• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

e
ଚେନ୍ନାଇ ଜିତି ପ୍ଲେ ଅଫ୍‌ରୁ ପଞ୍ଜାବକୁ ବିଦା କଲା

ଆବୁ ଧାବି: ଚଳିତ ଆଇପିଏଲ୍‌ର ୫୩ତମ ମ୍ୟାଚ୍‌ରେ ଆଜି କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଛି। ଶେଖ ଜାଏଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ଚେନ୍ନାଇ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୫୩ ରନ୍‌ କରି ପାରିଥିଲା। ଦଳ ପକ୍ଷରୁ ଦୀପକ ହୁଡା ୩୦ ବଲ୍‌ ଖେଳି ବିସ୍ପୋରକ ୬୨ ରନ୍‌ କରି ଅପରାଜିତ ଥିଲେ। ତାଙ୍କ ପରେ […]

  • Thursday, 01 July 2021
hh
ରାଜସ୍ଥାନକୁ ୧୯୨ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଦୁବାଇ: ଚଳିତ ଆଇପିଏଲ୍‌ର ୫୪ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଆଜି ରାଜସ୍ଥାନ ରୟାଲ୍ସକୁ ଭେଟିଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ରାଜସ୍ଥାନ ରୟାଲ୍ସର ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ଫଳରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୧୯୧ ରନ୍‌ କରିଛି। କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୧୯୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ମର୍ଗାନ ଦ୍ରୁତତମ ୩୫ ବଲ୍‌ ଖେଳି ସର୍ବାଧିକ ୬୮ […]

  • Thursday, 01 July 2021
khj
ଆଜିର ତାରିଖରେ ରୋହିତ କରିଥିଲେ ବିରଳ ରେକର୍ଡ

ନୂଆଦିଲ୍ଲୀ: ୨୦୧୩ ମସିହା ଆଜିର ଦିନ ଅର୍ଥାତ ନଭେମ୍ୱର ୨ ତାରିଖରେ ଭାରତର ଆଗଧାଡ଼ିର କ୍ରିକେଟ ତାରକା ରୋହିତ ଶର୍ମା ନିଜ ନାଁରେ ଏକ ରେକର୍ଡ ଯୋଡ଼ିଥିଲେ। ସେ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି ରେକର୍ଡ କରିଥିଲେ। ଜୁନ୍ ୧୮,୨୦୧୯ ପର୍ଯ୍ୟନ୍ତ ଯାହା ରେକର୍ଡ ରହିଛି, ୭ ବର୍ଷ ପୂର୍ବେ ଏହି ଦିନରେ ରୋହିତ ଶର୍ମା ଏକ ଓଡିଆଇ ଇନିଂସରେ ୧୬ ଟି ଛକା ମାରି ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ ସ୍କୋର କରିଥିଲେ। ମ୍ୟାଚ୍‌ଟି ବାଙ୍ଗାଲୋରରେ ଖେଳାଯାଇଥିଲା। […]

  • Thursday, 01 July 2021
kjhh
ଆବୁ ଧାବିରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ଦିଲ୍ଲୀର ଫିଲ୍ଡିଂ ନିଷ୍ପତ୍ତି

ଆବୁ ଧାବି: ଚଳିତ ଆଇପିଏଲର ୫୫ତମ ମ୍ୟାଚ୍‌ରେ ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆରସିବି ଟିମ୍ ପ୍ରଥମେ ବ୍ୟାଟିଂଭାର ସମ୍ଭାଳିବ। ପ୍ଲେଅଫରେ ସ୍ଥାନ ପକ୍କା କରିବା ପାଇଁ ଉଭୟ ଟିମ୍ ମଧ୍ୟରେ ଆଜି ଜୋରଜାର ଟକ୍କର ହେବ ବୋଲି ଆଶା କରାଯାଉଛି। ଏହି ମ୍ୟାଚ୍‌ରେ ଯେଉଁ ଟିମ୍‌ ଜିତିବ, ସେହି ଟିମ୍ […]

