• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

viart
ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ

କାନବେର୍ରା: କ୍ରିକେଟ ଭଗବାନ ଭାବେ ପରିଚିତ‌ ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ କ୍ୟାପ୍ଟେନ୍‌ ବିରାଟ କୋହଲି। ଏକ ଦିବସୀୟ ଫର୍ମାଟ୍‌ରେ ସବୁଠୁ କମ୍ ଇନିଂସ ଖେଳି ୧୨ ହଜାର ରନ୍‌ ପୂରଣ କରିଛନ୍ତି ବିରାଟ। ବୁଧବାର କାନବେରାରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ୱାନ୍‌ଡେ ମ୍ୟାଚ୍‌ରେ ବିରାଟ ଏହି ସଫଳତା ପାଇଛନ୍ତି। ମାତ୍ର ୨୫୧ ମ୍ୟାଚ୍‌ରେ ୨୪୨ ୱାନ୍‌ଡେ ଇନିଂସ ଖେଳି ୧୨ ହଜାର ରନ୍ ପୂରଣ କରିଛନ୍ତି ବିରାଟ। ଏହା ପୂର୍ବରୁ ସଚିନ୍‌ ୩୦୯ ମ୍ୟାଚ୍‌ରେ […]

  • Wednesday, 30 June 2021
hadrik
୨୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ପାଣ୍ଡ୍ୟା ଓ ଜାଡେଜା

କ୍ୟାନବେରା: କାନବେରାରେ ଅଷ୍ଟ୍ରେଲିଆ ସହିତ ଖେଳାଯାଉଥିବା ଶେଷ ତଥା ଅନ୍ତିମ ଦିନିକିଆରେ ପାଣ୍ଡ୍ୟା ଓ ଜାଡେଜାଙ୍କର ରେକର୍ଡ ବ୍ରେକିଂ ପାଟନରସିପ୍‌ ଦେଖିବାକୁ ମିଳିଛି। ୨୦ ବର୍ଷର ତଳର ରେକର୍ଡ ଭାଙ୍ଗିଛି ଏହି ଯୋଡ଼ି। ମ୍ୟାଚ୍ ଚାଲିଥିବା ବେଳେ ୩୨ ଓଭରେ ବିରାଟ କୋହଲି ମାତ୍ର ୬୩ ରନ୍‌ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ସ୍କୋର କରିବାର ଆଶା ମଉଳି ଯାଇଥିଲା। କିନ୍ତୁ ଏହି ଆଶାକୁ ପୁନର୍ଜିବୀତ କରିଥିଲା ପାଣ୍ଡ୍ୟା ଓ […]

  • Wednesday, 30 June 2021
india
ଟ୍ରାକ୍‌କୁ ଫେରିଲା ଟିମ୍ ଇଣ୍ଡିଆ, ୧୩ ରନ୍‌ରେ ହାରିଲା ଅଷ୍ଟ୍ରେଲିଆ; ଟି-୨୦ରେ କଡ଼ା ଟକ୍କର

କ୍ୟାନବେରା: ଅଷ୍ଟ୍ରେଲିଆର କ୍ୟାନବେରାରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ରେ ସମ୍ମାନ ରଖିଲା ଭାରତ। ୩୦୩ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ମାତ୍ର ୧୩ ରନ୍‌ରେ ଭାରତ ଠାରୁ ହାରିଯାଇଛି। ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪୯.୩ ବଲ୍ ଖେଳି ମାତ୍ର ୨୮୯ ରନ୍ କରିପାରିଥିଲା। ଅଷ୍ଟ୍ରେଲିଆ ଏହି ତିନିଟିକିଆ ସିରିଜ୍‌କୁ ୨-୧ରେ ଜିତି ନେଇଥିଲେ ବି କ୍ଲିନ୍‌ ସୁଇପ୍ କରିପାରିନଥିଲା। ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିବା ବେଳେ […]

  • Wednesday, 30 June 2021
ସିରିଜ ଜିତି ବିଜୟ ଯାତ୍ରା ଆରମ୍ଭ କଲା ଟିମ ଇଣ୍ଡିଆ

ଭୁବନେଶ୍ୱର : ଦିନିକିଆ ସିରିଜର ବଦଲା ଟି-୨୦ରେ ଟି ସିରିଜର ପ୍ରଥମ ମ୍ୟାଚକୁ ଜିତି ବିଜୟ ଅଭିଯ।ନ ଆରମ୍ଭ କରିଛି ଟିମ ଇଣ୍ଡିଆ । ୨-୧ରେ ଦିନିକିଆ ସିରିଜ୍ ହାରିଥିବା ଭାରତ ଶୁକ୍ରବାର କାନବେରାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚକୁ ଜିତି ନେଇଥିଲା। ମୁକାବିଲାରେ ସବଷ୍ଟିଚ୍ୟୁଟ୍ ଭାବେ ଏଣ୍ଟ୍ରି କରିଥିବା ୟୁଜବେନ୍ଦ୍ର ଚହଲ ଓ ଡେବ୍ଯୁ କରିଥିବା ଟି. ନଟରାଜନଙ୍କ ଦମଦାର ବୋଲିଂ ବଳରେ ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଛି ଟିମ ଇଣ୍ଡିଆ । ଏହି ବିଜୟ […]

