ସେ ପୁଅ ହେଉ କି ଝିଅ, ଉଭୟ ନିଜ ସାଥୀଙ୍କୁ ଖୁସି କରିବା କିମ୍ବା ଆଶ୍ଚର୍ଯ୍ୟ କରିବା ପାଇଁ ବିଭିନ୍ନ ଉପାୟ ଚେଷ୍ଟା କରନ୍ତି। ଜଣେ ତାଙ୍କ ପ୍ରେମିକାକୁ ଖୁସି କରିବା ପାଇଁ ୬,୫୦୦ କିଲୋମିଟର ଡ୍ରଇଂ କରି ଚର୍ଚ୍ଚାରେ ଅଛନ୍ତି।
ଯେତେବେଳେ ବର, ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚିଥିଲା ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନଙ୍କର ମୁଣ୍ଡ କିଛି କାମ କରିନଥିଲା। ଶେଷରେ ଉପାୟଶୂନ୍ୟ ହୋଇ ବର ଓ ତାଙ୍କ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ।
ପାଇଲଟ୍ ଜଣକ ସିଢ଼ିରେ କକ୍ପିଟ୍ ଝରକା ପର୍ଯ୍ୟନ୍ତ ଚଢ଼ିଛନ୍ତି । ଏହାପରେ ସେହି ଛୋଟ ଝରକା ଦେଇ ବିମାନ ମଧ୍ୟକୁ ପ୍ରବେଶ କରୁଛନ୍ତି ।
ଯୁବକଙ୍କ ସହ ଏମିତି କିଛି ଘଟିଛି, ଯାହା ସେ କେବେ କଳ୍ପନା ବି କରିନଥିଲେ। ଯୁବକ ଜଣ ଭୁଲ୍ବଶତଃ ଫ୍ୟାମିଲି ହ୍ୱାଟ୍ସଆପ୍ ଗ୍ରୁପ୍ରେ ଏମିତି ଫଟୋ ଶେୟାର କରି ଦେଇଥିଲେ, ଯାହାକି ଘରର ଲୋକଙ୍କ ସାମ୍ନାରେ ତାଙ୍କ ପୋଲ୍ ଖୋଲି ଦେଇଥିଲା।
ଆଜି ଆମେ ଆପଣଙ୍କୁ ସେମିତି କିଛି ଭିନ୍ନ ଜୀବନଶୈଳୀ ଓ ଭିନ୍ନ ଲୋକଙ୍କ କଥା କହିବୁ । ଯାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ ।
କନ୍ୟା ଜଣକ ରାସ୍ତାରେ କାରର ବୋନେଟରେ ବସି ରିଲ୍ ତିଆରି କରିବାକୁ ନେଇ ତାଙ୍କ ନାଁରେ ଚାଲାଣ କଟିଛି । କନ୍ୟାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।
କାମ ନକରି କମ୍ପାନୀ ଠାରୁ ଦରମା ଦାବି କରିଛନ୍ତି କର୍ମଚାରୀ । ଏବେ ଇନକ୍ରିମେଣ୍ଟ୍ ନହେବାରୁ ମାମଲା ଦାଏର୍ କରିଛନ୍ତି ।
ଟ୍ରାଫିକ ଜାମ୍ରେ ଫସିଥିବା ଜଣେ ଯୁବତୀ ରାପିଡୋ ସ୍କୁଟି ପଛରେ ବସି ଲାପ୍ଟପ୍ରେ ଅଫିସ କାମ କରୁଛନ୍ତି। କାମକୁ ନେଇ ଯେଭଳି ଭାବେ ଯୁବତୀ ସିରିୟସ୍ ଅଛନ୍ତି ଓ ତାଙ୍କର ପରିଶ୍ରମକୁ ଲୋକମାନେ ପ୍ରଶଂସା କରିଛନ୍ତି।
ସ୍ତ୍ରୀଙ୍କ ମଦ ପିଆ ଦେଖି ସ୍ୱମୀ କ’ଣ କରିବେ ତାହା ଚିନ୍ତା କରିପାରିଲେ ନାହିଁ । ସବୁଦିନ ସେ ମଦ୍ୟପାନ କରି ଘରକୁ ଆସିଲା ବେଳକୁ ସ୍ତ୍ରୀ ମଧ୍ୟ ମଦ ପିଇ ଟୁଲ ଅବସ୍ଥାରେ ଥାନ୍ତି ।
କିଛି ଭିଉଜ୍ ପାଇବା ପାଇଁ ଅଜାକାଲିକା ପିଲା ଜୀବନ ଦେବା ପାଇଁ ବି ପ୍ରସ୍ତୁତ . . ଏତେସବୁ ପାଗଳାମୀ କେବଳ ଲୋକପ୍ରିୟତା ସାଉଣ୍ଟିବାକୁ।
ଜଣେ ଚାଷୀ ହେଉଛନ୍ତି ମିଣ୍ଟୁ ରୟ । ଯିଏ କି ଏହି ଟାଇଟାନିକ ଜାହାଜକୁ ନିର୍ମାଣ କରିଛନ୍ତି । ଦିନେ ତାଙ୍କର ସ୍ୱପ୍ନଥିଲା ଟାଇଟାନିକ ଜାହାଜ ପରି ସେ ଏକ ଘର ତିଆରି କରିବେ । ହେଲେ ସେ ଜଣେ ଚାଷୀ ଓ ଗରିବ ହୋଇଥିବାରୁ ଏହା ସମ୍ଭବପର ହୋଇନଥିଲା ।
ଏବେ ୨ ଫୁଟର ବାଇକକୁ ଚଢିବା ପରେ ବେଶ ଖୁସି ହରିନାରାୟଣ ।
ଏମିତି ମଣିଷକୁ ଧିକ୍ । ଜଣେ ଦିବ୍ୟାଙ୍ଗ ଦୋକାନୀ ଫଲ ଦେବା ପାଇଁ ମନା କରିଦେବାରୁ ରାସ୍ତା ମଝିରେ ଗୋଇଠା ପକାଇଲେ ।
ଆସିଲା ଶାଳୀର କଲ୍ . . .କନ୍ୟାକୁ ମଣ୍ଡପରେ ଛାଡ଼ି ଦଉଡ଼ିଲା ବର . .
