• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

ms-dhoni
'ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ ଧୋନି କମବ୍ୟାକ୍ କରିବେ'

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଆଇସିସିର ତିନୋଟି ଟ୍ରଫି ଉପରେ କବଜା କରିଥିବା ଦୁନିଆର ଏକମାତ୍ର କ୍ୟାପଟେନ୍ ଧୋନିଙ୍କର ସନ୍ନ୍ୟାସକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରୁଛନ୍ତି। ଏପରିକି ଧୋନିଙ୍କୁ ବିଦାୟୀ ମ୍ୟାଚ୍ ମିଳିବା ଦରକାର ବୋଲି ଅନେକେ ପ୍ରସ୍ତାବ ଦେଇଛନ୍ତି। ଏବେ ଏହିକ୍ରମରେ ସାମିଲ୍ ହୋଇଛନ୍ତି ପାକିସ୍ତାନର ପୂର୍ବତନ ଷ୍ଟାର୍ ପେସ୍ ବୋଲର […]

  • Sunday, 04 July 2021
football
ପରଲୋକରେ ଭାରତର ପୂର୍ବତନ ଫୁଟବଲର୍

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ପୂର୍ବତନ ଗୋଲକିପର ଭାସ୍କର ମୈତୀଙ୍କର ବୁଧବାର ୬୭ ବର୍ଷ ବୟସରେ ପରଲୋକ ହୋଇଛି। ନଭି ମୁମ୍ବାଇଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ପତ୍ନୀ, ପୁଅ ଓ ଝିଅ ଉପସ୍ଥିତ ଥିଲେ। ଏ ନେଇ ତାଙ୍କ ପାରିବାରିବ ବନ୍ଧୁ ଶଶୀକାନ୍ତ ପ୍ରସାଦ କହିଛନ୍ତି, ବୁଧବାର ସନ୍ଧ୍ୟା ୬ଟା ବେଳେ ଏମଜିଏମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭାସ୍କରଙ୍କର ମସ୍କିଷ୍କ ରକ୍ତସ୍ରାବ କାରଣରୁ ଦେହାନ୍ତ ହୋଇଛି। AIFF […]

  • Sunday, 04 July 2021
pm-modi
ଧୋନିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ହୃଦୟସ୍ପର୍ଶୀ ଚିଠି, କହିଲେ | pm modi writes letter to ms dhoni

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ଅବସରରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ଏଥିରେ କିଛି ଜଣାଶୁଣା ବ୍ୟକ୍ତି ଧୋନିଙ୍କ କ୍ୟାରିୟରକୁ ନେଇ ଖୁବ୍ ପ୍ରଶଂସା କରିଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଚିଠି ଲେଖି ଧୋନିଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି। ଧୋନି ମଧ୍ୟ ଟ୍ୱିଟରରେ ପିଏମ୍ ମୋଦିଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି। ଧୋନିଙ୍କ ସ୍ୱର୍ଣ୍ଣିମ କ୍ୟାରିୟର […]

  • Sunday, 04 July 2021
saf
ଦକ୍ଷିଣ ଆଫ୍ରିକାର ଦୁଇ ଷ୍ଟାର୍ କ୍ରିକେଟର କରୋନାରେ ଆକ୍ରାନ୍ତ

ଜୋହାନସବର୍ଗ: ଧୀରେ ଧୀରେ ଆରମ୍ଭ ହେବାରେ ଲାଗିଛି ଅନ୍ତର୍ଜାତୀୟ କ୍ରିକେଟ୍। ଇତିମଧ୍ୟରେ ଇଂଲଣ୍ଡ ତା’ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ବିପକ୍ଷ ଦ୍ୱିପାକ୍ଷିକ ସିରିଜ୍ ଖେଳି ସମ୍ଭାବନାକୁ ଆହୁରି ବଢ଼ାଇ ଦେଇଛି। ଏହାଛଡ଼ା ଏବେ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ ମଧ୍ୟ ଆରମ୍ଭ ହୋଇସାରିଛି। ଆସନ୍ତାମାସଠାରୁ ଆଇପିଏଲ୍‌ ମଧ୍ୟ ଆରମ୍ଭ ହେବ। କିନ୍ତୁ ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକା କ୍ରିକେଟକୁ ବଡ଼ ଝଟକା ଲାଗିଛି। ଦକ୍ଷିଣ ଆଫ୍ରିକା ଜାତୀୟ ଟିମ୍‌ର ଦୁଇ ଜଣ ପୁରୁଷ କ୍ରିକେଟର ମହାମାରୀ […]

