• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

BJD
୨୪ ପଲିଟିକ୍ସରେ ‘ପରିବାର’ ଫେଲ୍‌

୨୪ ନିର୍ବାଚନ ଛାରଖାର କରିଛି ପାରିବାରିକ ରାଜନୀତି । ଜନମତରେ ଟଳିପଡ଼ିଛି ବର୍ଷ ବର୍ଷର ଗଡ଼ । ଠିକଣା ଭୁଲିଯାଇଛନ୍ତି ହେଭିୱେଟ୍‌ । ୨୪ ଫଳାଫଳ କ୍ୟାରିୟରରେ ଲଗାଇ ଦେଇଛି ପରାଜୟର ଦାଗ ।

  • Sunday, 09 June 2024
BJD
ମୋଦି ମହାବାତ୍ୟା, ମାଟି କାମୁଡ଼ିଲେ ମନ୍ତ୍ରୀ

୨୪ ଫଳାଫଳ ଭାଙ୍ଗିଛି କ୍ଷମତା । ନବୀନ ସରକାରର ଗଣ୍ତା ଗଣ୍ତା ମନ୍ତ୍ରୀ ଓ ବରିଷ୍ଠ ନେତା ଧାରାସାୟୀ ହୋଇଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ୧୦ ଜଣ ମନ୍ତ୍ରୀଙ୍କୁ ହାର୍‌ର ସମ୍ମୁଖୀନ ହେବାଆକୁ ପଡ଼ିଛି । ଜାଣନ୍ତୁ..

  • Sunday, 09 June 2024
Speculation rife over New CM
ରାଜ୍ୟରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ?

ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ? ତାକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା।

  • Saturday, 08 June 2024
Jagannath Temple
ଶ୍ରୀମନ୍ଦିରକୁ ୨ ଦିନ ଧରି ଅନ୍ଧାର ରଖିବା ପଛରେ ଦାୟୀ କିଏ ?

ଦୁଇ ଦିନ କିଟ୍ କିଟ୍ ଅନ୍ଧାରରେ ରହିଥିଲା ଶ୍ରୀମନ୍ଦିର ଚଉହଦୀ। ଭକ୍ତ ରାଗିଲେ, ସେବାୟତ ବିଗିଡ଼ିଲେ। ରାଜ୍ୟରେ ସରକାର ବଦଳୁ ବଦଳୁ ସନ୍ଧ୍ୟା ପରେ ଖୋଦ୍ ଜଗନ୍ନାଥ ମନ୍ଦିର ଚାରିପାଖରେ ହଠାତ୍ ଏମିତି ବଦଳି ଯାଇଥିବା ସ୍ଥିତିକୁ ନେଇ କ୍ଷୁବ୍ଧ ହୋଇଥିଲେ ଜଗନ୍ନାଥ ପ୍ରେମୀ।

  • Saturday, 08 June 2024
Naveen Patnaik & VK Pandian
ପାଣ୍ତିଆନ୍‌ଙ୍କ ପାଇଁ ଓକିଲାତି କଲେ ନବୀନ

ବିଜେଡିର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନ୍‌ଙ୍କୁ ନେଇ ଦଳରେ ଝଡ଼। ଏପଟେ ଦଳପତି ନବୀନଙ୍କ ପାଣ୍ଡିଆନ୍ ଚାଳିଶା। ଦଳର ବିପର୍ଯୟ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଆଜି ପାଣ୍ଡିଆନ୍‌ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସଭାପତି ନବୀନ ପଟ୍ଟନାୟକ।

  • Saturday, 08 June 2024
Asish Singh
ମିଛ କହି ଛୁଟିରେ ଥିଲେ IPS ଆଶିଷ ସିଂ

ମିଛ କହିଥିଲେ ଆଇପିଏସ୍ ଆଶିଷ ସିଂ। ଫିଟ୍ ଥାଇ ନିଜ ସ୍ବାସ୍ଥ୍ୟ ବାବଦରେ ଦେଇଥିଲେ ଭୁଲ୍ ତଥ୍ୟ। ତେଣୁ ତାଙ୍କ ବିରୋଧରେ ହେବ ଆକ୍ସନ।

