କେନ୍ଦ୍ରାପଡ଼ାର ଆଳି ଓ ଯାଜପୁର ବିଞ୍ଝାରପୁରରେ ୨ ଦିନ ହେଲା,ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅକସ୍ମାତ ହଜାର ହଜାର,ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ହେବାରେ ଲାଗିଛି। ଆଉ ଅଜଣା ସୂତ୍ରରୁ ଆସିଥିବା ସେହି ଟଙ୍କାକୁ ଉଠାଇବା ପାଇଁ ଗ୍ରାହକଙ୍କ ମଧ୍ୟରେ ଲାଗିଛି ଧାଁ ଧପଡ଼।
କଂଗ୍ରେସକୁ କଣ୍ଟା ସୁର ରାଉତରାୟ ଫ୍ୟାମିଲି ପଲିଟିକ୍ସ। ପୁଅଙ୍କର ଗୋଟେ କଥା ତ ବାପାଙ୍କର ଆଉ ଗୋଟେ କଥା। ଏସବୁ ଭିତରେ ଆଜି ବିବାଦୀୟ ବୟାନକୁ ନେଇ ଦଳରୁ ନିଲମ୍ବନ ହୋଇଛନ୍ତି ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ। ତେବେ ପ୍ରତିକ୍ରିୟା ରଖି ମୁଁ କେବେ କଂଗ୍ରେସରେ ନଥିଲି, ଆଉ ଏବେ ନିଷ୍ପତ୍ତି ବଦଳାଇବିନି ବୋଲି ମନ୍ମଥ କହିଛନ୍ତି। ସୁର କିନ୍ତୁ ଏବେ ବି କହୁଛନ୍ତି ପୁଅ କଂଗ୍ରେସରୁ ହିଁ ଲଢ଼ିବ।
ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଜି-୨୦ ଶିଖର ସମ୍ମିଳନୀ। ଏହି ଦୁଇ ଦିନିଆ ସମ୍ମିଳନୀରେ ବିଶ୍ବର ପ୍ରମୁଖ ପ୍ରସଙ୍ଗ ଉପରେ ହେବ ଆଲୋଚନା । ଏଥିପାଇଁ ପହଞ୍ଚିବାରେ ଲାଗିଛନ୍ତି ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟ ଓ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ।
ଅସହାୟ ହୋଇ ଜଣେ ବାପା କାନ୍ଦୁଛି..ଛାତିରେ ତାରେ ଅନେକ କୋହ.. ଆଉ ତା ବାହୁରେ ବଳ ନାହିଁ.. କି ଛାତିରେ ଜୁ ନାହିଁ.. ଯାହାକୁ ବଳ ବୟସ ଅର୍ଥ ଖର୍ଚ୍ଚ କରି ଛୋଟରୁ ବଡ଼ କଲା ସେଇ ପୁଅ ଆଜି ମାରିଦେବାକୁ ଜଗିଛି..
ବାପା ପଠେଇଥିଲେ ବାଲି ତୃତୀୟା ଭାର.. ମାତ୍ର ୮୦ କିଲୋମିଟର ଦୂରରୁ ମନିଅର୍ଡର ଆସିବାକୁ ଲାଗିଗଲା ଦୀର୍ଘ ୫ ବର୍ଷ..
୫ଟି ସଚିବଙ୍କ ଜନଶୁଣାଣିକୁ ଅନେକ ରାଜନୈତିକ ବିରୋଧ ଏବଂ ସମାଲୋଚନା କରାଯାଉଛି.. ପାଣ୍ଡିଆନଙ୍କ ପ୍ରତିଶ୍ରୁତି ଯଦି ଏମିତି ଫେଲ୍ ମାରିବ ତେବେ ନିଶ୍ଚିତ ସମାଲୋଚକଙ୍କ ମୁହଁ ଆହୁରି ବଢିଯିବ ଏବଂ ଜନତା ମଧ୍ୟ ନିରାଶ ହେବେ..
ଝିଅର ବାହାଘର ଦିନ ଶୁଦ୍ଧିକ୍ରିୟା ପାଳିଲେ ପରିବାର ଲୋକ.. ଏପଟେ ପଡ଼ୁଥିଲା ହାତଗଣ୍ଠି.. ସେପଟେ ପିଣ୍ଡଦାନ କରୁଥିଲେ ବାପା ମାଆ..
