• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid19

students infected in covid19
ସ୍କୁଲ୍‌କୁ ସ୍କୁଲ୍‌ ଡେଉଁଛି କରୋନା; ପୁଣି ଏକ ସ୍କୁଲ୍‌ରେ ୨୬ ଛାତ୍ରୀ ପଜିଟିଭ୍‌ ଚିହ୍ନଟ

ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଏବେ ପୁଣିଥରେ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଏବେ ଚିନ୍ତାର କାରଣ ପାଲଟିଛି। ସେପଟେ ସ୍କୁଲ୍‌କୁ ସ୍କୁଲ୍‌ ଡେଉଁଛି କରୋନା।

India to resume international flights
ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ

ଅନ୍ତର୍ଜାତୀୟ ବିମାନ ସେବା ଭଳି ଘରୋଇ ବିମାନ ସେବା ଉପରେ ମଧ୍ୟ କଟକଣା ଲାଗିଥିଲା। ସଂକ୍ରମଣ କମିବା ପରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ସେବା ଆରମ୍ଭ ହୋଇଥିଲା।

sensex crashes
କରୋନାର ନୂଆ ଭାରିଏଣ୍ଟ୍‌କୁ ଡର, ଖସିଲା Sensex...

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌କୁ ନେଇ ଏବେ ଚିନ୍ତା ବଢ଼ିଛି। ୟୁରୋପରେ ଏହାର ଦ୍ରୁତ ସଂକ୍ରମଣ ଖବର ପରେ ଶେଆର ମାର୍କେଟ କ୍ରାଶ୍‌ ହୋଇଥିବା ଦେଖିବାକୁ ମିଳିଛି।

coronavirus
ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଏଣ୍ଟ୍‌, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ...

କେତେକ ଦେଶରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Amrit Pradhan and his Sister
ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ ପ୍ରଧାନ

ଇକମୋ ଚିକିତ୍ସାରେ ସଂପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ପ୍ରତ୍ୟାରୋପଣ କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକଙ୍କ ସ୍ୱୀକୃତି ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା

Corona Tension in  institution
ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ପୁଣି କରୋନା ଭୟ

ଗୋଟେ ପଟେ ପାଠ ପଢ଼ାରେ ସ୍ୱାଭାବିକତା ଆଣିବାକୁ ପ୍ରୟାସ। ଅନ୍ୟପଟେ ସଂକ୍ରମଣର ଭୟ। ଏହା ଭିତରେ ସନ୍ତୁଳନ ରଖି, କେମିତି ଆଗକୁ ବଢ଼ିହେବ, ତାହା ଏବେ ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।

Coronavirus
ଓଡ଼ିଶାରେ ପୁଣି ବଢ଼ିଲା କି କରୋନା ସଂକ୍ରମଣ ? ୭୫ ଛାତ୍ରଛାତ୍ରୀ କୋଭିଡ୍‌ ପଜିଟିଭ୍‌

ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଏ‍ବେ ପୁଣିଥରେ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ବୁର୍ଲା ଭୀମସାର୍‌ରେ କିଛି ଡାକ୍ତରୀ ଛାତ୍ରଛାତ୍ରୀ ଓ ସୁନ୍ଦରଗଡ଼ରେ ଥିବା ଏକ ବାଳିକା ବିଦ୍ୟାଳୟରେ କିଛି ଛାତ୍ରୀ ପଜିଟିଭ୍‌ ଚିହ୍ନଟ ପରେ ଚିନ୍ତା ବଢ଼ିଛି।

Uddan Programme
ବିମାନରେ ଉଡ଼ିବାର ମଜାନେଲେ କୋଭିଡ୍‌ରେ ବାପାମାଆ ହରାଇଥିବା ପିଲା

ଆଜିର ଏହି ଉଡ୍ଡାନ ଉତ୍ସବରେ କୋଭିଡରେ ବାପାମାଆ ହରାଇଥିବା ୨୬ ଜଣ ବାଳକ-ବାଳିକା, ୨୦ ବରିଷ୍ଠ ନାଗରିକ, ୪ ଦିବ୍ୟାଙ୍ଗଙ୍କୁ ନେଇ ଉଡ଼ାଣ ଭରିଥିଲା ଜୟ ରାଇଡର ବିମାନ।

vaccination status
ଏବେ ଜାଣନ୍ତୁ, କିଏ କରୋନା ଟିକା ନେଇଛନ୍ତି କି ନେଇ ନାହାନ୍ତି ?

