କହିପାରୁ ନାହାନ୍ତି କି ଶୁଣି ପାରୁ ନାହାନ୍ତି । ତଥାପି କେସ୍ ଲଢ଼ି ଇତିହାସ ରଚିଲେ ମହିଳା ଆଇନଜୀବୀ ସାରା ସନ୍ନି
ଘର ନୁହେଁ ଗାଈ ଗୁହାଳ । ବର୍ଷା ହେଲେ ଘରେ ଜମୁଛି ଆଣ୍ଠୁଏ ଉଚ୍ଚର ପାଣି । ୧୦ ବର୍ଷ ହେଲାଣି ସ୍ୱାମୀ ଦାଦନ ଖଟି ଯାଇଛନ୍ତି ଯେ ଯାଇଛନ୍ତି ଫେରିବାର ନା ଧରୁନାହାନ୍ତି । ଏପେଟ ପୁଅକୁ ଚାହିଁ ଆଖିର ଲୁହ, ଛାତିର କୋହକୁ ଜାବୁଡି ଧରି ବଞ୍ଚିଛନ୍ତି ଦ୍ରୌପଦୀ
ଇଏ ଘରର ଲକ୍ଷ୍ମୀ ପ୍ରତିମା । ସୁନାନାକି କୂଳବଧୁ । ହେଲେ ଇଏ ଖାଲି ନାକେ ଓଢଣା ଦେଇ ନାକରେ ସୁନା ପିନ୍ଧୁଥିବା ବୋହୁଟିଏ ନୁହେଁ ବରଂ ସ୍ୱର୍ଣ୍ଣପଦକ ଜିତିବାର ସ୍ବପ୍ନ ନେଇ ଆଗକୁ ବଢୁଥିବା ସୁନା ବୋହୂଟିଏ । ନାଁ ଜ୍ୟୋତ୍ସ୍ନାରାଣୀ..
ପିଲମାନଙ୍କ ତ ମୂଳରୁ ଷ୍ଟ୍ରଙ୍ଗ୍ ନାହିଁ ସବୁ ଭୁଲ୍ ଭାଲ୍ ଲେଖୁଛନ୍ତି । ଶୁଣନ୍ତୁ ସାର୍ କଣ କହୁଛନ୍ତି...
ପ୍ରହସନ ପାଲଟିଛି 5-T ରୂପାନ୍ତୀକରଣ । ବାତ୍ୟା ଆଶ୍ରୟସ୍ଥଳରେ ଚାଲିଛି ସ୍କୁଲ...ଗୋଟିଏ କ୍ଲାସ୍ରେ ବସି ପଢୁଛନ୍ତି ତିନୋଟି ଶ୍ରେଣୀର ପିଲା
ପ୍ରତିଦିନ ସକାଳୁ ହଜାର ହଜାର ପକ୍ଷୀଙ୍କର ହୁଏ ସମାଗମ । ଘରୁ ଆଣିଥିବା ମୁଠାମୁଠା ଖୁଦକୁ ନିଜ ହାତରେ ଢାଳି ଦିଅନ୍ତି ପକ୍ଷୀଙ୍କ ପ୍ରେମରେ ମତୁଆଲା ମଣିଷଟିଏ । ଆଉ ଖୁଦ ଖାଇ ସାରି ନିଜ ନିଜ ଗନ୍ତବ୍ୟ ପଥରେ ଉଡ଼ିଯାନ୍ତି ଏହି ବିହଙ୍ଗ ମାନେ ।
ବିରୋଧୀ ବି ନିଜ ନିଜ ହିସାବରେ ନବୀନଙ୍କୁ ଦେଇଛନ୍ତି ମାର୍କ ।
ଦୀର୍ଘ ୨ ବର୍ଷ ୯ ମାସର ବ୍ୟବଧାନ ପରେ ମାହାଙ୍ଗାରେ ଏଥର ଖଡ୍ଗହସ୍ତ ପ୍ରତାପଙ୍କ ସମର୍ଥକ ଓ ନ୍ୟାୟ ପାଇଁ ସଂଘର୍ଷ ପରିବାରର ସଦସ୍ୟ ।
ପ୍ରାଣକୃଷ୍ଣଙ୍କ କହିବାନୁସାରେ- ଗତକାଲି ତାଙ୍କ ପତ୍ନୀଙ୍କ ଗର୍ଭ ଯନ୍ତ୍ରଣା ବଢ଼ିବାରୁ ଅପରାହ୍ନ ସାଢ଼େ ୪ଟା ବେଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ପ୍ରତି ମିନିଟରେ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ସେହି ରାସ୍ତା ଦେଇ ଅତିକ୍ରମ କରୁଥିବା ବେଳେ ରାସ୍ତାର ଦୁରବସ୍ଥା ଉପରେ ଯେମିତି କାହାରି ବି ନଜର ନାହିଁ ।
ଆଜି ରାଉରକେଲା ଏଡିଏମ୍ ଅଫିସ ଆଗରେ ଏଭଳି ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶହ ଶହ ଆଦିବାସୀ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅଞ୍ଚଳରେ ପ୍ରଭାବଶାଳୀଙ୍କ କବଜାରେ ଗୋଚର ଜମି । ସରକାରଙ୍କ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହାନି ।
ଅଭାବ ଯୋଗୁଁ ଘରକୁ ଛପର କରିପାରୁନାହାନ୍ତି । ଗୋଟିଏ ଘରେ ଖିଆପିଆ , ପୁଅର ପାଠପଢ଼ା, ଠାକୁର ପୂଜା । ଆଜି ପର୍ଯ୍ୟନ୍ତ ବି ପାଖରେ ପହଞ୍ଚିପାରିନି ଆବାସ ଯୋଜନା ।