  • Sunday, 04 July 2021
kamarn-and-ms
'ପାକିସ୍ତାନକୁ ଦରକାର ଧୋନି'

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବାରେ ୫ ଦିନ ବିତି ଗଲାଣି। କିନ୍ତୁ ଏବେବି ସାରା ବିଶ୍ୱର କ୍ରିକେଟର ଧୋନିଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଉଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ପାକିସ୍ତାନ କ୍ରିକେଟ୍ ଟିମର ୱିକେଟକିପର କାମରାନ ଅକମଲ୍। କାମରାନ୍ ଧୋନିଙ୍କ ସନ୍ନ୍ୟାସରେ ତାଙ୍କୁ ବଧେଇ ଜଣାଇଛନ୍ତି। କାମରାନ ଧୋନିଙ୍କୁ ଖୁବ୍ ପ୍ରଶଂସା କରିବା ସହ ତାଙ୍କ ବିଷୟରେ କିଛି ବଡ଼ କଥା ମଧ୍ୟ କହିଛନ୍ତି। […]

  • Sunday, 04 July 2021
raina
ଧୋନିଙ୍କ ପରେ ରାଇନାଙ୍କୁ ବି ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିନକ ତଳେ ମହେନ୍ଦ୍ର ସିଂହ ଧୋନିଙ୍କୁ ଚିଠି ଲେଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତର ପୂର୍ବତନ ଅଲରାଉଣ୍ଡର ତଥା ଜବରଦସ୍ତ ଫିଲ୍ଡର ସୁରେଶ ରାଇନାଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ରାଇନା ମଧ୍ୟ ଅଗଷ୍ଟ ୧୫ ତାରିଖରେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇନାଙ୍କୁ ଚିଠି ଲେଖି ଭାରତୀୟ କ୍ରିକେଟ୍‌ ପ୍ରତି ତାଙ୍କର ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ମୋଦି ରାଇନାଙ୍କୁ ଜଣେ ଚମତ୍କାର ଫିଲ୍ଡର ମଧ୍ୟ କହିଛନ୍ତି। ଚିଠିରେ […]

  • Sunday, 04 July 2021
rohit
ରୋହିତ ଶର୍ମାଙ୍କ ସମେତ ୫ଜଣଙ୍କୁ 'ଖେଳ ରତ୍ନ', ଦୂତୀଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନାଁ ଘୋଷଣା କରାଯାଇଛି। ଟିମ୍ ଇଣ୍ଡିଆର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ସମେତ ଏଥର ୫ଜଣଙ୍କୁ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯିବ। ସେହିପରି ଓଡ଼ିଶାର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦଙ୍କୁ ଏଥର ଅର୍ଜୁନ ପୁରସ୍କାର ମିଳିଛି। ଦୂତୀଙ୍କ ସମେତ ୨୭ଜଣଙ୍କୁ ଏଥର ଅର୍ଜୁନ ପୁରସ୍କାର ମିଳିବା ନେଇ କ୍ରୀଡ଼ା ମନ୍ତ୍ରାଳୟ  ପକ୍ଷରୁ ସୂଚନା […]

  • Sunday, 04 July 2021
msd
ହସି ହସି ୟୁଏଇ ଚାଲିଲେ ଧୋନି

ଚେନ୍ନାଇ: ତିନିଥରର ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସକେ) ଟିମ୍ ଆଇପିଏଲ୍-୨୦୨୦ ଅଭିଯାନରେ ବାହାରିଛି। ଶୁକ୍ରବାର ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟିମ୍ ୟୁଏଇ ଅଭିମୁଖେ ଯାତ୍ରା କରିଛି। ୟୁଏଇ ଗସ୍ତ ପୂର୍ବରୁ ଚେନ୍ନାଇ ଫ୍ରାଞ୍ଚାଇଜି ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଖେଳାଳିଙ୍କ ଫଟୋ ପୋଷ୍ଟ କରିଛି। ଏଥିରେ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି, ଭାଇସ୍ କ୍ୟାପଟେନ୍ ସୁରେଶ ରାଇନା, ରବୀନ୍ଦ୍ର ଜାଡେଜା ଓ ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀଙ୍କୁ ଦେଖିବାକୁ ମିଳିଛି। ଟିମର ଖେଳାଳିଙ୍କ ମୁହଁରେ […]