ଏଣିକି ଯେକୌଣସି ବ୍ୟକ୍ତିଙ୍କର ଟିକାକରଣର ସ୍ଥିତି ବିଷୟରେ ଆପଣଙ୍କୁ ସୂଚନା ମିଳିପାରିବ। ଏନେଇ କୋ ଓ୍ୱିନ୍ ପୋର୍ଟାଲରେ ଏକ ନୂଆ ଫିଚର୍ସ ଯୋଡ଼ି ହୋଇଛି।

MLA Sura Routray
କରୋନାରେ ସଂକ୍ରମିତ ହୋଇ ବି ବୁଲୁଛନ୍ତି ସୁରଭାଇ

କରୋନା ସଂକ୍ରମିତ ହୋଇ ସର୍ବସାଧାରଣରେ ବୁଲୁଥିବା ବିଧାୟକ ସୁରେଶ ରାଉତରାୟ ସୁପର ସ୍ପ୍ରେଡର ହେବେନି ତ ? କାହିଁକି ରହୁନାହାନ୍ତି ଘରେ ?

SURA - BISWABHUSAN
ଜଟଣୀ ବିଧାୟକ ସୁରେଶ ରାଉତରାୟ କରୋନା ପଜିଟିଭ୍‌

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

WHO Chief
ବୁଷ୍ଟର୍ ଡୋଜ୍ ଏକ ସ୍କାଣ୍ଡାଲ, ତୁରନ୍ତ ବନ୍ଦ କରାଯାଉ: WHO

ଚୀନ୍, ବ୍ରିଟେନ୍, ରୁଷ, ଫ୍ରାନ୍ସ, ବ୍ରାଜିଲ ଓ ଜର୍ମାନୀରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଲାଣି। ସତରେ କଣ ଏବେ ବୁଷ୍ଟର୍ ଡୋଜର ଆବଶ୍ୟକତା ନାହିଁ? ସାରା ବିଶ୍ୱକୁ ଆନ୍ଦୋଳିତ କରୁଛି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। 

Pet Dog, Coronavirus,
ବ୍ରିଟେନ୍‌ରେ ପୋଷା କୁକୁରକୁ କରୋନା ! ମାଲିକ ଠାରୁ ସଂକ୍ରମିତ ହୋଇଥିବା ଆଶଙ୍କା

ବ୍ରିଟେନ୍‌ରେ ପୋଷା କୁକୁରକୁ କରୋନା ! ମାଲିକ ଠାରୁ ସଂକ୍ରମିତ ହୋଇଥିବା ଆଶଙ୍କା

Odisha\'s new COVID guidelines for November month. Check details
ଆଜିଠୁ ନୂଆ ଗାଇଡଲାଇନ୍

ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ହୋଇଥିବା ଏହି ନୂଆ ଗାଇଡଲାଇନ ଅନୁସାରେ ସହରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ପୂର୍ବ ଭଳି ଜାରି ରହିବ..

New GuideLine
ଆଜିଠୁ ଲାଗୁ ହେବ ନୂଆ ଗାଇଡଲାଇନ୍

ଆଜିଠାରୁ ଲାଗୁ ହୋଇଛି ନୂଆ କରୋନା ଗାଇଡ୍ ଲାଇନ୍ । ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ହୋଇଥିବା ଏହି ନୂଆ ଗାଇଡଲାଇନ ଅନୁସାରେ ସହରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ପୂର୍ବ ପରି ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ

Covid guidelines
ଆସିଲା କରୋନାର ନଭେମ୍ବର ଗାଇଡଲାଇନ୍: ଝୁଲିଲା ବାଣ ନିଷ୍ପତ୍ତି

ବାଣ ଫୁଟାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ୍‌ ଜାରି ହୋଇନଥିଲେ ବି ଖୁବ୍‌ ଶୀଘ୍ର ପୃଥକ ପୃଥକ ଗାଇଡ୍‌ଲାଇନ ଜାରି କରାଯିବ।ଦୀପାବଳିରେ ବାଣ ଫୁଟିବ ନା ନାହିଁ? କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ।

PM Modi
G20 ସମ୍ମିଳନୀ: କୋଭିଡ୍ ବିରୋଧରେ ଏକାଠି ଲଢ଼ିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ

G20 ସମ୍ମିଳନୀରେ ସାମିଲ ହୋଇ କୋଭିଡ୍ ମହାମାରୀ ବିରୋଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଏଥିପାଇଁ ଦେଶ ଦେଶ ମଧ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

new covid guidelines
କୋଭିଡ୍‌ କଟକଣା କୋହଳ କଲା BMC

ପୂର୍ବରୁ ଜାରି ହୋଇଥିବା କୋଭିଡ୍‌ କଟକଣାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୋହଳ କରିଛି। ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇଛି। ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ।  

