• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

mi
ମୁମ୍ବାଇ ମୁଣ୍ଡରେ ଆଇପିଏଲ୍‌ ମହା ମୁକୁଟ

ଦୁବାଇ: ମୁମ୍ବାଇ ମୁଣ୍ଡରେ ଆଇପିଏଲ ମହାମୁକୁଟ। ଆଇପିଏଲ ସିଜିନ୍ ୧୩ ଫାଇନାଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ(Delhi Capitals) ହରାଇ ଲଗାତର ଦ୍ୱିତୀୟ ଓ ସିରିଜରେ ସର୍ବାଧିକ ପଞ୍ଚମ ଥର ପାଇଁ ଟାଇଟଲ୍ ହାସଲ କରି ରେକର୍ଡ କରିଛି ମୁମ୍ବାଇ ଇଣ୍ଡିଆନ୍ସ(Mumbai Indians)। ଫାଇନାଲ ଲଢେଇରେ ଦିଲ୍ଲୀକୁ ୫ ୱିକେଟ୍‌ରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ। ୧୫୭ ରନ୍‌ର ବିଜୟ ଲକ୍ଷ୍ୟକୁ ଦଳ ୮ ବଲ୍ ବାକି ଥାଇ ହାସଲ କରିଥିଲା। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଟାଇଟଲ ଜିତିବା ସ୍ୱପ୍ନ […]

  • Thursday, 01 July 2021
team india
ଅଷ୍ଟ୍ରେଲିଆରେ ପହଞ୍ଚିଲା ବିରାଟ ବାହିନୀ

ସିଡ୍‌ନୀ: ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ଅଷ୍ଟ୍ରେଲିଆରେ ପହଞ୍ଚିଛି ଭାରତୀୟ କ୍ରିକେଟ ଟିମ୍‌। ଅଧିନାୟକ ବିରାଟ କୋହଲିଙ୍କ ସହ ୨୫ ଜଣିଆ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିଛି। ନଭେମ୍ବର ୨୭ରୁ ଜାନୁଆରୀ ୧୯ ମଧ୍ୟରେ ଅଷ୍ଟ୍ରେଲିଆ ସହ ୩ଟି ଲେଖାଏ ଦିନିକିଆ ଓ ଟି-୨୦ ଏବଂ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ପ୍ରଥମ ୩ଟି ଦିନିକିଆ ନଭେମ୍ବର ୨୭, ୨୯ ଓ ଡିସେମ୍ବର ୨ ତାରିଖରେ ଖେଳାଯିବ। ସେହିପରି ଟି-୨୦ ଗୁଡ଼ିକ ଡିସେମ୍ବର ୪, ୬ […]

  • Thursday, 01 July 2021
krunal-[andya
କ୍ରିକେଟର୍ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଜବତ ହେଲା ବହୁ ମୂଲ୍ୟର ହାତଘଣ୍ଟା

ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲ୍‌ ମ୍ୟାଚ୍ ଜିତି ଫେରିଥିବା ହାର୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଅନେକ ଦାମୀ ହାତଘଣ୍ଟା ଜବତ କରିଛି ଡାଇରେକ୍ଟର ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ ବା ଡିଆର୍‌ଆଇ। କ୍ରୁନାଲ ଦୁବାଇରୁ ଫେରୁଥିବା ବେଳେ ଗୁରୁବାର ସନ୍ଧ୍ୟା ୫ଟାରେ ମୁମ୍ବାଇ ଏୟାରପୋର୍ଟରେ ଡିଆର୍‌ଆଇ ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ। ବିନା ଅନୁମତିରେ ଏତେ ପରିମାଣରେ ସୁନା ଆଣିଥିବାରୁ ତାଙ୍କ ଉପରେ ଫାଇନ୍‌ ଲଗାଯାଇଥିବା ବେଳେ ଘଡ଼ି ଗୁଡ଼ିକ ଜବତ କରାଯାଇଥିଲା। ମାମଲା କଷ୍ଟମ ବିଭାଗକୁ […]

