• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Sevitors in Baripada allege issues not resolved despite complaint at 5T secy’s grievance cell
ମଞ୍ଚରେ କଥା ଦେଇଥିଲେ...ଏବେ ପାଣ୍ଡିଆନ୍‌ ବାବୁ ଆମକୁ ଠକିଦେଲେ

ଜିଲ୍ଲାୱାରି ଗସ୍ତ କରିଥିଲେ ପାଣ୍ଡିଆନ୍‌ । ସେବାୟତଙ୍କ ଦାବି ନେଇ ସପ୍ତାହେ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୭ ଦିନ ବଦଳରେ ମାସେ ଗଡିଲାଣି ହେଲେ ଦାବି ପୂରଣ ହେଲାନି । ସେବାୟତ କହିଲେଣି ସଚିବ ଆମକୁ ଠକିଦେଲେ...

  • Wednesday, 13 September 2023
Man in Jharsuguda seeks financial assistance for treatment
‘ସାହାଯ୍ୟ କଲେ ମୁଁ ବଞ୍ଚିଯିବି’

ଦୁର୍ଘଟଣା ପରେ ୩ ଥର ଅପରେସନ୍‌ ହେଲାଣି । ସରକାରୀ ମେଡିକାଲରେ ବାପା ଆଣି ପକାଇ ଦେଇଛନ୍ତି...ଚିକିତ୍ସା ମିଳୁନି କି କେହି ପାଖକୁ ଆସୁନାହାନ୍ତି । ବିଛଣାରେ ଝାଡା ପରିସ୍ରା କରୁଛନ୍ତି , ଚିକିତ୍ସା ପାଇଁ କରୁଛନ୍ତି ନିବେଦନ

  • Wednesday, 13 September 2023
Divyang teacher in Odisha’s Udala teaches students for free
ଦିବ୍ୟାଙ୍ଗ ସାର୍‌ଙ୍କ ମାଗଣା ଟ୍ୟୁସନ୍‌...ପ୍ରଥମରୁ ପଂଚମ ସମସ୍ତେ ମାଗଣାରେ ପଢିବେ

ଜନ୍ମରୁ ଗୋଟିଏ ହାତ ନାହିଁ । ନିଜେ ଯୁକ୍ତ ୩ରେ ପଢୁଛନ୍ତି ପାଠ । ଗାଁର କୌଣସି ପିଲା ଯେମିତି ଅପାଠୁଆ ନରୁହନ୍ତି ସେଥିପାଇଁ ଦିବାରାତ୍ର କରୁଛନ୍ତି ପରିଶ୍ରମ । ସକାଳୁ ସଂଜ...ଅନେକ ପିଲାଙ୍କୁ ପଢାଉଛନ୍ତି ପାଠ

  • Wednesday, 13 September 2023
River of red wine flows through Portuguese town
ରାସ୍ତାରେ ବହିଲା ମଦ..ଭାଇରାଲ ହେଲା ଭିଡିଓ

ଥିଲା ଥିଲା....ରାସ୍ତାରେ ରେଡ୍‌ ୱାଇନ୍‌ ବର୍ଷା ହେଲା । ହଠାତ୍‌ ଏତେ ମାତ୍ରାରେ ମଦ ଆସିଲା କେଉଁଠୁ ? ଭାଇରାଲ ହେଲା ଭିଡିଓ

  • Wednesday, 13 September 2023
Gajapati Marriage
ଝିଅ ବାହା ହେଲା ବୋଲି...ଶୁଦ୍ଧି ହେଲେ ବାପା-ମାଆ

ସିଏ ଆମ ପାଇଁ ମରିଗଲା । ନିଜ ଜିଇଁଥିବା ଭଉଣୀ ପାଇଁ ମହିଳା ଜଣକ ଛାତିରେ ପଥର ରଖି କିଛି ଏମିତି କହିଛନ୍ତି । ଖାଲି ଭଉଣୀ ନୁହେଁ ବରଂ ଜନ୍ମକଲା ମାଆ ଓ ବାପା ବି କାନ୍ଦିକାନ୍ଦି ନିଜ କର୍ମକୁ ନିନ୍ଦିଛନ୍ତି । ଗୋଟେ ପଟେ ବିବାହ, ଅନ୍ୟପଟେ ଶୁଦ୍ଧିକ୍ରିୟା । ଏପଟେ ମଥାରେ ଲାଗୁଥିଲା ସିନ୍ଦୂର, ସେପଟେ ଫଟୋରେ ଦିଆଯାଉଥିଲା ଫୁଲମାଳ । ଯିଏ କନ୍ୟା ହୋଇଛି ତା’ରି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପର୍ବ ବି ଚାଲିଛି । କଥାଟା କାନକୁ ଅଡୁଆ ଲାଗୁଥିଲେ ବି ପୂରା ସତ ।

