• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Awas Yojana
ଆବାସ ଯୋଜନା କାହାପାଇଁ ? ଥିଲାବାଲାଙ୍କୁ କୋଠା ଘର, ଗରିବ ଭାଗରେ କେବଳ ଲୁହ !

ମାଟି କାନ୍ଥର ଘର ଭାଙ୍ଗି ମାଟିରେ ପଡ଼ିଛି । ଘରଟେ ପାଇଁ ସମସ୍ତଙ୍କୁ ଦୀର୍ଘ ବର୍ଷ ଧରି ନେହୁରା ହୋଇଥିଲେ ବି କେହି ଶୁଣିଲେଣି । ଶେଷରେ ଯେଉଁ ଦଦରା କୁଡ଼ିଆଟେ ଥିଲା ସେ ବି ଭାଙ୍ଗିଗଲା, ଆଉ ଜୀବନ ଅଳ୍ପକେ ବର୍ତ୍ତିଗଲା ।

  • Monday, 11 September 2023
Women Seek Financial Help
ମୁଣ୍ଡ ଉପରେ ସାହାରା ପାଇଁ କାହାର ହାତ ନାହିଁ କି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ

ମୁଣ୍ଡ ଉପରେ ସାହାରା ପାଇଁ କାହାର ହାତ ନାହିଁ କି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ.. ଏପଟେ କୋଳରେ ୬ଟି କଅଁଳ ଜୀବନ… ମଥାର ସିନ୍ଦୂର ଲିଭିଗଲା ପରେ.. ମାଡ଼ିବସିଛି ଦୁଃଖର ପାହାଡ଼..ଏ ହେଉଛି ଜଣେ ଅସହାୟ ମାଆର କାହାଣୀ..

  • Sunday, 10 September 2023
Odia tribal women
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବିଦେଶୀ ଅତିଥିଙ୍କୁ ଭେଟି ମୁଁ ବହୁତ ଖୁସି: ସୁବାସୋ ମହାନ୍ତ

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବିଦେଶୀ ଅତିଥିଙ୍କୁ ଭେଟି ମୁଁ ବହୁତ ଖୁସି: ସୁବାସୋ ମହାନ୍ତ

  • Sunday, 10 September 2023
NCRB Report
ଓଡ଼ିଶାରେ ଆତ୍ମହତ୍ୟା ହାର ଉଦବେଗଜନକ : ଦେଶରେ ୧୨ ପ୍ରତିଶତ,ରାଜ୍ୟରେ ୧୨.୩ ପ୍ରତିଶତ

ଓଡ଼ିଶାରେ ଉଦବେଗଜନକ ଭାବେ ବଢ଼ିଚାଲିଛି ଆତ୍ମହତ୍ୟା ହାର। ସାରା ଦେଶରେ ଏହା ୧୨ ପ୍ରତିଶତ ଥିବାବେଳେ ଜାତୀୟ ହାରକୁ ଟପି ଓଡିଶାରେ ରହିଛି ୧୨.୩ ପ୍ରତିଶତ। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ସାରା ବିଶ୍ୱରେ ପ୍ରତିବର୍ଷ ଦଶଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଅର୍ଥାତ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ପ୍ରାଣ ହରାଉଥିବାବେଳେ ପ୍ରତି ୩ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ।

  • Sunday, 10 September 2023
World Suicide Prevention Day
ବିଶ୍ୱ ପାଳୁଛି ଆତ୍ମହତ୍ୟା ନିବାରଣ ଦିବସ; ମାନସିକ ଅବଶାଦକୁ କେମିତି କରିବେ ନିୟନ୍ତ୍ରଣ ?