  • Thursday, 01 July 2021
14
ଆଜି ଏଲିମିନେଟର, ବିଜୟୀ ଟିମ୍‌ ଦିଲ୍ଲୀକୁ ଭେଟିବ

ଆବୁ ଧାବି: ଚଳିତ ଆଇପିଏଲରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେଉଛନ୍ତି। ଏହି ଏଲିମିନେଟର ମ୍ୟାଚରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚରେ ଜବରଦସ୍ତ ଫର୍ମରେ ଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହାଙ୍କୁ ଆହତ କାରଣରୁ ହାଇଦ୍ରାବାଦ ଟିମ୍‌ରୁ ବାଦ୍ ଦେଇଛି। ତାଙ୍କ ସ୍ଥାନରେ ଶ୍ରୀବତ୍ସ ଗୋସ୍ୱାମୀ ଖେଳିବେ। ସେହିପରି ଆରସିବି ଦଳରେ ମଧ୍ୟ […]

  • Thursday, 01 July 2021
ipl
IPL 2020: ଟୁର୍ଣ୍ଣାମେଣ୍ଟରୁ ବାହାରିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର

ନୂଆଦିଲ୍ଲୀ: ଆଇପିଏଲ୍‌ରେ କ୍ୱାଲିଫାୟର -୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ହାଇଦ୍ରାବାଦ। ଗତକାଲି ଖେଳାଯାଇଥିବା ମ୍ୟାଚ୍‌ରେ  ବେଙ୍ଗାଲୁରୁକୁ ୬ ଓ୍ୱିକେଟରେ ପରାସ୍ତ କରିଛି ହାଇଦ୍ରାବାଦ । ହାରିବା ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲରୁ ବାହାରି ଯାଇଛି। ଚକେନ ଓ୍ୱିଲିମସନଙ୍କ ଦମଦାର ୫୦ ରନ ବଳରେ ହାଇଦ୍ରାବଦ ବିଜୟ ହାସଲ କରିଛି । ପ୍ରଥମେ ଟସ୍ ଜିତି ବାଙ୍ଗାଲରକୁ ବ୍ୟାଟିଂ ପାଇଁ ଆହ୍ୱାନ କରିଥିଲା ହାଇଦ୍ରବାଦ। ନିର୍ଦ୍ଧାରିତ ଓଭରରେ ବାଙ୍ଗାଲୋର ୧୩୧ ରନ କରିଥିଲ॥ ୧୩୨ ରନର […]

  • Thursday, 01 July 2021
kohli
IPL 2020: ହାରିବା ପରେ ବିରାଟଙ୍କୁ ଟାର୍ଗେଟ କଲେ ଗମ୍ଭୀର, କହିଲେ....

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଟିମ୍‌ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଆଇପିଏଲ କପ୍‌ ଜିତିବା ସ୍ୱପ୍ନ ଧଳିସାତ୍‌ ହୋଇଯାଇଛି। ଶୁକ୍ରବାର ଏଲିମିନେଟର ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ RCBକୁ ଅତି ସହଜରେ ହରାଇ ଦେଇଛି। ବିରାଟ  ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୧୩୧ ରନ୍‌ କରିପାରିଥିବାବେଳେ ଉତ୍ତରରେ ସନରାଇଜର୍ସ ୬ ଉଇକେଟରେ ଜିତି ଯାଇଛି। RCBର ପରାଜୟ ପରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବିରାଟଙ୍କ କ୍ୟାପ୍‌ଟେନ୍‌ସିପ ଏବଂ ଟିମ୍‌ ଉପରେ ବଷିଁଛନ୍ତି। ସେ କହିଛନ୍ତି ପ୍ଲେ […]

  • Thursday, 01 July 2021
sports
ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ଏଇ ଖେଳାଳିଙ୍କୁ ଡରୁଛି ଦିଲ୍ଲୀ କ୍ୟାପିଟାଲ୍ସ, କାହିଁକି ଜାଣନ୍ତି ?

