ଗତ ମେ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ କିଛି ଲୋକ, ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।
ଇଏ କେମିତି ସମ୍ଭବ ? ଥରେ କି ଦୁଇ ଥର ନୁହେଁ ବରଂ ବର୍ଷସାରା ବଉଳ ଆସୁଛି, ଆମ୍ବ ଫଳୁଛି । ଅବଶ୍ୟ କଞ୍ଚା ବେଳେ ଟିକିଏ ଖଟା..କିନ୍ତୁ ପାଚିଗଲେ ପୂରା ମିଠା
ବିଟେକ୍ ପଢିଛନ୍ତି...ଚାକିରି ପଛରେ କିନ୍ତୁ ଧାଇଁଲେନି । କେମିତି ନିଜେ କ୍ଷେତରେ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବେ ସେହି ଚିନ୍ତା କଲେ । ବାସ୍...ଏବେ କୁକୁଡାଠୁ ଆରମ୍ଭ କରି ପୋଟଳ...ଯେମିତି ଫଳୁଛି ସେମିତି ରୋଜଗାର ବି ହେଉଛି
ଶହଶହ ବର୍ଷ ହେଲାଣି...ଭଙ୍ଗାଦଦରା ଡଙ୍ଗାରେ ନଈ ପାର ହେଉଛନ୍ତି ଲୋକେ । ୩ ଥର ଡଙ୍ଗା ବୁଡିଲାଣି...ମାସକୁ ଥରେ ଦୁର୍ଘଟଣା ହେଉଛି । ପ୍ରଶାସନ ଖାଲି ପ୍ରତିଶ୍ରୁତି ଦେଉଛି, ନେତା କହୁଛନ୍ତି ଟେଣ୍ଡର ଚାଲିଛି । ସମୟ ଗଡୁଛି...ପୋଲ କିନ୍ତୁ ହେଉନି
ଦିନେ ଭଲରେ ଚଲୁଥିଲେ, ଭଲ ଖାଉଥିଲେ...୨ ବର୍ଷ ତଳେ ବାପା ଚାଲିଯାଇଥିଲେ, ଏବେ ମାଆ ଚାଲିଗଲେ । ବଡ କଷ୍ଟରେ ଚଳୁଛନ୍ତି ୪ ଭାଇ-ଭଉଣୀ । ପଡୋଶୀ ଖାଇବାକୁ ଦେଲେ ଖାଉଛନ୍ତି ନହେଲେ ଉପାସ
ଅଷ୍ଟମ ଶ୍ରେଣୀର ପିଲା...ଭୋକର ଭୂଗୋଳ ଭିତରେ ଘାଣ୍ଟି ହେଉଛି । ବାପା ଥିବା ବେଳେ ଯାହା ଯେମିତି ଦେଉଥିଲେ ହେଲେ ୭ ବର୍ଷ ହେଲାଣି ସେ ବି ନିଖୋଜ । ପରିସ୍ଥିତିର ଦାସ ହୋଇ ଏବେ ମାଆ-ପୁଅ ବୁଲିବୁଲି ମାଗୁଛନ୍ତି ଭିକ...ପୁଣି ପୁଅର ଗୋଟିଏ ଗୋଡ ନାହିଁ କି ଗୋଟିଏ ହାତ ନାହିଁ
ଇଏ କଣ ? ରାସ୍ତାରେ ଯାଉଥିଲା କାର୍...ହଠାତ୍ ତା’ କାଚ ଭାଙ୍ଗି ପଶିଗଲା ଘୋଡ଼ା । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
୨ ମାସ ହେଲାଣି ଡଙ୍ଗା ନଥିଲା...ବଡ ହିନସ୍ତା ହେଉଥିଲେ ଲୋକେ...ପ୍ରଶାସନକୁ ଗୁହାରି କରିବା ପରେ ବି କେହି ଶୁଣିଲେନି । ସମସ୍ୟା ସୁଧାରିବାକୁ ଅଣ୍ଟା ଭିଡିଲେ ସରପଂଚ, ନିଜସ୍ୱ ଟଙ୍କାରେ କିଣିଦେଲେ ଡଙ୍ଗା । ଏବେ ହୁଳହୁଳି ପକାଇ ସ୍ୱାଗତ କଲେ ଲୋକେ
ଆଚାର୍ଯ୍ୟବିହାର ନିକଟ ବିଶେଶ୍ବର ବସ୍ତିରୁ ଆଜି ଜଣେ ମହିଳା ନିଶା ବ୍ୟବସାୟୀକୁ କାବୁ କରିଛି ଅବକାରୀ ଟିମ୍।
ଦିନକୁ ଦିନ ସହରରେ ବୁଲାକୁକୁରଙ୍କ ଦୌରାତ୍ମ୍ୟ ବଢ଼ୁଥିଲେ ବି ଏମାନଙ୍କୁ କାବୁ କରିବାରେ ସତେ ଯେମିତି ଫେଲ୍ ମାରିଛି ପ୍ରଶାସନ।
ଜ୍ୟୋତିକାନ୍ତଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ଥିବା ସତ୍ତ୍ୱେ ତାଙ୍କୁ କେମିତି ଜଗତସିଂହପୁର ବିଜେଡିର ଉପସଭାପତି ଭାବେ ନିଯୁକ୍ତ କରାଗଲା, ତାକୁ ନେଇ ଉଠିଛି ପ୍ରଶ୍ନ ।
ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ହେଲ୍ପ ଡେସ୍କ ରାଜନୀତି କରୁଥିବା ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଛାତ୍ର ସଂଗଠନ।
ଲିସାକୁ ନେଇ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚାଲିଛି ଚର୍ଚ୍ଚା-ଆଲୋଚନା, ବଢ଼ିଛି ଉତ୍ସାହ ଓ ଉତ୍ସୁକତା।
ବହୁ ସ୍ଥାନରେ ପୋଲ ଉପରେ ପାଣି ଚାଲୁଥିବାରୁ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼କୁ ଯୋଗାଯୋଗ ଠପ୍ ହୋଇଛି।
5Tସଚିବଙ୍କ ଜିଲ୍ଲା ଗସ୍ତ ଓ ଅଗଣତାନ୍ତ୍ରିକ କାର୍ଯ୍ୟକୁ ଉଠାଇବେ ବିଜେପି ଓ କଂଗ୍ରେସ।
5T ଜମାନାରେ ଏମିତି ବି ସ୍କୁଲ ନଜର ଆଢୁଆଳରେ ରହିଯାଇଛି ଯେଉଁଠି ପାଣି ଭିତରେ ପିଲା ପଢ଼ନ୍ତି। ସୋନପୁର ବିନିକାରୁ ଆସିଥିବା ଏ ଚିତ୍ର ଶିକ୍ଷା ବ୍ୟବସ୍ଥାର ଧଜିଆ ଉଡ଼ାଇଛି....