  • Tuesday, 12 September 2023
Capital Hospital
ଯେଉଁଠି ସ୍ୱାସ୍ଥ୍ୟସେବା ମିଳେ, ସେଇଠି ଅସ୍ୱାସ୍ଥ୍ୟକର ପରିବେଶ

ଅଳିଆ ଉଠା ଟ୍ରଲିର ଆବର୍ଜନା ବାହାରି ବିକ୍ଷିପ୍ତ ହୋଇରହିଛି ଚାରିଆଡ଼େ । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ କ୍ୟାମ୍ପସରେ ଯୁଆଡ଼େ ଚାହିଁବେ ସେଆଡ଼େ ଅଳିଆ ଆବର୍ଜନାର ପାହାଡ଼ ।

  • Tuesday, 12 September 2023
Election Commission
ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ କେମିତି ଚାଲିଛି ପ୍ରସ୍ତୁତି ?

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ ଆୟୋଗର ଏହି ସ୍ପେଶାଲ ଟିମ୍।

  • Tuesday, 12 September 2023
G20
ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ ଆୟୋଜନ ସ୍ଥଳର କୋଣ ଅନୁକୋଣରେ ଦେଖିବାକୁ ମିଳିଥିଲା ଭାରତର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତିର ଝଲକ୍

ଅତିଥିମାନଙ୍କ ବିଦାୟ ବେଳେ ସ୍ମୃତି ସ୍ୱରୂପ ବିଭିନ୍ନ ଆକର୍ଷଣୀୟ ଉପହାରରେ ଆପାୟିତ କରିଥିଲେ ଭାରତ ସରକାର, ଯେଉଁଥିରେ ରହିଥିଲା ଆମ ଦେଶର କଳା କାରିଗରୀର ବିବିଧତାର ଛାପ।

  • Tuesday, 12 September 2023
Soumyaranjan Pattnaik
ଆଶଙ୍କା ଥିଲା, ଆକ୍ସନ ହେଲା । ବିଜେଡି ଉପସଭାପତି ପଦରୁ ସୌମ୍ୟଙ୍କୁ ହଟାଇଲେ ନବୀନ

ଏମିତିକି ଜଣେ କି ଦୁଇ ଜଣ ନେତା ନୁହେଁ, ଦଳର ତିନିଜଣ ହେଭିୱେଟ୍ ନେତା- ଅରୁଣ, ଅତନୁ ଓ ପ୍ରତାପ- ସୌମ୍ୟଙ୍କ ବିରୋଧରେ ବିଷୋଦଗାର କରୁଥିଲେ, ସୌମ୍ୟ ବି ସେମାନଙ୍କୁ କାଉଣ୍ଟର କରି ଜବାବ ଦେବା ସହ ଫାଇଭ-ଟିକୁ ନିଶାନା କରୁଥିଲେ।

  • Tuesday, 12 September 2023
Teacher Protest
ତୀବ୍ର ହେଲାଣି ପ୍ରାଥମିକ ଶିକ୍ଷକ ଆନ୍ଦୋଳନ

ଯାହା ସ୍ପଷ୍ଟ କରୁଛି ବ୍ୟବସ୍ଥା ଉପରୁ ଶିକ୍ଷକଙ୍କମାନଙ୍କ ଉପରୁ କିପରି ଭରସା ଉଠିଗଲାଣି । ଯେଉଁଥିପାଇଁ ବାଲାଟ୍ ବକ୍ସରେ ଜବାବ ଦେବାକୁ ପ୍ରସ୍ତୁତ ହେଲେଣି ଶିକ୍ଷକ ।

  • Tuesday, 12 September 2023
VLTD
ଅକ୍ଟୋବର ୧ରୁ ରାଜ୍ୟରେ ବାଧ୍ୟତାମୂଳକ ଭାବେ ଲାଗୁ ହେବ VLTD ଓ ପାନିକ ବଟନ ନିୟମ

STA ଓ କିଛି VLTD ନିର୍ମାତା ମିଶି ଏହି ଦୁର୍ନୀତି କରିଥିବା ସିଧାସଳଖ ଅଭିଯୋଗ ଆଣିଛି ଦେଶର VLTD ନିର୍ମାତା ସଂଘ- ସ୍ମାର୍ଟ ମୋବିଲିଟି ଆସୋସିଏସନ।

  • Tuesday, 12 September 2023
Incense sticks
ଦିନେ ପିଲାଙ୍କୁ ପଢାଇପାରୁନଥିଲେ...ଏବେ ଧୂପ ତିଆରି କରିବା ପରେ....