ଅବସାଦ, ହତାଶ ଆଉ ନିରାଶ । ସାଜିଛି ଶୀତଳ ମୃତ୍ୟୁର ସୌଦାଗର । କେତେବେଳେ ଭେଣ୍ଡିଆ ପୁଅକୁ ଟାଣି ନେଉଛି ମରଣର କୋଳକୁ, ତ’ ଆଉ କେବେ ଅନାଥ କରିଦେଉଛି ପରିବାରକୁ । ଚରମ ନିଷ୍ପତ୍ତି ନେଇ ଜୀବନ ହାରିବାକୁ ପଛାଉନି ମଣିଷ ।

  • Sunday, 10 September 2023
q
ଭୋଟ୍ ପୂର୍ବରୁ ପାଇକ ରାଜନୀତି; ପଲିଟିକ୍ସ ପଶାପାଲିରେ ଗଡ଼ିଲା ପାଇକ ଗୋଟି

ଭୋଟ୍ ପୂର୍ବରୁ ପାଇକ ରାଜନୀତି । ବିଜେପିର ପାଇକ କାର୍ଡକୁ ମାତ୍ ଦେବାକୁ ବିଜେଡିର ପ୍ଲାନ୍ । ଖୋର୍ଦ୍ଧା ବରୁଣେଇଠାରେ ପାଇକ ସ୍ମାରକୀ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ଉଦ୍ୟମ ବେଳେ ରାଜ୍ୟ ସରକାର ବି ତରବରିଆ ଭାବେ ପାଇକ ଏକାଡେମୀ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି । ଯାହାକୁ ନେଇ ତେଜିଛି ରାଜନୀତି । ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ ପାଇକ ସଂପ୍ରଦାୟର ଭୋଟ ନେବାକୁ ଏଭଳି ପ୍ରୟାସ ବୋଲି ଚର୍ଚ୍ଚା ହେଉଛି ।

  • Sunday, 10 September 2023
G20 Summit 2023
G-20ରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର; ଧନ୍ୟବାଦଟିଏ ଦେଲେନି ରାଜ୍ୟ ସରକାର

ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀରେ ଓଡ଼ିଶାର ସଂସ୍କୃତି ଓ ଅସ୍ମିତାର ଛାପ । ଭାରତ ମଣ୍ଡପମ୍ ସ୍ୱାଗତ ସ୍ଥଳରେ ଶୋଭା ପାଉଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ପ୍ରତିକୃତି ସାମ୍ନାରେ ରାଷ୍ଟ୍ରମୁଖ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

  • Sunday, 10 September 2023
cuttack netaji bus terminal
ଅଡୁଆ ସୂତାରେ କଟକ ନେତାଜୀ ବସ୍ ଟର୍ମିନାଲ; ଉଦଘାଟନ ପୂର୍ବରୁ ଲାଣିଲାଣି ବିବାଦ

ଆଜିର ପ୍ରତିବାଦ ସମୟରେ ଏକାଧିକ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡିର କର୍ପୋରେଟର ଓ ସିଏମସିର ବିଭିନ୍ନ ପଦ ପଦବିରେ ଥିବା ନେତା ଏଥିରେ ସାମିଲ ହୋଇଥିଲେ ।

  • Sunday, 10 September 2023
G 20 Summit 2023
ସରିଲା G20 ଶିଖର ସମ୍ମିଳନୀ; ବିଶ୍ୱ ମଞ୍ଚରୁ ଶାନ୍ତିର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

ସ୍ୱସ୍ତି ଅସ୍ତୁ ବିଶ୍ୱସ୍ୟ । ବିଶ୍ୱରେ ହେଉ ଶାନ୍ତିର ସଞ୍ଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଉକ୍ତି ସହ ଶେଷ ହୋଇଛି ୨ ଦିନିଆ ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ । ଗତକାଲିର ୱାନ୍ ଆର୍ଥ ଏବଂ ୱାନ୍ ଫ୍ୟାମିଲି ପରେ, ଆଜି ବୈଠକର ଶୀର୍ଷକ ଥିଲା ୱାନ୍ ଫ୍ୟୁଚର୍ ବା ଗୋଟିଏ ଭବିଷ୍ୟତ ।

  • Sunday, 10 September 2023
Education System Odisha
ପାଣିରେ ପଶି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି ଦେଶର ଭବିଷ୍ୟତ !

ପୋଖରୀ ପାଲଟିଛି ଅଙ୍ଗନବାଡ଼ି ଓ ବିଦ୍ୟାଳୟ ପରିସର । ମଇଳା ପାଣି ଓ କାଦୁଅରେ ପଶି ଯାଆସ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ..

  • Sunday, 10 September 2023
Divyang singer
ମୋ ଜୀବନ ବ୍ୟର୍ଥ ନୁହେଁ.. ମୁଁ ଗୀତ ଗାଇବି.. ସମସ୍ତେ ଖୁସି ହେବେ..