  • Sunday, 04 July 2021
hall-of-fame
ଆଇସିସି 'ହଲ୍ ଅଫ୍ ଫେମ୍'ରେ ସାମିଲ୍‌ ହେଲେ ଏସିଆର ବ୍ରାଡମ୍ୟାନ୍

ନୂଆଦିଲ୍ଲୀ: ଏସିଆର ବ୍ରାଡମ୍ୟାନ୍ କୁହାଯାଉଥିବା ପାକିସ୍ତାନର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଜାହିର୍ ଆବାସଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ‘ହଲ୍‌ ଅଫ୍ ଫେମ’ରେ ସାମିଲ୍‌ କରିଛି। ତାଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଅଲରାଉଣ୍ଡର ଜ୍ୟାକ୍ କାଲିସ୍ ଏବଂ ପୁନେରେ ଜନ୍ମିତ ଅଷ୍ଟ୍ରେଲିଆର ମହିଳା କ୍ରିକେଟ୍ ଦଳର ପୂର୍ବତନ କ୍ୟାପଟେନ୍ ଲିସା ଷ୍ଟାଲେକରଙ୍କୁ ମଧ୍ୟ ଏହି ସମ୍ମାନ ଦିଆଯାଇଛି। ଆଇସିସି ରବିବାର ଏହି ଘୋଷଣା କରିଛି। କୋଭିଡ୍-୧୯ ମହାମାରୀ କାରଣରୁ ଆଇସିସି ଭର୍ଚ୍ୟୁଆଲ୍‌ ସମାରୋହର ଆୟୋଜନ କରିଛି। ଏଥିରେ […]

  • Sunday, 04 July 2021
raina
ସୁଶାନ୍ତଙ୍କ ପାଇଁ ନ୍ୟାୟ ମାଗିଲେ ରାଇନା, ଶେୟାର କଲେ ଏମିତି ଇମୋଶନାଲ ଭିଡିଓ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ମନେ ପକାଇ ସୋସିଆଲ୍‌ ମଡିଆରେ ଭାବପ୍ରବଣଭରା ପୋଷ୍ଟ କଲେ କ୍ରିକେଟର୍ ସୁରେଶ ରାଇନା। ସୁଶାନ୍ତ ପ୍ରକୃତରେ ଆମମାନଙ୍କ ପାଇଁ ଏକ ପ୍ରରଣା ଥିଲେ। ସେ ସବୁବେଳେ ଲୋକମାନଙ୍କ ହୃଦୟରେ ରହିବେ ବୋଲି ଟ୍ୱିଟ୍ କରିଛନ୍ତି ରାଇନା। ଏଥିସହିତ ସୁଶାନ୍ତଙ୍କ ପାଇଁ  ସେ ନ୍ୟାୟ ଦାବି କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି “ଭାଇ, ତୁମେ ସବୁବେଳେ ଆମ ହୃଦୟରେ ରହିବ। ତୁମ ଫ୍ୟାନ୍‌ ତୁମକୁ ସବୁଠୁ ଅଧିକା ମନେ […]

  • Sunday, 04 July 2021
bolt
ବିଶ୍ୱର ଦ୍ରୁତତମ ଧାବକ ଉସେନ୍ ବୋଲ୍ଟ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦୁନିଆର ମହାନ୍ ସ୍ପ୍ରିଣ୍ଟର ଉସେନ୍ ବୋଲ୍ଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଗଷ୍ଟ ୨୧ ତାରିଖରେ ବୋଲ୍ଟ ନିଜର ଜନ୍ମଦିନ ପାଳିଥିଲେ, ଯେଉଁଥିରେ କିଛି ଜଣାଶୁଣା ଅତିଥି ଅଂଶଗ୍ରହଣ କରିଥିଲେ। ଏହା ପରେ ବୋଲ୍ଟ ନିଜର କରୋନା ଟେଷ୍ଟ କରାଇଥିଲେ, ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ରିପୋର୍ଟ ପଜିଟିଭ୍ ଆସିବା ପରେ ବୋଲ୍ଟ ନିଜକୁ ସେଲ୍ଫ ଆଇସୋଲେସନରେ କରିଛନ୍ତି। Stay Safe my ppl 🙏🏿 pic.twitter.com/ebwJFF5Ka9 — Usain St. Leo Bolt (@usainbolt) […]

