• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Viral News

Viral
ରାସ୍ତାକଡ଼ରେ ଆଫଗାନୀ ଟିଭି ଆଙ୍କର୍‌ : ଦାନା ମୁଠାଏ ପାଇଁ ବିକୁଛନ୍ତି ଷ୍ଟ୍ରିଟ୍‌ଫୁଡ୍

ତାଲିବାନି ଶାସନରେ ବେକାର ଟିଭି ଆଙ୍କର, ରାସ୍ତାରେ ଷ୍ଟ୍ରିଟ୍‌ଫୁଡ୍ ବିକ୍ରି କରି ପରିବାର ଚଳାଉଛନ୍ତି

IAS Keerthi Jalli’s image goes viral
ଜଣେ କୁକୁର ବୁଲେଇ ବଦନାମ ହେଲେ, ଜଣେ କାଦୁଅରେ ଚାଲି ଚର୍ଚ୍ଚାକୁ ଆସିଲେ

ନିକଟରେ ଜଣେ ଆଇଏଏସ୍ ଅଧିକାରୀ ଷ୍ଟାଡିୟମରେ କୁକୁର ବୁଲେଇ ବଦନାମ ହୋଇଥିବା ବେଳେ ଆଉ ଜଣେ ଆଇଏଏସ୍ ଅଧିକାରୀ ନିଜର ମହନିୟତା ପାଇଁ ପ୍ରଶଂସା ପାଉଛନ୍ତି। ପଢନ୍ତୁ ପୂରା ଖବର…

Woman spent 53 lakh to make herself human barbie
ନିଜକୁ ‘ମାନବ ବାର୍ବି’ କରିବାକୁ ଯୁବତୀ ଖର୍ଚ୍ଚ କରିଦେଲେ ୫୩ ଲ‍କ୍ଷ

୨୧ ବର୍ଷୀୟ ଜଣେ ଯୁବତୀ ନିଜ ଶରୀରକୁ ‘ମାନବ ବାର୍ବି’ରେ ପରିବର୍ତ୍ତନ କରିବାକୁ କସ୍ମେଟିକ୍ ସର୍ଜରୀ ମାଧ୍ୟମରେ ୭୦ହଜାର ଡଲାରରୁ ଅଧିକ ଖର୍ଚ୍ଚ କରିଦେଇଛନ୍ତି। ଏହା କରିବା ଦ୍ୱାରା ତାଙ୍କ ପରିବାର ଲୋକେ ତାଙ୍କୁ ଦୂରେଇ ଦେଇଛନ୍ତି ବୋଲି ସେ କହିଛନ୍ତି।

Boy promotes his father’s roadside haleem stall in Hyderabad, netizens turn up in big number
ରାତାରାତି ବାପାଙ୍କୁ ସୋସିଆଲ୍ ମିଡିଆରେ ପପୁଲାର୍‌ କଲା ପୁଅ

ରାତିରାତି ବାପାଙ୍କୁ ଫେମସ କଲା ପୁଅ । ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ଏହି ଘଟଣା।

Policeman teaches 8 year old boy while managing traffic
ଏପଟେ କରୁଛନ୍ତି ଡ୍ୟୁଟି, ସେପଟେ ପଢଉଛନ୍ତି ଗରିବ ପିଲାକୁ ପାଠ

ଦେଖିବାକୁ ମିଳିଛି ଜଣେ ଟ୍ରାଫିକ୍ ପୋଲିସ ମହାନତା। ସେ ଏକାସାଙ୍ଗରେ କରୁଛନ୍ତି ନିଜର କର୍ତ୍ତବ୍ୟ ଆଉ ଜଣେ ଗରିବ ପିଲାକୁ ଦେଉଛନ୍ତି ଶିକ୍ଷା। ଏହି ପୋଷ୍ଟ୍‌କୁ କୋଲକାତା ପୋଲିସ୍‌ ଫେସ୍‌ବୁକରେ ଶେୟାର କରିଛି।

Ever seen a garden in an auto
ନିଜ ଅଟୋକୁ କରିଦେଲେ ବଗିଚା

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ୱିଟରରେ ଆସିଥିବା ଏକ ଫଟୋ ଜଣେ ଅଟୋ ଚାଳଙ୍କର ପରିବେଶ ପ୍ରତି ଥିବା ମମତାକୁ ଦେଖେଇଛି। ସେ ତାଙ୍କ ଅଟୋକୁ ବଗିଚାରେ ପରିଣତ କରିଥିବା ଦେଖିବାକୁ ମିଳିଛି।

