• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid19

omicron
ଏକାଥରକେ ମହାରାଷ୍ଟ୍ରରୁ ୭, ରାଜସ୍ଥାନରୁ ୯ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର କହିଛନ୍ତି, ଜାତୀୟ ହାର ତୁଳନାରେ ଓଡ଼ିଶାର କୋଭିଡ୍ ସ୍ଥିତି ବେଶ ଭଲ ରହିଛି ।

Omicron
ଭାରି ସାଙ୍ଘାତିକ ଏ କରୋନା !! ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି

ଭାରି ସାଙ୍ଘାତିକ ଏ କରୋନା !! ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି, ଦ୍ରୁତ ଗତିରେ ବଢ଼ି ଚାଲିଛି ଓମିକ୍ରନ୍ ।

Omicron
ଦେଶରେ ବଢ଼ିବାରେ ଲାଗିଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା, ଏକାଥରକେ ଆଉ ୭ ଆକ୍ରାନ୍ତ ଚିହ୍ନ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର କହିଛନ୍ତି, ଜାତୀୟ ହାର ତୁଳନାରେ ଓଡ଼ିଶାର କୋଭିଡ୍ ସ୍ଥିତି ବେଶ ଭଲ ରହିଛି ।

Covid Test
ଓଡ଼ିଶାରେ କୋଭିଡ୍‌ ଟେଷ୍ଟିଂ କମିବାର କାରଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ପ୍ରତିଟି ଯାତ୍ରୀଙ୍କ ଉପରେ ତର୍ଜମା କରାଯାଉଛି। ଆଜି ଏନେଇ ସୂଚନା ଦେଉଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ରାଜ୍ୟକୁ କେତେ ଲୋକ ବିଦେଶରୁ ଆସୁଛନ୍ତି ସେ ନେଇ ଜିଲ୍ଲାପାଳଙ୍କୁ ଜଣାଯାଉଛି। 

Passengers
‘ଓମିକ୍ରନ୍‌’କୁ ନେଇ ଘାରିଲା ଚିନ୍ତା: ଭାରତ ଆସିଥିବା ୧୦ ବିଦେଶୀଙ୍କ ମିଳୁନି ପତ୍ତା, ଫୋନ୍‌ ସ୍ୱିଚ୍‌ ଅଫ୍‌

ଓମିକ୍ରନ୍‌ ଭାରିଏଣ୍ଟ୍‌ ଚିହ୍ନଟ ହେବା ପରେ ଦକ୍ଷିଣ ଆଫ୍ରିକାରୁ ୫୭ ଜଣ ଯାତ୍ରୀ ବେଙ୍ଗାଲୁରୁ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ପତ୍ତା ମିଳୁ ନାହିଁ।

covid testing
ଓମିକ୍ରନ୍‌ ଭାରିଏଣ୍ଟ୍‌ରେ ଆକ୍ରାନ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସି ୫ କରୋନା ସଂକ୍ରମିତ

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ୪୬ ବର୍ଷୀୟ ଢାକ୍ତରଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ସବୁଠାରୁ ଚିନ୍ତା ଜନକ ବିଷୟ, ସମ୍ପୃକ୍ତ ଡାକ୍ତରଙ୍କ ଯୋଗାଯୋଗରେ ଆସି ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Omicron
ଟେନ୍‌ସନ୍‌ ଦେଲାଣି ଓମିକ୍ରନ, ଭାରତରେ ପ୍ରବେଶ କଲା ଭୟଙ୍କର ଭୂତାଣୁ

ଟେନ୍‌ସନ୍‌ ଦେଲାଣି ଓମିକ୍ରନ । ଭାରତରେ ପ୍ରବେଶ କଲା ଭୟଙ୍କର ଭୂତାଣୁ । ଚାଲିଛି କଂଟାକ୍ଟ ଟ୍ରେସିଂ ।

Omicron
ଚିନ୍ତା ବଢ଼ାଇଲାଣି ଓମିକ୍ରନ୍‌, ସଂକ୍ରମଣ ରୋକିବାକୁ ନିଆଯାଉଥିବା ସବୁ ପଦକ୍ଷେପ ଫେଲ୍‌

ଯାତ୍ରୀମାନେ ଯଦି ଲକ୍ଷଣ ଯୁକ୍ତ କିମ୍ବା ୧୫ ଦିନ ପୂର୍ବରୁ ଏହି ଦେଶକୁ ଯାଇଥାନ୍ତି, ସେମାନେ ମଧ୍ୟ ଆନୁଷ୍ଠାନିକ କ୍ୱାରେଣ୍ଟିନରେ ରହିବେ ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