  • Sunday, 04 July 2021
james
ଇତିହାସ ରଚିଲେ ଜେମ୍ସ ଆଣ୍ଡରସନ୍

ଲଣ୍ଡନ: ଇଂଲଣ୍ଡର ଭେଟେରାନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଟେଷ୍ଟ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି। ଆଣ୍ଡରସନ୍ ପ୍ରଥମ ପେସର୍ ଭାବେ ଟେଷ୍ଟ କ୍ରିକେଟରେ ୬୦୦ ୱିକେଟ୍ କ୍ଲବରେ ସାମିଲ୍ ହୋଇଛନ୍ତି। ପାକିସ୍ତାନ ବିପକ୍ଷ ଏଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ଆଣ୍ଡରସନ୍ ୫୯୯ ୱିକେଟ୍ ନେଇଥିଲେ। ମଙ୍ଗଳବାର ଶେଷ ଦିବସରେ ପାକିସ୍ତାନ କ୍ୟାପଟେନ୍ ଆଝାର ଅଲୀଙ୍କୁ ଆଉଟ୍ କରି ଆଣ୍ଡରସନ୍ ଟେଷ୍ଟ କ୍ରିକେଟରେ ୬୦୦ ୱିକେଟ୍ ପୂରଣ […]

  • Sunday, 04 July 2021
anuska
ମା’ ହେବେ ଅନୁଷ୍କା

ମୁମ୍ବାଇ:ଭାରତୀୟ କ୍ରିକେଟ ଟିମ୍‌ କ୍ୟାପ୍‌ଟେନ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଘରକୁ ଆସନ୍ତା ବର୍ଷ ନୂଆ ଅତିଥିଙ୍କ ଆଗମନ ହେଉଛି।  ଖୁବ୍‌ ଶୀଘ୍ର ବିରାଟ-ଅନୁଷ୍କା ବାପା଼-ମା’ ହେବାର ସୌଭାଗ୍ୟ ଲାଭ କରିବେ। ଷ୍ଟାର ଇଣ୍ଡିଆନ କ୍ରିକେଟର ସୋଶାଲ ମିଡିଆରେ ଗୁରୁବାର ସକାଳେ ସୂଚନା ଦେଇଛନ୍ତି ଅନୁଷ୍କା ମା’ ହେବାକୁ ଯାଉଥିବା କହିଛନ୍ତି। ୨୦୨୧ ଜାନୁଆରୀରେ ଅନୁଷ୍କା ମା’ ହେବେ ବୋଲି ସେ କହିଛନ୍ତି। ଅନୁଷ୍କା ମଧ୍ୟ କୋହଲିଙ୍କ ସହ ଏକ ଫଟୋ ଶେୟାର କରି ନିଜ […]

  • Sunday, 04 July 2021
CSK
ଧୋନିଙ୍କ ଟିମରେ ପଶିଲା କରୋନା

ନୂଆଦିଲ୍ଲୀ: ଆଇପିଏଲର ୧୩ଶ ସଂସ୍କରଣ ପ୍ରସ୍ତୁତି ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସକୁ ବଡ଼ ଝଟକା ଲାଗିଛି। ଟିମର ଜଣେ ଷ୍ଟାର୍ ବୋଲର ଏବଂ କିଛି ସଦସ୍ୟଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି। ତେବେ କେଉଁ ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ ଅଧିକାରୀଙ୍କର ରିପୋର୍ଟ ପଜିଟିଭ୍ ଆସିଛି, ତାହା ଜଣା ପଡିନାହିଁ। ରିପୋର୍ଟରେ ଦର୍ଶାଯାଇଛି ଯେ ଦୁବାଇରେ ଅବତରଣ କରିବା ପରେ ଅନେକ ସଦସ୍ୟଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଫଳସ୍ୱରୂପ, […]