  • Saturday, 08 June 2024
BJD workers oppose VK Pandian
ସଭାପତିଙ୍କ ଉଦ୍ୟମ ସତ୍ତ୍ୱେ ଥମୁନି ପାଣ୍ଡିଆନ୍ ବିରୋଧୀ ଝଡ଼

୨୪ ନିର୍ବାଚନରେ କାହିଁକି କ୍ଷମତାଚ୍ୟୁତ ହେଲା ବିଜେଡି ? କାହିଁକି ଭୁଶୁଡ଼ିଲା ବିଶାଳ ଦୁର୍ଗ ? ଯଦିଓ ବିଜେଡି ସୁପ୍ରିମୋ ନବୀନ ପଚ୍ଚନାୟକ ଏହାର କାରଣ ଖୋଜୁଛନ୍ତି, ହେଲେ ଦଳର ବିପର୍ଯ୍ୟୟ ପାଇଁ ସିଧା ପାଣ୍ଡିଆନ୍ ଙ୍କୁ ଦାୟୀ କରି ଦଳରେ ଜୋର ଧରିଲାଣି ଅସନ୍ତୋଷ।

  • Saturday, 08 June 2024
love for planting trees
ବାର୍ତ୍ତା ଦେଉଛନ୍ତି ସବୁଜ ମଉସା

ଗ୍ରୀନ ମ୍ୟାନ ଦିନବନ୍ଧୁ । ୫୦ ବର୍ଷ ଧରି ଲଗାଇ ଆସୁଛନ୍ତି ଗଛ । ପେଶା ତାଙ୍କର ଚାଷ, ହେଲେ ନିଶା ହେଉଛି ବୃକ୍ଷ ରୋପଣ । ପିଲାଟି ଦିନରୁ ଦିନବନ୍ଧୁଙ୍କର ବୃକ୍ଷପ୍ରତି ଅହେତୁକ ଭଲପାଇବା ପାଇଁ ଆଜି ସେ ଗ୍ରୀନ ମ୍ୟାନ ନାଁରେ ବେଶ୍ପରିଚିତ ହୋଇଛନ୍ତି ।

  • Saturday, 08 June 2024
Sujata R Karthikeyan
ଛୁଟିରେ ଗଲେ IAS ସୁଜାତା କାର୍ତ୍ତିକେୟନ

୬ ମାସର ଲମ୍ବା ଛୁଟିରେ ଗଲେ ଭି.କେ.ପାଣ୍ଡିଆନଙ୍କ ପତ୍ନୀ ତଥା ଆଇଏଏସ ସୁଜାତା କାର୍ତ୍ତିକେୟନ। ଆସନ୍ତା ନଭେମ୍ବର ୨୬ ତାରିଖ ଯାଏଁ ସେ ଛୁଟିରେ ଯାଇଛନ୍ତି। ସୁଜାତା ଚାଇଲ୍ଡ କେୟାର ଲିଭରେ ଏଭଳି ଲମ୍ବା ଛୁଟିରେ ଯାଇଥିବା ସୂଚନା ମିଳିଛି।

  • Friday, 07 June 2024
BJP aims to complete unfinished work
ଖୋଲିବେ କି ରାଜ୍ୟର ସବୁ ବଡ଼ ଘଟଣାର ଫାଇଲ୍ ?

