• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

h
ଛକା ମାରି ରାଜସ୍ଥାନକୁ ଜିତାଇଲେ ରିୟାନ

ଦୁବାଇ: ଆଜି ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲର ୨୬ ତମ ମ୍ୟାଚ୍‌କୁ ରାଜସ୍ଥାନ ରୟାଲ୍ସ ଜିତି ନେଇଛି। ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ଟାର୍ଗେଟ୍ ଦେଇଥିଲା। ଏହାର ପିଛା କରି ରାଜସ୍ଥାନ ଗୋଟିଏ ବଲ୍‌ ପୂର୍ବରୁ ମ୍ୟାଚ୍‌କୁ ହାତେଇ ନେଇଛି। ୧୯ ଓଭରର ୫ମ ବଲ୍‌ରେ ରିୟାନ୍‌ ଏକ ଛକା ମାରି ମ୍ୟାଚ୍‌କୁ ଜିତାଇଥିଲେ। ପ୍ରଥମରୁ ଦଳ ୩ଟି ୱିକେଟ୍ ହରାଇ ଦୃବଳ ସ୍ଥିତିରେ ଥିଲା। ଏହାପରେ […]

  • Friday, 02 July 2021
ms dhoni
ଧରାପଡ଼ିଲା ଧୋନିଙ୍କ ଝିଅକୁ ଧମକ ଦେଇଥିବା ନାବାଳକ

ଅହମଦାବାଦ: ପୋଲିସ୍ ହାତରେ ଧରାପଡ଼ିଲା କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ୫ ବର୍ଷର ଝିଅକୁ ଧମକ ଦେଇଥିବା ନାବାଳକ। ରବିବାର ଦିନ ଗୁଜରାଟ କଚ୍ଛ ଜିଲ୍ଲାରୁ ଏହି ୧୬ ବର୍ଷୀୟ ନାବାଳକଙ୍କୁ ପୋଲିସ୍‌ ଧରିବା ସହ ତାଙ୍କୁ ଅଟକ ରଖିଛି। ଚଳିତ ଆଇପିଏଲ୍‌ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍(CSK) ଭଲ ପ୍ରଦର୍ଶନ କରୁ ନ ଥିବା ଦେଖିବାକୁ ମିଳିଛି। ଲଗାତର ଭାବେ CSK ପରାଜୟର ସାମ୍ନା କରୁଥିବା ଯୋଗୁ ଏହାକୁ ନେଇ […]

  • Friday, 02 July 2021
anushka
ରଶିଦ୍‌ ଖାନ୍‌ଙ୍କ ପତ୍ନୀ ଅନୁଷ୍କା ଶର୍ମା? କାହିଁକି ଗୁଗଲ୍‌ରେ ଆସୁଛି ଏମିତି ଉତ୍ତର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ୱାମୀ ହେଉଛନ୍ତି ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ। ଏ ଖବର ପାଇ ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏକଥା ଆମେ ନୁହଁ, ଗୁଗଲ୍‌ କହୁଛି। ଗୁଗଲ୍‌ରେ ରଶିଦ ଖାନଙ୍କ ପତ୍ନୀ କିଏ ବୋଲି ସର୍ଚ୍ଚ କଲେ ଉତ୍ତରରେ ଅନୁଷ୍କା ଶର୍ମା ଆସିବେ। ତେବେ ଗୁଗଲ୍‌ରେ ରଶିଦ୍‌ ଖାନ୍‌ଙ୍କ ପତ୍ନୀ ସ୍ଥାନରେ କାହିଁକି ଅନୁଷ୍କା ଶର୍ମାଙ୍କ ନାଁ ଆସୁଛି। ଏ ପୁରା ମାମଲା ୨୦୧୮ରୁ ଆରମ୍ଭ ହୋଇଥିଲା।  ବାସ୍ତବରେ ପ୍ରଶଂସକଙ୍କ ସହ […]

  • Friday, 02 July 2021
kohali
IPL 2020: ଆନ୍ଦ୍ରେ ରସେଲ ଆଉଟ୍‌ ହେବା ପରେ ଏମିତି ପ୍ରତିକ୍ରିୟା ରଖିଥିଲେ କୋହଲି