ସ୍ୱାମୀଙ୍କ ରୋଜଗାର କମ୍‌ ଥିଲା । ପିଲାଙ୍କୁ ପାଠ ପଢାଇବା ବି କଷ୍ଟକର ଥିଲା..ଏମିତି ପରସ୍ଥିତିରେ କେମିତି ରୋଜଗାର କରିବେ ସେହି ଚିନ୍ତା ବାୟା କରିଥିଲା । ଏବେ ଧୂପ ତିଆରି କାରଖାନା କରିବା ପରେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ପାଖ ଲୋକଙ୍କୁ ଦେଉଛନ୍ତି ରୋଜଗାର

  • Tuesday, 12 September 2023
special story
ଦିନେ ଇଞ୍ଜିନୟର ଥିଲେ...ଏବେ ଜୋତା ତିଆରି କରି ରୋଜଗାର କରୁଛନ୍ତି...

ଇଞ୍ଜିନିୟର ଥିଲେ, ଦୁବାଇରେ ଚାକିରି କରୁଥିଲେ । ଘର ପାଖରେ କିଛି କରିବାର ନିଶା ଏମିତି ଘାରିଲା ଯେ ଜୋତା ତିଆରି କରିବାକୁ ନିଷ୍ପତ୍ତି ନେଲେ ଦୁଇ ସାଙ୍ଗ । ଏବେ ବୁଟ୍‌ ତିଆରି କରୁଛନ୍ତି, ଭଲ ଦୁଇ ପଇସା ରୋଜଗାର କରୁଛନ୍ତି

  • Tuesday, 12 September 2023
tragic story
ଅଜଣା ରୋଗରେ ଜର୍ଜରିତ ରାଜୀବ...ସାହାଯ୍ୟ ନମିଳିଲେ...

ରୋଜଗାର କରୁଥିଲେ ପରିବାର ଚଳୁଥିଲା । ଅଜଣା ରୋଗରେ ପଡିବା ପରେ ଭୋକ ଉପାସରେ ପରିବାର । ଖାଇବାକୁ ପାଉନାହାନ୍ତି ପିଲା । କାନ୍ଦିକାନ୍ଦି ବାପାଙ୍କୁ ସାହାଯ୍ୟ କରିବାକୁ କରୁଛନ୍ତି ଅନୁରୋଧ । ଆପଣ ସାହାଯ୍ୟ କଲେ ବଞ୍ଚିଯିବ ରାଜୀବଙ୍କ ପରିବାର

  • Tuesday, 12 September 2023
Commissionerate police
ସାବଧାନ ବେପରୁଆ ବୁଲେଟ୍‌ ରାଜା...

ସାପ ପରି ଗାଡି ଚଳାଉଛନ୍ତି କି ? ବିକଟାଳ ଶବ୍ଦ ଛାଡୁଛି କି? ସାବଧାନ ରୁହନ୍ତୁ । ଛକ ଛକରେ ଜଗିଛି ପୋଲିସ୍‌ । ଏଥର ଫାଇନ୍‌ ନୁହେଁ ବରଂ ଦେଖାସାକ୍ଷାତ୍‌ କୋର୍ଟରେ ହେବ

  • Tuesday, 12 September 2023
cancer patients
ସାନ ସିନା ଦାନ ତା ମହାନ୍‌

ସପ୍ତମ ଶ୍ରେଣୀରେ ପଢୁଛନ୍ତି, କ୍ୟାନସର ରୋଗୀଙ୍କୁ କେଶ ଦେବାକୁ ନିଷ୍ପତ୍ତି ନେଲେ । ସେମାନେ କେମିତି ଖୁସିରେ ରହିବେ? ଭଲରେ ରହିବେ ? ତାହା ଚିନ୍ତା କରି କରି ଦାନ କରିଦେଲେ ନିଜର କେଶ

  • Tuesday, 12 September 2023
Naveen T-shirt
ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପିନ୍ଧିଛନ୍ତି ନବୀନଙ୍କ ଫଟୋ ଥିବା ଟି-ସାର୍ଟ

ବିରୋଧୀ ବି ଆଜି ସିଧାସଳଖ ଉଭୟଙ୍କୁ ଘେରିଛନ୍ତି ।

  • Monday, 11 September 2023
Rishi Sunak-Akshyata
​​​​​​​ଶେଖ ହସିନାଙ୍କ ପାଖରେ ଆଣ୍ଠୁ ମାଡ଼ି ବସିଥିଲେ ଋଷି

୪୩ ବର୍ଷୀୟ ସୁନକଙ୍କ ଏଭଳି ନମ୍ର ଆଚରଣର ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି।

  • Monday, 11 September 2023
Ghatagaon Tarini
ଖୋଲା ବଜାରରେ ବିକ୍ରି ହେଉଛି ମା ତାରିଣୀଙ୍କ ନଡ଼ିଆ

ତେବେ ଭକ୍ତିର ସହ ମାନସିକ ପୂରଣ ପାଇଁ ମା ତାରିଣୀଙ୍କ ପାଖକୁ ନଡିଆ ପଠାଇଥିବା ଭକ୍ତଙ୍କୁ ଗଭୀର ଆଘାତ ଦେଇଛି ମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି।