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ IPL-2020ରେ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ  ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ କର ଅବା ମର ପରିସ୍ଥିତି ଦେଖା ଦେଇଛି। ଆଜି ଦୁବାଇ ଇଣ୍ଟରନାଶନାଲ ଷ୍ଟାଡିୟମରେ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ ହେବ। ଏହି ମ୍ୟାଚ୍ ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ  ପାଇଁ ବେଶ ସଂଘର୍ଷ କରିବାକୁ ପଡ଼ିବ। କାରଣ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ଠିଆ ହୋଇଛି ଶକ୍ତିଶାଳୀ  ହାଇଦ୍ରାବଦ ଟିମ୍‌। ହାଇଦ୍ରାବଦ ଟିମ୍‌ ମ୍ୟାଚ ଲଗାତାର ୪ଟି ମ୍ୟାଚ୍‌ ଜିତିବା ପରେ ନିଜ […]

  • Thursday, 01 July 2021
6
୧୯୦ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ଆବୁ ଧାବି: ଚଳିତ ଆଇପିଏଲ୍‌ର ଦ୍ୱିତୀୟ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଆବୁ ଧାବିର ଶେଖ୍‌ ଜାୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ଦିଲ୍ଲୀ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍‌ ହରାଇ ୧୮୯ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ହାଇଦ୍ରାବାଦ ୧୯୦ ରନ୍‌ର […]

  • Thursday, 01 July 2021
virat
ଭାରତୀୟ ଟେଷ୍ଟ ଦଳରେ ସାମିଲ ହେଲେ ରୋହିତ୍, ଫେରିଆସିବେ ବିରାଟ !

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ରୋହିତ୍ ଶର୍ମା। ଆହତ କାରଣରୁ ରୋହିତଙ୍କୁ ପୂର୍ବରୁ ଭାରତୀୟ ଦଳରେ ସାମିଲ କରାଯାଇ ନ ଥିଲା। ତେବେ ତାଙ୍କ ଫିଟନେଶ ସ୍ଥିତିର ଅନୁଧ୍ୟାନ କଲା ପରେ ସିଲେକ୍ସନ୍ କମିଟି ରୋହିତଙ୍କୁ କେବଳ ଟେଷ୍ଟ ଦଳରେ ସାମିଲ କରାଯାଇଛି। ତେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍‌ ବିରାଟ କୋହଲି ପ୍ରଥମ ଟେଷ୍ଟ ଖେଳିବା ପରେ ଭାରତକୁ ଫେରିଆସିବେ। ସେ ବାପା ହେବାକୁ ଯାଉଥିବାରୁ ତାଙ୍କ ପାଟନିର୍ଟି ଲିଭ୍ ଆବେଦନକୁ […]

  • Thursday, 01 July 2021
ipl
ଆଜି IPL ମହାସମର: ମୁହାଁମୁହିଁ ହେବେ ଦିଲ୍ଲୀ-ମୁମ୍ବାଇ

ଦୁବାଇ: ଆଇପିଏଲ ୨୦୨୦ର ଆଜି ଫାଇନାଲ୍‌ । ଫାଇନାଲରେ ପରସ୍ପରକୁ ଭେଟିବେ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals)। ଦୀର୍ଘ ୫୨ ଦିନ ଧରି କ୍ରିକେଟ ଫିଲ୍‌ଡରେ ଚାଲିଥିବା ଆଇପିଏଲ ମହାସମର ଆଜି ଶେଷ ହେବାକୁ ଯାଉଛି। ଆଇପିଏଲ୍‌ର ସବୁଠାରୁ ସଫଳ କ୍ୟାପ୍‌ଟେନ ରୋହିତ ଶର୍ମା ଟାଇଟଲ୍‌ ହାତେଇବା ଲକ୍ଷ୍ୟରେ ଅଛନ୍ତି। ଦିଲ୍ଲୀ ଗତ ୧୨ ଥର ପଛରେ ପଡିବା ପରେ ଏଥର ପ୍ରଥମ ଥର ପାଇଁ ଫାଇନାଲ୍‌ରେ ପହଞ୍ଚି ପାରିଛି। […]

