• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

ସିରିଜ ଜିତି ବିଜୟ ଯାତ୍ରା ଆରମ୍ଭ କଲା ଟିମ ଇଣ୍ଡିଆ

ଭୁବନେଶ୍ୱର : ଦିନିକିଆ ସିରିଜର ବଦଲା ଟି-୨୦ରେ ଟି ସିରିଜର ପ୍ରଥମ ମ୍ୟାଚକୁ ଜିତି ବିଜୟ ଅଭିଯ।ନ ଆରମ୍ଭ କରିଛି ଟିମ ଇଣ୍ଡିଆ । ୨-୧ରେ ଦିନିକିଆ ସିରିଜ୍ ହାରିଥିବା ଭାରତ ଶୁକ୍ରବାର କାନବେରାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚକୁ ଜିତି ନେଇଥିଲା। ମୁକାବିଲାରେ ସବଷ୍ଟିଚ୍ୟୁଟ୍ ଭାବେ ଏଣ୍ଟ୍ରି କରିଥିବା ୟୁଜବେନ୍ଦ୍ର ଚହଲ ଓ ଡେବ୍ଯୁ କରିଥିବା ଟି. ନଟରାଜନଙ୍କ ଦମଦାର ବୋଲିଂ ବଳରେ ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଛି ଟିମ ଇଣ୍ଡିଆ । ଏହି ବିଜୟ […]

  • Wednesday, 30 June 2021
T20-trophy
ଭାରତରେ ଖେଳା ଯିବନି ଟି-ଟ୍ୱେଣ୍ଟି ବିଶ୍ୱକପ୍‌"..

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ଉପରେ ବିରାମ ଲାଗିଛି । ଭାରତରୁ ୟୁଏଇକୁ ସ୍ଥାନାନ୍ତର ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍ । କରୋନା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି…

  • Tuesday, 29 June 2021
Untitled-1
ବିଶ୍ୱକପ୍ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାରତର ଜବରଦସ୍ତ ପ୍ରଦର୍ଶନ

ନୂଆଦିଲ୍ଲୀ : ପ୍ୟାରିସରେ ଚାଲିଥିବା ବିଶ୍ୱକପ୍ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାରତ ଜରଦସ୍ତ ପ୍ରଦର୍ଶନ କରିଛି । ଗୋଟିଏ ଦିନରେ ତିନିଟି ସ୍ୱର୍ଣ୍ଣ ଆଣି ରେକର୍ଡ ସୃଷ୍ଟି କରିଛନ୍ତି ଭାରତୀୟ ତୀରନ୍ଦାଜ । ବିଶ୍ୱକପ୍ ଷ୍ଟେଜ୍ ଥ୍ରୀରେ ରେକର୍ଡ ମୁକାବିଲାରେ ଝାଡ଼ଖଣ୍ଡର ଦୀପିକା…

  • Monday, 28 June 2021
virat
ଏହି ଭେଟେରାନ୍‌ ଖେଳାଳି କହିଲେ, କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବା କ୍ରିକେଟ୍ ବିରୋଧରେ ଅପରାଧ ହେବ

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ପରାଜୟ ପରେ ଟିମ୍ ଇଣ୍ଡିଆର ଅଧିନାୟକ ଏବେ ଟାର୍ଗେଟରେ । ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବାକୁ ଦାବି କରୁଛନ୍ତି । କୋହଲି ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ । କିନ୍ତୁ ତାଙ୍କ…

Virat Kohli
ଦଳରେ ବଡ଼ ପରିବର୍ତ୍ତନ ଆଣିବେ କୋହଲି, ତିନି ବଡ଼ ଖେଳାଳିଙ୍କୁ ଦେଖାଇବେ ବାହାର ରାସ୍ତା

ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ ଆରମ୍ଭରୁ ନୈରାଶ୍ୟଜନକ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତ ଏକ ବଡ଼ ପରାଜୟ ସ୍ୱୀକାର କରିଛି । ଫାଇନାଲରେ ବିରାଟ ବ୍ରିଗେଡ୍ ନ୍ୟୁଜିଲ୍ୟାଣ୍ଡଠାରୁ ପରାଜିତ ହୋଇଛି । ଟିମ୍ ଇଣ୍ଡିଆକୁ ଏହି…

Untitled-1
WTC ଅନ୍ତିମ ଫାଇନାଲ୍‌ : ଦ୍ୱିତୀୟ ଇନିଂସରେ ଭାରତକୁ ୧୭୦ ରନ୍

ସାଉଥମ୍ପଟନ୍ : ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ୍‌ର ଶେଷ ତଥା ଅନ୍ତିମ ଦିନ। ସାଉଥମ୍ପଟନରେ ଆୟୋଜିତ ଏହି ମ୍ୟାଚ୍‌ରେ ରିଜର୍ଭ ଡେ ବ୍ୟବହାର କରାଯାଉଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି…

  • Wednesday, 23 June 2021
Untitled-1
WTC ଫାଇନାଲ୍‌ର ପଞ୍ଚମ ଦିନ : ପ୍ରଥମ ଇନିଂସରେ ଭାରତ ୨୧୭, ନ୍ୟୁଜିଲ୍ୟାଣ୍ଡ ୨୪୯

ଆଜି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ର ଫାଇନାଲ୍‌ର ପଞ୍ଚମ ଦିନ। ସାଉଥମ୍ପଟନରେ ଆୟୋଜିତ ଏହି ମହାନ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭାରତୀୟ ଦଳ…

  • Tuesday, 22 June 2021