ଶାରଜା: ଆଇଇପିଏଲ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ମିଳିଛି ଏକ ବଡ଼ ବିଜୟ । ଗତକାଲି ଖେଳାଯାଇଥିବା ମ୍ୟାଚରେ କୋଲକତା ନାଇଟ୍ ରାଇଡର୍ସ  (କେକେଆର)କୁ ୮୨ ରନ୍‌ରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ । ବାଙ୍ଗାଲୋର ଦଳ ପକ୍ଷରୁ ଏବି ଡିଭିଲିୟର୍ସ ୩୩ ବଲ୍‌ରୁ  ବିସ୍ଫୋରକ ୭୩ ରନ୍ କରିଥିଲେ। ସେହିପରି କ୍ୟାପ୍ଟେନ କୋହଲି ୩୩ ରନ୍ କରିଥିଲେ। ଫଳରେ ବାଙ୍ଗାଲୋର ୨ ୱିକେଟ୍‌ରେ ୧୯୪ ରନ୍ କରିଥିଲା । ୧୯୫ ରନ୍ ଟାର୍ଗେଟରେ ବ୍ୟାଟିଂ କରିଥିବା କେକେଆର […]

  • Friday, 02 July 2021
khe
ଆଜି ଚେନ୍ନାଇ ଓ ହାଇଦ୍ରାବାଦ ମଧ୍ୟରେ ଟକ୍କର, ଜାଣନ୍ତୁ ଉଭୟଙ୍କ ସ୍ଥିତି ରହିଛି କେମିତି

ଦୁବାଇ: ଚଳିତ ଆଇପିଏଲରେ ଆଜି ଡେଭିଡ୍‌ ୱାର୍ଣ୍ଣରଙ୍କ ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ଏହି ମ୍ୟାଚ୍‌ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ପୂର୍ବରୁ ଏହି ଦୁଇ ଦଳ ଅକ୍ଟୋବର ୨ରେ ଭେଟ ହୋଇଥିଲେ। ହାଇଦ୍ରାବାଦ ଏହି ମ୍ୟାଚ୍‌କୁ ୭ ରନ୍‌ରେ ଜିତି ନେଇଥିଲା। ତେବେ ଏଥର ମଧ୍ୟ ଚେନ୍ନାଇକୁ ପରାସ୍ତ କରିବା ପାଇଁ ଦଳ ପ୍ରସ୍ତୁତି […]

  • Friday, 02 July 2021
mk
ହାଇଦ୍ରାବାଦକୁ ୧୬୮ ରନ୍‌ର ଟାର୍ଗେଟ୍‌ ଦେଲା ଧୋନୀ ବାହିନୀ

ଦୁବାଇ: ଚଳିତ ଆଇପିଏଲର ୨୯ତମ ମ୍ୟାଚ୍‌ରେ ଆଜି ଡେଭିଡ୍‌ ୱାର୍ଣ୍ଣରଙ୍କ ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।  ହେଲେ ସନ୍‌ରାଇଜର୍ସ ହାଇଦ୍ରାବାଦର ବୋଲର୍‌ ଚେନ୍ନାଇକୁ ବଡ଼ ସ୍କୋର କରିବାରୁ ରୋକି ଥିଲେ। ୨୦ ଓଭର ଶେଷ ସୁଦ୍ଧା ଦଳ ୬ଟି ୱିକେଟ୍ ହରାଇ ୧୬୭ରନ୍‌ କରିବାକୁ ସମର୍ଥ ହୋଇଥିଲା। […]

  • Friday, 02 July 2021
CSK
ଫେରୁଛି ଚେନ୍ନାଇର ଚମକ, ହାଇଦ୍ରାବାଦକୁ ହରାଇ ତୃତୀୟ ଥର ବିଜୟ ହାସଲ କଲା ଧୋନି ବାହିନୀ

ଦୁବାଇ: ଆଇପିଏଲ୍‌ରେ ଫେରୁଛି ଚେନ୍ନାଇର ଚମକ। ଗତ ୭ଟି ମ୍ୟାଚ୍‌ରୁ ମାତ୍ର ୨ଟିରେ ବିଜୟୀ ହୋଇଥିବା ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଜୟ ହାସଲ କରିଛି। ଏହି ବିଜୟ ସହିତ CSK ପୁଣିଥରେ ୱିନିଂ ଟ୍ରାକ୍‌କୁ ଫେରିଛି। ମଙ୍ଗଳବାର ଖେଳା ଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଚେନ୍ନାଇ ଟିମ୍‌ […]

