ବିଜୟ ଥଲାପତିଙ୍କ ବିରୋଧରେ ଅଭିଯୋଗ ପରେ ତାମିଲନାଡୁର ସୁନ୍ନତ ଜମାତର କୋଷାଧ୍ୟକ୍ଷ ସୟଦ କୋସ ଗଣମାଧ୍ୟମ ସହ କଥା ହୋଇ ଅଭିନେତାଙ୍କୁ ମୁସଲମାନମାନଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି।
Country without a single muslim citizen- ଏହି ଦେଶରେ ନାହାଁନ୍ତି ଜଣେ ବି ମୁସଲମାନ
ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ବିଖ୍ୟାତ ଭୁଟାନରେ ମୁସଲିମ ସଂପ୍ରଦାୟ ଲୋକଙ୍କ ସଂଖ୍ୟା ମାତ୍ର ୭ ହଜାର ପାଖାପାଖି । ଭୁଟାନ ବିଶ୍ୱର ତୃତୀୟ ଦେଶ ଅଟେ ଯେଉଁଠି କୌଣସି ମସଜିଦ ନାହିଁ । ଭୁଟାନ ବ୍ୟତୀତ ମୋନାକୋ ଏବଂ ସ୍ଲୋଭାକିଆରେ ମଧ୍ୟ ଗୋଟିଏ ବି ମସଜିଦ ନାହିଁ । ଭୁଟାନରେ ଅଧିକାଂଶ ମୁସଲିମ ନିଜ ନିଜ ଘରେ ନମାଜ ପଢିଥାନ୍ତି । ସେଥିପାଇଁ ଭୁଟାନର ମୁସଲିମ ସଂପ୍ରଦାୟ ୨୦୦୮ରେ ଭାରତ ସୀମାରେ ଥିବା ଜୟଗାଁରେ ଏକ ମସଜିଦ ନିର୍ମାଣ କରିଥିଲେ ।
ଷ୍ଟିଲ ସିଟି ରାଉରକେଲାରେ ବି ପ୍ରସ୍ତୁତି ଜୋରସୋର । ଆକର୍ଷଣ ପାଲଟିବ ଅଯୋଧ୍ୟା ପ୍ରେମ ମନ୍ଦିର, ଦ୍ବାରକା କୃଷ୍ଣ ମନ୍ଦିର ତୋରଣ ।
ଇଦ୍-ଉଲ୍-ଫିତର ପବିତ୍ର ରମଜାନ ମାସ ସମାପ୍ତିର ପ୍ରତୀକ। ଇଦ୍ ପାଳନ ପୂର୍ବରୁ ମୁସଲମାନ ଭାଇମାନେ ଚନ୍ଦ୍ର ଦର୍ଶନ କରନ୍ତି। ଏହା ପଛର କାରଣ କ’ଣ ଆସନ୍ତୁ ଜାଣିବା।
ବର୍ତ୍ତମାନ ଭାରତୀୟ ସିନେମା ଅଭିନେତା ରଜା ଅଲି ମୁରାଦ ମଧ୍ୟ ପ୍ରଭୁ ରାମଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ପ୍ରକାଶ କରିଛନ୍ତି। ତାଙ୍କ ନାମ ସହିତ ରାମଙ୍କ ନାମ ଜଡିତ ବୋଲି ସେ କହିଛନ୍ତି।
ବଡ଼ କଥା ହେଉଛି ଏହି ମୁସଲମାନ ମହିଳାମାନେ ଜାନୁୟାରୀ ୨୨ରେ ଏହି ଅଖଣ୍ଡ ଜ୍ୟୋତିରୁ ପ୍ରଦୀପ ପ୍ରଜ୍ୱଳନ କରି ବାରାଣାସୀରୁ ହିଁ ରାମ ଲାଲାଙ୍କ ପ୍ରତିଷ୍ଠା ଉତ୍ସବ ସହ ଯୋଡ଼ିହେବେ।
ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୪ ମସିହାରେ ନରେନ୍ଦ୍ର ମୋଦି ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହେବେ। ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଏକ ହିନ୍ଦୁରାଷ୍ଟ୍ରରେ ପରିଣତ ହେବ।