  • Sunday, 04 July 2021
raina
ଆଇପିଏଲ ପୂର୍ବରୁ ଦୁବାଇରୁ ଫେରି ଆସିଲେ ରାଇନା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣ ଭିତରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL 2020) ଆୟୋଜନ କରାଯାଉଛି। ତେବେ ଅଇପିଏଲ ପାଇଁ ଏକ ଅଶୁଭ ଖବର । ଚେନ୍ନାଇ ସୁପର କିଙ୍ଗସ (CSK) ଦମ୍‌ଦାର ବ୍ୟାଟ୍‌ସମ୍ୟାନ୍‌ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଫେରି ଆସିଛନ୍ତି। ରାଇନା ଫେରିବାର ପ୍ରକୃତ କାରଣ କ’ଣ ଜଣା ପଡ଼ି ନ ଥିଲେ ହେଁ ତାଙ୍କର ଏପରି ଅକସ୍ମାତ ପ୍ରତ୍ୟାବର୍ତ୍ତନ ଟିମ୍‌ ପାଇଁ ଏକ ଝଟ୍‌କା ନିଶ୍ଚୟ। ସେପ୍ଟେମ୍ବର ୧୯ ତାରିଖ ଆରମ୍ଭ ହେବ […]

  • Sunday, 04 July 2021
sports
ଜୟନ୍ତୀ ଓ ଦୀପଗ୍ରେସ୍‌ଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର: ଜୟନ୍ତୀ ଓ ଦୀପଗ୍ରେସ୍‌ଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ପାରା ଆଥଲେଟ ଜୟନ୍ତୀ ବେହେରା, ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା ପାଇଲେ ଏହି ପୁରସ୍କାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିଛନ୍ତି।  ଉଭୟଙ୍କୁ ମାନପତ୍ର, ଉପଢୌକନ ସହ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ପୂର୍ଣ୍ଣିମା ଗିରି ଓ ସବିତା ଗିରିଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଦିଆଯାଇଛି। ସତ୍ୟରଂଜନ ପଟ୍ଟନାୟକଙ୍କୁ ବିଜୁ […]

  • Sunday, 04 July 2021
purusottam
ଦ୍ରୋଣାଚାର୍ଯ୍ୟ ପୁରସ୍କାର ନେବା ପୂର୍ବରୁ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧି ଖେଳ ରତ୍ନ’ ପୁରସ୍କାର ସହ ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଆଜୀବନ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରିଛନ୍ତି। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମଧ୍ୟରୁ ଅନ୍ୟତମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଚଳିତ ବର୍ଷ ଆଥଲେଟିକ୍ସ କୋଚ୍ ପୁରୁଷୋତ୍ତମ ରାୟଙ୍କ ନାଁ ମଧ୍ୟ ଘୋଷଣା କରାଯାଇଥିଲା। କିନ୍ତୁ ପୁରସ୍କାର ନେବା ପୂର୍ବରୁ ଘଟିଲା ଅଘଟଣ। ଶୁକ୍ରବାର ବେଙ୍ଗାଲୁରୁରେ ହାର୍ଟ ଆଟାକ୍ ଯୋଗୁ ୭୯ […]

  • Sunday, 04 July 2021
sports-day
ୱେବିନାରରେ ପାଳିତ ହେଲା ଜାତୀୟ କ୍ରୀଡ଼ା ଦିବସ

ଭୁବନେଶ୍ୱର: ବିଶ୍ୱ ସ୍ତରରେ ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟ କରୁଥିବା ‘ଗ୍ଲୋ’ ଅନୁଷ୍ଠାନ ଓ ପାନପୋଷ କ୍ରୀଡା ସଂଗଠନ ଦ୍ୱାରା ୱେବିନାର ମାଧ୍ୟମରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବେଙ୍ଗାଳୁରୁରେ ରହିଥିବା ‘ଗ୍ଲୋ’ର ସଦସ୍ୟ ଆଶୁତୋଷ ଦାସ ପରିଚାଳନା କରୁଥିବା ବେଳେ ଚେନ୍ନାଇରୁ ସିଦ୍ଧାର୍ଥ ମହାପାତ୍ର ତାଙ୍କୁ ସହଯୋଗ କରିଥିଲେ। ୱେବନାର ମାଧ୍ୟମରେ ହେଉଥିବା ଜାତୀୟ କ୍ରୀଡ଼ା ଦିବସରେ ଅତିଥି ରୂପେ ପାରା ବ୍ୟାଡମିଣ୍ଟନ ଖେଳାଳି ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ପ୍ରମୋଦ […]