  • Friday, 02 July 2021
k
ଆଜି ବେଙ୍ଗାଲୁରୁ ଏବଂ ପଞ୍ଜାବ ମଧ୍ୟରେ ଲଢ଼େଇ, ଡେବ୍ୟୁ କରିପାରନ୍ତି ଗେଲ୍‌

ଦୁବାଇ: ଚଳିତ ଆଇପିଏଲ୍‌ର ୩୧ ତମ ମ୍ୟାଚ୍‌ ବିରାଟ କୋହିଲିଙ୍କ ବେଙ୍ଗାଲୁରୁ ଏବଂ କେ.ଏଲ ରାହୁଲଙ୍କ ପଞ୍ଜାବ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଆଜି ଶାରଜା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଥର ପାଇଁ ପଞ୍ଜାବ ଏବଂ ବେଙ୍ଗାଲୁରୁ ମୁହାଁମୁହିଁ ହେବେ। ଏହି ଦୁଇ ଦଳଙ୍କ ମଧ୍ୟରେ ପ୍ରଥମ ମ୍ୟାଚ୍ ସେପ୍ଟେମ୍ୱର ୨୪ରେ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ୯୭ ରନ୍‌ର ବ୍ୟବଧାନରେ ଜିତି ନେଇଥିଲା। ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌କୁ […]

  • Friday, 02 July 2021
mana patel
ଟୋକିଓ ଅଲମ୍ପିକ ପାଇଁ କ୍ୱାଲିଫାଏ କଲେ ଏଇ ମହିଳା ସ୍ୱିମର

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ସ ଲାଗି ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ଏହି କ୍ରମରେ ଭାରତର ଆଉ ଜଣେ ସନ୍ତରଣକାରୀଙ୍କୁ ମିଳିଛି ଅଲିମ୍ପିକ୍ସ ଟିକେଟ୍। ଦେଶର ପ୍ରଥମ ମହିଳା ସୁଇମର ଭାବେ ମାନା ପଟେଲ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ବ୍ୟାକ୍…

  • Friday, 02 July 2021
Untitled-1
ପଞ୍ଜାବକୁ ୧୭୨ ରନ୍‌ର ଟାର୍ଗେଟ ଦେଲା ବେଙ୍ଗାଲୁରୁ

ଶାରଜା: ଚଳିତ ଆଇପିଏଲର ୩୧ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ପଞ୍ଜାବ ବୋଲିଂ ଭାର ସମ୍ଭାଳିଥିଲା। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୭୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ବିରାଟ କୋହଲି ୩୯ ବଲ୍‌ ଖେଳି ସର୍ବାଧିକ […]

  • Friday, 02 July 2021
u
ଭାଇରାଲ ହେଲା କୋହଲିଙ୍କ ଡ୍ୟାନ୍ସ

ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ ଆଜିର ମ୍ୟାଚ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଏହା ରନ୍‌ କରି ନୁହେଁ ବରଂ ପଡ଼ିଆରେ ତାଙ୍କର ନାଚ ପାଇଁ। ଆଶ୍ଚର୍ଯ୍ୟ ହୋଇଗଲେ କି, ହଁ ଆପଣ ଠିକ୍‌ ପଢ଼ିଛନ୍ତି। ଥରେ ଏହି ଭିଡିଓ ଦେଖନ୍ତୁ… https://twitter.com/LogicalBakwaas/status/1316732878714142721?s=20 ଏହି ଭିଡିଓଟି ଜତିନ୍‌ ନାମକ ଜଣେ ଟ୍ୱିଟର୍ ବ୍ୟବହାରକାରୀ ତାଙ୍କ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓଟିରେ ଆଜିର ମ୍ୟାଚ୍‌ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ଖେଳିବା ପୂର୍ବରୁ ପ୍ରାକ୍ଟିସ୍‌ […]