  • Thursday, 01 July 2021
cricket
ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

ଢାକା: ବାଂଲାଦେଶର ପୂର୍ବତନ ଅଣ୍ଡର-୧୯ କ୍ରିକେଟର ମହମ୍ମଦ ସୋଜିବ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୨୧ ବର୍ଷୀୟ ଏହି କ୍ରିକେଟର ଦୁର୍ଗାପୁରରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ଥିଲେ। ୨୦୧୭-୧୮ ଢାକା ପ୍ରିମିୟର ଲିଗ୍‌ରେ ସାଇନ୍‌ପୁକୁର କ୍ରିକେଟ୍‌ କ୍ଲବ୍‌ ପାଇଁ ସେ ଖେଳିଥିଲେ। ଏହାସହ ସେ ବାଂଲାଦେଶ ପାଇଁ ୩ଟି ୟୁଥ୍‌ ODIs ମଧ୍ୟ ଖେଳିଥିଲେ। ୨୦୧୮ ଅଣ୍ଡର-୧୯ ୱାର୍ଲଡ୍‌ କପ୍‌ରେ ସେ standby ଖେଳାଳିରେ ସାମିଲ ହୋଇଥିଲେ। ମହମ୍ମଦ ସୋଜିବ ଜଣେ […]

  • Thursday, 01 July 2021
kali-pyuja
କାଳିପୂଜାରେ ଯୋଗ ଦେବା ପରେ ମିଳିଲା ହତ୍ୟା ଧମକ; କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ କ୍ୟାପ୍ଟେନ୍ ଶାକିବ ଅଲ ହସନ

କୋଲକାତା: କାଳିପୂଜାରେ ଯୋଗଦେଇ ମୃତ୍ୟୁ ଧମକ ପାଇବା ପରେ କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ ଟିମ୍‌ କ୍ୟାପ୍ଟେନ୍‌ ଶାକିବ ଅଲ ହସନ। ଏ ନେଇ ସେ ଏକ ଭିଡିଓ ଜାରି କରି କ୍ଷମାପ୍ରାର୍ଥନା କରିଛନ୍ତି। ଭିଡିଓରେ ଶାକିବ କହିଛନ୍ତି “ ମୁଁ ଜଣେ ମୁସ୍ଲିମ ଭାବରେ ସବୁବେଳେ ଗର୍ବ ଅନୁଭବ କରେ। ତାହା ପାଳନ କରିବା ପାଇଁ ଚେଷ୍ଟା କରେ। ତେବେ ଯଦି ମୁଁ ଆପଣଙ୍କ ଭାବନାକୁ ଆଘାତ ଦେଇଛି ତେବେ ମୁଁ କ୍ଷମା ମାଗୁଛି।” ସୂଚନା […]

  • Thursday, 01 July 2021
t--20-world-cuip
୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

ନୂଆଦିଲ୍ଲୀ: ୨୦୨୨ରୁ ୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ। ଏନେଇ ଗୁରୁବାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ ବା ଆଇସିସି। ଆଗାମୀ ଟି-୨୦ ମହିଳା ବିଶ୍ୱକପ ଦକ୍ଷିଣ‌ଆଫ୍ରିକାର ହେବ ବୋଲି ସ୍ଥିର ହୋଇଛି। ଟି-୨୦ ଦକ୍ଷିଣ‌ଆଫ୍ରିକା ସଂସ୍କରଣକୁ ୨୦୨୨ ନଭେମ୍ବରରୁ ୨୦୨୩ ଫେବ୍ରୁଆରିକୁ ଘୁଞ୍ଚାଇ ଦିଆଯାଇଛି। କାରଣ ୨୦୨୨ରେ ମହିଳା ଦିନିକିଆ ବିଶ୍ୱକପ୍‌ ରହିଛି ତା ସହିତ କମନୱେଲ୍ଥ ଗେମ୍‌ ମଧ୍ୟ ରହିଛି। ଆଉ ଯଦି ଟି-୨୦ ବିଶ୍ୱକପ୍ ହୁଏ ତେବେ ଗୋଟିଏ ବର୍ଷରେ ୩ଟି […]

