Advertisment

କଷି ଅବସ୍ଥାରେ ଝଡି ପଡୁଛି ଆମ୍ବ

ଚିନ୍ତାରେ ଢେଙ୍କାନାଳର ଆମ୍ବ ଚାଷୀ। କାରଣ ଶହ ଶହ ଏକର ଆମ୍ବ ବଗିଚାରେ ମାଡି ଗଲାଣି ରେଡବ୍ୟାଣ୍ଡ ପୋକ। ଅମଳ ହେବା ପୂର୍ବରୁ ଗଛରୁ ଝଡି ପଡୁଛି ସବୁ ଆମ୍ବ। ଦିନକୁ ଦିନ ଏହି ପୋକ ଆମ୍ବ ନଷ୍ଟ କରିଦେଉଥିବାବେଳେ ଆତଙ୍କିତ ହୋଇ ପଡିଛନ୍ତି ଜିଲ୍ଲାର ଅଧିକାଂଶ ଚାଷୀ।

author-image
Pallipuspa Samal
Cultivation
Advertisment
Advertisment