  • Friday, 02 July 2021
g
ବାଙ୍ଗାଲୋରକୁ ହରାଇ ୱିନିଂ ଟ୍ରାକ୍‌କୁ ଫେରିଲା ପଞ୍ଜାବ

ଶାରଜା: ଆଇପିଏଲର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଓ୍ୱିକେଟରେ ପରାସ୍ତ କରିଛି  କିଙ୍ଗସ୍‌ ଇଲେଭେନ ପଞ୍ଜାବ।  ଶାରଜା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ମ୍ୟାଚର  ଦ୍ୱିତୀୟ ପାଳିରେ ବ୍ୟାଟିଂ କରୁଥିବା  ପଞ୍ଜାବ ୧୭୨ ରନର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୨ଟି ଓ୍ୱିକେଟ ହରାଇ ୧୭୭ ରନ୍ କରି ବିଜୟ ହାସଲ କରିଛି। ଲଗାତର୍ ୫ଟି ମ୍ୟାଚ୍‌ ହାରିବା ପରେ ଦଳ ୱିନିଂ ଟ୍ରାକ୍‌କୁ ଫେରିଛି। ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରଓ୍ୱାଲ […]

  • Friday, 02 July 2021
IPL
IPL 2020: ମୁମ୍ବାଇ ପାଖରେ ଏତେ ସହଜରେ କେମିତି ହାରିଗଲା KKR

ଦୁବାଇ: ଆଇପିଏଲ ୧୩ର ୩୨ ତମ ମ୍ୟାଚରେ ଏକ ରୋମାଞ୍ଚକର ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ଆବୁଧାବିର ଶେଖ ଜୟେଦ୍ ଷ୍ଟାଡିୟମରେ ଖେଳା ଯାଇଥିବା ଲିଗ୍ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮ ଓ୍ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇର ଏହି ବିଜୟରେ ନାୟକ ସାଜିଛନ୍ତି ବ୍ୟାଟସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ । ଡି କକ୍ ୪୪ଟି ବଲ୍ ଖେଳି ଅପରାଜିତ ୭୮ ରନ୍ […]

  • Friday, 02 July 2021
pak player
ଯୁବରାଜ ସିଂହଙ୍କୁ ୬ ଥର ଆଉଟ କରିଥିବା ଖେଳାଳି କ୍ରିକେଟରୁ ସନ୍ୟାସ ନେଲେ

ଲାହୋର:ପାକିସ୍ତାନର ଦ୍ରୁତ ବୋଲର ଉମର ଗୁଲ୍‌ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ୩୬ ବର୍ଷ ବୟସ୍କ ଏହି ଖେଳାଳି ପାକିସ୍ତାନ ପାଇଁ ୪୭ଟି ଟେଷ୍ଟ, ୧୩୦ ୱାନ ଡେ ଏବଂ ୬୦ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ନାଶନାଲ ଟି-୨୦ ମ୍ୟାଚରେ ବେଲୁଚିସ୍ଥାନ ପାଖରୁ ହାରିବା ପରେ ସେ କ୍ରିକେଟରୁ ଅବସର ନେବା ଘୋଷଣା କରିଛନ୍ତି। ଶୁକ୍ରବାର ତାଙ୍କ ଟିମ୍‌ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି। ପେଶୱାରରେ ରହୁଥିବା ଉମର ଗୁଲ ୨୦୦୩ରେ ପାକିସ୍ତାନ କ୍ରିକେଟ ଟିମ୍‌ରେ ୱାନ୍‌ ଡେ ପାଇଁ […]

  • Friday, 02 July 2021
rohan-jaitly
ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

ନୂଆଦିଲ୍ଲୀ: ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍‌(ଡିଡିସିଏ) ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଦିବଙ୍ଗତ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପୁଅ ରୋହନ ଜେଟ୍‌ଲୀ। ୩୧ ବର୍ଷୀୟ ରୋହନ ଏହି ପଦରେ ୨୦୨୧ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ରହିବେ। ତେବେ ଟ୍ରେସର୍‌ ଓ ନିର୍ଦ୍ଦେଶକ ପଦ ପାଇଁ ନଭେମ୍ବର ୫, ୬ ଓ ୮ତାରିଖରେ ନିର୍ବାଚନ ହେବ। ନଭେମ୍ବର ୯ରେ ଫଳାଫଳ ଘୋଷଣା ହେବ। ପେଷାରେ ଓକିଲ ଥିବା ରୋହନ ଡିଡିସିଏର ଅଧ୍ୟକ୍ଷ ପଦ ପାଇଁ ଶେଷ […]