  • Thursday, 01 July 2021
IPL
IPL 2020: ଫାଇନାଲ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇକୁ ଚେତାବନୀ ଦେଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

ଦୁବାଇ: ଆଜି IPL ମହାସମର। ଦୁଇ ଶକ୍ତିଶାଳୀ ଟିମ୍‌ ମୁହାଁମୁହିଁ ହେବେ। କିଏ ହାତେଇବ ଟାଇଟଲ ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା। ତେବେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ରିକି ପଣ୍ଟିଂ ମୁମ୍ବାଇ ଇଣ୍ଡିଆନ୍ସକୁ ଚେତାବନୀ ଦେଇଛନ୍ତି। ରିକି ପଣ୍ଟିଂ ମୁମ୍ବାଇକୁ କଡ଼ା ଚେତାବନୀ ଦେଇ କହିଛନ୍ତି,  ଆଜି ହେବାକୁ ଥିବା ଫାଇନାଲ୍‌ ମ୍ୟାଚ୍‌ରେ ତାଙ୍କ ଟିମ୍‌କୁ ହାଲ୍‌କା ଭାବେ ନ ନିଅନ୍ତୁ। କାରଣ ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆହୁରି […]

  • Thursday, 01 July 2021
17
୧୫୭ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ମୁମ୍ୱାଇ

ଦୁବାଇ: ଚଳିତ ଆଇପିଏଲର ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍‌ରେ ଚାରିଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ଫାଇନାଲ୍‌ ଫାଇଟରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ଶ୍ରେୟସ ଆୟର୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା। ଦୁବାଇ ଇଣ୍ଟରନ୍ୟାଶନାଲ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ […]

  • Thursday, 01 July 2021
mi
ମୁମ୍ବାଇ ମୁଣ୍ଡରେ ଆଇପିଏଲ୍‌ ମହା ମୁକୁଟ

ଦୁବାଇ: ମୁମ୍ବାଇ ମୁଣ୍ଡରେ ଆଇପିଏଲ ମହାମୁକୁଟ। ଆଇପିଏଲ ସିଜିନ୍ ୧୩ ଫାଇନାଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ(Delhi Capitals) ହରାଇ ଲଗାତର ଦ୍ୱିତୀୟ ଓ ସିରିଜରେ ସର୍ବାଧିକ ପଞ୍ଚମ ଥର ପାଇଁ ଟାଇଟଲ୍ ହାସଲ କରି ରେକର୍ଡ କରିଛି ମୁମ୍ବାଇ ଇଣ୍ଡିଆନ୍ସ(Mumbai Indians)। ଫାଇନାଲ ଲଢେଇରେ ଦିଲ୍ଲୀକୁ ୫ ୱିକେଟ୍‌ରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ। ୧୫୭ ରନ୍‌ର ବିଜୟ ଲକ୍ଷ୍ୟକୁ ଦଳ ୮ ବଲ୍ ବାକି ଥାଇ ହାସଲ କରିଥିଲା। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଟାଇଟଲ ଜିତିବା ସ୍ୱପ୍ନ […]

  • Thursday, 01 July 2021
team india
ଅଷ୍ଟ୍ରେଲିଆରେ ପହଞ୍ଚିଲା ବିରାଟ ବାହିନୀ

ସିଡ୍‌ନୀ: ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ଅଷ୍ଟ୍ରେଲିଆରେ ପହଞ୍ଚିଛି ଭାରତୀୟ କ୍ରିକେଟ ଟିମ୍‌। ଅଧିନାୟକ ବିରାଟ କୋହଲିଙ୍କ ସହ ୨୫ ଜଣିଆ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିଛି। ନଭେମ୍ବର ୨୭ରୁ ଜାନୁଆରୀ ୧୯ ମଧ୍ୟରେ ଅଷ୍ଟ୍ରେଲିଆ ସହ ୩ଟି ଲେଖାଏ ଦିନିକିଆ ଓ ଟି-୨୦ ଏବଂ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ପ୍ରଥମ ୩ଟି ଦିନିକିଆ ନଭେମ୍ବର ୨୭, ୨୯ ଓ ଡିସେମ୍ବର ୨ ତାରିଖରେ ଖେଳାଯିବ। ସେହିପରି ଟି-୨୦ ଗୁଡ଼ିକ ଡିସେମ୍ବର ୪, ୬ […]