ଓଡ଼ିଶାର କୌଣସି ଦୁର୍ଗମ ଅଞ୍ଚଳ ନୁହେଁ ବରଂ ବାଲେଶ୍ୱର ଭଳି ଏକ ଅଗ୍ରଣୀ ଜିଲ୍ଲାର ସଦର ମହକୁମାଠାରୁ ମାତ୍ର 20 କିଲୋମିଟର ଦୂରରେ ଥିବା ଏହି ଗାଁକୁ ଯିବାକୁ ରାସ୍ତା ନାହିଁ...
ସରକାରଙ୍କୁ ଗୁହାରି ନେହୁରା ହୋଇ ବିଫଳ ହେବା ପରେ ପାହାଡ଼ ଉପରେ ପଥର କାଟି କେନାଲ ଖୋଳି କ୍ଷେତରେ ପାଣି ଚଳାଇଲେ ଗାଁ ଲୋକ ...
ବୁଢ଼ା ମଉସାଙ୍କ ପାଖରୁ ପାମ୍ପଡ଼ ଖାଇଲେ ସାଇକେଲ୍ ଦେବେ କହିଲେ କଲେକ୍ଟର
ମେଘ ସୁନ୍ଦରୀ ଦେଓମାଳିକୁ ଦେଉଛି ଚୁମ୍ବନ । ପ୍ରକୃତିର ଅପରୂପ ଶୋଭା ଦେଖି ବିମୋହିତ ପର୍ଯ୍ୟଟକ....
ବ୍ରିଜ୍ ତିଆରି ହେଲା ବେଳେ ମୁଁ କାମ କରୁଥିଲି । ମୁଁ ଜାଣିଛି, ତିଆରି ହେଲା ବେଳେ କେଉଁଠି ରହିଛି ଭୁଲ୍ । କିଏ କିଏ ଅଫିସର ସେତେବେଳେ ଥିଲେ ? ଜିଲ୍ଲାର କିଛି ବଡବଡିଆଙ୍କ ସହ ସେମାନଙ୍କର ରହିଛି ସଂପର୍କ । ଏହା କହିଛନ୍ତି ଏଇ ଯୁବକ
ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ ମୋକିମଙ୍କୁ ଦଳରୁ ସସପେଣ୍ଡ କରାଯିବା ପରେ ଏମିତି ପ୍ରତିକ୍ରିୟା ରଖିଲେ ବିଧାୟକ ସୁରେଶ ରାଉତରାୟ । କହିଲେ, କେତେ ଯିବେ କେତେ ଆସିବେ । ଧୈର୍ଯ୍ୟ ଧର ।
ଦିନ ଥିଲା କେବଳ ବଡ ସହରରେ ହିଁ ବିକାଶ ହେଉଥିଲା । କିନ୍ତୁ କିଛି ବ୍ୟକ୍ତିଙ୍କ ସ୍ୱାର୍ଥ ଲାଗି ବିକାଶରେ ଅନେକ ବାଧକ ସୃଷ୍ଟି ହେଉଥିଲା । କିନ୍ତୁ ଏବେ ସେମିତି ହେବନି : ପ୍ରଧାନମନ୍ତ୍ରୀ
ଗଣତନ୍ତ୍ର ସୁରକ୍ଷା ପାଇଁ ସମସ୍ତେ ମିଳିତ ଉଦ୍ୟମ କରିବେ । ଯେଉଁ ଦଳ କେନ୍ଦ୍ରରେ ଶାସନ କରୁଛି ସେହି ଦଳ ଗଣତନ୍ତ୍ର ଉପରେ ବିଶ୍ୱାସ କରେନି...ସରକାର ପରିବର୍ତ୍ତନ ହେବା ଦରକାର : ନରସିଂହ ମିଶ୍ର, କଂଗ୍ରେସ ବିଧାୟକ
ଜଗନ୍ନାଥଙ୍କ କୃପାରୁ ବସ୍ ବଞ୍ଚିଗଲା । ଯଦି କିଛି ହୋଇଥାଆନ୍ତି ତାହାଲେ ଦାୟୀ କିଏ ହୋଇଥାଆନ୍ତା? କୋଟି କୋଟି ଟଙ୍କା ଟୋଲ୍ ନେଉଛି ରାସ୍ତା ଦେଖିବ କିଏ : ବସ ମାଲିକ