ଓଡ଼ିଶାରେ ଆସିଛି ବିଜେପି ସରକାର। ଖୋଲିବ ଫାଇଲ୍, ଜେଲ୍ ଯିବେ ଦୋଷୀ। ଚିଟଫଣ୍ଡରୁ ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଅବା ମନ୍ତ୍ରୀ ନବ ଦାସ ମର୍ଡର କେସରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା। ବିଜେଡି ସରକାର ଅମଳର ଏସବୁର କାଣ୍ଡକାରଖାନାର ତଦନ୍ତ ନେଇ ଖୋଦ୍ ମୋଦି ଓ ଶାହାଙ୍କ ଗ୍ୟାରେଣ୍ଟି ପରେ ବଢିଛି ଆଶା।

  • Friday, 07 June 2024
Narendra Modi
NDA ସଂସଦୀୟ ଦଳ ମିଟିଂରେ ଓଡ଼ିଶାକୁ ମୋଦିଙ୍କ ଫୋକସ୍

ନାଁ ଆମେ ହାରିଥିଲୁ ନା ହାରିବୁ, ଏନଡିଏ ଥିଲା ଓ ରହିବ। ଆଜି ନୂଆଦିଲ୍ଲୀର ସମ୍ବିଧାନସଦନରେ ଅନୁଷ୍ଠିତ ଏନଡିଏର ସଂସଦୀୟ ଦଳ ବୈଠକରେ ଏନଡିଏର ନେତା ନିର୍ବାଚିତ ହେବା ପରେ ଏଭଳି କହିଛନ୍ତି ମୋଦି। ତାସହ ଏଠି ବି ଓଡ଼ିଶାକୁ ଫୋକସ୍ କରି କହିଛନ୍ତି ଭାରତର ବିକାଶ ଯାତ୍ରାରେ ଓଡ଼ିଶା ହେବ ଇଞ୍ଜିନ।

  • Friday, 07 June 2024
BJD
ରାଜ୍ୟରେ ଗଡ଼ ଭୁଶୁଡ଼ିବା ପରେ ଦୁଇ ଫାଳ କି ବିଜେଡି ?

ରାଜ୍ୟରେ ବିଜେଡିର ଗଡ଼ ଭୁଶୁଡ଼ିବା ପରେ ଦଳ ଏବେ ଏକ ପ୍ରକାର ଦୁଇ ଭାଗରେ ପରିଣତ ହୋଇଛି ।ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟେ ବିଜୟୀ ଓ ପରାଜିତ ନେତାଙ୍କୁ ଭେଟି ପରାଜୟର କାରଣ ଖୋଜାଯିବ ବୋଲି କହିବା ପରେ କିଛି ବରିଷ୍ଠ ନେତା, ପାଣ୍ଡିଆନଙ୍କ ନାଁ ନନେଇ ନବୀନଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି।

  • Friday, 07 June 2024
Odisha Election
କିଏ ସମ୍ଭାଳିବ ଓଡ଼ିଶାର ଶାସନ ଭାର ?

ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋରଦାର, ହେଲେ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ଏବେ ବି ସସପେନ୍ସ। ରେସରେ ଆଗରେ କିଏ। ଆଜି ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବସିବାକୁ ଥିବା ବେଳେ ଅପେକ୍ଷା ପର୍ଯ୍ୟବେକ୍ଷକଙ୍କୁ। 

  • Friday, 07 June 2024
Smriti Irani
ସ୍ମୃତିଙ୍କୁ ହରାଇଲା କଂଗ୍ରେସ

ଆମେଠିରୁ ହାରିଲେ ସ୍ମୃତି ଇରାନୀ । ସ୍ମୃତିଙ୍କୁ ହରାଇଳା କଂଗ୍ରେସ । ଉତ୍ତରପ୍ରଦେଶର ଆମେଠି ଆସନରେ ଜୋରଦାର ଲଢ଼େଇ ହୋଇଛି । ଗତଥର ଯେଉଁ ଆସନରୁ ସ୍ମୃତି କଂଗ୍ରେସ ନାତା ରାହୁଲ ଗାନ୍ଧୀଙ୍କୁ ହରାଇଥିଲେ । ଏଥର ସେହି ଆସନରୁ ହାରିଛନ୍ତି ସ୍ମୃତି ଇରାନୀ ।