Dog watching nurse with love
ଚିକିତ୍ସା ବେଳେ ନର୍ସଙ୍କ ପ୍ରେମରେ ପଡିଲା କୁକୁର

ଭାଇରାଲ ହେଉଛି କୁକୁରର ନର୍ସଙ୍କ ପ୍ରତି ପ୍ରେମର ଭିଡିଓ। ନର୍ସ ଜଣକ କୁକୁରଟିର ସେବା କରୁଥିବା ବେଳେ ତାଙ୍କ ଉପରୁ କୁକୁରଟିର ନଜର ହଟୁନି। ସେ ତାଙ୍କୁ ବୁଲି ବୁଲି ଚାହୁଁଥିବା ଦେଖାଯାଉଛି। କୁକୁରର ନର୍ସ ପ୍ରତି ଏଭଳି ପ୍ରେମ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।

9 year old girl write emotional letter to dead mom
ମୁଁ ତୁମକୁ ସ୍ୱର୍ଗରେ ଭେଟିବି; ମା’କୁ ହରେଇ ଏମିତି ଚିଠି ଲେଖିଲା ୯ ବର୍ଷର ଝିଅ

ୟୁକ୍ରେନ ଯୁଦ୍ଧରେ ଆରପାରିକି ଚାଲିଗଲା ମା’। ଭାବପ୍ରବଣ ହୋଇ କୁନି ଝିଅ ମା’ ପାଖକୁ ଲେଖିଲା ଚିଠି। କହିଲା, ମା, ମୁଁ ତୁମକୁ ଏବେ ସ୍ୱର୍ଗରେ ଭେଟିବି। ଜଣେ ଭଲ ମଣିଷ ହେବା ପାଇଁ ମୁଁ ଚେଷ୍ଟା କରିବି ଯାହାଦ୍ୱାରା ମୁଁ ସ୍ୱର୍ଗରେ ସ୍ଥାନ ପାଇବି।

Viral News
ସାଇକେଲରେ ସଚେତନତା ବାର୍ତ୍ତା ! ୩୮ ଦିନରେ କାଶ୍ମୀରରୁ କନ୍ୟାକୁମାରୀ ଯାତ୍ରା କଲେ ୧୦ ବର୍ଷିୟ କୁନି ଝିଅ

ଯାନବାହାନ ପ୍ରଦୂଷଣର କ୍ଷତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କାଶ୍ମୀରରୁ କନ୍ୟାକୁମାରୀ ସାଇକେଲ ଚଳାଇଲେ ୧୦ ବର୍ଷର କୁନି ଝିଅ ।

Kovid Kapoor goes viral for his name
‘ମୋ ନାମ କୋଭିଡ୍ କିନ୍ତୁ ମୁଁ କରୋନା ଭାଇରସ୍ ନୁହେଁ’

‘ମୋ ନାମ କୋଭିଡ୍ କିନ୍ତୁ ମୁଁ କରୋନା ଭାଇରସ୍ ନୁହେଁ’। ଏହା ମନେପକେଇଦିଏ ଶାହରୁଖ ଖାନ୍‌ଙ୍କ ସେହି ଜଣାଶୁଣା ସଂଳାପ “ମେରା ନାମ୍‌ ଖାନ୍‌ ଔର୍ ମୈନ୍ ଆତଙ୍କବାଦୀ ନେହୀ ହୁଁ”। କିନ୍ତୁ ଏହି ନାଁରେ ଜଣେ ଲୋକ ଏବେ ଭାଇରାଲ୍ ହେବାରେ ଲାଗିଛନ୍ତି।

old woman
ଆଶ୍ଚର୍ଯ୍ୟ !!! ଶବ ଭାବି ନେଇଥିଲେ ମଶାଣି, ହଠାତ୍ ଚେତା ଫେରିପାଇଲେ ବୃଦ୍ଧ

ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ମୃତ ବୋଲି ଭାବି ପରିବାର ଲୋକ ତାଙ୍କ ଶବଦାହ କରିବାକୁ ନେଇଗଲେ । ମୁଖାଗ୍ନି ଦିଆଯିବା ପୂର୍ବର ଠିକ୍ ପୂର୍ବରୁ ବୃଦ୍ଧ ବ୍ୟକ୍ତିଙ୍କ ହୋସ୍‌ ଆସିଥିଲା । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Hardhik watch 5 crore
ହାର୍ଦ୍ଦିକ ପିନ୍ଧୁଛନ୍ତି ୫ କୋଟିର ଘଣ୍ଟା !

