ରାମନବମୀରେ ଶାନ୍ତିଶୃଙ୍ଖଳା ନେଇ ତତ୍ପର ପୋଲିସ। ସମ୍ୱଲପୁରର ବିଭିନ୍ନ ସ୍ଥାନରେ ବମ୍ୱ ସ୍କ୍ୱାର୍ଡ କରିଛି ତଲାସୀ।
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାବେଳେ ଅନେକ ମାନ୍ୟଗଣ ବ୍ୟକ୍ତି ଉତ୍ସବରେ ସାମିଲ ହୋଇଥିଲେ। କିନ୍ତୁ ରାମନବମୀ ଅବସରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହା ଉପରେ ରୋକ୍ ଲଗାଯାଇଛି।
ନିୟନ୍ତ୍ରଣକୁ ଆସୁନି ଉତ୍ତେଜନାପୂର୍ଣ୍ଣ ସ୍ଥିତି । ହାଓଡା ପରେ ହୁଗୁଳି ଜିଲ୍ଲାରେ ତୀବ୍ର ଉତ୍ତେଜନା ।
କାଳ ହେଲା ରାମନବମୀ ଯାତ୍ରା ଦେଖିବା...ବିଳମ୍ବିତ ରାତିରେ ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାର ଶିକାର ହେଲେ ୩ ଯୁବକ । ଖାଲି ଦୁର୍ଘଟଣାର ଶିକାର ହେଲେ ତାହା ନୁହେଁ ବରଂ ୩ ଜଣଙ୍କର ଚାଲିଗଲା ଜୀବନ । ଗଛରେ ଗାଡ଼ି ଏମିତି ପିଟି ହେଲା ଯେ ତିନି ଜଣଯାକ ସାଙ୍ଗଙ୍କର ଗଲା ପ୍ରାଣ । ନୟାଗଡ଼ ଓଡଗାଁରେ ଚାଲିଥିବା ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବାବେଳେ କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ ବରଗଛକୁ ପିଟିଥିଲା ବାଇକ
ହିନ୍ଦୁଧର୍ମରେ ରାମ ନବମୀଙ୍କୁ ଏକ ବହୁତ ବଡ ପର୍ବ ଭାବରେ ବିବେଚନା କରାଯାଏ। ଶାସ୍ତ୍ର ଅନୁଯାୟୀ, ଭଗବାନ ରାମ ଏହି ଦିନ ଜନ୍ମ ହୋଇଥିଲେ, ତେଣୁ ଏହି ଶୁଭ ଦିନକୁ ରାମ ନବମୀ ଭାବରେ ପାଳନ କରାଯାଏ।
ରାମନବମୀ ଶୋଭାଯାତ୍ରା ସମୟରେ କିଛି ରାଜ୍ୟରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ରାମନବମୀ ଅବସରରେ ୟୁପିର ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରି ଥିଲା। ହେଲେ କୌଣସି ବି ଅପ୍ରୀତିକର ଘଟଣା ସାମ୍ନାକୁ ଆସି ନଥିଲା ବୋଲି ଯୋଗୀ ଦାବି କରିଛନ୍ତି।
ରାମନବମୀ ପୂଜନରେ ବାଧା ସୃଷ୍ଟି ନା ହଷ୍ଟେଲ୍ରେ ଆମିଷ ଖିଆକୁ ବିରୋଧ? କାରଣ ଯାହାବି ହୋଇଥାଉନା କାହିଁକି, ଧର୍ମୀୟ ଭାବନା ବନାମ୍ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ, ପୁଣି ଅଶାନ୍ତ ହୋଇଛି ଜେଏନୟୁ କ୍ୟାମ୍ପସ୍
ଆଜି ପବିତ୍ର ରାମନବମୀ । ସାରା ଦେଶର ପୁରପଲ୍ଲୀରେ ଭଗବାନ ରାମଙ୍କ ଜନ୍ମୋତ୍ସବ ବା ରାମନବମୀକୁ ଧୁମଧାମ୍ରେ ପାଳନ କରାଯାଉଛି ।
ଭୁବନେଶ୍ୱର : ପବିତ୍ର ରାମନବମୀରେ ରାଜଧାନୀର ରାମ ମନ୍ଦିରରେ ଭକ୍ତିମୟ ପରିବେଶ। ମର୍ଯ୍ୟାଦା ପୁରୁଷଙ୍କ ଜନ୍ମତିଥିରେ ତାଙ୍କ ପୂଜା ଆରାଧନା ଲାଗି ସକାଳୁ ସକାଳୁ ଲାଗିଥିଲା ଭକ୍ତଙ୍କ ଗହଳିଚହଳି। ବିଧି ବିଧାନରେ ପୂଜାର୍ଚ୍ଚନା ସହ ଶ୍ରଦ୍ଧାଳୁଙ୍କ ନାମ ସଙ୍କୀର୍ତ୍ତନରେ ଉଚ୍ଛୁଳି ଉଠିଥିଲା ପରିବେଶ। ଏପଟେ ରାମନବମୀ ଅବସରରେ ବେଶ୍ ଚଳଚଞ୍ଚଳ ଥିଲା ରାଉରକେଲା ହନୁମାନ ବାଟିକାସ୍ଥିତ ରାମ ମନ୍ଦିର ପରିସର। ଏଠାରେ ତିନି ଦିନ ଧରି ନାମ, ଯଜ୍ଞ ଚାଲିଥିବା ବେଳେ ଆଜି ବିଭିନ୍ନ ଆଖଡ଼ା ପକ୍ଷରୁ […]
ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀରେ ରାମନବମୀ ପାଳନ କରାଯାଏ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ, ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ତ୍ରେତୟାଯୁଗରେ ରାବଣର ଅତ୍ୟାଚାରର ସବୁ ଦିନ ପାଇଁ ଅନ୍ତ ଘଟାଇବା ପାଇଁ ତଥା ଧର୍ମର ପୁନଃ ସ୍ଥାପନ ପାଇଁ ଭଗବାନ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ଚୈତ୍ର ଶୁକ୍ଲପକ୍ଷ ନବମୀରେ ପୁନର୍ବସୁ ନକ୍ଷତ୍ର ତଥା କର୍କଟ ଲଗ୍ନରେ ରାଜା ଦଶରଥଙ୍କ ଘରେ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ଚଳିତ […]
ଶ୍ରୀରାମଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଏକାଠି ନହେବାକୁ ଜାରି ହୋଇଛି କଟକଣା ସେପଟେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବିଶାଳ ବାଲୁକାକଳା ଭୁବନେଶ୍ୱର : ଆଜି ଚୈତ୍ର ମାସ ଶୁକ୍ଲ ନବମୀ । ଆଜିର ଦିନକୁ ସବୁଠି ରାମ ନବମୀ ଭାବେ ପାଳନ କରାଯାଏ । ଏହି ଦିନରେ ପ୍ରଭୁ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ । ତେଣୁ ଦିନକୁ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଏ । ରାମ ନବମୀ […]
ଚୈତ୍ର ମାସ ଶୁକ୍ଳ ପକ୍ଷର ନବମୀ ତିଥିରେ ଧରାବତରଣ କରିଥିଲେ ଯୁଗପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ଏହି ଦିନକୁ ରାମନବମୀ କୁହଯାଉଥିବା ବେଳେ ଭଗବାନ ରାମଙ୍କ ଜନ୍ମଦିନ ରୂପରେ ପାଳନ କରାଯାଏ । ଚଳିତ ବର୍ଷ ଚୈତ୍ର ଶୁକ୍ଳ ପକ୍ଷ ନବମୀ ତିଥି ୨୧ ଏପ୍ରିଲରେ ପଡ଼ୁଛି । ଆଉ ଏହି ଦିନ ନଅ ବର୍ଷ ପରେ ପାଞ୍ଚ ଗ୍ରହଙ୍କର ଶୁଭ ସଂଯୋଗ ମଧ୍ୟ ରହିଛି । ପୌରାଣିକ କଥାନୁସାରେ ମଧ୍ୟାହ୍ନ ୧୨ଟାରେ କର୍କଟ ଲଗ୍ନରେ ଏବଂ […]
ନୂଆଦିଲ୍ଲୀ:ରାମ ମନ୍ଦିର ନିର୍ମାଣ କାମ କେବେ ଆରମ୍ଭ ହେବ ସେ ନେଇ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇ ନାହିଁ। ଏ ସମ୍ପର୍କରେ ଆସନ୍ତା ୧୯ ତାରିଖ ହେବାକୁ ଥିବା ପ୍ରଥମ ବୈଠକରେ ଆଲୋଚନା କରାଯିବ। ଟ୍ରଷ୍ଟର କହିବା ଅନୁଯାୟୀ ତିଥି ଧାର୍ଯ୍ୟ ନେଇ ଚର୍ଚ୍ଚା ଚାଲିଛି। ତେବେ ଏପ୍ରିଲରେ ରାମନବମୀ ତିଥିରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇ ପାରିବ ନାହିଁ। ତିଥି ଧାର୍ଯ୍ୟ କରିବା ପୂର୍ବରୁ ଟ୍ରଷ୍ଟ ସାମ୍ନାରେ ଅନେକ […]