ଏ ଜୀବନଟା କେବେ ମୂଲ୍ୟହୀନ ନୁହେଁ..ସେଇଥି ପାଇଁ ତ ନିଜର ଦୁର୍ବଳତାକୁ ନେଇ ଭାଙ୍ଗିପଡ଼ିବା ବଦଳରେ ସେ ନିଜର ଦକ୍ଷତାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି.. ଆଉ ଖୁସି ରହୁଛନ୍ତି.. ସେ ଅନ୍ୟମାନଙ୍କ ଭଳି ନୁହନ୍ତି ସତ.. ହେଲେ ଅନ୍ୟକୁ ଖୁସି ଦେଇ ନିଜେ ଖୁସି ହେବାରେ ସେ ହେଉଛନ୍ତି ମାଷ୍ଟର୍..

  • Sunday, 10 September 2023
ସିଷ୍ଟମ୍ ବଦଳାଇ ଦେଲା Jawan
ସିଷ୍ଟମ୍ ବଦଳାଇ ଦେଲା Jawan

ସାରା ଦେଶରେ ଏବେ ଚହଳ ପକାଇଛି ଶାହରୁଖଙ୍କ ସିନେମା। ଯିଏ ଦେଖୁଛି ସିଏ ଦିୱାନା।

  • Sunday, 10 September 2023
Youth Death Case
ସ୍ତ୍ରୀର ନିର୍ଯାତନା ମୁଁ ସହିପାରୁନି..ଜୀବନ ହାରିବାକୁ ମୁଁ ନିଷ୍ପତ୍ତି ନେଲି

ମହଙ୍ଗା ପଡିଲା ଦ୍ୱିତୀୟ ବିବାହ । ସହିପାରିଲେନି ସ୍ତ୍ରୀର ନିର୍ଯାତନା..ଚିଠି ଲେଖି ହାରିଦେଲେ ଜୀବନ । ତେବେ ଦୁଇବର୍ଷ ପରେ ମାମଲାକୁ ନେଇ କହିଁକି ବଢିଲା ଚର୍ଚ୍ଚା ?

  • Sunday, 10 September 2023
Family Ostracised For Going To Court
ଯଦି ବାହାହେବ ଗାଁ ଭିତରେ ନହେଲେ ପୁରା ପରିବାର ବାସନ୍ଦ

ନିଜ ଜାତିର ଝିଅଙ୍କୁ ବିବାହ କରି ଗାଁରୁ ବାସନ୍ଦ ୧୦୦ରୁ ଅଧିକ ପରିବାର । ଯଦି ବାହାହେବ ଗାଁ ଭିତରେ, ନହେଲେ ପୁରା ପରିବାରକୁ ବାସନ୍ଦ। ଅନ୍ୟ ଗାଁରେ ବିବାହ ମନା । ପୁଅ ହୁଅନ୍ତୁ କି ଝିଅ, ଯୋଗ୍ୟତା ଯାହାବି ହେଉ, ନିର୍ଦ୍ଦିଷ୍ଟ ଅଞ୍ଚଳ ବାହାରେ ବିବାହ କଲେ ବାସନ୍ଦ ।

  • Sunday, 10 September 2023
 Odisha STA makes Vehicle Location Tracking Device, Panic Buttons mandatory from Oct 1
ଅକ୍ଟୋବରରୁ ନୂଆ ଗାଡ଼ିରେ 'VLTD ଓ ପାନିକ ବଟନ୍' ବାଧ୍ୟତାମୂଳକ..ନହେଲେ..

ଚାରି ଚାରି ଥର ଡେଡ୍ ଲାଇନ୍ ଘୁଞ୍ଚିବା ପରେ ଭେଇକିଲ୍ ଲୋକେସନ ଟ୍ରାକିଂ ଡିଭାଇସ୍- ଭିଏଲଟିଡି ଓ ପାନିକ ବଟନ୍ ଲଗାଇବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ନୂଆ ଗାଡ଼ି ପାଇଁ ଅକ୍ଟୋବର ପହିଲାରୁ ଆରମ୍ଭ ହେବ ।

  • Saturday, 09 September 2023
Soumya Ranjan Patnaik & Pratap Dev
ମୁଁ ଯାହା କହୁଛି କି ଲେଖୁଛି ତାହା ଅନୁଶାସନ ବିରୋଧରେ କେମିତି ଯାଉଛି ?