OMICRON
ମାଡ଼ି ଆସୁଛି ଶକ୍ତିଶାଳୀ ଓମିକ୍ରନ୍‌, ୫୬ଟି ଦେଶ ଲଗାଇଲେଣି କଟକଣା

ଖାଲି ସେତିକି ନୁହେଁ ଓମିକ୍ରନ ସଂକ୍ରମଣ ବଢୁଥିବା ପ୍ରାୟ ୧୪ଟି ଦେଶରୁ ଆସୁୁଥିବା ସମସ୍ତ ଯାତ୍ରୀଙ୍କ ତଥ୍ୟ ପ୍ରଦାନ ଲାଗି ଆମେରିକା ପ୍ରଶାସନ ପକ୍ଷରୁ ବିମାନ ସେବା କଂପାନୀକୁ କଡ଼ା ନିର୍ଦ୍ଦେଶ ରହିଛି ।

Omicron in india
ଭାରତରେ ପଶିଲା ଓମିକ୍ରନ୍: ୨ ଆକ୍ରାନ୍ତ ଚିହ୍ନଟ

ଓମିକ୍ରନ ୨୯ ଦେଶକୁ ବ୍ୟାପି ଯାଇଥିବା କେନ୍ଦ୍ର ଜଣାଇଲା। ୨୯ ଦେଶରେ ୩୭୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। 

Bhubaneswar Airport
‘ଓମିକ୍ରନ୍‌’ ରିସ୍କ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦

ଓମିକ୍ରନ୍‌ ରିସ୍କ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦ ଜଣ। ସମସ୍ତେ କୋଭିଡ୍ ଟେଷ୍ଟ କରି ଆସୁଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

College Sealed
୩୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ସିଲ୍‌ ହେଲା କଲେଜ ଓ ହଷ୍ଟେଲ୍‌

ଢେଙ୍କାନାଳ ଜିଲ୍ଲାର ଏକ ଆବାସିକ କଲେଜରୁ ୩୩ ଜଣ ଶିକ୍ଷାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହାକୁ ସିଲ୍ କରି ଦିଆଯାଇଛି। କଲେଜ ସହିତ ହଷ୍ଟେଲ୍‌କୁ ମଧ୍ୟ ସିଲ୍‌ କରାଯାଇଛି।

Booster Dose
‘ଓମିକ୍ରନ୍‌’ ଭୟ: ବୁଷ୍ଟର ଡୋଜ୍‌କୁ ଅନୁମୋଦନ ପାଇଁ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ର ଆବେଦନ

ବିଶ୍ୱରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ୍ ଟିକାର ବୁଷ୍ଟର ଡୋଜ ପାଇଁ ଅନୁମତି ଦେବାକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ନିକଟରେ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଆବେଦନ କରିଛି।

33 Students Test Covid Positive
ଏକାଥରକେ ଗୋଟିଏ କଲେଜରୁ ୩୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

କିଛିଦିନ ପୂର୍ବେ ମୟୂରଭଞ୍ଜରେ ଏକ ସ୍କୁଲ୍‌ରୁ କିଛି ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏବେ ଢେଙ୍କାନାଳ ଜିଲ୍ଲାର ଏକ ଆବାସିକ ଯୁକ୍ତ ଦୁଇ କଲେଜର ୩୩ ଜଣ ଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

new Covid Variant
କୋଭିଡ଼ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

୧ମ, ୨ୟ ଲହରରେ ଯେଭଳି କାମ କରିଥିଲେ, ସେଭଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Passengers
ବଢ଼ିଲା ଚିନ୍ତା, ‘ଅଧିକ ସଂକ୍ରମଣ ଭୟ’ ଥିବା ଦେଶରୁ ଭାରତ ଆସିଥିବା ୬ ଯାତ୍ରୀ କରୋନା ପଜିଟିଭ୍‌

ଅଧିକ ସଂକ୍ରମଣ ଭୟ ଥିବା ଦେଶରୁ ମହାରାଷ୍ଟ୍ର ଫେରିଥିବା ୬ ଜଣ ଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯେଉଁ ଦେଶ ଗୁଡ଼ିକରେ କରୋନାର ନୂଆ ଭାରିଏଣ୍ଟ୍ ‘ଓମିକ୍ରନ୍‌’ ଚିହ୍ନଟ ହୋଇଛି, ସେହିସବୁ ଦେଶରୁ ଏହି ଯାତ୍ରୀମାନେ ଆସିଥିବା ସୂଚନା ମିଳିଛି। 

Covid Vaccine
ଓମିକ୍ରନ୍ ପାଇଁ କେତେ ପ୍ରଭାବୀ କରୋନା ଟିକା?

