• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Teachers Protest
ସ୍କୁଲରେ ତାଲା, ପାଠ ପଢା ଠପ୍‌..ଆନ୍ଦୋଳନରେ ବସିଛନ୍ତି ଶହଶହ ଶିକ୍ଷକ

ସ୍କୁଲରେ ତାଲା, ପାଠ ପଢା ଠପ୍‌ । ଆନ୍ଦୋଳନରେ ବସିଛନ୍ତି ଶହଶହ ଶିକ୍ଷକ..ପାଠ ପଢା କେବେ ସ୍ୱାଭାବିକ ହେବ ?

  • Friday, 15 September 2023
Lord Jagannath
୭ ଘଣ୍ଟା ଉପାସରେ ରହିଲେ ମହାପ୍ରଭୁ

ସେବାନିବୃତ୍ତ ସେବକ ଶଙ୍ଖମିତ୍ର ସିଂହାରୀ । ଯାହାଙ୍କ ଜିଦ୍‌ ପାଇଁ ୯ ଘଂଟା ଉପବାସରେ ରହିଲେ ମହାପ୍ରଭୁ

  • Friday, 15 September 2023
TV Channels
୧୪ ପ୍ରତିଷ୍ଠିତ ସାମ୍ବାଦିକ ଓ ନ୍ୟୁଜ୍‌ ଆଙ୍କରଙ୍କୁ ବ୍ଲାକ୍‌ ଲିଷ୍ଟ କଲା ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆ

ଦେଶର ପ୍ରମୁଖ ୯ ନ୍ୟୁଜ୍ ଚ୍ୟାନେଲ୍ । ୧୪ ପ୍ରତିଷ୍ଠିତ ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କର । ଜଣ ଜଣଙ୍କ ନାଁ ନେଇ ଲିଷ୍ଟ ଜାରି କରି ଏମାନଙ୍କୁ ବ୍ଲାକଲିଷ୍ଟ କରିଛି ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆ ।

  • Friday, 15 September 2023
Chitfund Case
ଠକ କମ୍ପାନୀର ଲୋଭନୀୟ ସ୍କିମ୍‌ରେ ପଡି ଲକ୍ଷଲକ୍ଷ ହରାଇବାକୁ ବିତିଲାଣି ୧୦ ବର୍ଷ

ଠକ କମ୍ପାନୀର ଲୋଭନୀୟ ସ୍କିମର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇବାକୁ ବିତିଗଲାଣି ୧୦ ବର୍ଷ । ଆଶା ଥିଲା ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତଙ୍କୁ ଜମାଟଙ୍କା ଫେରାଇବେ ସରକାର ।

  • Friday, 15 September 2023
Pradhan Mantri Viswakarma Yojana
କୌଳିକ ବୃତ୍ତିଧାରୀଙ୍କୁ ଖୁସି କରିବାକୁ ଉଦ୍ୟମ

ନିଜ ଜନ୍ମ ଦିନରେ ଦେଶର ୩୦ ଲକ୍ଷ ପରିବାରଙ୍କୁ ପିଏମ୍ ମୋଦି ଦେବେ ନୂଆ ଭେଟି । ୧୩ ହଜାର କୋଟିର ଏଇ ଯୋଜନାରେ ସୁନା, ଲୁହା, ଚମଡା, ହସ୍ତତନ୍ତ, କମାର, ରାଜମିସ୍ତ୍ରୀ ଭଳି ୧୮ଟି ପାରମ୍ପରିକ କୌଳିକ ବୃତ୍ତିରେ ଥିବା ୩୦ ଲକ୍ଷ ପରିବାରକୁ ମିଳିବ ପ୍ରୋତ୍ସାହନ ଓ ଏକାଧିକ ସୁବିଧା ।

  • Friday, 15 September 2023
Sarpanch Protests
ରାଜ୍ୟ ଶାସନରେ ଅଫିସର ରାଜ୍‌, ପଂଚାୟତରେ ବି ହାକିମାତି

ରାଜ୍ୟ ଶାସନରେ ଅଫିସରରାଜ୍, ପଞ୍ଚାୟତରେ ବି ହାକିମାତି । ସରପଞ୍ଚଙ୍କ କ୍ଷମତା ସଙ୍କୁଚିତ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି । ବ୍ୟବସ୍ଥା ବିରୋଧରେ ରାଜରାସ୍ତାରେ ସରପଞ୍ଚ । ଅଧିକାର ଦାବିରେ ଗର୍ଜିଲେ, ସମୁହ ଇସ୍ତଫା ଦେବାକୁ ଧମକ ମଧ୍ୟ ଦେଲେ ।

  • Friday, 15 September 2023
Family seeks for government aid for son’s treatment in Odisha’s Angul
ସାରଥୀଙ୍କୁ ବିରଳ ରୋଗ.. ନିଃଶ୍ୱାସ ନେବାକୁ ବି ଛଟପଟ

ସାରଥୀଙ୍କ ନାକର ବାହାର ପଟେ ମାଂସ ବଢ଼ିବା ଆରମ୍ଭ କରିଛି.. ଏତେ ବଢିଯାଇଛି ଯେ ଏକ ବଡ଼ ମାଂସ ପିଣ୍ଡୁଳା ଭଳି ଦେଖାଯାଉଛି.. ଏମିତି ଅବସ୍ଥାରେ ସାରଥୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେଲା ବେଳେ ବି ପ୍ରବଳ କଷ୍ଟ ହେଉଛି..