ମୁମ୍ବାଇ ଏୟାରପୋର୍ଟରେ କଷ୍ଟମ ବିଭାଗ ଦ୍ୱାର ହାର୍ଦ୍ଦିକ ପାଣ୍ତ୍ୟାଙ୍କ ୨ଟି ଦାମୀ ଘଣ୍ଟାକୁ ଜବତ କରାଯାଇଥିଲା । ଯାଞ୍ଚ ପରେ ଜଣା ପଡିଥିଲା ଯେ ଏହି ଘଣ୍ଟାଟିର ମୂଲ୍ୟ ୫ କୋଟି ଟଙ୍କା । ତେବେ ଏନେଇ ହାର୍ଦ୍ଦିକ ନିଜର ମନ୍ତବ୍ୟ ରଖିଛନ୍ତି ।

Kids eat poisonous fruit looking like apple
ମରଣ ଫଳ ଖାଇ ଚାଲିଗଲା ଦୁଇ ନିରୀହ ପିଲାଙ୍କ ଜୀବନ

ଦୁନିଆରେ ଏପରି ଅନେକ ଫଳ ଅଛି ଯାହାକୁ ଖାଇ ହେବ ନାହିଁ। କାରଣ ଏହି ଫଳଗୁଡ଼ିକ ଅତ୍ୟଧିକ ବିଷାକ୍ତ ହୋଇଥାଏ। ଯଦି ଜଣେ ବ୍ୟକ୍ତି ଭୁଲରେ ମଧ୍ୟ ଏହି ଫଳ ଖାଏ, ତେବେ ତା’ର ମୃତ୍ୟୁ ନିଶ୍ଚିତ। ଠିକ ଗଛ ଓ ଫଳ ସାଧାରଣ ଲୋକଙ୍କ ଦ୍ୱାରା ସହଜରେ ଚିହ୍ନି ହୁଏ ନାହିଁ। ଯେଉଁ କାରଣରୁ ଲୋକମାନେ ହଠାତ୍ ଏହି ଫଳଗୁଡିକ ଖାଇ ସମସ୍ୟାର ସମ୍ମୁଖିନ ହୋଇଥା’ନ୍ତି। ସମ୍ପ୍ରତି, ଏହିପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ୨ ନିରୀହ ପିଲା ଏହି ମରଣ ଫଳ ଖାଇ ଏକ ଯନ୍ତ୍ରଣାଦାୟକ ମୃତ୍ୟୁର ସାମ୍ନା କରିଛନ୍ତି।

Three headed snake is something else
ତିନି ମୁଣ୍ଡିଆ ସାପ ନା ଆଉ କିଛି!

ସୋସିଆଲ ମିଡିଆ ହେଉଛି ଏକ ମହାସାଗର, ଆପଣ ଯେତେ ଗଭୀରକୁ ଯିବେ ସେତେ ଅଧିକ ନୂଆ ନୂଆ ଜିନିଷ ଦେଖିବାକୁ ପାଇବେ। ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଫଟୋରେ ଏକ ତିନି ମୁଣ୍ଡିଆ ସାପ ଦେଖିବାକୁ ମିଳେ। ଏହି ସାପକୁ ଦେଖିବା ପରେ ଲୋକମାନେ ବହୁତ ଡରି ଯାଇଛନ୍ତି। ଭାଇରାଲ୍ ହେଉଥିବା ଏହି ଫଟୋକୁ ଭଲଭାବେ ଦେଖିବା ପରେ ଆପଣ ଜାଣିବେ ଯେ ଏହା ସାପ ନୁହେଁ ବରଂ ଅନ୍ୟ କିଛି।

sun
ଆକାଶରେ ୨ଟି ସୂର୍ଯ୍ୟ ! ସୋସିଆଲ୍‌ ମିଡିଆରେ ଭାଇରାଲ୍‌

ନୂଆଦିଲ୍ଲୀ: ସମାନ ସମୟରେ ଆକାଶରେ ଦୃଶ୍ୟମାନ ହେଲା ୨ଟି ସୂର୍ଯ୍ୟ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ଏବେ ସୋସିଆଲ୍‌ ମିଡିଆରେ ଏମିତି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଆମେରିକା-କାନାଡା ସୀମାରେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି। ଜୁନ୍‌ ୨୧ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦିନ ଏହି ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଗୁଡ଼ିକ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାସହ ଦାବି କରାଯାଇଛି ଯେ, ସମାନ […]