  • Thursday, 01 July 2021
krunal-[andya
କ୍ରିକେଟର୍ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଜବତ ହେଲା ବହୁ ମୂଲ୍ୟର ହାତଘଣ୍ଟା

ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲ୍‌ ମ୍ୟାଚ୍ ଜିତି ଫେରିଥିବା ହାର୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଅନେକ ଦାମୀ ହାତଘଣ୍ଟା ଜବତ କରିଛି ଡାଇରେକ୍ଟର ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ ବା ଡିଆର୍‌ଆଇ। କ୍ରୁନାଲ ଦୁବାଇରୁ ଫେରୁଥିବା ବେଳେ ଗୁରୁବାର ସନ୍ଧ୍ୟା ୫ଟାରେ ମୁମ୍ବାଇ ଏୟାରପୋର୍ଟରେ ଡିଆର୍‌ଆଇ ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ। ବିନା ଅନୁମତିରେ ଏତେ ପରିମାଣରେ ସୁନା ଆଣିଥିବାରୁ ତାଙ୍କ ଉପରେ ଫାଇନ୍‌ ଲଗାଯାଇଥିବା ବେଳେ ଘଡ଼ି ଗୁଡ଼ିକ ଜବତ କରାଯାଇଥିଲା। ମାମଲା କଷ୍ଟମ ବିଭାଗକୁ […]

  • Thursday, 01 July 2021
cricket
ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

ଢାକା: ବାଂଲାଦେଶର ପୂର୍ବତନ ଅଣ୍ଡର-୧୯ କ୍ରିକେଟର ମହମ୍ମଦ ସୋଜିବ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୨୧ ବର୍ଷୀୟ ଏହି କ୍ରିକେଟର ଦୁର୍ଗାପୁରରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ଥିଲେ। ୨୦୧୭-୧୮ ଢାକା ପ୍ରିମିୟର ଲିଗ୍‌ରେ ସାଇନ୍‌ପୁକୁର କ୍ରିକେଟ୍‌ କ୍ଲବ୍‌ ପାଇଁ ସେ ଖେଳିଥିଲେ। ଏହାସହ ସେ ବାଂଲାଦେଶ ପାଇଁ ୩ଟି ୟୁଥ୍‌ ODIs ମଧ୍ୟ ଖେଳିଥିଲେ। ୨୦୧୮ ଅଣ୍ଡର-୧୯ ୱାର୍ଲଡ୍‌ କପ୍‌ରେ ସେ standby ଖେଳାଳିରେ ସାମିଲ ହୋଇଥିଲେ। ମହମ୍ମଦ ସୋଜିବ ଜଣେ […]

  • Thursday, 01 July 2021
kali-pyuja
କାଳିପୂଜାରେ ଯୋଗ ଦେବା ପରେ ମିଳିଲା ହତ୍ୟା ଧମକ; କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ କ୍ୟାପ୍ଟେନ୍ ଶାକିବ ଅଲ ହସନ

କୋଲକାତା: କାଳିପୂଜାରେ ଯୋଗଦେଇ ମୃତ୍ୟୁ ଧମକ ପାଇବା ପରେ କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ ଟିମ୍‌ କ୍ୟାପ୍ଟେନ୍‌ ଶାକିବ ଅଲ ହସନ। ଏ ନେଇ ସେ ଏକ ଭିଡିଓ ଜାରି କରି କ୍ଷମାପ୍ରାର୍ଥନା କରିଛନ୍ତି। ଭିଡିଓରେ ଶାକିବ କହିଛନ୍ତି “ ମୁଁ ଜଣେ ମୁସ୍ଲିମ ଭାବରେ ସବୁବେଳେ ଗର୍ବ ଅନୁଭବ କରେ। ତାହା ପାଳନ କରିବା ପାଇଁ ଚେଷ୍ଟା କରେ। ତେବେ ଯଦି ମୁଁ ଆପଣଙ୍କ ଭାବନାକୁ ଆଘାତ ଦେଇଛି ତେବେ ମୁଁ କ୍ଷମା ମାଗୁଛି।” ସୂଚନା […]

