜଗାରିଆ ପୁଅ । ଏବେ ବିଛଣାରେ ପଡ଼ି ପଡ଼ି ସରକାରୀ ସାହାଯ୍ୟକୁ ଚାତକ ପରି ଚାହିଁ ରହିଛନ୍ତି ମଙ୍ଗୁଳି ଓ ତାଙ୍କ ପରିବାର ଲୋକ । ସୁନ୍ଦରଗଡ଼ ବଣାଇ ଧରଣୀଧରପାଲିର ମଙ୍ଗୁଳିକୁ ସରକାରୀ ସହାୟତା ପାଇଁ ଦାବି ଜୋର ଧରିଛି...

  • Monday, 12 June 2023