Fire Cracker
ବାଣ ଫୁଟିଲେ କରୋନା ବଢିବ: DMET

କୋଭିଡ୍ ନିୟମାବଳୀ ଆଧାରରେ ନିଷ୍ପତ୍ତି ନେଇ ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଏସ୍ଆରସି ଶୁଣାଣି କରିବାକୁ ହାଇକୋର୍ଟ କହିଛନ୍ତି। ଏହାସହ ୨ ଘଣ୍ଟା ଭିତରେ ଅର୍ଥାତ ଦିନ ୨ଟା ସୁଦ୍ଧା ଏସ୍ଆରସି ଶୁଣାଣି ଶେଷ କରିବାକୁ ହାଇକୋର୍ଟ କହିଛନ୍ତି।

Odisha sees 1107 new Covid19 positive cases
କରୋନା: କେନ୍ଦ୍ର ଜାରି କଲା ନୂଆ ଗାଇଡ୍‌ଲାଇନ

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ଗାଇଡ୍ଲାଇନ୍ସ ।ଏବେ ବି ଦେଶରେ ସଂକ୍ରମଣ ଲାଗିରହିଥିବାରୁ ସବୁ ଜନଗହଳି ସ୍ଥାନରେ ଯେପରି କୋଭିଡ୍ ନିୟମ କଡ଼ାକଡ଼ି ପାଳନ ହେବ, ସେନେଇ କଡ଼ା ନିର୍ଦ୍ଦେଶ ରହିଛି ଗାଇଡ୍ଲାଇନ୍ସରେ। ତାସହ ଦେଶବ୍ୟାପି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ୍‌ ଏବଂ ଟିକାକରଣକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

DMET CBK mohanty
କରୋନାର ନୂଆ ଭ୍ୟାରିଏଣ୍ଟକୁ କଣ କହିଲେ ଡିଏମ୍‌ଇଟି, ଜାଣନ୍ତୁ

ବୁଷ୍ଟର ଡୋଜର ଆବଶ୍ୟକତା ଅଛି, କିନ୍ତୁ ଟେକ୍ନିକାଲ ଟିମର ଷ୍ଟଡି ରିପୋର୍ଟ ଆସିନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତା ସହ ଦୀପାବଳିରେ ବାଣ ଫୁଟିଲେ ଫୁସଫୁସ୍ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ବୋଲି ସେ ଚେତାଇ ଦେଇଛନ୍ତି।

Lungs Transplant
ଚେନ୍ନାଇରେ ଅମ୍ରିତଙ୍କର ହେଲା ଫୁସ୍‌ଫୁସ୍‌ ପ୍ରତିରୋପଣ

କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସା ନେଉଥିବା ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତଙ୍କର ଫୁସଫୁସ୍ ପ୍ରତିରୋପଣ କରାଯାଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଆଜି ଭୋର୍ ୩ଟା ୩୦ରୁ ପ୍ରତିରୋପଣ ସର୍ଜରୀ ଆରମ୍ଭ ହୋଇଥିଲା। ଦୀର୍ଘ ୮ରୁ ୯ ଘଣ୍ଟା ଧରି ଅପରେସନ ଚାଲିଥିଲା ବୋଲି ତାଙ୍କ ଭଉଣୀ ମନୀଷା ପ୍ରଧାନ କହିଛନ୍ତି।

Covid Advisory Ahead Of Festive Season
ପାର୍ବଣରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଆଡଭାଇଜରି ଜାରି କଲେ କେନ୍ଦ୍ର ସରକାର

ପାର୍ବଣରେ କରୋନା ପ୍ରତି ସଜାଗ ରହିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।  ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖିଛନ୍ତି।

Covid19 Test
ଦୋଳି ଖେଳୁଛି ସଂକ୍ରମଣ: ୨୪ ଘଂଟାରେ ୫୫୯ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍‌ ୫୫୯ ଜଣ ସଂକ୍ରମଣର ଶିକାର ହୋଇଛନ୍ତି। କରୋନାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ଅର୍ଥାତ୍‌ ସଂଗରୋଧରୁ ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ଅର୍ଥାତ୍‌ ସ୍ଥାନୀୟ ଅଂଚଳରୁ ୨୩୮ ଚିହ୍ନଟ ହୋଇଛନ୍ତି

mask
ଓଡ଼ିଶାରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୦ ଆକ୍ରାନ୍ତ

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ୨୪ ଘଣ୍ଟାରେ ରାଜ୍ୟରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୦ ଆକ୍ରାନ୍ତ ଅଛନ୍ତି।