  • Thursday, 01 July 2021
t--20-world-cuip
୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

ନୂଆଦିଲ୍ଲୀ: ୨୦୨୨ରୁ ୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ। ଏନେଇ ଗୁରୁବାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ ବା ଆଇସିସି। ଆଗାମୀ ଟି-୨୦ ମହିଳା ବିଶ୍ୱକପ ଦକ୍ଷିଣ‌ଆଫ୍ରିକାର ହେବ ବୋଲି ସ୍ଥିର ହୋଇଛି। ଟି-୨୦ ଦକ୍ଷିଣ‌ଆଫ୍ରିକା ସଂସ୍କରଣକୁ ୨୦୨୨ ନଭେମ୍ବରରୁ ୨୦୨୩ ଫେବ୍ରୁଆରିକୁ ଘୁଞ୍ଚାଇ ଦିଆଯାଇଛି। କାରଣ ୨୦୨୨ରେ ମହିଳା ଦିନିକିଆ ବିଶ୍ୱକପ୍‌ ରହିଛି ତା ସହିତ କମନୱେଲ୍ଥ ଗେମ୍‌ ମଧ୍ୟ ରହିଛି। ଆଉ ଯଦି ଟି-୨୦ ବିଶ୍ୱକପ୍ ହୁଏ ତେବେ ଗୋଟିଏ ବର୍ଷରେ ୩ଟି […]

  • Thursday, 01 July 2021
cricketrr
ICCର ଏହି ପୁରସ୍କାର ଦୌଡ଼ରେ ବିରାଟ; ରୋହିତ, ଅଶ୍ୱନୀ ଓ ଧୋନୀ ବି ପୁରସ୍କାର ତାଲିକାରେ ସାମିଲ୍‌

ମୁମ୍ବାଇ: ICC ପ୍ଲେୟାର ଅଫ୍‌ ଦି ଡିକେଡ୍‌ ବା ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଟିମ୍‌ ଇଣ୍ଡିଆଟର କ୍ୟାପ୍ଟେନ୍ ବିରାଟ କୋହଲି ମନୋନୀତ ହୋଇଛନ୍ତି। ବିରାଟଙ୍କ ସହିତ ଅନ୍ୟ ୫ ଜଣ ଖେଳାଳି ମଧ୍ୟ ICCର ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାରର ସହିତ କୋହଲି ଶ୍ରେଷ୍ଠ ବର୍ଗରେ ଚୟନ ହୋଇଥିଲେ ବି ଅନ୍ୟବର୍ଗ ଯଥା ODI, T20I, ଓ ଟେଷ୍ଟ ଖେଳାଳି ତଥା ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ବର୍ଗରେ ବି […]

  • Thursday, 01 July 2021
maradona
କିମ୍ବଦନ୍ତି ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କ ପରଲୋକ

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର କିମ୍ବଦନ୍ତି ଫୁଟବଲ ତାରକା ଡିଏଗୋ ମାରାଡୋନାଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୬୦ ବର୍ଷ ବୟସ ହୋଇଥିଲା। ଜନ୍ମଦିନ ପାଳନ ପରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନଭେମ୍ବର ଆରମ୍ଭରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡିଏଗୋଙ୍କ ବ୍ରେନ୍‌ରେ ରକ୍ତ ଜମାଟ ବାନ୍ଧିଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କର ସଫଳ ଚିକିତ୍ସା ମଧ୍ୟ କରାଯାଇଥିଲା। ଅପରେସନ ସଫଳ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। ହେଲେ ବୁଧବାର ସକାଳେ ହଠାତ୍‌ […]