  • Friday, 15 September 2023
Divyang woman overcomes all odds, sets example for others by earning for family in Bhadrak
ଦିବ୍ୟାଙ୍ଗଙ୍କ ଛେଳି ଚାଷ : ରୋଜଗାର କରି ଚଳାଉଛନ୍ତି ପରିବାର

ସେ ଦିବ୍ୟାଙ୍ଗ ହେଲେ ବି ସକ୍ଷମ । କହିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି...ହାର୍‌ ମାନିନାହାନ୍ତି ବରଂ ନିଜେ ରୋଜଗାର କରି ବଞ୍ଚିବାର କଳା ଜାଣିଛନ୍ତି । ସେଇଥି ଲାଗି ତ ଲୋନ୍‌ କରି ଛେଳି ଚାଷ କଲେ ଏବେ ରୋଜଗାର ବଢିଆ

  • Friday, 15 September 2023
Family seeks for help for son’s treatment in Odisha's Angul
କାହ୍ନା.. ଏ କାହ୍ନା.. ଉଠ୍ ବାବା.. ଥରୁଟେ ଏପଟେ ଦେଖ

କାହ୍ନା.. ଏ କାହ୍ନା.. ଉଠୁ ଧନ.. କିଛି କହ..ମୋତେ ଥରୁଟେ ଦେଖେ.. କିଛି କହୁନୁ.. ବୋଉ ଡାକୁଛି ଶୁଣୁ.. ଏ ବାବା.. ମୋ ଧନଟା ପରା ଶୁଣୁ ଟିକେ.. ଯେତେ ଡାକିଲେ ବି ଉଁ କି ଚୁଁ କରୁନି ପୁଅ.. ହସ୍ପିଟାଲ ବେଡରେ ଶୋଇଛି ଯେ ଶୋଇଛି..

  • Friday, 15 September 2023
Bhadrak starts preparation for Ganesh Chaturthi
ଏଥର ଜୋରଦାର କମ୍ପିଟିସନ୍‌ : ଟୋକା ଗଣେଶକୁ ବୁଢା ଗଣେଶ

ଜମିବ ଗଣେଶ ପୂଜା । ମାସେ ଯାଏଁ ପୂଜା ପାଇବେ ବୁଢା ଗଣେଶ । ଚାନ୍ଦିର ତାରକସି କାମରେ ଚିକମିକ କରିବ ପୂଜା ପେଣ୍ଡାଲ । ଆଉ ଭସାଣୀରେ ତ ପୂରା ବୋବାଲିଆ ଡ୍ୟାନ୍ସ ହେବ

  • Friday, 15 September 2023
Narsingh Mishra
ନରସିଂହଙ୍କ ଧମକ ! ନୂଆଁଖାଇ ବେଳେ ବାଚସ୍ପତି ନିର୍ବାଚନ, ଭାଗ ନେବନି କଂଗ୍ରେସ...

ପଶ୍ଚିମ ଓଡ଼ିଶା ପ୍ରତି ସରକାର କେବେ ବି ବୈମାତୃକ ମନୋଭାବ କରି ନାହାନ୍ତି ବୋଲି କହିଛନ୍ତି ଢ଼ୋଲକିଆ ।

  • Thursday, 14 September 2023
Indian Army
ସହିଦଙ୍କ ବଦଲା ନେବା ଲକ୍ଷ୍ୟରେ ସେନା ! ଆତଙ୍କୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ୍ ଜୋରଦାର...