  • Wednesday, 30 June 2021
T20-trophy
ଭାରତରେ ଖେଳା ଯିବନି ଟି-ଟ୍ୱେଣ୍ଟି ବିଶ୍ୱକପ୍‌"..

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ଉପରେ ବିରାମ ଲାଗିଛି । ଭାରତରୁ ୟୁଏଇକୁ ସ୍ଥାନାନ୍ତର ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍ । କରୋନା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି…

  • Tuesday, 29 June 2021
Untitled-1
ବିଶ୍ୱକପ୍ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାରତର ଜବରଦସ୍ତ ପ୍ରଦର୍ଶନ

ନୂଆଦିଲ୍ଲୀ : ପ୍ୟାରିସରେ ଚାଲିଥିବା ବିଶ୍ୱକପ୍ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାରତ ଜରଦସ୍ତ ପ୍ରଦର୍ଶନ କରିଛି । ଗୋଟିଏ ଦିନରେ ତିନିଟି ସ୍ୱର୍ଣ୍ଣ ଆଣି ରେକର୍ଡ ସୃଷ୍ଟି କରିଛନ୍ତି ଭାରତୀୟ ତୀରନ୍ଦାଜ । ବିଶ୍ୱକପ୍ ଷ୍ଟେଜ୍ ଥ୍ରୀରେ ରେକର୍ଡ ମୁକାବିଲାରେ ଝାଡ଼ଖଣ୍ଡର ଦୀପିକା…

  • Monday, 28 June 2021
virat
ଏହି ଭେଟେରାନ୍‌ ଖେଳାଳି କହିଲେ, କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବା କ୍ରିକେଟ୍ ବିରୋଧରେ ଅପରାଧ ହେବ

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ପରାଜୟ ପରେ ଟିମ୍ ଇଣ୍ଡିଆର ଅଧିନାୟକ ଏବେ ଟାର୍ଗେଟରେ । ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବାକୁ ଦାବି କରୁଛନ୍ତି । କୋହଲି ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ । କିନ୍ତୁ ତାଙ୍କ…

Virat Kohli
ଦଳରେ ବଡ଼ ପରିବର୍ତ୍ତନ ଆଣିବେ କୋହଲି, ତିନି ବଡ଼ ଖେଳାଳିଙ୍କୁ ଦେଖାଇବେ ବାହାର ରାସ୍ତା

ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ ଆରମ୍ଭରୁ ନୈରାଶ୍ୟଜନକ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତ ଏକ ବଡ଼ ପରାଜୟ ସ୍ୱୀକାର କରିଛି । ଫାଇନାଲରେ ବିରାଟ ବ୍ରିଗେଡ୍ ନ୍ୟୁଜିଲ୍ୟାଣ୍ଡଠାରୁ ପରାଜିତ ହୋଇଛି । ଟିମ୍ ଇଣ୍ଡିଆକୁ ଏହି…

Untitled-1
WTC ଅନ୍ତିମ ଫାଇନାଲ୍‌ : ଦ୍ୱିତୀୟ ଇନିଂସରେ ଭାରତକୁ ୧୭୦ ରନ୍

ସାଉଥମ୍ପଟନ୍ : ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ୍‌ର ଶେଷ ତଥା ଅନ୍ତିମ ଦିନ। ସାଉଥମ୍ପଟନରେ ଆୟୋଜିତ ଏହି ମ୍ୟାଚ୍‌ରେ ରିଜର୍ଭ ଡେ ବ୍ୟବହାର କରାଯାଉଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି…

  • Wednesday, 23 June 2021
Untitled-1
WTC ଫାଇନାଲ୍‌ର ପଞ୍ଚମ ଦିନ : ପ୍ରଥମ ଇନିଂସରେ ଭାରତ ୨୧୭, ନ୍ୟୁଜିଲ୍ୟାଣ୍ଡ ୨୪୯

ଆଜି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ର ଫାଇନାଲ୍‌ର ପଞ୍ଚମ ଦିନ। ସାଉଥମ୍ପଟନରେ ଆୟୋଜିତ ଏହି ମହାନ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭାରତୀୟ ଦଳ…

  • Tuesday, 22 June 2021