  • Sunday, 04 July 2021
kohli
ବ୍ୟାଟ୍ ଧରିବା ମାତ୍ରକେ ଡରିଗଲେ ବିରାଟ୍ କୋହଲି

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଭ୍ୟାସ ଆରମ୍ଭ କରିଦେଇଛି। ଦୁବାଇରେ ଟିମର କ୍ୟାପଟେନ୍ ବିରାଟ୍ କୋହଲି ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି। ତେବେ ପ୍ରାକ୍ଟିସ୍ କରିବା ପରେ ବିରାଟ୍ କୋହଲି ଆଶ୍ଚର୍ଯ୍ୟ ଚକିତ କଲା ଭଳି କଥା କହିଛନ୍ତି। ବିରାଟଙ୍କୁ ବୋଲିଂ କରିବା ପାଇଁ ନାମୀଦାମୀ ବୋଲର ଭୟ କରନ୍ତି, କିନ୍ତୁ ଦୁବାଇରେ ପ୍ରଥମଥର କୋହଲି ଯେତେବେଳେ ପ୍ୟାଡ୍ ଓ ଗ୍ଲୋଭସ୍ ପିନ୍ଧି ନେଟ୍ସକୁ ଓହ୍ଲାଇଲେ, ସେ […]

  • Sunday, 04 July 2021
india-chess
ଅଲିମ୍ପିୟାଡ୍ ଚେସରେ ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ଟିମ୍ ପ୍ରଥମଥର ଅନଲାଇନ୍ ଅଲିମ୍ପିୟାଡ୍ ଚେସ୍ ଜିତି ଇତିହାସ ରଚିଛି। ତେବେ ଭାରତ ଏକାକୀ ନୁହେଁ ରୁଷ୍ ସହ ଯୁଗ୍ମ ଭାବେ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। ଫାଇନାଲରେ ଇଣ୍ଟରନେଟ୍ କନେକ୍ସନ୍ କଟିଯିବା କାରଣରୁ ଭାରତ ଓ ରୁଷକୁ ଯୁଗ୍ମ ଭାବେ ବିଜେତା ଘୋଷିତ କରାଯାଇଛି। ଫାଇନାଲରେ ଭାରତୀୟ ଟିମର ସଦସ୍ୟ ନିହାଲ୍ ସରିନ୍ ଓ ଦିବ୍ୟା ଦେଶମୁଖଙ୍କର ଇଣ୍ଟରନେଟ୍ କନେକ୍ସନ୍ କଟିଯାଇଥିଲା। ଯାହା ପରେ ରୁଷକୁ ବିଜେତା ଘୋଷଣା କରାଯାଇଥିଲା। ତେବେ ଏଭଳି […]

  • Sunday, 04 July 2021
raina
ଆଉ ଚେନ୍ନାଇ ପକ୍ଷରୁ ଖେଳିବେନି କି ରାଇନା?

ନୂଆଦିଲ୍ଲୀ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ଆଇପିଏଲରୁ ଓହରିଯାଇଛନ୍ତି। ରାଇନାଙ୍କ ଓହରିଯିବା ଚେନ୍ନାଇ ସୁପର କିଙ୍ଗସ୍ ଟିମକୁ ବହୁତ ବଡ଼ କ୍ଷତି ହୋଇଛି। ତେବେ ହଠାତ୍ ରାଇନା କାହିଁକି ଦଳ ଛାଡ଼ି ଭାରତ ଫେରି ଆସିଲେ, ଏହାକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ରାଇନା ସତରେ କ’ଣ ବ୍ୟକ୍ତିଗତ କାରଣରୁ ଟିମ୍ ଛାଡ଼ିଛନ୍ତି କି ନା ଏହା ପଛରେ ଆଉ କ’ଣ କାରଣ […]

  • Sunday, 04 July 2021
raina
ନ୍ୟାୟ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ସୁରେଶ ରାଇନା