୫ ବର୍ଷ ଧରି କେତେ ଯେ ଶତ୍ରୁକୁ ମାତ୍ ଦେଇଥିଲେ । ହେଲେ ଗତକାଲି ଅନନ୍ତନାଗ କୋକରନାଗରେ ତାଙ୍କ ପାଇ ଥିଲା ଶେଷ ଲଢେଇ।

  • Thursday, 14 September 2023
Students’ Union Election
ତେଜୁଛି ଛାତ୍ର ସଂସଦ ନିର୍ବାଚନ ଅସନ୍ତୋଷ; ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼

ଛାତ୍ର ସଂସଦ ନିର୍ବାଚନ ଦାବିରେ ନବୀନ ନିବାସ ମୁହାଁ ହୋଇଥିଲା ଛାତ୍ର ସଂଗଠନ ଅଲ ଓଡିଶା ଷ୍ଟୁଡେଣ୍ଟସ ଭଏସ୍ । କଳା ପତାକା ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଉଦ୍ୟମ ବେଳେ ରାସ୍ତାରୁ ଅଟକ କରିଥିଲା ପୋଲିସ ।

  • Thursday, 14 September 2023
Honey trap case: More skeletons tumbling out of lady blackmailer Irani Patra’s closet
ଅର୍ଚ୍ଚନା ପରେ ଇରାନୀର ମାୟଜାଲ... ଫସୁଥିଲେ ଡାକ୍ତର, ବ୍ୟବସାୟୀ; ବେଡ୍‌ ରୁମ୍‌ରେ ସୁଟିଂ ହେଉଥିଲା ଭିଡିଓ

ପୂର୍ବରୁ ଯାତ୍ରାରେ ଅଭିନୟ କରୁଥିବା ଇରାନୀ ପରେ ପାଲଟି ଯାଇଥିଲା ହନିଟ୍ରାପ୍ କୁଇନ । ନିଜ ଅଭିନୟ ଜାଲରେ ଫସାଇବା ପାଇଁ ବିଛାଇଥିଲା ମାୟାଜାଲ । ଇରାନୀ ଗ୍ରୁପ୍ ର ଅଧିକ ଗୁମର ଖୋଲିବା ପାଇଁ ସ୍ୱାମୀ ନିଶିକାନ୍ତ ପାତ୍ରଙ୍କୁ ରିମାଣ୍ଡରେ ଆଣିବ ତମାଣ୍ଡୋ ପୋଲିସ ।

  • Thursday, 14 September 2023
Teacher Protest
ସ୍କୁଲକୁ ଯାଉନାହାନ୍ତି ଶିକ୍ଷକ ! ଶ୍ରେଣୀରେ ବିଧାୟକ ପଢ଼ାଇଲେ ପାଠ...

ଅପରପକ୍ଷେ ଶିକ୍ଷକଙ୍କ ସପକ୍ଷରେ ଅଭିଭାବକ ସଂଘ ବାହାରି ଦାବି ପୂରଣ ନହେଲେ ସେମାନେ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

  • Thursday, 14 September 2023
Weather News
ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର-ବ୍ରହ୍ମପୁର ! ରାସ୍ତାରେ ଅଣ୍ଟାଏ, ଘରେ ଆଣ୍ଠୁଏ

ଜଳ ନିଷ୍କାସନ ସମସ୍ୟାରୁ ଉବୁଟୁବୁ ସହର । ବୁଡିଲା ରାସ୍ତାଘାଟ, ଲୋକେ ଘରେ ଜଳବନ୍ଦୀ ।

  • Thursday, 14 September 2023
Nuakhai, Speaker Election
ନୂଆଁଖାଇକୁ ଅଣଦେଖା କରୁଛନ୍ତି ସରକାର ! ବାଚସ୍ପତି ନିର୍ବାଚନକୁ କଂଗ୍ରେସର ବଏକଟ୍

ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ଲୋକଙ୍କ ଭାବାବେଗ ସହ ରାଜ୍ୟ ସରକାର ଖେଳୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏଥିସହ ବାଚସ୍ପତି ନିର୍ବାଚନକୁ କଂଗ୍ରେସ୍ ବୟକଟ୍ କରିଥିବା କହିଛନ୍ତି ।

  • Thursday, 14 September 2023
Helpless family struggles for proper livelihood
ଘର ନାହିଁ କି ଖାଇବାକୁ ନାହିଁ : ଜରି ପାଲ ତଳେ ତିନି ପରିବାର

ଓଃ କି ଦୁଃଖ ! ନିଜର ଜାଗା ଖଣ୍ଡେ ନାହିଁ । ପର ଜାଗାରେ ଘର କରି ରହିଥିଲେ ତିନୋଟି ପରିବାର । ଏବେ ମାଲିକ ମନା କରିବାରୁ ଜରି ପାଲ ତଳେ ବିତୁଛି ୩ ପରିବାରର ଜୀବନ । ବାବୁଙ୍କୁ ଗୁହାରି କରିବା ପରେ..ମିଳିବ ମିଳିବ କହୁଛନ୍ତି ହେଲେ ମିଳୁନି

  • Thursday, 14 September 2023
Old Age Pension
ବୋହୂ ନେଲା ଲୋନ୍‌, ଶାଶୂର ବନ୍ଦ ହେଲା ପେନସନ୍‌

ଇଏ କି ବିଚିତ୍ର ବ୍ୟବସ୍ଥା । ଦୋକାନ କରିବ ବୋଲି ବ୍ୟାଙ୍କରୁ ଋଣ ନେଲା ବୋହୂ..ଠିକ୍‌ ସମୟରେ ସୁଝି ନପାରିବାରୁ ଶାଶୂର ପେନସନ୍‌ ବନ୍ଦ କରିଦେଲା ବ୍ୟାଙ୍କ । ମ୍ୟାନେଜରଙ୍କୁ ପଚାରିବାରୁ କହୁଛନ୍ତି..