  • Thursday, 01 July 2021
cricketrr
ICCର ଏହି ପୁରସ୍କାର ଦୌଡ଼ରେ ବିରାଟ; ରୋହିତ, ଅଶ୍ୱନୀ ଓ ଧୋନୀ ବି ପୁରସ୍କାର ତାଲିକାରେ ସାମିଲ୍‌

ମୁମ୍ବାଇ: ICC ପ୍ଲେୟାର ଅଫ୍‌ ଦି ଡିକେଡ୍‌ ବା ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଟିମ୍‌ ଇଣ୍ଡିଆଟର କ୍ୟାପ୍ଟେନ୍ ବିରାଟ କୋହଲି ମନୋନୀତ ହୋଇଛନ୍ତି। ବିରାଟଙ୍କ ସହିତ ଅନ୍ୟ ୫ ଜଣ ଖେଳାଳି ମଧ୍ୟ ICCର ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାରର ସହିତ କୋହଲି ଶ୍ରେଷ୍ଠ ବର୍ଗରେ ଚୟନ ହୋଇଥିଲେ ବି ଅନ୍ୟବର୍ଗ ଯଥା ODI, T20I, ଓ ଟେଷ୍ଟ ଖେଳାଳି ତଥା ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ବର୍ଗରେ ବି […]

  • Thursday, 01 July 2021
maradona
କିମ୍ବଦନ୍ତି ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କ ପରଲୋକ

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର କିମ୍ବଦନ୍ତି ଫୁଟବଲ ତାରକା ଡିଏଗୋ ମାରାଡୋନାଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୬୦ ବର୍ଷ ବୟସ ହୋଇଥିଲା। ଜନ୍ମଦିନ ପାଳନ ପରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନଭେମ୍ବର ଆରମ୍ଭରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡିଏଗୋଙ୍କ ବ୍ରେନ୍‌ରେ ରକ୍ତ ଜମାଟ ବାନ୍ଧିଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କର ସଫଳ ଚିକିତ୍ସା ମଧ୍ୟ କରାଯାଇଥିଲା। ଅପରେସନ ସଫଳ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। ହେଲେ ବୁଧବାର ସକାଳେ ହଠାତ୍‌ […]

  • Thursday, 01 July 2021
viart
ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ

କାନବେର୍ରା: କ୍ରିକେଟ ଭଗବାନ ଭାବେ ପରିଚିତ‌ ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ କ୍ୟାପ୍ଟେନ୍‌ ବିରାଟ କୋହଲି। ଏକ ଦିବସୀୟ ଫର୍ମାଟ୍‌ରେ ସବୁଠୁ କମ୍ ଇନିଂସ ଖେଳି ୧୨ ହଜାର ରନ୍‌ ପୂରଣ କରିଛନ୍ତି ବିରାଟ। ବୁଧବାର କାନବେରାରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ୱାନ୍‌ଡେ ମ୍ୟାଚ୍‌ରେ ବିରାଟ ଏହି ସଫଳତା ପାଇଛନ୍ତି। ମାତ୍ର ୨୫୧ ମ୍ୟାଚ୍‌ରେ ୨୪୨ ୱାନ୍‌ଡେ ଇନିଂସ ଖେଳି ୧୨ ହଜାର ରନ୍ ପୂରଣ କରିଛନ୍ତି ବିରାଟ। ଏହା ପୂର୍ବରୁ ସଚିନ୍‌ ୩୦୯ ମ୍ୟାଚ୍‌ରେ […]

  • Wednesday, 30 June 2021
hadrik
୨୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ପାଣ୍ଡ୍ୟା ଓ ଜାଡେଜା