  • Monday, 11 September 2023
Teacher Protest
ଆନ୍ଦୋଳନରେ ଶିକ୍ଷକ। ସ୍କୁଲରେ ତାଲା। ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରିଲେ ପିଲା।

ସରକାର ଏଯାଏ କୌଣସି ଆଲୋଚନା କରିନଥିବାରୁ ଧୀରେ ଧୀରେ ପ୍ରତିବାଦ ରାଜ୍ୟବ୍ୟାପୀ ତେଜିବାରେ ଲାଗିଛି।

  • Monday, 11 September 2023
Odisha Politics
ଭୋଟ୍ ଜିତିବାକୁ ଆରମ୍ଭ ହେଲା ଗ୍ରାଉଣ୍ଡୱାର୍କ । ଟ୍ରେନିଂ ମାଧ୍ୟମରେ ମହାଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଯୋଦ୍ଧା

ପ୍ରତ୍ୟେକ ଦିନ ୪ଟି ନିର୍ବାଚନ ମଣ୍ଡଳୀର ୱାର୍ଡ ଓ ପଂଚାୟତ ସ୍ତରର ନେତାଙ୍କୁ ଦିଆଯିବ ଟ୍ରେନିଂ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଦୁଇ ଶହ ଲେଖାଏଁ ଯୋଦ୍ଧା ପ୍ରସ୍ତୁତ କରୁଛି ଦଳ।

  • Monday, 11 September 2023
Sad Story
ଚମ ଧୁଡୁ ଧୁଡୁ ଶରୀର । ଫୁଟି ହୋଇ ବାହାରିଛି ଦେହର ଛ' ଖଣ୍ଡ ହାଡ଼

ଆଉ ଏହି ପରିଣତ ବୟସରେ ବ୍ରହ୍ମପୁର ଏମକେସିଜି ମେଡିକାଲର ସଂକ୍ରାମକ ରୋଗ ୱାର୍ଡରେ ଦିନ ଗଣୁଛନ୍ତି ୩ ଜଣ ଅସହାୟ ।

  • Monday, 11 September 2023
Yojanara Na Hariloot
କାମ ହୋଇନି ହେଲେ ସରିଲାଣି ବିଲ୍ !

ରୁରାଲ ହାଟର ଚିହ୍ନବର୍ଣ୍ଣ ନାହିଁ, କାଗଜପତ୍ରରେ ଦର୍ଶାଇ ମିଥ୍ୟା ବିଲ୍ କରାଯାଇଛି । ମଷ୍ଟର ରୋଲରେ ପଡ଼ିଛି ସରକାରୀ କର୍ମଚାରୀଙ୍କ ନାଁ ସରକାରୀ ଟଙ୍କା ଆତ୍ମସାତ ପାଇଁ ଚଞ୍ଚକତା ।

  • Monday, 11 September 2023
Education system in Odisha’s Lamtaput
ନୂଆ କଲେନି, ପୁରୁଣା ଭାଙ୍ଗିଦେଲେ; ବାରଦୁଆର ହେଉଛନ୍ତି ସ୍କୁଲ ପିଲା

ମୂଳରୁ ନୂଆ ଘର ହୋଇନି, ପୁରୁଣାକୁ ଭାଙ୍ଗିଦେଲେ । ପାଠ ପଢିବାକୁ ବାରଦୁଆର ଷୁଣ୍ଢିପିଣ୍ଡା ହେଉଛନ୍ତି ପିଲା । ପ୍ରଶାସନ କହୁଛି ବର୍ଷା ପାଇଁ କାମ ଡେରି ହେଉଛି...ଅଭିଭାବକ ଚେତାବନୀ ଦେବା ସହିତ...

  • Monday, 11 September 2023
Family in Odisha’s Khariar seeks financial assistance for son’s treatment
ଅପରେସନ୍‌ ହେଲେ ମଳତ୍ୟାଗ କରିବେ ଆଦିତ୍ୟ । ହେଲେ ଡାକ୍ତର...

ଜନ୍ମ ହେବା ଦିନରୁ ମଳଦ୍ୱାର ନାହିଁ । ପେଟ ଅପରେସନ୍‌ କରି ମଳତ୍ୟାଗ କରାଉଛନ୍ତି ପରିବାର ଲୋକ । ଚିକିତ୍ସା ଲାଗି ବାରମ୍ବାର ଶିଶୁଭବନ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ । ଡାକ୍ତର ଆଜିକାଲି କହୁଛନ୍ତି, କୁନି ପୁଅର ଭୟଙ୍କର ଭାବରେ ବଢୁଛି ଯନ୍ତ୍ରଣା

  • Monday, 11 September 2023