ଗୋଟିଏ ପଟେ କୋଭିଡର ନୂଆ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ଏହା ଉପରେ ଟିକାର ପ୍ରଭାବ କଣ ରହିବ ସେ ନେଇ ଗବେଷଣା ଚାଲିଛି।  ଅତ୍ୟନ୍ତ ସଂକ୍ରାମକ ଥିବା ଓମିକ୍ରନ୍ ଭ୍ୟାରିଆଣ୍ଟକୁ ନେଇ ସତର୍କ କରାଇଛି ଟିକା ନିର୍ମାତା ମର୍ଡେନା।

Zero Night Celebration
ଏଥର ଜିରୋ ନାଇଟ୍‌ ସେଲିବ୍ରେସନ ମନା

ଗତବର୍ଷ ମଧ୍ୟ ୩୧ ରାତି ଉତ୍ସବ ମନା କରାଯାଇଥିଲା। ନୂଆବର୍ଷ ପାଳନ ନେଇ ଜିରୋ ନାଇଟ୍‌ ଉତ୍ସବ ଆୟୋଜନକୁ ଏଥର ମଧ୍ୟ ମନା କରାଯାଇଛି। 

India's New Travel Rules
କରୋନାର ନୂଆ ଭାରିଏଣ୍ଟ୍ ‘ଓମିକ୍ରନ୍‌’କୁ ନେଇ ଆଲର୍ଟ, ଆଜି ମଧ୍ୟ ରାତ୍ରରୁ ଲାଗୁ ହେବ ନୂଆ ଟ୍ରାଭେଲ୍‌ ନିୟମ

କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ୁଛି। ଏସବୁ ଭିତରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି। ଆଜି ମଧ୍ୟ ରାତ୍ରରୁ ଏହି ନୂଆ ନିୟମ ଲାଗୁ ହେବ। 

South Africa Returnee Tests Positive In Chandigarh
ପ୍ରଥମେ ଆସିଲା ନେଗେଟିଭ୍‌, ୭ ଦିନ ପରେ ପଜିଟିଭ୍‌ ଚିହ୍ନଟ ହେଲେ ଦକ୍ଷିଣ ଆପ୍ରିକା ଫେରନ୍ତା

ଦକ୍ଷିଣ ଆଫ୍ରିକାରୁ ଚଣ୍ଡୀଗଡ଼ ଫେରିଥିବା ଜଣେ ୩୯ ବର୍ଷୀୟ ବ୍ୟକ୍ତି ସୋମବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ଆଉ ଜଣେ ସଦସ୍ୟ ଓ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Students Of VIMSAR Infected With Covid-19
ଚିନ୍ତା ବଢ଼ାଉଛି ବୁର୍ଲା ଭୀମସାର୍‌, ୬୦ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବୁର୍ଲା ଭୀମସାର୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ ଛାତ୍ରଛାତ୍ରୀ ହୋଇଥିବାବେଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି।

New Guidelines
କରୋନାର ନୂଆ ଭାରିଏଣ୍ଟ ଆତଙ୍କ, ନୂଆ ଗାଇଡ୍‌ଲାଇନ୍ ଜାରି କଲେ ଓଡ଼ିଶା ସରକାର

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆତଙ୍କ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ ଜାରି ହୋଇଛି।

Amid 'Omicron' Variant Scare
କରୋନାର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌କୁ ନେଇ ଭୟ,ବେଙ୍ଗାଲୁରୁ ଫେରିଥିବା ୨ ଆଫ୍ରିକୀୟ ପଜିଟିଭ୍‌

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନର ଭୟ ଭିତରେ ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଆସିଥିବା ଦୁଇ ଜଣ ଆଫ୍ରିକୀୟ ନାଗରିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Coronavirus
କରୋନାର ନୂଆ ଭ୍ୟାରିଏଣ୍ଟକୁ ନେଇ ଚିନ୍ତା, ସତର୍କ ହେଲେ ସରକାର

କରୋନା ଭାଇରସ୍‌ର ନୂଆ ଭ୍ୟାରିଏଣ୍ଟର ‘ଓମିକ୍ରନ୍‌’ ଚିହ୍ନଟ ପରେ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି।

New Covid19 Variant Omicron
ଅଧିକ ମାରାତ୍ମକ କରୋନାର ନୂଆ ଭ୍ୟାରିଏଣ୍ଟ୍‌ ‘ଓମିକ୍ରନ’, କାମ କରୁନି ଟିକା

କରୋନାର ନୂଆ ଭ୍ୟାରିଏଣ୍ଟ୍‌ ‘ଓମିକ୍ରନ’କୁ ନେଇ ଚିନ୍ତା । ଏହି ନୂ‌ଆ ଭାରିଏଣ୍ଟ୍‌ ଉପରେ ଟିକାର କୌଣସି ପ୍ରଭାବ ପଡୁ ନଥିବାରୁ ଆହୁରି ଚିନ୍ତା ବଢ଼ିଛି। ଏହା ଦ୍ରୁତ ଗତିରେ ବ୍ୟାପିବା ସହ ସ୍ୱାସ୍ଥ୍ୟ ସମସ୍ୟାକୁ ଜଟିଳ କରୁଥିବା ଜଣାପଡ଼ିଛି।