  • Friday, 07 June 2024
CPIM's Laxman Munda
ଏକମାତ୍ର କମ୍ୟୁନିଷ୍ଟ ବିଧାୟକ

ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରେ ପୂରା ଓଡ଼ିଶାର ମାନଚିତ୍ର ଗେରୁଆ, ବାଇଗଣୀ ଏବଂ ଆକାଶୀ ରଙ୍ଗରେ ଭରପୂର । ହେଲେ ମାତ୍ର ଗୋଟିଏ ସ୍ଥାନରେ ଉଡୁଛି ଲାଲ ପତାକା । ଇଏ ହେଉଛି ଓଡ଼ିଶାର ୨୪ ନିର୍ବାଚନ ଫଳାଫଳ ।

  • Friday, 07 June 2024
General election 2024
ବିଜେଡିର ବହୁ ହେଭିୱେଟଙ୍କୁ ହରାଇ ହିରୋ

ସତ୍ତାର ସତରଞ୍ଜରେ ବହୁ ଅଭିଜ୍ଞଙ୍କୁ ମାତ୍ ଦେଇଛନ୍ତି ଅପେକ୍ଷାକୃତ ନବାଗତ ପ୍ରାର୍ଥୀ। ବିଜେଡିର ବହୁ ହେଭିୱେଟଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ହରାଇ ଅଚାନକ ହିରୋ ପାଲଟି ଯାଇଛନ୍ତି ବହୁ ବିଜୟୀ ପ୍ରାର୍ଥୀ।

  • Thursday, 06 June 2024
BSKY
ଦୂର ହେଲା BSKY ଦ୍ୱନ୍ଦ୍ୱ

ରାଜ୍ୟବାସୀଙ୍କୁ BSKY ଆଶ୍ବସ୍ତି। ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା, ଚିକିତ୍ସାରେ ଅବହେଳା କରୁଥିଲେ-ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

  • Thursday, 06 June 2024
BJD
ଦୁର୍ଗ ପତନ ପରେ ବିଜେଡିରେ ଘମାସାନ୍ !

ବିଜେଡିର ପତନ ପରେ ଧିରେ ଧିରେ ମୁହଁ ଖୋଲୁଛନ୍ତି ବରିଷ୍ଠ। ନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ଦୂରେଇ ରଖିବାରୁ ଦଳ ପରାଜିତ ହେଲା ବୋଲି ଶଶୀ ବେହେରା ମତ ରଖିଛନ୍ତି।

  • Thursday, 06 June 2024
Naveen Patnaik
ବିଜେଡିର ବିପର୍ଯ୍ୟୟ ପରେ ନବୀନଙ୍କ ଭାବମୂର୍ତ୍ତି ବଞ୍ଚାଇବାର ଚେଷ୍ଟା

ବିଜେଡିର ବିପର୍ଯ୍ୟୟ ପରେ ନବୀନଙ୍କ ଭାବମୂର୍ତ୍ତି ବଞ୍ଚାଇବାର ଚେଷ୍ଟା । ସୋସିଆଲ୍ ମିଡିଆରେ ନବୀନଙ୍କୁ ମସିହା ସଜାଉଛନ୍ତି ବିଜେଡି ନେତା । ହେଲେ ବିଜେପି କହିଛି, ରାଜ୍ୟରେ ବର୍ତ୍ତମାନର ଏ ସ୍ଥିତି ପାଇଁ ନବୀନ ହିଁ ମୁଖ୍ୟ ଦୋଷୀ ।

  • Thursday, 06 June 2024
BJP CM
କିଏ ସମ୍ଭାଳିବ ଓଡ଼ିଶାର ଶାସନ ଭାର ?