କ୍ୟାନବେରା: କାନବେରାରେ ଅଷ୍ଟ୍ରେଲିଆ ସହିତ ଖେଳାଯାଉଥିବା ଶେଷ ତଥା ଅନ୍ତିମ ଦିନିକିଆରେ ପାଣ୍ଡ୍ୟା ଓ ଜାଡେଜାଙ୍କର ରେକର୍ଡ ବ୍ରେକିଂ ପାଟନରସିପ୍‌ ଦେଖିବାକୁ ମିଳିଛି। ୨୦ ବର୍ଷର ତଳର ରେକର୍ଡ ଭାଙ୍ଗିଛି ଏହି ଯୋଡ଼ି। ମ୍ୟାଚ୍ ଚାଲିଥିବା ବେଳେ ୩୨ ଓଭରେ ବିରାଟ କୋହଲି ମାତ୍ର ୬୩ ରନ୍‌ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ସ୍କୋର କରିବାର ଆଶା ମଉଳି ଯାଇଥିଲା। କିନ୍ତୁ ଏହି ଆଶାକୁ ପୁନର୍ଜିବୀତ କରିଥିଲା ପାଣ୍ଡ୍ୟା ଓ […]

  • Wednesday, 30 June 2021
india
ଟ୍ରାକ୍‌କୁ ଫେରିଲା ଟିମ୍ ଇଣ୍ଡିଆ, ୧୩ ରନ୍‌ରେ ହାରିଲା ଅଷ୍ଟ୍ରେଲିଆ; ଟି-୨୦ରେ କଡ଼ା ଟକ୍କର

କ୍ୟାନବେରା: ଅଷ୍ଟ୍ରେଲିଆର କ୍ୟାନବେରାରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ରେ ସମ୍ମାନ ରଖିଲା ଭାରତ। ୩୦୩ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ମାତ୍ର ୧୩ ରନ୍‌ରେ ଭାରତ ଠାରୁ ହାରିଯାଇଛି। ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪୯.୩ ବଲ୍ ଖେଳି ମାତ୍ର ୨୮୯ ରନ୍ କରିପାରିଥିଲା। ଅଷ୍ଟ୍ରେଲିଆ ଏହି ତିନିଟିକିଆ ସିରିଜ୍‌କୁ ୨-୧ରେ ଜିତି ନେଇଥିଲେ ବି କ୍ଲିନ୍‌ ସୁଇପ୍ କରିପାରିନଥିଲା। ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିବା ବେଳେ […]

  • Wednesday, 30 June 2021
ସିରିଜ ଜିତି ବିଜୟ ଯାତ୍ରା ଆରମ୍ଭ କଲା ଟିମ ଇଣ୍ଡିଆ

ଭୁବନେଶ୍ୱର : ଦିନିକିଆ ସିରିଜର ବଦଲା ଟି-୨୦ରେ ଟି ସିରିଜର ପ୍ରଥମ ମ୍ୟାଚକୁ ଜିତି ବିଜୟ ଅଭିଯ।ନ ଆରମ୍ଭ କରିଛି ଟିମ ଇଣ୍ଡିଆ । ୨-୧ରେ ଦିନିକିଆ ସିରିଜ୍ ହାରିଥିବା ଭାରତ ଶୁକ୍ରବାର କାନବେରାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚକୁ ଜିତି ନେଇଥିଲା। ମୁକାବିଲାରେ ସବଷ୍ଟିଚ୍ୟୁଟ୍ ଭାବେ ଏଣ୍ଟ୍ରି କରିଥିବା ୟୁଜବେନ୍ଦ୍ର ଚହଲ ଓ ଡେବ୍ଯୁ କରିଥିବା ଟି. ନଟରାଜନଙ୍କ ଦମଦାର ବୋଲିଂ ବଳରେ ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଛି ଟିମ ଇଣ୍ଡିଆ । ଏହି ବିଜୟ […]

  • Wednesday, 30 June 2021
T20-trophy
ଭାରତରେ ଖେଳା ଯିବନି ଟି-ଟ୍ୱେଣ୍ଟି ବିଶ୍ୱକପ୍‌"..