ସେ ମୌଲାନଙ୍କ ଟାର୍ଗେଟକୁ ଆସିଥିଲେ । ପରେ ରୁବି ଆସିଫଙ୍କ ବିରୋଧରେ ଫତୱା ଜାରି କରିଥିଲେ ମୁସଲମାନ ର୍ଧମଗୁରୁ।
ପୁଅର ପ୍ରେମ ପାଇଁ ବୃଦ୍ଧ ମୁସଲମାନ ଦମ୍ପତିଙ୍କ ଜୀବନ ଚାଲିଗଲା । ପଡ଼ିଶା ଘର ଝିଅକୁ ନେଇ ବିବାହ କରିବା ପରେ ପିଟି ପିଟି ମାରିଦେଲେ ଝିଅ ଘର ଲୋକ ।
ନିକଟରେ ଏକ ବିବୃତ୍ତିରେ ନାସିରୁଦ୍ଦିନ ଶାହାଙ୍କୁ ଟାର୍ଗେଟ୍ କରିଛନ୍ତି ମୁକେଶ ଖାନ୍ନା। ଆଜିକାଲି ମୁସଲମାନମାନଙ୍କୁ ଘୃଣା କରିବା ଏକ ଫ୍ୟାଶନ ହୋଇଯାଇଛି ବୋଲି ନାସିରୁଦ୍ଦିନଙ୍କ ମତକୁ ନେଇ ସେ ବର୍ଷିଛନ୍ତି। ପଢନ୍ତୁ ସେ କ’ଣ କହିଛନ୍ତି।
ଶୋକାକୁଳ ପରିବେଶ ଭିତରେ ସମ୍ପନ୍ନ ହୋଇଛି ପୁଞ୍ଚ୍ ଆତଙ୍କୀ ଆକ୍ରମଣରେ ସହିଦ ଦେବାଶିଷ ବିଶ୍ବାଳଙ୍କ ଶେଷକୃତ୍ୟ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କ ଜନ୍ମ ମାଟି ପୁରୀ ଅଳଗୁମ ଖଣ୍ଡାୟତ ସାହି ଗାଁ ଶ୍ମଶାନରେ ଜଳିଛି ସହିଦଙ୍କ ଚିତା।
ନୂଆପଡ଼ା କାଣ୍ଡେତରା ଗାଁର ଯୁବ କଣ୍ଠଶିଳ୍ପୀ ମୁଜିବ ଖାଁଙ୍କୁ ନେଇ ଚର୍ଚ୍ଚା
ଗୁରୁ ନାନକ ହିନ୍ଦୁ-ମୁସଲମାନ ଉଭୟ ସଂପ୍ରଦାୟର ସମନ୍ୱୟ ଆଣିଥିଲେ। ଉଭୟ ସଂପ୍ରଦାୟ ଉପରେ ନାନକଙ୍କ ଉପଦେଶର ପ୍ରଭାବ ପଡ଼ିଛି। ଗୁରୁ ନାନକଙ୍କ ଉପଦେଶର ସାର ଥିଲା- “ଈଶ୍ୱର ଏକ”। ଓଡିଶାରେ ରହିଛି ତାଙ୍କର ଏକ ମହାନ କିର୍ତ୍ତୀ। ଆସନ୍ତୁ ଜାଣିବା…
ସାମ୍ପ୍ରଦାୟିକ ଦଙ୍ଗା ସତ୍ତ୍ୱେ ଆଜି ବି ଭାରତରେ ରହିଛି ଭାଇଚାରା। ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଜଣେ ମୁସଲମାନ ମା’ ତାଙ୍କ ପୁଅକୁ କରିଛନ୍ତି କୁନି କୃଷ୍ଣ।
ହିନ୍ଦୁ ମୁସଲମାନ ଭାଇ ଭାଇ ବୋଲି ପ୍ରମାଣିତ ହୋଇଛି। ଜଣେ ହିନ୍ଦୁ ବୃଦ୍ଧଙ୍କ ଶେଷକୃତ୍ୟରେ ସାମିଲ ହୋଇ ମୁସଲମାନ ପରିବାର ‘ରାମ ନାମ ସତ୍ୟ ହେ’ କହିଛନ୍ତି।