ପୂର୍ଣ୍ଣ ବହୁମତ ମିଳିବା ପରେ ଏବେ ବିଜେପିର ମୁଖ୍ୟମନ୍ତ୍ରୀ କସରତ। ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା। କିଏ ହେବ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ, ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଅନେକ ନାଁ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

  • Thursday, 06 June 2024
Apana Eka Nuhanti
ଅପେକ୍ଷାରେ ସୁମିତ୍ରା; କେବେ ଫେରିବେ ସ୍ୱାମୀ ?

ପାହାଡ଼ ତଳେ କଟୁଥିଲା ଜୀବନ । ଗରିବୀକୁ ଖାତିର ନଥିଲା, ଭଲକୁ ବି ଅପେକ୍ଷା ନଥିଲା । ତଥାପି ଖୁସିଥିଲା । ହେଲେ ସମୟ ଏବେ ସୁମିତ୍ରାଙ୍କୁ କନ୍ଦାଇ ଦେଇଛି । 

  • Thursday, 06 June 2024
dry fruits
ଡ୍ରାଏଫ୍ରୁଟ୍ସ ଖାଉଛନ୍ତି କି ?

ଆପଣ ଡ୍ରାଏଫ୍ରୁଟ୍ସ ଖାଉଛନ୍ତି କି ? ଜଣେ ବ୍ୟକ୍ତି କେତେ ପରିମାଣର ଡ୍ରାଏଫ୍ରୁଟ୍ସ ଖାଇବା ଆବଶ୍ୟକ ? ଜାଣନ୍ତୁ

  • Thursday, 06 June 2024
Laxman Bag
କିଏ ଏହି ଲକ୍ଷ୍ମଣ ବାଗ୍‌ ?

ଲକ୍ଷ୍ମଣ ବାଗ୍‌ VS ନବୀନ ପଟ୍ଟନାୟକ । ଜଣେ ଚାଷୀ ନେତା ଆଉ ଜଣେ ରାଜ୍ୟର ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ । ଯିଏ କି ରାଜନୀତି କ୍ୟାରିୟରରେ ପରାଜୟ ଜାଣିନାହାନ୍ତି । ଦେଖିନାହାନ୍ତି ପରାସ୍ତର ସୂର୍ଯ୍ୟ । ହେଲେ ସେହି ନବୀନଙ୍କୁ ଏଥର ନିର୍ବାଚନରେ ଚେକ୍‌ ଦେଇଛନ୍ତି ଏହି ବିଜେପି ନେତା ଲକ୍ଷ୍ମଣ ବାଗ୍‌ ।

  • Thursday, 06 June 2024
VK Pandian
ଏବେ କଣ କରିବେ ପାଣ୍ଡିଆନ୍‌ ?

କେଉଁଠି ଅଛନ୍ତି ପାଣ୍ଡିଆନ୍‌ ? ଭୁବନେଶ୍ୱରରେ ନା ଆଉ କେଉଁଠି ? ନିର୍ବାଚନ ଫଳାଫଳ ପରେ କୁହାଯାଉଥିବା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ରଙ୍କ ମିଳୁନି ଦେଖା । ନା ଗଣମାଧ୍ୟମ ସାମ୍‌ନାକୁ ଆସୁଛନ୍ତି, ନା ପରାଜୟ ପରେ ପ୍ରେସମିଟ୍‌ କରି ନିଜ ବିବୃତି ରଖୁଛନ୍ତି ।

  • Thursday, 06 June 2024
Ratna Bhandar
ଖୁବଶୀଘ୍ର ଖୋଲିବ କି ଶ୍ରୀମନ୍ଦିର ୪ ଦ୍ବାର ?

ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ କି ଶ୍ରୀମନ୍ଦିରର ୪ ଦ୍ବାର? ଶ୍ରୀଜିଉଙ୍କ ରତ୍ନଭଣ୍ଡାର ରହସ୍ୟ ଉପରୁ ହଟିବ କି ପରଦା ?

  • Wednesday, 05 June 2024