‘ତିତଲି’ ସୁଟିଂ ସେଟରେ ସେଲିବ୍ରେସନ । ସେଲିବ୍ରେସନକୁ ନେଇ କ’ଣ କହିଲେ ନାୟିକା ‘ତିତଲି’।
ଗୋଟିଏ ପରେ ଗୋଟିଏ ଫଟୋ ଅପଲୋଡ କରୁଛନ୍ତି ରାଘବ-ପରିଣିତି । ଏହାରି ଭିତରେ ୱେଡିଂ ଭେନ୍ୟୁକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି ରାଘବ । ସାଂସଦ ରାଘବଙ୍କ ସମ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୟୁଜର୍ସ ।
ରାସ୍ତା ସାରା ଖାଲଖମାରେ ଭର୍ତ୍ତି । କେଉଁଠି ବଡ଼ ବଡ଼ ଖାଲ ତ କେଉଁଠି ପିଚୁ ଉଠିଯାଇଛି । ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି । ରାସ୍ତାରେ ଯାଉଥିବା ଲୋକଙ୍କ ପାଇଁ ରହିଛି ପାଦେ ପାଦେ ବିପଦ । ଦୁର୍ଗମ ଅଞ୍ଚଳରେ ଗମନାଗମନର ସୁବିଧା ପାଇଁ ଏହି ରାସ୍ତା ନିର୍ମାଣ ହୋଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ପାଲଟିଛି ମରଣ ଯନ୍ତା ।
ଅନୁଭବ ବଖାଣିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।
ଗତ ୪ମାସ ହେଲାଣି ପାକିସ୍ତାନ କ୍ରିକେଟରଙ୍କୁ ମିଳିନି ଦରମା । ଯାହାକୁ ନେଇ ବିଦ୍ରୋହ ମୁଡରେ ଅଛନ୍ତି ପାକ୍ କ୍ରିକେଟର । ଏଭଳି ସ୍ଥିତିରେ ପାକିସ୍ତାନ କିଭଳି ବିଶ୍ୱକପ ଖେଳିବ, ତାହା ଏବେ ଆଶଙ୍କା ଘେରରେ ।
5T ସଚିବଙ୍କ ଗସ୍ତକୁ ଯଥାର୍ଥ ଦର୍ଶାଇ ବିରୋଧୀ ଉଠାଇ ଆସିଥିବା ଗୋଟି ଗୋଟି ପ୍ରଶ୍ନର ଉତ୍ତର ରଖିଥିଲେ ନବୀନ।
ଆଗ୍ରେସିଭ୍ ମୁଡ୍ରେ ଥିବା ବିଜେପିକୁ ଚେକ୍ ଦେବା ପାଇଁ ନବୀନଙ୍କ ଏହା ସୁଚିନ୍ତିତ ଷ୍ଟ୍ରାଟେଜି ହୋଇଥାଇ ପାରେ ବୋଲି ମଧ୍ୟ କୁହାଯାଉଛି ।
କ’ଣ ଥିଲା ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୂମିକା ? ଗୁମର ଖୋଲିବ ବହୁଚର୍ଚ୍ଚିତ Call Details Report ତଥା CDR ।
ରାତି ପାହିବାଠାରୁ ରାତି ହେବା ପର୍ଯ୍ୟନ୍ତ ଫୋନ୍ ଆସିବା ମାତ୍ରେ ପାଦରେ ଜୋତା ଏବଂ ହାତରେ ଖଣ୍ଡେ ବାଡି ଧରି ବାହାରି ପଡନ୍ତି ରିୟା।
କାହାର ୧୦ ବର୍ଷର ପୁରୁଣା ତ କାହାର ନବୀନ ସରକାର କ୍ଷମତାକୁ ଆସିବା ଠାରୁ । ହେଲେ ଏ ଯାଏଁ ସମାଧାନ ଶୂନ ।
ଡାକିଲେ ବି ଜେଜେମା କଥା ଶୁଣୁନି କାହ୍ନା । ହସମଜା କରୁଥିବା ସେହି କାହ୍ନା ଆଜି ନିଶ୍ଚଳ । ଦୁର୍ଘଟଣା ପରେ କୋମା ଅବସ୍ଥାରେ ରନିଜ । ସହାୟତା ପାଇଁ ନିବେଦନ କଲେ ପରିବାର ।
ଓଡ଼ିଶାରେ ୧୫ ମାସରେ ଶେଷ ହେଉଛି ଷ୍ଟାଡିୟମ ନିର୍ମାଣ । କିନ୍ତୁ ୧୮ ବର୍ଷ ପରେ ମଧ୍ୟ ସରୁନି ଯାତ୍ରୀ ବିଶ୍ରାମଗାରର ନିର୍ମାଣ । ଯାହାଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଯାହାକୁ ନେଇ ବଢ଼ିବାରେ ଲାଗିଛି ଜନ ଅସନ୍ତୋଷ ।