କାଲିଠାରୁ ଆରମ୍ଭ ହୋଇଛି ରମଜାନ ମାସ। ଇସଲାମରେ ରମଜାନ ମାସ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ମାସ। ଏହି ପୂରା ମାସଟି ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଉପବାସ କରାଯାଏ। ହିଜ୍ରି କ୍ୟାଲେଣ୍ଡର ଅନୁଯାୟୀ ନବମ ମାସ ହେଉଛି ରମଜାନ। ଇସଲାମିକ ସମ୍ପ୍ରାଦାୟର ବିଶ୍ଵାସ ଅନୁଯାୟୀ, ଏହି ମାସରେ ଉପବାସ କରୁଥିବା ଲୋକମାନେ ଆଶୀର୍ବାଦ ପ୍ରାପ୍ତି ହୁଅନ୍ତି।
ଆଜିଠାରୁ ଆରମ୍ଭ ହେଉଛି ରମଜାନ ମାସ। ଇସଲାମରେ ରମଜାନ ମାସ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ମାସ। ଏହି ପୂରା ମାସଟି ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଉପବାସ କରାଯାଏ। ହିଜ୍ରି କ୍ୟାଲେଣ୍ଡର ଅନୁଯାୟୀ ନବମ ମାସ ହେଉଛି ରମଜାନ। ଇସଲାମିକ ସମ୍ପ୍ରାଦାୟର ବିଶ୍ଵାସ ଅନୁଯାୟୀ, ଏହି ମାସରେ ଉପବାସ କରୁଥିବା ଲୋକମାନେ ଆଶୀର୍ବାଦ ପ୍ରାପ୍ତି ହୁଅନ୍ତି।
ଚଳିତ ବର୍ଷ ଥାନା ପକ୍ଷରୁ ଆଖପାଖ ଅଞ୍ଚଳର ୪୦ରୁ ଅଧିକ ଠାକୁରବାଡିଆଙ୍କୁ ନୀତି ଅନୁଯାୟୀ ମେଲଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିଲା । ଠାକୁର ବାଡିଆମାନେ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ବାହାରି ପହଞ୍ଚିଥିଲେ
ଧର୍ମ ପରିବର୍ତ୍ତନ କରାଇ ଦେଉନଥିବା ଅଭିଯୋଗ କରି ପୋଲିସ ନିକଟରେ ଅଭିଯୋଗ କଲେ ମୁସଲମାନ ଯୁବକ ।
ମୁସଲମାନ ସମ୍ପ୍ରଦାୟ ଗ୍ରହଣ ନ କଲେ ଦେଶ ଛାଡିବାକୁ ଧମକ୍ ଦେଇଛି ତାଲିବାନ୍ । ତାଲିବାନ୍ର ଆଫଗାନ୍ ଦଖଲ ପରେ ଆଫଗାନିସ୍ତାନରେ ଥିବା ସଂଖ୍ୟାଲଘୁ ସଂମ୍ପ୍ରଦାୟର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଯଦି ସେମାନେ ମୁସଲମାନ ସମ୍ପ୍ରଦାୟ ନ ଆପଣାଇବେ ତେବେ ସେମାନଙ୍କୁ ଜୀବନକୁ ମାରିଦେବାକୁ ଧମକ୍ ଦିଆଯାଉଛି ।
ଝାଡଖଣ୍ଡର ଲାତେହରରେ ଗ୍ରାମବାସୀ ଏକତାର ଉଦାହରଣ ସୃଷ୍ଟି କରିଛନ୍ତି। ମନିକା ବ୍ଲକ୍ର ସେମରୀ ଗ୍ରାମରେ ଥିବା ହିନ୍ଦୁମାନଙ୍କ ଶ୍ମଶାନ ଘାଟରେ ପହଞ୍ଚିବା ପାଇଁ କୌଣସି ରାସ୍ତା ନ ଥିଲା। ସେମରୀ ଓ ବାରୱାଡିହର ଉଭୟ ହିନ୍ଦୁ-ମୁସଲମାନ ସମ୍ପ୍ରଦାୟର