ନୂଆଦିଲ୍ଲୀ: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଆଇପିଏଲ୍‌ ଏବଂ ଚେନ୍ନାଇ ସୁପର୍ କିଙ୍ଗସ୍ ଟିମକୁ ଛାଡ଼ି ଭାରତ ଫେରିଆସିଛନ୍ତି। ରାଇନାଙ୍କ ଅଚାନକ ସ୍ୱଦେଶ ଫେରିବା ନେଇ ଅନେକ ଆଲୋଚନା ହେଉଛି। ତେବେ ରାଇନା କାହିଁକି ଟିମ୍ ଛାଡ଼ି ଆସିଲେ। ହେଲେ ଚେନ୍ନାଇ ସୁପର୍ କିଙ୍ଗସ୍ ରାଇନାଙ୍କ ଟିମ୍ ଛାଡ଼ିବାର କାରଣ ପାରିବାରିକ ବୋଲି ଦର୍ଶାଇଛି। କିନ୍ତୁ ଟିମର ମାଲିକ ଏନ୍ ଶ୍ରୀନିବାସନ୍ କିଛି ଅଲଗା କାରଣ ଦର୍ଶାଇଛନ୍ତି। ଏହା ମଧ୍ୟରେ ରାଇନା ମଙ୍ଗଳବାର ଟୁଇଟ୍ କରି […]

  • Sunday, 04 July 2021
MALINGA
ମୁମ୍ବାଇକୁ ଝଟ୍‌କା, ଆଇପିଏଲରୁ ମାଲିଙ୍ଗା ଆଉଟ୍

ଦୁବାଇ: ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଝଟକା ଲାଗିଛି। ଟିମର ଷ୍ଟାର୍ ପେସ୍ ବୋଲର ଲସିଥ୍ ମାଲିଙ୍ଗା ଆଇପିଏଲରୁ ଓହରି ଯାଇଛନ୍ତି। ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର ଆନୁଷ୍ଠାନିକ ଘୋଷଣା କରିଛନ୍ତି। ମାଲିଙ୍ଗା ବ୍ୟକ୍ତିଗତ କାରଣରୁ ଆଇପିଏଲରୁ ଓହରିଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୁହାଯାଇଛି। ମାଲିଙ୍ଗାଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଏକ ବିଜ୍ଞପ୍ତି ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ ମାଲିଙ୍ଗା ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ସଂସ୍କରଣରେ […]

  • Sunday, 04 July 2021
sekhar1
ସେଲ୍‌ଫି ନେଲା ଜୀବନ, ଘାଟିରୁ ଖସି ପଡ଼ିଲେ କ୍ରିକେଟର୍

ନାସିକ: ମହାରାଷ୍ଟ୍ରର ପୂର୍ବତନ ରଣଜୀ କ୍ରିକେଟର୍ ଶେଖର ଗୱାଲୀଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ୪୫ ବର୍ଷୀୟ ଶେଖର ମଙ୍ଗଳବାର ସନ୍ଧ୍ୟା ବେଳେ କିଛି ବନ୍ଧୁମାନଙ୍କ ସହ ନାସିକ ସ୍ଥିତ ଇଗତପୁରୀ ହିଲ୍ ଷ୍ଟେସନକୁ ଟ୍ରେକିଂ କରିବାକୁ ଯାଇଥିଲେ। ତେବେ ସେଠାରେ ସେଲଫି ନେଉଥିବା ବେଳେ ତାଙ୍କର ଗୋଡ଼ ଖସି ଯାଇଥିଲା ଏବଂ ପ୍ରାୟ ୨୫୦ ଫୁଟ୍ ଘାଟି ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ୍ ପକ୍ଷରୁ କୁହାଯାଇଛି। ଯାହା ପରେ ବୁଧବାର […]

  • Sunday, 04 July 2021
neymar
ବ୍ରାଜିଲର ଷ୍ଟାର୍ ଫୁଟବଲର୍ ନେମାର କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ବ୍ରାଜିଲ ଓ ପ୍ୟାରିସ୍ ସେଣ୍ଟ ଜର୍ମେନ (ପିଏସଜି)ର ଷ୍ଟାର ଫୁଟବଲର ନେମାର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ପିଏସଜି ନେମାରଙ୍କ ନାଁରେ ଖୁଲାସା କରିନାହିଁ। କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନେମାରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ନେମାରଙ୍କ ବ୍ୟତୀତ ପିଏସଜିର ଆଉ କିଛି ଖେଳାଳି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ ନେମାର ଏବେ ୧୪ ଦିନିଆ ସେଲ୍‌ଫ ଆଇସୋଲେସନରେ ରହିବେ। ନେମାରଙ୍କ ସାଥୀ ଖେଳାଳି ଆଞ୍ଜେଲ […]

  • Sunday, 04 July 2021