5T ସଚିବଙ୍କ ଜିଲ୍ଲା ଗସ୍ତ ବିବାଦ ପରେ ଏବେ ପ୍ରଚାରଧର୍ମୀ ପୋଷ୍ଟରକୁ ନେଇ ରାଜନୈତିକ ଝଡ଼ । ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗିଥିବା ପାଣ୍ଡିଆନଙ୍କ ଷ୍ଟିକରକୁ ନେଇ ମୁହାଁମୁହିଁ ହୋଇଛନ୍ତି ଛାତ୍ର ବିଜେଡି ଓ ଏବିଭିପି । ପାଣ୍ଡିଆନଙ୍କ ପଲିଟିକାଲ୍ ପ୍ରମୋସନ ପାଇଁ ଚାରିଆଡ଼େ ପୋଷ୍ଟର ମରାଯାଉଥିବା ଚର୍ଚ୍ଚା ହେଉଥିବା ବେଳେ ଏହାକୁ କଡ଼ା ସମାଲୋଚନା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ୍ ।
କେଉଁ ଦଳରୁ ଲଢିବେ ସୁରଙ୍କ ପୁଅ ମନ୍ମଥ । ନିଷ୍ପତ୍ତିକୁ ନେଇ ବାପା-ପୁଅଙ୍କ ମଧ୍ୟରେ କଥା କଟାକଟି । ପୁଅ କହୁଛନ୍ତି କଂଗ୍ରେସରୁ ଲଢିବିନି । ବାପା କହୁଛନ୍ତି ଯଦି ଲଢିବୁ କଂଗ୍ରେସରୁ । ଏଣେ ବାପାଙ୍କ ସହ କଥାବାର୍ତ୍ତା ହୋଇନି, ଯଦି ମୋ ଆକଳନ ଭୁଲ ତେବେ ନିର୍ବାଚନ ଲଢ଼ିବି ନାହିଁ ବୋଲି ଆଜି ରୋକଠୋକ୍ କହିଛନ୍ତି ମନ୍ମଥ । ସୁରଙ୍କ ପରିବାରର ଏମିତି ରାଜନୈତିକ ହାଇଡ୍ରାମା କର୍ମୀ ଏବଂ ସଂଗଠନ ଉପରେ କଣ ପ୍ରଭାବ ପକାଇବ ତାକୁ ନେଇ ବି ଚର୍ଚ୍ଚା ଲାଗି ରହିଛି ।
ଦିନକ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ G-20 ରାଷ୍ଟ୍ରଗୋଷ୍ଠୀ ବୈଠକ । ଏହି ଶିଖର ସମ୍ମିଳନୀ ଲାଗି ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଓ ଅନ୍ୟ ନିମନ୍ତ୍ରିତ ଅତିଥି । ଯେଉଁଥି ପାଇଁ ଏବେ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଦିଲ୍ଲୀ ମହାନଗରୀ । ସେହିଭଳି ସାଜସଜ୍ଜାରେ ଓ ଅତିଥି ସତ୍କାର କ୍ଷେତ୍ରରେ ମଧ୍ୟ ସର୍ବୋତ୍କୃଷ୍ଟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବିଜ୍ଞାପନ ଓ ବାସ୍ତବତା, ୟା ଭିତରେ ଯେମିତି ଆକାଶପାତାଳ ତଫାତ୍ । ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ନେଇ ପ୍ରତିଦିନ କୋଟି କୋଟି ଟଙ୍କା ବ୍ୟୟରେ ଖବରକାଗଜମାନଙ୍କରେ ପ୍ରକାଶିତ ବିଜ୍ଞାପନକୁ କେବଳ ପ୍ରଚାରସର୍ବସ୍ୱ ବୋଲି ବିରୋଧୀ ସିଧାସଳଖ ଅଭିଯୋଗ ଆଣୁଥିବାବେଳେ ବିଜେଡି ତାର ଜବାବ ରଖିଛି । ହେଲେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ସତ ବଖାଣୁଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ।
ଭୁବନେଶ୍ୱର ଉପକଣ୍ଠ ଡେରାସ୍ ଅଞ୍ଚଳରେ ସରକାର ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମିଲିଭଗତରେ ଚାଲିଥିବା ଜମି ଜବରଦଖଲର ବଡ଼ ଖୁଲାସା । ଡେରାସ୍ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ପୋତି ଫାର୍ସହାଉସ୍ ତିଆରି କରାଯାଇଥିଲା । ଯାହାର ସତକୁ ମାଟି ଖୋଳି ସାମ୍ନାକୁ ଆଣିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ବିବାହ ଯୋଗ୍ୟା ଝିଅଟିଏ, ପରିବାର ଲୋକଙ୍କ ନିଷ୍ପତ୍ତି ବିରୋଧରେ ପ୍ରେମ ବିବାହ କରିବାରୁ ରାଗ ଓ ଅଭିମାନରେ ଝିଅ ପାଇଁ ଶୁଦ୍ଧି ହୋଇ ଗଲେ ଆତ୍ମୀୟ ଓ ଜ୍ଞାତି କୁଟୁମ୍ବ । ଏହି ଘଟଣା କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ପକ୍କା ଘରଟିଏ ନାହିଁ, ନା ମିଳୁଛି ନା ମିଳିବାର ଆଶା ଅଛି । ଶାସକ ଦଳ ନବୀନ ବିକାଶର କଥା କହୁଛି । ହେଲେ ଏହି ଗାଁ, ଗାଁର ଚିତ୍ର ଏବଂ ଲୋକମାନଙ୍କ ଦୁର୍ଦ୍ଦଶା ଦେଖିଲେ ଆପଣ ବି କହିବେ ଏଠି ଅପହଞ୍ଚ ନବୀନ ବିକାଶ…
ଘରେ ରହି ପରିବାରର ଦାୟିତ୍ୱ ବୁଝନ୍ତି । ସମୟ ବାହାର କରି ମହୁ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଘରର ଆର୍ଥିକ ସ୍ଥିତିରେ ନିଜର ଯୋଗଦାନ ଦେଉଛନ୍ତି ଗୃହିଣୀ । ଭଦ୍ରକ ଚାନ୍ଦବାଲି ସାଏନ୍ତା ଗ୍ରାମର ମହିଳା ଅନ୍ୟମାନଙ୍କ ପାଇଁ ଆଜି ପ୍ରେରଣା....