  • Friday, 02 July 2021
kkkk
ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଆବୁଧାବି: ଚଳିତ ଆଇପିଏଲର ୩୫ ତମ ମ୍ୟାଚ୍‌ରେ କୋଲକତା ନାଇଟ୍ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ କୋଲକାତା ଅଧିନାୟକ ୟୋନ୍‌ ମର୍ଗାନ ବ୍ୟାଟିଂ ଭାର ସମ୍ଭାଳି ଥିଲେ। ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୬୩ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ଶୁଭମ୍‌ ଗିଲ୍‌ […]

  • Friday, 02 July 2021
kolk
ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ଆବୁଧାବି: ଚଳିତ ଆଇପିଏଲର ୩୫ ତମ ମ୍ୟାଚ୍‌କୁ କୋଲକାତା ନାଇଟ୍‌ ରାଇଡର ଜିତି ନେଇଛି। ମ୍ୟାଚ୍‌ଟି ଏକ ପ୍ରକାରର ରୋମାଞ୍ଚକର ହୋଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୬୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି ରନ୍‌ର ପିଛା କରି ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ହାଇଦ୍ରାବାଦ ମଧ୍ୟ ୧୬୩ ରନ୍‌ କରିଥିଲା। ତେବେ ମ୍ୟାଚ୍‌ ସୁପର ଓଭର ଆଡ଼କୁ ଯାଇଥିଲା। ଗୋଟିଏ ଓଭରର ଏହି ସୁପର ଓଭର […]

  • Friday, 02 July 2021
cri
ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ଦୁବାଇ: ଚଳିତ ଆଇପିଏଲର ୩୬ ତମ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେପଞ୍ଜାବ ଅଧିନାୟକ କେ.ଏଲ୍‌ ରାହୁଲ ବୋଲିଂ ଭାର ସମ୍ଭାଳି ଥିଲେ। ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୭୬ ରନ୍‌ କରିବାକୁ […]

  • Friday, 02 July 2021
ipl-111
IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ଆବୁଧାବି: ସୁପର ସଣ୍ଡେରେ ସୁପର ସୋ। ଗତକାଲି ଆଇପିଏଲ ମ୍ୟାଚରେ ଭରପୁର ମଜା ଉଠାଇଛନ୍ତି ଦର୍ଶକ । ଗତକାଲି   ପ୍ରଥମ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ ସୁପର ଓଭରରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି । କୋଲକତା ପ୍ରଥମେ ବ୍ୟାଟିଂ କରି ୫ ଉଇକେଟ ହରାଇ ୧୬୩ରନ କରିଥିଲା । ଜବାବରେ ଡାଭିଡ୍ ୱାର୍ଣ୍ଣରଙ୍କ ଅପରାଜିତ ୪୮ରନ ସତ୍ତ୍ୱେ ସନରାଇଜର୍ସ ୬ଉଇକେଟ ହରାଇ ସମାନ ୧୬୩ରନ କରିଥିଲା ।ଏହାପରେ ସୁପର ଓଭର ଖେଳାଯାଇଥିଲା ଏଥିରେ ଫର୍ଗୁସନଙ୍କ ବୋଲିଂ ଆଗରେ […]

  • Friday, 02 July 2021
213313
ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌...ଭିଡିଓ ଭାଇରାଲ

ଆବୁଧାବି:IPL-2020 ମୁମ୍ବାଇ ଇଣ୍ଡିଆନ୍ସ ଭର୍ସେସ କିଙ୍ଗସ ଇଲେଭେନ ପଞ୍ଜାବ (MI Vs KXIP) ମଧ୍ୟରେ ଗତକାଲିର ମ୍ୟାଚ ଥିଲା ବେଶ ରୋମାଞ୍ଚକର। ଗୋଟିଏ ମ୍ୟାଚ୍‌ରେ ୨ଟି ସୁପରଓଭର ଖେଳିବାକୁ ପଡ଼ିଥିଲା। ୨ୟ ସୁପର ଓଭରରେ ପଞ୍ଜାବ ମୁମ୍ବାଇକୁ ହରାଇବାରେ ସଫଳ ହୋଇଥିଲା। ତେବେ ଉଭୟ ଟିମ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ। ହେଲେ ସୁପର ଓଭରରେ ମୟଙ୍କ ଅଗ୍ରୱାଲଙ୍କ ଫିଲ୍‌ଡିଂକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ଆକାଶରେ ଉଡି ଉଡ଼ି ମୟଙ୍କ ଯେପରି ଏକ ଛକାକୁ ବଞ୍ଚାଇଥିଲେ […]