ଏକଥା ଆପଣଙ୍କୁ ବିଶ୍ୱାସ ହେଉନଥିବ । କିନ୍ତୁ ବାସ୍ତବରେ ଏହା ସତ । ଆଉ ଏହାକୁ ସତ ପ୍ରମାଣିତ କରିଛନ୍ତି ଉକ୍ତ ଚାଷୀ ଉକାଭାଇ ଭାଟ୍ଟି ।
ନୂଆ କିଣୁକିଣୁ ଖରାପ । ବାରମ୍ବାର ରାସ୍ତାରେ ଷ୍ଟାର୍ଟ ବନ୍ଦ ହେବାରୁ ରାଗିଗଲେ ମାଲିକ । ଗଧ ଡାକିଲେ, ଟାଣିଟାଣି ନୂଆ ଗାଡିକୁ ସୋ’ରୁମ୍ରେ ଛାଡିଲେ
ସ୍ୱାମୀ ବିରୋଧରେ ଅଜବ ଅଭିଯୋଗ ଆଣି ମଝି ରାସ୍ତାରୁ ଛୁ ମାରିଲା କନ୍ୟା
ବ୍ୟାକ୍ଗ୍ରାଉଣ୍ଡରେ ଭଗବାନ ଶ୍ରୀକୃଷ୍ଣଙ୍କ ଗୀତ ବାଜୁଥିବା ବେଳେ ଭିଡିଓରେ ଜଣେ ପୋଲିସ ଅଧିକାରୀ ଖୋଲା ମନରେ ନୃତ୍ୟ କରୁଛନ୍ତି
କେବଳ ଏକ ଡିଏନ୍ଏ ଟେଷ୍ଟ ରିପୋର୍ଟ ପାଇଁ ୧୮ ବର୍ଷର ବିବାହ ସମ୍ପର୍କ ଭାଙ୍ଗି ଯାଇଛି।
ଜଣେ ବ୍ୟକ୍ତି ୪୦ ଜଣ ମହିଳାଙ୍କୁ ବିବାହ କରିଛନ୍ତି ! ଏହା ପୁଣି ସମସ୍ତେ ଜାଣିଛନ୍ତି ! ଲୁଚା ଛପା ନୁହେଁ ବରଂ ସମସ୍ତଙ୍କର ଜାଣତରେ ବ୍ୟକ୍ତି ଜଣକ ୪୦ ଜଣ ମହିଳାଙ୍କ ସ୍ୱାମୀ ହୋଇଛନ୍ତି !
ନିକଟରେ ଜଣେ ମହିଳା ଏପରି କରିଛନ୍ତି । ନିଜର ଦୁଇ ବର୍ଷର ପୁଅର ପ୍ରୋଟିନ୍ ଅଭାବକୁ ପୂରଣ କରିବା ପାଇଁ ପୋକ ଖାଇବାକୁ ଦେଉଛନ୍ତି । ଏଥିରେ ବହୁ ପରିମାଣର ପ୍ରୋଟିନ୍ ଥିବା ସେ ଦାବି କରିଛନ୍ତି ।
ଏତିକି ଜାଣିବା ପରେ ଆପଣ ଏବେ ଭାବୁଥିବେ ନିଶ୍ଚିତ ରୂପରେ ରାହୁଲ ବିବାହ କରିବାକୁ ଯାଉଛନ୍ତି । କାରଣ ନିମନ୍ତ୍ରଣ କାର୍ଡରେ ପରିବାର ଲୋକଙ୍କ ଫଟୋ ରହିଛି ।
ସୋସିଆଲ ମିଡିଆରେ ଆଜିକାଲି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଏହା ଦେଖିବାକୁ ମିଳେ ଯେ, ଜଣେ ମହିଳା ରନର୍ସ ଦୌଡିବା ବେଳେ ତାଙ୍କ ସହିତ ଦୌଡୁଥିବା ଜଣେ ଦିବ୍ୟାଙ୍ଗ ପୁରୁଷ ରନର୍ସକୁ ପାଣି ଦେଉଛନ୍ତି। ଏହି କାରଣରୁ ମହିଳା ରନର୍ ରେସ୍ ହାରିଯାଉଛନ୍ତି।
କଥାରେ ଅଛି ନା, ଯୋ ଦିଖ୍ତା ହେ ୱ ବିକ୍ତା ହେ । ଆଜି ଆମେ ଆପଣ ଏମିତି ହିଁ କିଛି କାହାଣୀ କହିବୁ, ଯାହା ଆପଣଙ୍କୁ ଚମକେଇଦେବ ।
ସୂଚନା ମୁତାବକ ଯୁବକ ଜଣକଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ପରିବାର ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ କିଛି ଘଣ୍ଟାର ଚିକିତ୍ସା ପରେ ତାଙ୍କର ହାର୍ଟବିଟ୍ ବନ୍ଦ ହୋଇଯାଇଥିଲା ।