ଲୋକମାନେ ପାରସ୍ପରିକ ଚୁକ୍ତି କରିଛନ୍ତି। ଏହା ପରେ ମୁସଲମାନ ସମ୍ପ୍ରଦାୟର କେତେକ ଲୋକ ସେମାନଙ୍କର ରୟତି ଜମି ଦାନ କରି ସେମାନଙ୍କ ଶ୍ରମଦାନରେ ଶ୍ମଶାନ ଘାତ ପର୍ଯ୍ୟନ୍ତ ରାସ୍ତା ତିଆରି କରୁଛନ୍ତି। ଗତ ମଙ୍ଗଳବାର ଠାରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ତାଲିବାନ ପରେ ଉଇଗୁର ମୁସଲମାନମାନଙ୍କ ଉପରେ ଚୀନ୍ ନିର୍ଦ୍ଦୟ ଅତ୍ୟାଚାର । ଚୀନର କମ୍ୟୁନିଷ୍ଟ ସରକାରକୁ ନ ମାନିବା କାରଣରୁ ଉଇଗୁରୁମାନଙ୍କୁ ଶିନ୍ଜିୟାଂଗ ପ୍ରଦେଶର ଡିଟେନ୍ସନ୍ କେନ୍ଦ୍ରରେ ବିଭିନ୍ନ ପ୍ରକାରର ଅମାନୁଷିକ ନିର୍ଯାତନା ଦିଆଯାଉଛି । ଏହି ନିର୍ଯ୍ୟାତନା ବିରୁଦ୍ଧରେ ଚୀନରୁ ପଳାଇଥିବା ଉଇଗୁର ପୀଡିତା ମାନେ ଏହି ଅପରାଧର ବିବରଣୀ ଉପସ୍ଥାପନା କରିସାରିଛନ୍ତି । ପ୍ରଥମ ଥର ପାଇଁ ନିଜେ ଚୀନ୍ର ଜଣେ ପୋଲିସ୍ ଉଇଗୁର୍ ଉପରେ ହୋଇଥିବା ଭୟଙ୍କର ନିର୍ଯାତନା ବିଷୟରେ ପ୍ରକାଶ କରିଛନ୍ତି।
ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଛି। ସବୁଆଡେ ଦୁଃଖ ଆଉ ଯନ୍ତ୍ରଣାର ଚିତ୍ର। କରୋନା ପାଇଁ କିଏ ଜୀବିକା ହରାଇଲାଣି ତ କରୋନା କାହାର ଜୀବନ ନେଲାଣି। ପୁଣି କିଏ ଖାଦ୍ୟ ମୁଠାଏ ଯୋଗାଡ କରିବା ପାଇଁ ସଂଘର୍ଷ କରି ଥକି ଗଲାଣି। ଏମିତି ସମୟରେ ଏକ ଖୁସିର ଖବର ସାମ୍ନାକୁ ଆସିଛି। ୟୁପିର ହାପୁଡ଼ ଜିଲ୍ଲାର ଏକ ଗାଁରେ ରହୁଥିବା ମୁସଲମାନ ସଂପ୍ରଦାୟର ଲୋକେ ଲକ୍ଡାଉନ୍ ଯୋଗୁ ଫସି ରହିଥିବା […]
ମୁମ୍ୱାଇ: ଦେଶରେ କରୋନା ଭାଇରସ ବୃଦ୍ଧି ପାଉଥିବା ବେଳେ ମୁମ୍ବାଇର ବାନ୍ଦ୍ରା ସହରର ଗରିବ ନଗରରେ ଲୋକମାନେ ଏକ ମହାନ କାର୍ଯ୍ୟ କରିଛନ୍ତି। ଏକ ମୁସଲମାନ ବସ୍ତିରେ ଜଣେ ହିନ୍ଦୁ ବୃଦ୍ଧାଙ୍କ ମୃତ୍ୟୁ ପରେ ପଡୋଶୀ ମୁସଲମାନମାନେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରି ଶବଦାହ କରିବା ପାଇଁ ଶ୍ମଶାନକୁ ନେଇଥିଲେ। ମାନବିକତାର ଏହି ଉଦାହରଣ ଦେଖିବାକୁ ମିଳିଛି ବାନ୍ଦ୍ରା ଷ୍ଟେସନ ନିକଟରେ ଥିବା ଗରିବ ନଗର ବସ୍ତିରେ। ମୃତ ବୃଦ୍ଧାଙ୍କର ନାଁ […]