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ଉପରେ ବିରାମ ଲାଗିଛି । ଭାରତରୁ ୟୁଏଇକୁ ସ୍ଥାନାନ୍ତର ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍ । କରୋନା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି…

  • Tuesday, 29 June 2021
Untitled-1
ବିଶ୍ୱକପ୍ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାରତର ଜବରଦସ୍ତ ପ୍ରଦର୍ଶନ

ନୂଆଦିଲ୍ଲୀ : ପ୍ୟାରିସରେ ଚାଲିଥିବା ବିଶ୍ୱକପ୍ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାରତ ଜରଦସ୍ତ ପ୍ରଦର୍ଶନ କରିଛି । ଗୋଟିଏ ଦିନରେ ତିନିଟି ସ୍ୱର୍ଣ୍ଣ ଆଣି ରେକର୍ଡ ସୃଷ୍ଟି କରିଛନ୍ତି ଭାରତୀୟ ତୀରନ୍ଦାଜ । ବିଶ୍ୱକପ୍ ଷ୍ଟେଜ୍ ଥ୍ରୀରେ ରେକର୍ଡ ମୁକାବିଲାରେ ଝାଡ଼ଖଣ୍ଡର ଦୀପିକା…

  • Monday, 28 June 2021
virat
ଏହି ଭେଟେରାନ୍‌ ଖେଳାଳି କହିଲେ, କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବା କ୍ରିକେଟ୍ ବିରୋଧରେ ଅପରାଧ ହେବ

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ପରାଜୟ ପରେ ଟିମ୍ ଇଣ୍ଡିଆର ଅଧିନାୟକ ଏବେ ଟାର୍ଗେଟରେ । ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବାକୁ ଦାବି କରୁଛନ୍ତି । କୋହଲି ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ । କିନ୍ତୁ ତାଙ୍କ…

Virat Kohli
ଦଳରେ ବଡ଼ ପରିବର୍ତ୍ତନ ଆଣିବେ କୋହଲି, ତିନି ବଡ଼ ଖେଳାଳିଙ୍କୁ ଦେଖାଇବେ ବାହାର ରାସ୍ତା

ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ ଆରମ୍ଭରୁ ନୈରାଶ୍ୟଜନକ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତ ଏକ ବଡ଼ ପରାଜୟ ସ୍ୱୀକାର କରିଛି । ଫାଇନାଲରେ ବିରାଟ ବ୍ରିଗେଡ୍ ନ୍ୟୁଜିଲ୍ୟାଣ୍ଡଠାରୁ ପରାଜିତ ହୋଇଛି । ଟିମ୍ ଇଣ୍ଡିଆକୁ ଏହି…

Untitled-1
WTC ଅନ୍ତିମ ଫାଇନାଲ୍‌ : ଦ୍ୱିତୀୟ ଇନିଂସରେ ଭାରତକୁ ୧୭୦ ରନ୍

ସାଉଥମ୍ପଟନ୍ : ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ୍‌ର ଶେଷ ତଥା ଅନ୍ତିମ ଦିନ। ସାଉଥମ୍ପଟନରେ ଆୟୋଜିତ ଏହି ମ୍ୟାଚ୍‌ରେ ରିଜର୍ଭ ଡେ ବ୍ୟବହାର କରାଯାଉଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି…

  • Wednesday, 23 June 2021
Untitled-1
WTC ଫାଇନାଲ୍‌ର ପଞ୍ଚମ ଦିନ : ପ୍ରଥମ ଇନିଂସରେ ଭାରତ ୨୧୭, ନ୍ୟୁଜିଲ୍ୟାଣ୍ଡ ୨୪୯

ଆଜି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ର ଫାଇନାଲ୍‌ର ପଞ୍ଚମ ଦିନ। ସାଉଥମ୍ପଟନରେ ଆୟୋଜିତ ଏହି ମହାନ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭାରତୀୟ ଦଳ…

  • Tuesday, 22 June 2021