ମୁଁ ଯାହା କହୁଛି କି ଲେଖୁଛି ତାହା ଅନୁଶାସନ ବିରୋଧରେ କେମିତି ଯାଉଛି ? ମୁଁ ଜାଣିପାରୁନି..ସୌମ୍ୟରଂଜନ ପଟ୍ଟନାୟକ

  • Saturday, 09 September 2023
CM Naveen Patnaik & 5T Secretary
ପୂରା ଶାସନ ଓ ପ୍ରଶାସନକୁ ଆଙ୍ଗୁଠିରେ ନଚାଉଛନ୍ତି 5-T ସଚିବ

ସ୍ତମ୍ଭକାର ରାଜେଶ ନାୟକଙ୍କ ଟାର୍ଗେଟ୍‌ରେ ବିଜେଡି ନେତା ଆଉ ସଚିବ । କହିଲେ, ପୂରା ଶାସନ ଓ ପ୍ରଶାସନକୁ ଆଙ୍ଗୁଠିରେ ନଚାଉଛନ୍ତି 5-T ସଚିବ

  • Saturday, 09 September 2023
G20 Summit
ଯେବେ ଜି-୨୦ ସମ୍ମିଳନୀରେ ଶୋଭା ମର୍ଧନ କରେ କୋଣାର୍କ ଚକ୍ର

ଦୃଶ୍ୟ ଆଖି ଖୋସିହେବା ପରି..ପ୍ରତି ଓଡ଼ିଆଙ୍କ ଛାତି କୁଣ୍ଢେମୋଟ୍‌...ଯେବେ ଜି-୨୦ ସମ୍ମିଳନୀରେ ଶୋଭା ମର୍ଧନ କରେ କୋଣାର୍କ ଚକ୍ର

  • Saturday, 09 September 2023
G20 Summit 2023
ଜି-୨୦ ଶିଖର ସମ୍ମିଳନୀ..ଦିଲ୍ଲୀରେ ମହାଶକ୍ତିର ମିଳନ

ଜି-୨୦ ଶିଖର ସମ୍ମିଳନୀ..ଦିଲ୍ଲୀରେ ମହାଶକ୍ତିର ମିଳନ । ପ୍ରତି ଭାରତୀୟଙ୍କ ଲାଗି ଗର୍ବ ଓ ଗୌରବର ଦିନ

  • Saturday, 09 September 2023
News Fuse
ଇଏ ଚନ୍ଦ୍ରକୁ ଗଲେ ସବୁ ଅଗଲ ବଗଲ କରିଦେବେ..

ନାଇ ନାଇ.. ୟାଙ୍କୁ ଚନ୍ଦ୍ରକୁ ନେବାନି.. ଇଏ ଚନ୍ଦ୍ରକୁ ଗଲେ ସବୁ ଅଗଲ ବଗଲ କରିଦେବେ..

  • Saturday, 09 September 2023
Divyang singer
ମୋ ଜୀବନ ବ୍ୟର୍ଥ ନୁହେଁ.. ମୁଁ ଗୀତ ଗାଇବି.. ସମସ୍ତେ ଖୁସି ହେବେ..

ଏ ଜୀବନଟା କେବେ ମୂଲ୍ୟହୀନ ନୁହେଁ..ସେଇଥି ପାଇଁ ତ ନିଜର ଦୁର୍ବଳତାକୁ ନେଇ ଭାଙ୍ଗିପଡ଼ିବା ବଦଳରେ ସେ ନିଜର ଦକ୍ଷତାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି.. ଆଉ ଖୁସି ରହୁଛନ୍ତି.. ସେ ଅନ୍ୟମାନଙ୍କ ଭଳି ନୁହନ୍ତି ସତ.. ହେଲେ ଅନ୍ୟକୁ ଖୁସି ଦେଇ ନିଜେ ଖୁସି ହେବାରେ ସେ ହେଉଛନ୍ତି ମାଷ୍ଟର୍..