  • Thursday, 14 September 2023
News Fuse
ଫାଇଭ୍‌-ଟି ସଚିବଙ୍କ ରିୟଲ ନା କ’ଣ?

ମୋ ବୋଉଲୋ..ପୂରା ଓଡ଼ିଶାରେ ଚହଳ ପକାଇଦେଲେ । ନାରଣ ପଚାରୁଛି ପ୍ରକୃତରେ ଫାଇଭ୍‌-ଟି ସଚିବଙ୍କ ନାଁ କଣ? ମତେ ଯେ ମରଣ ହେଉନି

  • Thursday, 14 September 2023
Ganesh Chaturthi
ଏଥର ରାମ ମନ୍ଦିରରେ ପୂଜା ପାଇବେ ଶ୍ରୀଗଣେଶ

ପୂଜାର ଧୁମ୍‌ ! ଏଥର ଦୁଲୁକିବ ବ୍ରହ୍ମପୁର..ରାମ ମନ୍ଦିର ତିଆରି ଚାଲିଛି । ଆଉ ତା’ରି ଭିତରେ ବିଘ୍ନବିନାଶକଙ୍କୁ କରାଯିବ ପୂଜା । ପୂର୍ବଥର କେଦାରନାଥ ମନ୍ଦିରରେ ପୂଜା ପାଇଥିଲେ ଗଣପତି ବାବା

  • Thursday, 14 September 2023
No Swiggy, Zomato, let kids taste food cooked by their mother: Kerala High Court
କୋର୍ଟଙ୍କ ବଡ଼ ରାୟ : ଏଣିକି ପିଲାଙ୍କୁ ମାଆ ଦେବେ ଘର ତିଆରି ଖାଦ୍ୟ

ସ୍ୱିଗି କି ଜୋମାଟୋ ନୁହେଁ..ଘରେ ତିଆରି ହେଉଥିବା ସ୍ୱାଦିଷ୍ଟ ଖାଦ୍ୟ ପିଲାଙ୍କୁ ଦେବେ ମାଆ । ଅନଲାଇନ୍‌ କି ଅଫ୍‌ ଲାଇନ୍‌ରେ ବି ଅର୍ଡର କରିବାକୁ ମନା କଲେ କୋର୍ଟ । ଜାଣନ୍ତୁ ଏମିତି ରାୟ କାହିଁକି ଦେଇଛନ୍ତି କୋର୍ଟ

  • Thursday, 14 September 2023
Awas Yojna
ଭୟଙ୍କର ସ୍ଥିତି ! ଯେଉଁଠି ମଣିଷ ରହୁଛି ସେଇଠି ଛେଳି ଶୋଉଛି

ଓଃ କି ଦୁଃଖ !! ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଖାଇବାକୁ ଟଙ୍କା ନାହିଁ । ବଡ ହିନସ୍ତାରେ ଚଳୁଛନ୍ତି ଏମାନେ । ଗୁହାରି କରି କରି ଥକିପଡିଲେଣି ସତ ହେଲେ ଦୁଃଖ ଶୁଣିବାକୁ କେହି ନାହାନ୍ତି । ସ୍ଥିତି ଏମିତି ହେଲାଣି ଯେଉଁ ମଣିଷ ଶୋଉଛି ସେଇଠି ଛେଳି

  • Thursday, 14 September 2023
Parents perform last rites of daughter in Gajapati for marrying against their will
ଝିଅ ବାହା ହେଲା ବୋଲି...ଶୁଦ୍ଧି ହେଲେ ବାପା-ମାଆ

ରାତିରେ ଶୋଇଥିଲା...ଘରୁ କୁଆଡେ ପଳାଇଗଲା । ସକାଳ ହେବା ମାତ୍ରେ ଫଟୋ ଦେଖି ରାଗି ପୂରା ପଂଚମ ହେଲେ ପରିବାର ଲୋକେ । ଅନ୍ୟ ଧର୍ମରେ ବାହା ହୋଇଥିବାରୁ ପୁରୋହିତ ଡାକି ଶୁଦ୍ଧି ବି ହେଲେ

  • Wednesday, 13 September 2023
No Students’ Union election this year in Odisha
ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ !

ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ । କ୍ରମାଗତ ଷଷ୍ଠ ଥର ପାଇଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ ନାହିଁ।

  • Wednesday, 13 September 2023