ନିଜ ଆଖିରେ ଜ୍ୟୋତି ନଥିଲେ କ’ଣ ହେଲା, ହଜାର ହଜାର ଛାତ୍ରଛାତ୍ରୀଙ୍କ ଜୀବନକୁ ଜ୍ଞାନର ଆଲୋକରେ ଆଲୋକିତ କରୁଛନ୍ତି ଦୃଷ୍ଟିବାଧିତ ଅଧ୍ୟାପକ କାମାକ୍ଷୀ ପ୍ରସାଦ ସାର୍....
ସମ୍ପର୍କୀୟଙ୍କ ନମ୍ବରରୁ କଲ୍ ଆସୁଛି, ଠକେଇର ଶିକାର ହେଉଛନ୍ତି କି ? ଜାଣନ୍ତୁ କେମିତି ସଚେତନ ହେବେ
ଆଜକୁ ହଜାର ହଜାର ବର୍ଷ ତଳେ ମୁନି ଋଷି ଆଧ୍ୟାତ୍ମିକ ପରିବେଶ ଭିତରେ ରହି ସିଦ୍ଧି ଲାଭ ପାଇଁ ଏଠାକାର ଗୁମ୍ପାରେ ତପସ୍ୟା କରୁଥିଲେ । ଗ୍ରାମବାସୀମାନେ ମଧ୍ୟ ସେଠାକୁ ଯାଇ ଗାଁର ମଙ୍ଗଳ କାମନା ସହ ଭଲ ଅମଳ ପାଇଁ ପ୍ରାର୍ଥନା କରୁଥିଲେ....
ନେତାଙ୍କ ଘର କେମିତି? ନେତାଙ୍କ ଘର ଆଗରେ ବହୁତ ଅଳିଆ, ଭିତରେ ...
ଫଳରେ ଭୋଟ୍ ପୂର୍ବରୁ ସରକାର ଆଣିଥିବା ଏ ଯୋଜନା ଏକ ପ୍ରକାର ଫସର ଫାଟିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍ ।
ବଜ୍ରପାତ ହେଲେ,ସୁଉଚ୍ଚ ହୋଇଥିବାରୁ ବିଜୁଳି ତାଳ ଗଛ ଉପରେ ପଡ଼ୁଥିଲା ଓ ତାଳ ଗଛ ନଷ୍ଟ ହୋଇଯାଉଥିଲା। କିନ୍ତୁ ବିଲବାଡ଼ିରେ କାମ କରୁଥିବା ଲୋକେ ବର୍ତ୍ତି ଯାଉଥିଲେ।
ତେଣେ ପାଣିପାଗ ବିଭାଗ କହୁଛି ସେପଟେମ୍ବରରେ ଲଘୁଚାପ ବର୍ଷା ନିଅଣ୍ଟିଆ ବର୍ଷା ପରିମାଣ ଭରଣା କରିଦେବ ।
ବାଇଡେନ୍ ଭାରତ ଆସୁଥିବା ନେଇ ସ୍ପଷ୍ଟ କରିଛି ହ୍ୱାଇଟ୍ ହାଉସ। ଏପଟେ ବାଇଡେନଙ୍କୁ ଆତିଥେୟତା ଦେବା ଅପେକ୍ଷାରେ ହୋଟେଲ୍ ଆଇଟିସି ମୌର୍ଯ୍ୟ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ୧୫ ବର୍ଷ ପୂରିଲା, ତଥାପି ଏବେ ବି ସବୁ କିଛି ରହସ୍ୟ ଘେରରେ ।
ଅଦମ୍ୟ ସାହସ, ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ ପାଇଁ ଅନ୍ୟମାନଙ୍କ ପାଇଁ ସେ ଉଦାହରଣ । ସେ ହେଲେ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ମହିଳା ଅଟୋ ଡ୍ରାଇଭର ଶକୁନ୍ତଳା ପୂର୍ତ୍ତି ଓରଫ ଅଟୋ ଦିଦି । ଅଟୋ ଚଳାଇ ଭଲ ଦି ପଇସା ରୋଜଗାର କରି ଆଜି ସେ ଅନ୍ୟମାନଙ୍କପାଇଁ ଉଦାହରଣ ପାଲଟିଛନ୍ତି....