  • Friday, 02 July 2021
 Wimbledon Tennis Championships
ୱିମ୍ବିଲ୍‌ଡନ ଟେନିସ ଚାମ୍ପିୟନସିପ: କିଛି ଝଲକ୍‌

ଲଣ୍ଡନରେ ଚାଲିଛି ୱିମ୍ବିଲ୍‌ଡନ ଟେନିସ ଚାମ୍ପିୟନସିପ ମ୍ୟାଚ। ଏହାର କିଛି ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ। ମ୍ୟାଚ୍‌ର ଚତୁର୍ଥ ଦିନରେ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ ସମୟରେ ଫ୍ରାନ୍ସର ଗେଲ୍ ମୋନଫିଲ୍ସ

2
ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ଅବୁଧାବି: ଚଳିତ ଆଇପିଏଲର ୩୭ତମ ମ୍ୟାଚ୍‌ରେ ଆଜି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ଷ୍ଟିଭ୍ ସ୍ମିଥ୍‌ଙ୍କ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ରାଜସ୍ଥାନ ପ୍ରଥମେ ବୋଲିଂ ଭାର ସମ୍ଭାଳିବ। ଚେନ୍ନାଇ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଡ୍ୱେନ ବ୍ରାଭୋ ଏବଂ କରନ ଶର୍ମାଙ୍କୁ ଆଜି ବେଞ୍ଚରେ ବସାଯାଇଛି। ତାଙ୍କ ବଦଳରେ ଜୋଶ ହେଜେଲଉଡ୍‌ ଓ […]

  • Friday, 02 July 2021
5
ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଅବୁଧାବି: ଆଇପିଏଲର ୩୭ ତମ ମ୍ୟାଚ୍‌ରେ ଧୋନୀ ବାହିନୀ ଆଜି ବେଶି ସ୍କୋର କରିବାକୁ ସକ୍ଷମ ହୋଇନି। ଦଳ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୨୫ ରନ୍‌ କରିପାରିଛି। ଫଳରେ ରାଜସ୍ଥାନକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୨୬ ରନ୍‌ର ଟର୍ଗେଟ ମିଳିଛି। ଏହି ମ୍ୟାଚ୍‌ରେ ଧୋନି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳ ରାଜସ୍ଥାନ ରୟାଲ୍ସର ବୋଲରଙ୍କୁ ସାମ୍ନା କରିପାରିନଥିଲା। ଯାହା ଫଳରେ ଚେନ୍ନାଇ ବଡ଼ ସ୍କୋର କରିବାରୁ ବଞ୍ଚିତ […]

  • Friday, 02 July 2021
dhoni
‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ଦୁବାଇ:ଚେନ୍ନାଇ ସୁପରକିଙ୍ଗସ୍‌ କ୍ୟାପ୍‌ଟେନ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଚଳିତ ଆଇପିଏଲ-୨୦୨୦ରେ ୭ମ ଥର ପାଇଁ ପରାଜୟକୁ  ସାମ୍ନା କରିଛି। ଏହା ଉପରେ ପ୍ରତିକ୍ରିୟା ରଖି ଧୋନି କହିଛନ୍ତି,  ତାଙ୍କର ଟିମ୍‌ ପରିଣାମ ନୁହେଁ, ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେବା ଉଚିତ୍‌। ଆଉ ଏଥିପାଇଁ ତାଙ୍କୁ ଆଗକୁ ଦୃଢ ପଦକ୍ଷେପ ନେବାକୁ ପଡ଼ିବ। ଚେନ୍ନାଇ ଟିମ୍‌ ରାଜସ୍ଥାନ ରୟାଲ୍ସ ବିରୋଧରେ ୫ ୱିକେଟରେ ୧୨୫ ରନ କରିପାରି ଥିଲା। ୭ ୱିକେଟରେ ମ୍ୟାଚ ହାରି ଯାଇଥିଲା। ଚେନ୍ନାଇ […]

  • Friday, 02 July 2021