  • Thursday, 01 July 2021
viart
ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ

କାନବେର୍ରା: କ୍ରିକେଟ ଭଗବାନ ଭାବେ ପରିଚିତ‌ ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ କ୍ୟାପ୍ଟେନ୍‌ ବିରାଟ କୋହଲି। ଏକ ଦିବସୀୟ ଫର୍ମାଟ୍‌ରେ ସବୁଠୁ କମ୍ ଇନିଂସ ଖେଳି ୧୨ ହଜାର ରନ୍‌ ପୂରଣ କରିଛନ୍ତି ବିରାଟ। ବୁଧବାର କାନବେରାରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ୱାନ୍‌ଡେ ମ୍ୟାଚ୍‌ରେ ବିରାଟ ଏହି ସଫଳତା ପାଇଛନ୍ତି। ମାତ୍ର ୨୫୧ ମ୍ୟାଚ୍‌ରେ ୨୪୨ ୱାନ୍‌ଡେ ଇନିଂସ ଖେଳି ୧୨ ହଜାର ରନ୍ ପୂରଣ କରିଛନ୍ତି ବିରାଟ। ଏହା ପୂର୍ବରୁ ସଚିନ୍‌ ୩୦୯ ମ୍ୟାଚ୍‌ରେ […]

  • Wednesday, 30 June 2021
hadrik
୨୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ପାଣ୍ଡ୍ୟା ଓ ଜାଡେଜା

କ୍ୟାନବେରା: କାନବେରାରେ ଅଷ୍ଟ୍ରେଲିଆ ସହିତ ଖେଳାଯାଉଥିବା ଶେଷ ତଥା ଅନ୍ତିମ ଦିନିକିଆରେ ପାଣ୍ଡ୍ୟା ଓ ଜାଡେଜାଙ୍କର ରେକର୍ଡ ବ୍ରେକିଂ ପାଟନରସିପ୍‌ ଦେଖିବାକୁ ମିଳିଛି। ୨୦ ବର୍ଷର ତଳର ରେକର୍ଡ ଭାଙ୍ଗିଛି ଏହି ଯୋଡ଼ି। ମ୍ୟାଚ୍ ଚାଲିଥିବା ବେଳେ ୩୨ ଓଭରେ ବିରାଟ କୋହଲି ମାତ୍ର ୬୩ ରନ୍‌ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ସ୍କୋର କରିବାର ଆଶା ମଉଳି ଯାଇଥିଲା। କିନ୍ତୁ ଏହି ଆଶାକୁ ପୁନର୍ଜିବୀତ କରିଥିଲା ପାଣ୍ଡ୍ୟା ଓ […]

  • Wednesday, 30 June 2021
india
ଟ୍ରାକ୍‌କୁ ଫେରିଲା ଟିମ୍ ଇଣ୍ଡିଆ, ୧୩ ରନ୍‌ରେ ହାରିଲା ଅଷ୍ଟ୍ରେଲିଆ; ଟି-୨୦ରେ କଡ଼ା ଟକ୍କର

କ୍ୟାନବେରା: ଅଷ୍ଟ୍ରେଲିଆର କ୍ୟାନବେରାରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ରେ ସମ୍ମାନ ରଖିଲା ଭାରତ। ୩୦୩ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ମାତ୍ର ୧୩ ରନ୍‌ରେ ଭାରତ ଠାରୁ ହାରିଯାଇଛି। ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪୯.୩ ବଲ୍ ଖେଳି ମାତ୍ର ୨୮୯ ରନ୍ କରିପାରିଥିଲା। ଅଷ୍ଟ୍ରେଲିଆ ଏହି ତିନିଟିକିଆ ସିରିଜ୍‌କୁ ୨-୧ରେ ଜିତି ନେଇଥିଲେ ବି କ୍ଲିନ୍‌ ସୁଇପ୍ କରିପାରିନଥିଲା। ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିବା ବେଳେ […]

  • Wednesday, 30 June 2021