  • Saturday, 09 September 2023
Train Tragedy
କଣ ଦୋଷ ଥିଲା ନବଘନଙ୍କର?

ପ୍ରବଳ ଝଡ଼ବାତ୍ୟା ହେଉଥାଏ.. ଘାଇଁ ଘାଇଁ ପବନକୁ ତୁହାକୁ ତୁହା ବର୍ଷା କାଚୁଥିଲା.. ଅପ-ଲାଇନରେ ଥିବା ଏକ ବଗି ତଳେ ଆଶ୍ରୟ ନେଇଥିଲେ ୮ ଶ୍ରମିକ.. କିନ୍ତୁ ହଠାତ୍ ପବନର ବେଗକୁ ସମ୍ଭାଳି ନପାରି ବଗି ଗୁଡ଼ିକ ଏକ୍ସପ୍ରେସ ଭଳି ଗଡ଼ିବା ଆରମ୍ଭ କରିଥିଲା.. ଆଉ ତା’ପରେ..

  • Saturday, 09 September 2023
Locals express concern over erratic road conditions in Cuttack
କଟକର_ସ୍ମାର୍ଟ_NH ! ନଜର ହଟିଲେ କଚଡ଼େ ଖାଇବେ...

ସାମାନ୍ୟ ଅସତର୍କ ହେଲେ କଚଡ଼ାଏ ଖାଇଯିବେ.. କେହି ପିଠିରେ ପଡିବେନି.. ଏଇ ରାସ୍ତାରେ ଯିବେ ଯଦି ଭିଡ଼କୁ ଭୟ କଲେ ହେବନି.. କାରଣ ଏଇଠି ଆମ୍ବୁଲାନ୍ସ ବି ଧୈର୍ଯ୍ୟ ଧରି ଅପେକ୍ଷା କରେ..

  • Saturday, 09 September 2023
Khandapada MLA Soumya Ranjan Patnaik responds to Odisha Minister Atanu Sabyasachi’s remarks
ବିଜେଡି ତଣ୍ଟିରେ ସୌମ୍ୟ କଣ୍ଟାକୁ ନେଇ ସରଗରମ ଶଙ୍ଖ ରାଜନୀତି

ବିଜେଡିକୁ ନାକେଦମ୍ କଲେଣି ବିଧାୟକ ସୌମ୍ୟ ପଟ୍ଟନାୟକ। କଣ୍ଟା ଏମିତି ଲାଗିଛି ଯେ, ନା ଦଳ ଢୋକି ପାରୁଛି ନା ବାହାର କରି ପାରୁଛି। ଅନୁଭବଙ୍କ ପରେ କାଲି ଅରୁଣ ଓ ଆଜି ନିଜ ବ୍ୟକ୍ତିଗତ ମତ କହି ମନ୍ତ୍ରୀ ଅତନୁ ସୌମ୍ୟଙ୍କୁ ଘେରିଛନ୍ତି। ହେଲେ ପାଲଟା ଜବାବରେ ଆଜି ସିଧା ନାଁ ନେଇ ନବୀନଙ୍କୁ ବି ନିଶାନା କରିଛନ୍ତି ସୌମ୍ୟ।

  • Friday, 08 September 2023
Primary School Teacher Protests
ଛୁଟିନେଇ ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ

ବାରମ୍ବାର ପ୍ରତିଶ୍ରୁତି ଦେଇ ସରକାର ଠକିଲେ। ତେଣୁ ଶେଷରେ ଛୁଟିନେଇ ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ ସଂଘ। ୩ ଦଫା ଦାବି ପୂରଣ ନେଇ ରାଜ୍ୟର ୩୧୪ ବିଇଓ ଅଫିସ୍ ଆଗରେ ଧାରଣା ଦେଇ ଗର୍ଜିଛନ୍ତି ହଜାର ହଜାର ଶିକ୍ଷକ-ଶିକ୍ଷୟିତ୍ରୀ। ଏମିତିକି ଆସନ୍ତା ସୋମବାରଠୁ ସ୍କୁଲରେ ତାଲା ପକାଇ ସାମୂହିକ ଛୁଟିରେ ଯିବାକୁ ଧମକ ବି ଦେଇଛନ୍ତି।

  • Friday, 08 September 2023